Latest Odisha News

BREAKING NEWS

Browsing Category

ଫିଚର

ରାଜସ୍ଥାନ କ୍ଷମତା ଲଢ଼େଇରେ ଆଜି ଚୁଡ଼ାନ୍ତ ରାୟ ଶୁଣାଇବେ ହାଇକୋର୍ଟ

ଜୟପୁର: ରାଜସ୍ଥାନରେ କାହାର ହେବ ଜିତାପଟ ? ପାଇଲଟ୍ ନା ଗେହଲଟ୍ କ୍ୟାମ୍ପ । କ୍ଷମତା ଲଢ଼େଇରେ ଆଜି ଚୁଡାନ୍ତ ରାୟ ଶୁଣାଇବେ ରାଜସ୍ଥାନ ହାଇକୋର୍ଟ । ସଚିନ ପାଇଲଟଙ୍କ ସମେତ କଂଗ୍ରେସର ୧୯ ବିଦ୍ରୋହୀ ବିଧାୟକଙ୍କ ଆବେଦନ ଉପରେ ରାୟ ଆସିବ । ରାଜସ୍ଥାନ ହାଇକୋର୍ଟ ମୁଖ୍ୟ ବିଚାରପତି ଇନ୍ଦ୍ରଜିତ୍…

ଓଡ଼ିଶାର ଏହି ୪ ଜିଲ୍ଲାକୁ ସତର୍କ ସୂଚନା: ବର୍ଷା ସହ ବଜ୍ରପାତ ସମ୍ଭାବନା

ଭୁବନେଶ୍ୱର: ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଓଡିଶାର ପ୍ରାୟ ୬ଟି ଜିଲ୍ଲାରେ ବର୍ଷା ସହ ଘଡଘଡିର ସମ୍ଭାବନା ରହିଥିବା ନେଇ ଶୁକ୍ରବାର ଦିନ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି । ପାଣିପାଗ ବିଭାଗର ସଦ୍ୟତମ ବୁଲେଟିନ୍ ଅନୁଯାୟୀ କେନ୍ଦ୍ରାପଡା,…

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ରାଶି ଫଳ ତା ୨୪-୭-୨୦୨୦ ଶୁକ୍ରବାର ଆଜି ଦିନର ମହତ୍ତ୍ୱ ଆଜି ହେଉଛି ୨୦୨୦ ମସିହା ଜୁଲାଇ ତା ୨୪ ରିଖ ଶୁକ୍ରବାର କର୍କଟ ୯ ଦିନ ଶ୍ରାବଣ ମାସ ଶୁକ୍ଳ ପକ୍ଷ ଚତୃଥୀ ତିଥି ପୂର୍ବା ଫାଲଗୁନୀ ନକ୍ଷତ୍ର ସିଂହ ଚନ୍ଦ୍ର ଘାତ ବାର: ବିଛା ଧନୁ ଓ ମୀନ ରାଶିର ଘାତ ଚନ୍ଦ୍ର: :କର୍କଟ ଓ…

ସ୍ପାଇସଜେଟକୁ ମିଳିଲା ଆନ୍ତର୍ଜାତୀୟ ବିମାନ ଉଡ଼ାଣ ଅନୁମତି

ନୂଆଦିଲ୍ଲୀ: କରୋନା ମହାମାରୀ ମଧ୍ୟରେ ଭାରତରୁ ଅଧିକାଂଶ ଅନ୍ତର୍ଜାତୀୟ ବିମାନ ବନ୍ଦ ରହିଛି। ଏଭଳି କଷ୍ଟସାଧ୍ୟ ସମୟରେ ଭାରତ ସରକାର ଘରୋଇ ବିମାନ ସ୍ପାଇସଜେଟକୁ ଭାରତ ଏବଂ ଆମେରିକା ମଧ୍ୟରେ ବିମାନ ସେବା ଆରମ୍ଭ କରିବାକୁ ଅନୁମତି ଦେଇଛନ୍ତି। ବର୍ତ୍ତମାନ ଯାତ୍ରୀମାନେ ଆମେରିକା ଯିବା ପାଇଁ…

ୟୁପିଆଇ ଅଟୋ-ପେ ସୁବିଧା ଆରମ୍ଭ : ଇଏମଆଇ,ବିଲ ଏବଂ ମ୍ୟୁଚୁଆଲ୍ ଫଣ୍ଡ ପେମେଣ୍ଟ କରିପାରିବେ

ନୂଆଦିଲ୍ଲୀ: ୟୁପିଆଇ ଅଟୋ-ପେ ସୁବିଧା ଉନ୍ମୋଚିତ ହୋଇଛି: ୟୁପିଆଇ ଅଟୋ ପେ ବୈଶିଷ୍ଟ୍ୟ ଲଞ୍ଚ କରାଯାଇଛି | ଏହା ଅଧୀନରେ ୨୦୦୦ ଟଙ୍କା ପର୍ଯ୍ୟନ୍ତ ଦେୟ ଦେଇପାରିବେ | ଏହି ଦେୟଗୁଡିକ ଇଏମଆଇ, ମୋବାଇଲ୍ ବିଲ୍ ଏବଂ ମ୍ୟୁଚୁଆଲ୍ ଫଣ୍ଡ ପାଇଁ ଦିଆଯିବ | ନ୍ୟାସନାଲ ପେମେଣ୍ଟ କର୍ପୋରେସନ୍ ଅଫ୍ ଇଣ୍ଡିଆ…

