Latest Odisha News

BREAKING NEWS

Browsing Category

ଫିଚର

କରୋନା ସଂକ୍ରମଣ ଭୟ: ସମ୍ବଲପୁରର ଏହି ସବୁ ଅଂଚଳରେ ୧୪୪ ଧାରା ଲାଗୁ

ସମ୍ବଲପୁର: ସହରରେ ଦିନକୁ ଦିନ କରୋନା ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ୪ଟି ସ୍ଥାନରେ ଆଜିଠାରୁ ୧୪୪ ଧାରା ଲାଗୁ ହୋଇଛି । ସାକ୍ଷୀପଡାର ମୁଣ୍ଡାପଡା, ବଡବଜାର ସହ କେଉଟପଡାର କୃଷ୍ଣପଡା ଓ ହୀରାକୁଦର ଖ୍ରୀଷ୍ଟିଆନ ପଡାରେ ଉପଜିଲ୍ଲାପାଳଙ୍କ କୋର୍ଟ ଏହି ୧୪୪ ଧାରା ଲାଗୁ କରିଛନ୍ତି । ଏହି…

ସଫଳ ହେଲା ପ୍ଲାଜମା ଥେରାପି; କରୋନାରୁ ସୁସ୍ଥ ହୋଇ ଫେରିଲେ ରୋଗୀ

ଭୁବନେଶ୍ୱର: କରୋନା ରୋଗରୁ ଆରୋଗ୍ୟ ଲାଭ କରିବା ପାଇଁ ଓଡିଶାରେ ପ୍ଲାଜମା ଥେରାପିକୁ ଆଶ୍ରା କରାଯାଇଥିବା ବେଳେ ଏଥିରୁ ସୁଫଳ ମିଳିଛି । କଟକର ଜଣେ କରୋନା ରୋଗୀ ଏହି ଥେରାପି ଦ୍ୱାରା ସୁସ୍ଥ ହୋଇଛନ୍ତି । ଏନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ୱିଟ୍ କରାଯାଇଛି । ବିଭାଗର…

ଭାରତ,ଆମେରିକା, ବ୍ରାଜିଲ କରୋନାର ଉଚିତ ମୁକାବିଲା କରିପାରିବେ : ଡବ୍ଲ୍ୟୁଏଚଓ

ଜେନେଭା: ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ(ଡବ୍ଲ୍ୟୁଏଚଓ) କରୋନା ମୁକାବିଲା କ୍ଷେତ୍ରରେ ଭାରତ, ବ୍ରାଜିଲ ଓ ଆମେରିକା ପ୍ରଶଂସା କରିଛି । ଏହି ୩ଟି ଦେଶରେ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ ମଧ୍ୟ କରୋନାକୁ ହରାଇବା ଦକ୍ଷତା ମଧ୍ୟ ଏମାନଙ୍କର ରହିଛି । ଗଣତନ୍ତ୍ର ଓ ଇଚ୍ଛାଶକ୍ତି ଯୋଗୁ ରୋଗ ସହ…

ଜାତୀୟ କ୍ରୀଡା ପୁରସ୍କାରରେ ରେକର୍ଡ ସଂଖ୍ୟକ ଆବେଦନ

ନୂଆଦିଲ୍ଲୀ:ଚଳତି ବର୍ଷ ଜାତୀୟ କ୍ରୀଡା ପୁରସ୍କାର ପାଇଁ ରେକର୍ଡ ସଂଖ୍ୟକ ଆବେଦନ ଆସିଛି । କ୍ରୀଡା ମନ୍ତ୍ରଣାଳୟ ନିକଟକୁ ୫୦୦ରୁ ଅଧିକ ଆବେଦନ ଆସିଥିବା ବେଳେ ୪୨ ଖେଳରତ୍ନ ପୁରସ୍କାର ପାଇଁ ରହିଛି । ଜୟଲକ୍ଷ୍ମୀ, ଅନୂସୁୟା, ସଭ୍ୟା, ସମ୍ପୂର୍ଣ୍ଣା ଓ ମଣିକନ୍ଦନ ପରି ଅପରିଚିତ ଖେଳାଳିମାନେ ମଧ୍ୟ…

ରାଜ୍ୟରେ ଆଉ ୬ କରୋନା ରୋଗୀଙ୍କ ମୃତ୍ୟୁ; ମୋଟ୍ ସଂଖ୍ୟା ୧୨୦ ଛୁଇଁଲା

ଭୁବନେଶ୍ୱର: ରାଜ୍ୟରେ ଶୁକ୍ରବାର ଦିନ ଆଉ ୬ଜଣ କୋଭିଡ-୧୯ ଆକ୍ରାନ୍ତ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି । ଯାହାକୁ ମିଶାଇ ରାଜ୍ୟରେ କରୋନା ମୃତକଙ୍କ ସଂଖ୍ୟା ୧୨୦ରେ ପହଞ୍ଚିଛି । ଏନେଇ ସୂଚନା ଦେଇଛି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ସ୍ୱାସ୍ଥ୍ୟ ବିଭାଗର ସୂଚନାନୁସାରେ, ରାୟଗଡାରୁ…

