Latest Odisha News

BREAKING NEWS

Browsing Category

ଫିଚର

ବର୍ଷା ସହ ବଜ୍ରପାତ ସମ୍ଭାବନା: ଏହି ୬ ଟି ଜିଲ୍ଲାକୁ ସତର୍କ ସୂଚନା

ଭୁବନେଶ୍ୱର: ରାଜ୍ୟର ପ୍ରାୟ ୬ ଟି ଜିଲ୍ଲାରେ ବଜ୍ରପାତ ସହ ବର୍ଷା ହେବାର ସମ୍ଭାବନା ରହିଥିବା ନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ମଙ୍ଗଳବାର ଦିନ ପୂର୍ବାନୁମାନ କରାଯାଇଛି । ପାଣିପାଗ କେନ୍ଦ୍ରର ସଦ୍ୟତମ ରିପୋର୍ଟ ଅନୁଯାୟୀ ବୁଧବାର ରାଜ୍ୟର ପ୍ରାୟ ଏହି ସବୁ…

ଓ୍ୱାର୍ଲଡ ୟୁଥ ସ୍କିଲ ଡେ: ଦେଶବାସୀଙ୍କୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଓ୍ୱାର୍ଲଡ ୟୁଥ୍ ସ୍କିଲ୍ ଡେ ଅବସରରେ ଦେଶବାସୀଙ୍କୁ ଆଜି ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆଜି କେନ୍ଦ୍ର ସରକାରଙ୍କ ସ୍କିଲ୍ ଇଣ୍ଡିଆ ମିଶନକୁ ପାଞ୍ଚ ବର୍ଷ ବି ପୂରୁଛି । ଏହି ଅବସରରେ କେନ୍ଦ୍ର ଦକ୍ଷତା ବିକାଶ ମନ୍ତ୍ରାଳୟ ପକ୍ଷରୁ ଡିଜିଟାଲ କନକ୍ଲେଭର…

ବିଜେପିରେ ମିଶିବି ନାହିଁ, କଂଗ୍ରେସରେ ଅଛି: ସଚିନ ପାଇଲଟ

ଜୟପୁର: ଗେହଲଟ ପ୍ଲେନରୁ ଫାଇଟର୍ ଫାଇଟର୍ ପାଇଲଟ୍ ଆଉଟ୍ ହୋଇଛନ୍ତି । ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଓ ପିସିସି ସଭାପତି ପଦରୁ ସଚିନ ପାଇଲଟ ବିଦା ହେବା ପରେ ତାଙ୍କ ଗତି କୁଆଡ଼େ ? ତାଙ୍କର ପରବର୍ତ୍ତୀ ନିଷ୍ପତ୍ତି କଣ ? ବିଜେପିରେ ସାମିଲ ହେବେ କି ? ଏଭଳି ଚର୍ଚ୍ଚା ଭିତରେ ସଚିନ ପାଇଲଟ କହିଛନ୍ତି…

୨୪ ଘଣ୍ଟାରେ ଚିହ୍ନଟ ହେଲେ ୨୯,୪୨୯ ନୂଆ ଆକ୍ରାନ୍ତ: ଦେଶରେ ୯ ଲକ୍ଷ ୩୬ ହଜାର ଟପିଲା କରୋନା ମାମଲା

ନୂଆଦିଲ୍ଲୀ: ଦିନକୁ ଦିନ ଭାରତରେ ଗମ୍ଭୀର ହେଉଛି କରୋନା ସ୍ଥିତି । ହୁ ହୁ ହୋଇ ଦେଶର ସଂକ୍ରମିତଙ୍କ ସଂଖ୍ୟା ବଢି ଚାଲିଛି । ଗତ ୨୪ ଘଣ୍ଟାରେ ଭାରତରେ ୨୯,୪୨୯ ଜଣ ସଂକ୍ରମିତ ହୋଇଥିବା ବେଳେ ୫୮୨ ଜଣ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୯,୩୬,୧୮୧…

ଆଜି ପ୍ରକାଶ ପାଇବ ସିବିଏସ୍‌ଇ ଦଶମ ରେଜଲ୍ଟ : ସରକାରୀ ଆପ୍ସ ସାହାଯ୍ୟରେ ଜାଣିପାରିବେ ମାର୍କ

ଭୁବନେଶ୍ୱର: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ଅର୍ଥାତ୍ ସିବିଏସଇର ଦଶମ ଶ୍ରେଣୀ ରେଜଲ୍ଟ ଆଜି ଦିନ ୧୧ଟାରେ ପ୍ରକାଶ ପାଇବ । ଛାତ୍ରଛାତ୍ରୀମାନେ www.cbse.nic.in ୨୦୨୦ ବ୍ୟତୀତ ସରକାରଙ୍କର ଏକ ସ୍ୱତନ୍ତ୍ର ଆପ୍ସ ଅଛି, ଯାହା ସାହାଯ୍ୟରେ ଆପଣ ଆପଣଙ୍କର ଦ୍ୱାଦଶ ଶ୍ରେଣୀର ଫଳାଫଳକୁ ସହଜରେ…