ସାମସଙ୍ଗ ଗାଲାକ୍ସି ଜେ ଫ୍ଲିପ୍ ୫ଜି ସ୍ମାର୍ଟଫୋନ୍ ଲଞ୍ଚ, ଆସନ୍ତୁ ଜାଣିବା ମୂଲ୍ୟ ଓ ଫିଚର୍ସ

ନୂଆଦିଲ୍ଲୀ : କୋରିଆ କମ୍ପାନୀ ସାମସଙ୍ଗ ଗାଲାକ୍ସି ଅନପ୍ୟାକ୍ ଇଭେଣ୍ଟରେ ଗାଲାକ୍ସି ଜେ ଫ୍ଲିପ୍ ୫ଜି ଉପସ୍ଥାପନ କରିବାକୁ ଥିଲା | କିନ୍ତୁ ବର୍ତ୍ତମାନ ଇଭେଣ୍ଟ ପୂର୍ବରୁ କମ୍ପାନୀ ଆନୁଷ୍ଠାନିକ ଭାବରେ ଏହି ସ୍ମାର୍ଟଫୋନ୍ ଲଞ୍ଚ କରିଛି। ଏହା ସହିତ ଗାଲାକ୍ସି ଜେ ଫ୍ଲିପ୍ ୫ଜି ର ମୂଲ୍ୟ ମଧ୍ୟ…

ପୃଥିବୀର ନିକଟତର ହେଉଛି ଜ୍ୱଳନ୍ତ ଗ୍ରହାଣୁପିଣ୍ଡ ୨୦୨୦-ଏନଡି

ନୂଆଦିଲ୍ଲୀ:ଶୁକ୍ରବାର ପୃଥିବୀର ନିକଟତର ହେବାକୁ ଯାଉଛି ଜ୍ୱଳନ୍ତ ଗ୍ରହାଣୁପିଣ୍ଡ ୨୦୨୦-ଏନଡି । ବର୍ତମାନ ଏହା ପୃଥିବୀଠାରୁ ୦.୦୩୪ ଆଷ୍ଟୋନୋମିକାଲ ୟୁନିଟ ଦୂରରେ ରହିଛି । ଏହା ପୃଥିବୀ ପାଇଁ ବିପଦ ସମ୍ଭାବନା ସୃଷ୍ଟି କରିପାରେ ବୋଲି ନାସା ଅନୁମାନ ବ୍ୟକ୍ତ କରିଛି । ଯଦି ବାୟୁମଣ୍ଡଳରେ ଘର୍ଷଣ…

ନଗମାଙ୍କ ମିଛକୁ ସମ୍ପୂର୍ଣ୍ଣ ଷ୍ଟାଇଲରେ ପଦାରେ ପକାଇଲେ କୁଇନ କଙ୍ଗନା

ମୁମ୍ବାଇ:ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତ ଆତ୍ମହତ୍ୟା ଘଟଣାରେ କୁଇନ କଙ୍ଗନା ରାନାୱତ ଖୋଲାଖୋଲି ଭାବେ ନେପଟୋଜିମକୁ ଏଥିପାଇଁ ଦାୟୀ କରିଛନ୍ତି । ତାଙ୍କର ଏହି ପଦକ୍ଷେପକୁ ଅନେକ ପ୍ରଶଂସା କରୁଥିବା ବେଳେ ବିରୋଧୀ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି । ଦକ୍ଷିଣ ଭାରତ ଅଭିନେତ୍ରୀ ନଗମା…

ପୋଲିସ-ମାଓବାଦୀ ଗୁଳିବିନିମୟ, ୨ ମାଓବାଦୀ ନିହତ

ଭୁବନେଶ୍ୱର: କନ୍ଧମାଳରେ ସୁରକ୍ଷା ବାହିନୀ ଓ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଛି । ଏଥିରେ ପୋଲିସ ଗୁଳିରେ ୨ ଜଣ ମାଓବାଦୀ ନିହତ ହୋଇଛନ୍ତି । ଏନେଇ ଓଡ଼ିଶା ପୋଲିସ ମହାନିର୍ଦ୍ଦେଶକ ଅଭୟ ଟ୍ୱିଟ୍ କରି ସୂଚନା ଦେଇଛନ୍ତି । We once again appeal to Maoists to lay down arms…

ନିଆରା ପରମ୍ପରା, ୩ ବର୍ଷରେ ଶବକୁ କାଢ଼ି ଉତ୍ସବ ପାଳନ କରିଥାନ୍ତି ଟୋରାଜାନ ଜାତିର ଲୋକ

ନୂଆଦିଲ୍ଲୀ: ଦୁନିଆକୁ ରହସ୍ୟ ଘେରି ରହିଛି । ଏହା ସହିତ ବିଭିନ୍ନ ସ୍ଥାନରେ ପାଳନ କରାଯାଉଥିବା କେତେକ ପରମ୍ପରା ଆମକୁ ଆଶ୍ଚର୍ଯ୍ୟଚକିତ କରିଥାଏ । ଏ ଭଳି ଏକ ପରମ୍ପରା ଇଣ୍ଡୋନେସିଆର ଟୋରାଜନ ଜାତିର ଲୋକ ପାଳନ କରିଥାନ୍ତି । ସେମାନେ ମା ନେନେ ଉତ୍ସବରେ ନିଜ ପରିଜନଙ୍କ ୩ ବର୍ଷ ତଳେ ପୋତା…