Latest Odisha News

BREAKING NEWS

Browsing Category

ଫିଚର

ବାତିଲ ହେବ ଭାରତ-ଇଂଲଣ୍ଡ ଦିନିକିଆ କ୍ରିକେଟ ସିରିଜ!

ମୁମ୍ବାଇ: ଭାରତ ଓ ଇଂଲଣ୍ଡ ମଧ୍ୟରେ ଖେଳାଯିବାକୁ ଥିବା ଦିନିକିଆ ସିରିଜ ବାତିଲ ହୋଇପାରେ । ଏଥିନେଇ ଅଫିସିଆଲ କୌଣସି ଘୋଷଣା ହୋଇ ନ ଥିଲେ ମଧ୍ୟ ବିସିସିଆଇ ଏହାକୁ ବାତିଲ କରିବା ନେଇ ଯୋଜନା କରୁଛି । ସେପ୍ଟେମ୍ବରରେ ଇଂଲଣ୍ଡ ଭାରତ ଗସ୍ତରେ ୩ ଦିନିକିଆ ଓ ୩ ଟି୨୦ ମ୍ୟାଚ ଖେଳିଥାନ୍ତା । କରୋନା…

କରୋନାରୁ ସୁସ୍ଥ ହୋଇ ଘରକୁ ଫେରିଲେ ନୀଳଗିରି ବିଧାୟକ

ବାଲେଶ୍ୱର: କରୋନାରୁ ସୁସ୍ଥ ହେଲେ ନୀଳଗିରି ବିଧାୟକ । 10 ଦିନ ଚିକିତ୍ସା ପରେ ମହାମାରୀ କରୋନାରୁ ସୁସ୍ଥ ହୋଇ ନୀଳଗିରି ବିଧାୟକ ଆଜି ଘରକୁ ଫେରିଛନ୍ତି । ତାଙ୍କ ରିପୋର୍ଟ ନେଗେଟିଭ ଆସିବା ପରେ ତାଙ୍କୁ କୋଡିଭ ହସ୍ପିଟାଲରୁ ଡିସଚାର୍ଜ କରାଯାଇଛି । ଏବେ ସେ ହୋମ୍‌କ୍ୱାରେଂଟାଇନ୍‌ରେ ଅଛନ୍ତି ।…

ଅମ୍ବାନୀ ୫ଜି ଟେକ୍ନୋଲୋଜି ପ୍ରସ୍ତୁତି କରିବାକୁ ଘୋଷଣା, ଗୁଗୁଲ ରିଲାଏନ୍ସ ଜିଓରେ ୩୩,୭୩୭ କୋଟି ଟଙ୍କା ବିନିଯୋଗ କରିଛି

ନୂଆଦିଲ୍ଲୀ: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ ର ୪୩ ତମ ସାଧାରଣ ସଭାରେ ମୁକେଶ ଅମ୍ବାନୀ ଜିଓଙ୍କ ତରଫରୁ ୫ଜି ଟେକ୍ନୋଲୋଜି ପ୍ରସ୍ତୁତି ଘୋଷଣା କରିଛନ୍ତି। ଗ୍ରୁପର ଚେୟାରମ୍ୟାନ କହିଛନ୍ତି ଯେ ରିଲାଏନ୍ସ ଜିଓ ୫ଜି ଟେକ୍ନୋଲୋଜି ଡିଜାଇନ୍ ପ୍ରସ୍ତୁତ କରିଛି। ଏହି ଟେକ୍ନୋଲୋଜିକୁ ସଂପୂର୍ଣ୍ଣ…

ମୋଦୀଙ୍କ ପରେ ଲଦାଖ ଗସ୍ତରେ ଯିବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପରେ ଏବେ ଲଦାଖ ଗସ୍ତରେ ଯିବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । ଗଲ୍‌ୱାନ୍ ସଂଘର୍ଷ ପରେ ଭାରତ-ଚୀନ ମଧ୍ୟରେ ଏବେ ତିକ୍ତତା କମ ହେବା ସହ ଚୀନ ସେନା ପଛକୁ ଘୁଞ୍ଚିଛି । ତଥାପି ଚୀନର ପ୍ରତି ଆକ୍ରମଣର ଜବାବ ଦେବା ପାଇଁ ଭାରତୀୟ ସେନା…

ସଚିନଙ୍କୁ କଂଗ୍ରେସର ପରାମର୍ଶ, ‘ଘରକୁ ଫେରି ଆସ’

ନୂଆଦିଲ୍ଲୀ: ରାଜସ୍ଥାନ ରାଜନୀତିରେ ସଙ୍କଟ ମଧ୍ୟରେ ସଚିନ ପାଇଲଟ ବିଜେପିରେ ସାମିଲ ହେବେ ନାହିଁ ବୋଲି ଘୋଷଣା କରିବା ପରେ ଆସିଛି ନୂଆ ଟ୍ୱିଷ୍ଟ । ଯଦି ବିଜେପିରେ ମିଶିବନି ତେବେ ନିଜ ଘରକୁ ଫେରିଆସ ବୋଲି କଂଗ୍ରେସ ତାଙ୍କୁ ପରାମର୍ଶ ଦେଇଛି । ଆଜି କଂଗ୍ରେସର ଜାତୀୟ ମୁଖପାତ୍ର ରଣଦୀପ…

