Latest Odisha News

BREAKING NEWS

Browsing Category

ଫିଚର

ଔଷଧ ବାଂଟିଲା ବେଳେ କୋଭିଡ ଯୋଦ୍ଧାଙ୍କ ମୃତ୍ୟୁ

ଖୋର୍ଦ୍ଧା: ଔଷଧ ବାଂଟିବା ବେଳେ ଟଳିପଡିଲେ କରୋନା ଯୋଦ୍ଧା । ଏପରି ଏକ ଘଟଣା ଘଟିଛି ଖୋର୍ଦ୍ଧା ଜିଲ୍ଲାରେ । ତେବେ କେଉଁ କାରଣୁ ତାଙ୍କର ମୃତ୍ୟୁ ହୋଇଛି ତାହା ଜଣାପଡି ନାହିଁ । ଆଶା କର୍ମୀ ପୂର୍ଣ୍ଣମାସୀ ବଳିଆରସିଂହ ଆଜି ଓରବରସିଂ ପଞ୍ଚାୟତ ଡିହଖଳା ଗାଁରେ ଔଷଧ ବାଣ୍ଟୁଥିଲେ। ଗୋଟିଏ ଘରେ…

ଭୁବନେଶ୍ୱରରେ ଆଉ ୯୦ ପଜିଟିଭ, ୨୪ ସୁସ୍ଥ

ଭୁୁବନେଶ୍ୱର: ଆଜି ରାଜଧାନୀ ଭୁବନେଶ୍ୱରରୁ ପୁଣି ଆଉ ୯୦ ପଜିଟିଭ ଚିହ୍ନଟ ହୋଇଛନ୍ତି । ଯାହା ଗୋଟିଏ ଦିନରେ ସର୍ବାଧିକ । ୯୦ ଜଣଙ୍କ ମଧ୍ୟରୁ ୬୩ ଜଣ ସଙ୍ଗରୋଧ କେନ୍ଦ୍ରର ହୋଇଥିବା ବେଳେ ୨୭ ଜଣ ସ୍ଥାନୀୟ ଅଂଚଳରୁ ଚିହ୍ନଟ ହୋଇଛନ୍ତି । ଏଥିସହ ୨୪ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏନେଇ…

ଆଦିତ୍ୟ ଦାଶ ମୃତ୍ୟୁ ମାମଲା: ଘର ମାଲିକଙ୍କୁ ଜେରା, କ୍ଲୋଜ ଫ୍ରେଣ୍ଡକୁ ନୋଟିସ୍‌

ଭୁବନେଶ୍ୱର: ସାମାଜସେବୀ ଆଦିତ୍ୟ ଦାଶ ମୃତ୍ୟୁ ମାମଲାରେ ଏବେବି ଜାରି ରହିଛି ସସ୍‌ପେନ୍ସ । ଦିନକୁ ଦିନ ଜଟିଳ ହେବାରେ ଲାଗିଛି ମୃତ୍ୟୁ ମାମଲା । ଏହାରି ଭିତରେ ଆଜି ଜିଆର୍‌ପି ପୋଲିସ ଆଦିତ୍ୟ ଯେଉଁ ଘରେ ରହୁଥିଲେ ତାର ମାଲିକଙ୍କୁ ଜେରା କରିଛି । କେବେଠୁ ଭଡା ରେ ଥିଲେ, କେବେ ଝଗଡା ହୋଇଥିଲା…

ବଢ଼ିଲା ସ୍କୁଲ ଆଡମିଶନ ତାରିଖ

ଭୁବନେଶ୍ୱର: ବଢିଲା ସ୍କୁଲ୍ ଆଡ଼ମିଶନ ତାରିଖ। କରୋନା ମହାମାରୀ ପାଇଁ ଆଡ଼ମିଶନ ତାରିଖକୁ ଅଗଷ୍ଟ ୧୪ ଯାଏ ଘୁଞ୍ଚା ଯାଇଛି। ଏନେଇ ବିଦ୍ୟାଳୟ ଓ ଗଣ ଶିକ୍ଷା ପକ୍ଷରୁ ସୂଚନା ମିଳିଛି। ପୂର୍ବରୁ ଜୁନ୍ ୮ରୁ ଆଡ଼ମିଶନ ଆରମ୍ଭ କରି ଜୁଲାଇ ୧୫ ଭିତରେ ସାରିବାକୁ ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗ…