ଭାରତ-ଚୀନ୍ ମଧ୍ୟରେ ୧୫ ଘଣ୍ଟାର ମାରାଥନ୍ ଆଲୋଚନା

ନୂଆଦିଲ୍ଲୀ: ଚତୁର୍ଥ ପର୍ଯ୍ୟାୟ ଭାରତ-ଚୀନ କମାଣ୍ଡରସ୍ତରୀୟ ବୈଠକ ବିଳମ୍ବିତ ରାତିରେ ଶେଷ ହୋଇଛି । ପାଖାପାଖି ୧୫ ଘଣ୍ଟା ଧରି ଦୁଇ ଦେଶର କର୍ପସ କମାଣ୍ଡର ସ୍ତରୀୟ ଆଲୋଚନା ଚାଲିଥିଲା । ଇଷ୍ଟର୍ଣ୍ଣ ଲଦାଖର ଚୁସୁଲରେ ହୋଇଥିଲା ବୈଠକ । ଗତକାଲି ସକାଳ ସାଢ଼େ ୧୧ଟା ବେଳେ ବୈଠକ ଆରମ୍ଭ…

ଆଜିଠୁ ରାଜ୍ୟରେ ପ୍ଲାଜମା ଥେରାପୀ

ଭୁବନେଶ୍ୱର: କରୋନା ରୋଗୀଙ୍କ ଚିକିତ୍ସା ପାଇଁ ଆଜିଠାରୁ ରାଜ୍ୟରେ ଆରମ୍ଭ ହେବ ପ୍ଲାଜମା ଥେରାପୀ । ଭୁବନେଶ୍ୱରର ସମ୍ ହସ୍ପିଟାଲ, କିମ୍‌ସ ଓ କଟକର ଅଶ୍ୱିନୀ ହସ୍‌ପିଟାଲରେ ଶୁଭାରମ୍ଭ ହେବ । ପ୍ଲାଜମା ଥେରାପୀର ନୋଡାଲ ସେଣ୍ଟର ଭାବରେ କାମ କରିବ କଟକ ବଡ଼ ମେଡିକାଲ । ଅପରାହଣ ୫ଟା ୧୫ ମିନିଟରେ…

ପରଲୋକରେ ଓଡ଼ିଆ ଚଳଚ୍ଚିତ୍ର ଅଭିନେତ୍ରୀ ଜ୍ୟୋତ୍ସ୍ନା ଦାସ

ଓଡ଼ିଆ ଚଳଚ୍ଚିତ୍ର ଅଭିନେତ୍ରୀ ତଥା ଅବସରପ୍ରାପ୍ତ ଶିକ୍ଷୟିତ୍ରୀ ଜ୍ୟୋତ୍ସ୍ନା ଦାସଙ୍କ ଦେହାନ୍ତ । ୬୩ ବର୍ଷ ବୟସରେ ଗତକାଲି ଶେଷ ନିଶ୍ୱାସ ତ୍ୟାଗ କରିଥିଲେ । ଗତ କିଛି ଦିନ ହେବ ସେ ଅସୁସ୍ଥ ଥିଲେ । ତାଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକ ପ୍ରକାଶ ପାଇଛି । ଅନେକ ମଞ୍ଚ ନାଟକ ଏବଂ ଓଡ଼ିଆ…

ଅନୁଗୋଳ ଜିଲ୍ଲାରୁ ଆଉ ୧୫ କରୋନା ପଜିଟିଭ୍ ଚିହ୍ନଟ

ଅନୁଗୋଳ: ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି ୧୫ ଜଣ ନୂଆ କରୋନା ଆକ୍ରାନ୍ତ । ବଅଁରପାଳ ବ୍ଲକରୁ ୬ ଜଣ ଚିହ୍ନଟ ହୋଇଥିବା ବେଳେ କିଶୋରନଗର ବ୍ଲକରୁ ୬, ତାଳଚେର ବ୍ଲକରୁ ଦୁଇ ଜଣ ଓ ପାଲଲହଡ଼ା ବ୍ଲକରୁ ଜଣେ ଭୂତାଣୁ ସଂକ୍ରମିତ ହୋଇଛନ୍ତି । ଏନେଇ ଟ୍ୱିଟ୍ କରି ସୂଚନା ଦେଇଛନ୍ତି ଅନୁଗୋଳ ଜିଲ୍ଲାପାଳ ।…

ଡିଜିଟାଲ୍ ଶିକ୍ଷାଦାନ ନେଇ କେନ୍ଦ୍ରର ଗାଇଡଲାଇନ୍

ନୂଆଦିଲ୍ଲୀ: ଅନଲାଇନରେ କେଉଁ ଶ୍ରେଣୀର ପିଲା କେତେ ସମୟ ପାଠ ପଢ଼ିବେ । ଡିଜିଟାଲ ଶିକ୍ଷାଦାନ ନେଇ ଗାଇଡଲାଇନ ଜାରି କରିଛି ମାନବ ସମ୍ବଳ ବିକାଶ ମନ୍ତ୍ରାଳୟ । ଛାତ୍ରଛାତ୍ରୀଙ୍କ ପାଇଁ ନିର୍ଦ୍ଧାରଣ ହୋଇଛି ସ୍କ୍ରିନ୍ ଟାଇମ୍ । ଶିକ୍ଷକ ଶିକ୍ଷୟିତ୍ରୀ ୨ରୁ ୩ ଘଣ୍ଟା ସ୍କ୍ରିନ୍ ଟାଇମରେ…