Latest Odisha News

BREAKING NEWS

Browsing Category

ଫିଚର

ଶିକ୍ଷା ବ୍ୟବସ୍ଥାରୁ ହଟିବ ଏମ୍‌.ଫିଲ୍‌, ୩ରୁ ୪ ବର୍ଷିଆ ହେବ ଅଣ୍ଡର ଗ୍ରାଜୁଏଟ୍‌

ନୂଆଦିଲ୍ଲୀ: କେନ୍ଦ୍ର କ୍ୟାବିନେଟ ଆଜି ନୂଆ ଶିକ୍ଷା ନୀତି ୨୦୨୦କୁ ମଂଜୁରୀ ଦେଇଛନ୍ତି । ଗତ ୩୪ ବର୍ଷରେ ପ୍ରଥମ ଥର ପାଇଁ ଦେଶର ଶିକ୍ଷା ନୀତିରେ ପରିବର୍ତ୍ତନ ଅଣାଯାଇଛି । ଆଧୁନିକ ସମୟ ଓ ପରିସ୍ଥିତିକୁ ଦୃଷ୍ଟିରେ ରଖି ଏହି ଶିକ୍ଷାନୀତି ପ୍ରସ୍ତୁତ କରାଯାଇଛି ବୋଲି କେନ୍ଦ୍ର ଶିକ୍ଷାମନ୍ତ୍ରୀ…

ବଦଳିବ ଦେଶର ଶିକ୍ଷା ଢ଼ାଞ୍ଚା, ୨ ପ୍ରକାରର ହେବ ବୋର୍ଡ ପରୀକ୍ଷା

ନୂଆଦିଲ୍ଲୀ: ୩୪ ବର୍ଷ ପରେ ବଦଳିଲା ଦେଶର ଶିକ୍ଷା ନୀତି । ନୂଆ ଶିକ୍ଷାନୀତିକୁ କ୍ୟାବିନେଟ ମଂଜୁରୀ ମିଳିଛି । ୧୦ଟି ଉଚ୍ଚଶିକ୍ଷା ବିଭାଗ ଓ ବିଦ୍ୟାଳୟ ର ୧୭ଟି ଶିକ୍ଷାନୀତି ପରିବର୍ତନ କରାଯାଇଛି । ଶିକ୍ଷାକ୍ଷେତ୍ରରେ ପ୍ରଯୁକ୍ତି ବିଦ୍ୟାର ବହୁଳ ବ୍ୟବହାର କରାଯିବ । ଏନେଇ କେନ୍ଦ୍ର ସରକାରଙ୍କ…

ଅନୁଗୁଳ ଛେଣ୍ଡିପଦାରେ ମହିଳାଙ୍କୁ କଟୁରୀରେ ହାଣି ହତ୍ୟା କଲେ ଯୁବକ

ଅନୁଗୁଳ: ଛେଣ୍ଡିପଦା ଥାନା ବାଗଡିଆ ସଜରାସାହିରେ ଯୁବକଙ୍କ ଉନ୍ମତକାଣ୍ଡ । ଆଜିଦିନ ଦ୍ୱିପ୍ରହରରେ ପଡୋଶୀ ଘରର ଜଣେ ମହିଳାଙ୍କୁ ଯୁବକ ଜଣଙ୍କ କଟୁରୀରେ ହାଣି ହତ୍ୟା କରିଛନ୍ତି । ଯାହା ସ୍ଥାନୀୟ ଅଂଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ପୋଲିସର ସୂଚନା ଅନୁଯାୟୀ, ମଧ୍ୟାହ୍ନ ବେଳେ ସଜରାସାହିର…

ଆଜିଠୁ ଶ୍ରୀଜିଉଙ୍କ ୩ ରଥ ଖୋଲାକାମ ଆରମ୍ଭ

ପୁରୀ: ଆଜିଠାରୁ ୩ ରଥ ଖୋଲାକାମ ଆରମ୍ଭ ହୋଇଛି । ରଥ ନିର୍ମାଣ ସେବକ, ପରିଚାଳନା କମିଟି ସଦସ୍ୟଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଭୋଇ ସେବକ ମାନେ ପରମ୍ପରା ଅନୁଯାୟୀ ରଥ ଖୋଲା କାମ ଆରମ୍ଭ କରିଛନ୍ତି । କିନ୍ତୁ ରଥକୁ ନଭାଙ୍ଗି ସୁରକ୍ଷିତ ଭାବେ ଖୋଲାଯାଉଛି । ଏହି କାର୍ଯ୍ୟ ଏକ ମାସ ଧରି ଚାଲିବ…

ଦମ୍ପତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ଆତ୍ମହତ୍ୟା ସନ୍ଦେହ

କଟକ: କଟକ ବୟାଳିଶ ମୌଜା ଝିକିଂ ଅଞ୍ଚଳରୁ ଦମ୍ପତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ଦୁହେଁ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି । ମୃତଦେହ ନିକଟରୁ ହତାଲେଖା ସୁଇସାଇଡ ନୋଟ୍ ପୋଲିସ ଜବତ କରିଛି । ସୁଇସାଇଟ ନୋଟ୍‌ରେ ‘ଆମ ମରିବା ପାଇଁ କେହି ଦାୟୀ ନୁହନ୍ତି । ଆମେ ଭଗବାନ ଅନୁକୂଳ…