ରାଜ୍ୟରେ କରୋନାର ଲମ୍ବା ଲମ୍ଫ: ୨୪ ଘଣ୍ଟାରେ ୧୫୦୦ ପାର୍

ଭୁବନେଶ୍ୱର: ରାଜ୍ୟରେ ରେକର୍ଡ ଭାଙ୍ଗିଲା କରୋନା । ୨୪ ଘଣ୍ଟାରେ ଚିହ୍ନଟ ହେଲେ ସର୍ବାଧିକ ୧୫୯୪ ଜଣ ସଂକ୍ରମିତ। ଦିନକୁ ଦିନ ସ୍ଥିତି ଗମ୍ଭୀର ହେବାରେ ଲାଗିଛି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୨୨୬୯୩ ରେ ପହଞ୍ଚିଛି। ସଦ୍ୟତମ ସୂଚନା ଅନୁଯାୟୀ, ଆଜି ଚିହ୍ନଟ ପଜିଟିଭଙ୍କ…

ଭାରତର ରୌପ୍ୟ ପଦକ ସ୍ୱର୍ଣ୍ଣରେ ବଦଳିଲା

ନୂଆଦିଲ୍ଲୀ: ୨୦୧୮ ଏସିଆନ୍ ଗେମ୍ସ ୪ଗୁଣନ୪୦୦ ମିକ୍ସଡ ରିଲେ ଦଳ ବିଜେତା ବାହାରିନ୍ ଦଳର ଜଣେ ସଦସ୍ୟ ଡୋପ ଟେଷ୍ଟରେ ଧରାପଡିଛନ୍ତି । ଫଳରେ ତାଙ୍କ ଟିମକୁ ଅଯୋଗ୍ୟ ଘୋଷିତ କରାଯିବ ସହ ରୌପ୍ୟ ପଦକ ବିଜେତା ଭାରତୀୟ ଟିମ୍ ଏବେ ସ୍ୱର୍ଣ୍ଣର ହକଦାର ହୋଇଛନ୍ତି । କେମି ଆଡେକାୟା ଆଥଲେଟିକ୍ସ…

ଆଜି ରିଲିଜ ହେଉଛି ସୁଶାନ୍ତଙ୍କ ଶେଷ ସିନେମା ‘ଦିଲ ବେଚାରା’: କେଉଁଠି ଓ କେମିତି ଏହାକୁ ଦେଖିବେ ଜାଣନ୍ତୁ

ମୁମ୍ବାଇ: ଆଜି ମୁକ୍ତିଲାଭ କରିବାକୁ ଯାଉଛି ସ୍ୱର୍ଗତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଶେଷ ଚଳଚ୍ଚିତ୍ର ଦିଲ ବେଚାରା । ସୁଶାନ୍ତଙ୍କ ପ୍ରଶଂସକ, ପରିବାର ଏବଂ ସୁଶାନ୍ତଙ୍କ କୋ'ଷ୍ଟାର ମାନଙ୍କ ପାଇଁ ଏହା ଏକ ଭାବପ୍ରବଣତାର ମୁହୂର୍ତ୍ତ । ଏହି ସିନେମାଟି ଆଜି ସନ୍ଧ୍ୟା ୭.୩୦ ରୁ OTT…

ପୁଣି ଭାଙ୍ଗିଲା ରେକର୍ଡ଼: ଗୋଟିଏ ଦିନରେ ୪୯ ହଜାରରୁ ଉର୍ଦ୍ଧ୍ବ ଆକ୍ରାନ୍ତ ଚିହ୍ନଟ, ମୃତ୍ୟୁ ସଂଖ୍ୟା ଟପିଲା ୩୦ ହଜାର

ନୂଆଦିଲ୍ଲୀ: ଭାରତରେ ସବୁ ରେକର୍ଡ ଭାଙ୍ଗି କରୋନା ମହାମାରୀ ଏବେ ଅସମ୍ଭାଳ ସ୍ଥିତିରେ ପହଞ୍ଚି ଯାଇଛି । ଦେଶରେ ୨୪ ଘଣ୍ଟାରେ ସର୍ବାଧିକ ୪୯,୩୧୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୭୪୦ ଜଣ ପ୍ରାଣ ହରାଇଛନ୍ତି। ଯାହା ସାଜିଛି ଚିନ୍ତାର କାରଣ । ହୁ ହୁ ହୋଇ ଦେଶର ସଂକ୍ରମିତଙ୍କ ସଂଖ୍ୟା…

ରାମ ମନ୍ଦିର ଭୂମି ପୂଜା ଉପରେ ରୋକ ପାଇଁ ଜନସ୍ୱାର୍ଥ ମାମଲା

ପ୍ରୟାଗରାଜ: ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ଅଗଷ୍ଟ ୫ ତାରିଖରେ ପ୍ରସ୍ତାବିତ ଭୂମି ପୂଜନ ଉପରେ ରୋକ ଲଗାଇବାକୁ ପିଟିସନ୍ । ଆହ୍ଲାବାଦ ହାଇକୋର୍ଟରେ ଦାୟର ହୋଇଛି ଜନସ୍ୱାର୍ଥ ମାମଲା । ଦିଲ୍ଲୀର ଜଣେ ସାମ୍ବାଦିକ ସାକେତ ଗୋଖଲେ ହାଇକୋର୍ଟରେ ପିଟିସନ ଦାଖଲ କରିଛନ୍ତି । ଆବେଦନକାରୀ…