ବାଲା ଓ ବାଲା ଗୀତରେ ନାଚିଲେ ଡେଭିଡ ୱାର୍ଣ୍ଣରଙ୍କ ଝିଅ

ମୁମ୍ବାଇ: ଅଷ୍ଟ୍ରେଲିଆ କ୍ରିକେଟ ଦଳର ଓପନର ଡେଭିଡ ୱାର୍ଣ୍ଣର ସୋସିଆଲ ମିଡିଆରେ ସର୍ବଦା ଆକ୍ଟିଭ ରହିଥାନ୍ତି । ନିକଟରେ ସେ ତାଙ୍କ ଦୁଇ ଝିଅ ଇଣ୍ଡି ରେ ଓ ଇଭି ମେ’ଙ୍କ ଏକ ଡ୍ୟାନ୍ସ ଭିଡିଓ ସୋସିଆଲ ସାଇଟରେ ଛାଡିବା ପରେ ଏହା ଏବେ ଭାଇରାଲ ହୋଇଛି । ଅକ୍ଷୟ କୁମାରଙ୍କ ହାଉସଫୁଲ-୪ର ଲୋକପ୍ରିୟ…

ଆସିଲା ସୁଶାନ୍ତଙ୍କ ଶେଷ ଫିଲ୍ମ ‘ଦିଲ ବେଚାରା’ର ଆଉ ଏକ ରୋମାଂଟିକ ଗୀତ, ଦେଖନ୍ତୁ ଭିଡିଓ

ମୁମ୍ବାଇ: ରିଲିଜ ହୋଇଛି ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଫିଲ୍ମ ‘ଦିଲ୍ ବେଚାରା’ର ଆଉ ଏକ ରୋମାଂଟିକ ଗୀତ । ଏହି ଗୀତରେ ସୁଶାନ୍ତ ଓ ସଂଜନା ସଂଘିଙ୍କ ଲଭ୍ କେମେଷ୍ଟ୍ରି ଦେଖିବାକୁ ମିଳିଛି । ଏହି ଗୀତକୁ ମୋହିତ ଚୌହାନ ଏବଂ ଶ୍ରେୟା ଘୋଷାଲ ଗାଇଛନ୍ତି । ଗୀତକୁ କମ୍ପୋଜ କରିଛନ୍ତି…

ଭାରତ ପରେ ପାକିସ୍ତାନରେ ବି ବ୍ୟାନ ହୋଇପାରେ ଟିକଟକ୍‌

ଲାହୋର : ପାକିସ୍ତାନରେ ବ୍ୟାନ ହୋଇପାରେ ଟିକ୍‌ଟକ୍ । ଲାହୋର ହାଇକୋର୍ଟରେ ମୋବାଇଲ ଆପରୁ ଏହାକୁ ହଟାଇବା ପାଇଁ ଆବେଦନ ହୋଇଛି । ଜଣେ ସାଧାରଣ ନାଗରିକ କରିଥିବା ଏହି ଆବେଦନର ଶୁଣାଣି କେବେ ହେବ ସେ ନେଇ ତାରିଖ ଧାର୍ଯ୍ୟ ହୋଇନାହିଁ । ଟିକଟକ୍ ଯୋଗୁଁ ପାକିସ୍ତାନରେ ପ୍ରାୟ ୧୦ ଜଣଙ୍କର ମୃତ୍ୟ…

ଲାଞ୍ଚ ନେଇ ଧରା ପଡିଲେ ଜେଇ

ନୂଆପଡା: ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ନୂଆପଡା ସଦର ୱେସକୋର କନିଷ୍ଠ ଯନ୍ତ୍ରୀ ରାଜକିଶୋର ସାହୁ । ଉଠା ଜଳସେଚନ ପଏଣ୍ଟକୁ ନୂତନ ବିଦ୍ୟୁତ ସଂଯୋଗ ଦେବା ପାଇଁ ସେ ଜଣେ ବ୍ୟକ୍ତିଙ୍କଠାରୁ ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଅଧିକାରୀମାନେ ତାଙ୍କୁ ଗିରଫ…

ବୋତଲରେ ପେଟ୍ରୋଲ ନ ଦେବାରୁ ଟାଙ୍କି ଅଫିସରେ ବିଷାକ୍ତ ସାପ ଛାଡିଲା ଯୁବକ

ମୁମ୍ବାଇ: ମହାରାଷ୍ଟ୍ରରେ ଏକ କ୍ରୋଧୀତ ଯୁବକର ଉନ୍ମକ୍ତ କାଣ୍ଡ ଏବେ ସୋସିଆଲ ସାଇଟରେ ଭାଇରାଲ ହୋଇଛି । ରିପୋର୍ଟ ମୁତାବକ ଜଣେ ଯୁବକ ପେଟ୍ରୋଲ ପମ୍ପରେ ପଂହଚି ଏହାକୁ ବୋତଲରେ ଦେବାକୁ କହିଥିଲା । ଏହା ନିୟମକୁ ଉଲ୍ଲଂଘନ କରୁଥିବାରୁ କର୍ମଚାରୀଜଣକ ଏହାକୁ ଦେବା ପାଇଁ ମନା କରିଥିଲେ । ଯୁବକ ଜଣକ…