ଅନଗୁଳରେ ଅଘଟଣ, କେନାଲରେ ବୁଡି ଦୁଇ ସାଙ୍ଗଙ୍କ ମୃତ୍ୟୁ

ଅନୁଗୁଳ : କେନାଲରେ ଗାଧୋଉଥିବା ବେଳେ ଦୁଇ ସାଙ୍ଗଙ୍କ ମୃତ୍ୟୁ । ଜଣେ ସାଙ୍ଗ ବୁଡି ଯାଉଥିବା ବେଳେ ଅନ୍ୟ ଜଣେ ତାକୁ ଉଦ୍ଧାର କରିବାକୁ ଯାଇ ଦୁଇ ଦୁଇଟି ଜୀବନ ଦୀପ ଲିଭି ଯାଇଛି । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଅନୁଗୁଳ ହେମସୁରପଡା ଅଞ୍ଚଳରେ । ସୂଚନା ଅନୁସାରେ ସ୍ଥାନୀୟ ଅଞ୍ଚଳର…

ଛାତ ଉପରେ ୪୦ ପ୍ରକାରର ଆମ୍ବ ଗଛ ଲଗାଇ ଚର୍ଚ୍ଚାରେ ଜୋସେଫ

ଇରାନାକୁଲମ: ଏଠାକାର ସ୍ଥାନୀୟ ବାସିନ୍ଦା ଜୋସେଫ ଫ୍ରାନ୍ସିସ୍ ତାଙ୍କ ଛାତ ଉପରେ ୪୦ ପ୍ରକାରର ଆମ୍ବ ଗଛ ଲଗାଇ ସେହି ଅଂଚଳର ଚର୍ଚ୍ଚାର କେନ୍ଦ୍ର ସାଜିଛନ୍ତି । ୧୮୦୦ ସ୍କ୍ୱାୟରଫୁଟ ଛାତ ଉପରେ ସେ ନିଜସ୍ୱ ଜ୍ଞାନ କୌଶଳରେ ଆମ୍ବ ଗଛ ଲଗାଇଥିଲେ । ୬୩ ବର୍ଷୀୟ ଜୋସେଫ ପେଶାରେ ଜଣେ ଏସି ମେକାନିକ୍ ।…

କଟକରେ ବଢ଼ୁଛି ସଂକ୍ରମଣ, ଖ୍ରୀଷ୍ଟିଆନ୍ ସାହିରୁ ୨୫ ପଜିଟିଭ ଚିହ୍ନଟ

କଟକ: ରାଜ୍ୟରେ କରୋନା ମିଟର ପୁରା ଉପର ମୁହାଁ ରହିଛି । ହୁ ହୁ ହୋଇ ବଢ଼ୁଛି ଆକ୍ରାନ୍ତଙ୍କ ସଂଖ୍ୟା । ସିଲଭର ସିଟି କଟକରେ ମଧ୍ୟ ଦିନକୁ ଦିନ ସ୍ଥିତି ବିଗିଡିବାରେ ଲାଗିଛି । ଆଜି କଟକ ସହରରୁ ପୁଣି ୫୭ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ୫୪ଜଣ ସଙ୍ଗରୋଧ…

ଆଦିତ୍ୟ ଦାଶ ମୃତ୍ୟୁ ମାମଲା: ୨ ଟ୍ରେନ୍ ଡ୍ରାଇଭରଙ୍କୁ ଜେରା

ଭୁବନେଶ୍ୱର: ସମାଜସେବୀ ଆଦିତ୍ୟ ଦାଶ ମୃତ୍ୟୁ ମାମଲାରେ ଦିନକୁ ଦିନ ନୂଆ ଟ୍ୱିଷ୍ଟ ସାମ୍ନାକୁ ଆସୁଛି । ଦିନ ଯେତେ ଗଡୁଛି ସସ୍‌ପେନ୍ସ ସେତେ ବଢ଼ୁଛି । ଆଦିତ୍ୟଙ୍କ ମୃତ୍ୟୁ ମାମଲାରେ ଆଜି ଜିଆର୍‌ପି ଆଉ ୨ ଟ୍ରେନ୍ ଡ୍ରାଇଭରଙ୍କୁ ଜେରା କରିଛି । ଏକ ପାର୍ସଲ ଟ୍ରେନ୍ ଓ ଏକ ମାଲବାହୀ ଟ୍ରେନ୍‌ର…

ବିଦାୟ ବନ୍ଧୁ ବିଜୟ ! ବିଦାୟ !!

(ବିଜୟ ମହାନ୍ତିଙ୍କ ଦଶାହ ଅବସରରେ) ପାଣିଟାଙ୍କିର ସିଡି ଚଢି ଯାଉଥିଲି ଦିନେ । ମୁହଁ ଉପରକୁ କରି ଯୋରେଯୋରେ ଯାଉଥିଲି । ପାଣିଟାଙ୍କି ଆଉ ଦଶ ବାରଟି ସିଡି ପରେ ପରେ ଆସିବ । ଏତିକି ବେଳେ ମୁଁ କେତେବାଟ ଆସିଚି ବୋଲି ତଳକୁ ଚାହିଁଲା ବେଳକୁ ମୁଣ୍ଡ ବୁଲାଇଗଲା ମୋର । ମୁଁ ଏତେ ସିଡି ଚଢି ଏତେ…