ମୁଁ ପିସିସି ସଭାପତି ଦୌଡରେ ନାହିଁ: ରଞ୍ଜୀବ ବିଶ୍ୱାଳ

ଭୁବନେଶ୍ୱର: ରାଜ୍ୟ କଂଗ୍ରେସରେ ମଙ୍ଗୁଆଳ ପରିବର୍ତ୍ତନ ନେଇ ଚର୍ଚ୍ଚା ଭିତରେ ଆସିଛି ବରିଷ୍ଠ ନେତା ରଂଜୀବ ବିଶ୍ୱାଳଙ୍କ ପ୍ରତିକ୍ରିୟା । ସେ କହିଛନ୍ତି, ସେ ପିସିସି ସଭାପତି ରେସରେ ନାହାଁନ୍ତି । ଏପରିକି ତାଙ୍କ ପାଖରେ ଯାହା ଖବର ଅଛି ପିସିସି ପରିବର୍ତ୍ତନ ନେଇ ଏଆଇସିସି କୌଣସି ନିଷ୍ପତ୍ତି…

କୋଭିଡ୍ କେୟାର ହୋମରେ ମିଳିବ ସ୍ୱାସ୍ଥ୍ୟକର୍ମୀଙ୍କୁ ନିଯୁକ୍ତି

ଭୁବନେଶ୍ୱର: କୋଭିଡ କେୟାର ହୋମରେ ନିଯୁକ୍ତ ହେବେ ସ୍ୱାସ୍ଥ୍ୟ କର୍ମୀ। ଆସନ୍ତା ତିନି ମାସ ପାଇଁ ଏହି ନିଯୁକ୍ତି ମିଳିବ। ମୋଟ ୭ ହଜାର ସ୍ୱାସ୍ଥ୍ୟକର୍ମୀଙ୍କୁ ନିଯୁକ୍ତି ମିଳିବ। ପ୍ରତ୍ୟେକ ପଂଚାୟତରେ ଥିବା କୋଭିଡ କେୟାର ହୋମରେ ଏହି ସ୍ୱାସ୍ଥ୍ୟକର୍ମୀ ଅର୍ଥାତ ଏଏନଏମଙ୍କୁ ନିଯୁକ୍ତି ନେଇ…

ସିବିଏସଇ ଦଶମ ଶ୍ରେଣୀ ରେଜଲ୍ଟ ପ୍ରକାଶ

ଭୁବନେଶ୍ୱର: ପ୍ରକାଶ ପାଇଛି ସିବିଏସଇ ଦଶମ ଶ୍ରେଣୀ ଫଳାଫଳ । ଏଥର ସର୍ବଭାରତୀୟ ସ୍ତରରେ ପାସ୍ ହାର ୯୧.୪୬ ପ୍ରତିଶତ ରହିଛି । ଗତବର୍ଷ ତୁଳନାରେ ଚଳିତ ବର୍ଷ ପାସ୍ ହାର ୦.୩୬ ପ୍ରତିଶତ ଅଧିକ ରହିଛି । ସର୍ବଭାରତୀୟ ସ୍ତରରେ ଭୁବନେଶ୍ୱର ଜୋନ ସପ୍ତମ ସ୍ଥାନରେ ରହିଛି । ଭୁବନେଶ୍ୱର ଜୋନରେ ପାସ…

ଚାରି ମାସରେ ପାଖାପାଖି ୧୫ ହଜାର ପଜିଟିଭ୍ କେସ୍, ଟପ୍ ଫାଇଭ୍ ଜିଲ୍ଲାରେ ୫୯% ଆକ୍ରାନ୍ତ

ଭୁବନେଶ୍ୱର: ରାଜ୍ୟରେ ପ୍ରତିଦିନ ବଢୁଛି କରୋନା ସଂକ୍ରମଣ, ମୃତ୍ୟୁ ସଂଖ୍ୟା ଓ ସୁସ୍ଥ ହାର । ଭୂତାଣୁ ସଂକ୍ରମିତଙ୍କ ସଂଖ୍ୟା ୧୪ ହଜାର ୮୯୮କୁ ବୃଦ୍ଧି ପାଇଛି । ଗତ ଚାରି ମାସ ଭିତରେ ଏତେ ସଂଖ୍ୟକ ଆକ୍ରାନ୍ତ ବାହାରିଛନ୍ତି । ମାର୍ଚ୍ଚ ୧୫ ତାରିଖରେ ରାଜ୍ରୁ ଚିହ୍ନଟ ହୋଇଥିଲେ ପ୍ରଥମ କରୋନା…

ରାଜ୍ୟରେ ଆଉ ୩ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ

ଭୁବନେଶ୍ୱର: ଚିନ୍ତା ବଢ଼ାଉଛି କରୋନା ।ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ବଢି ଚାଲିଛି ମୃତକଙ୍କ ସଂଖ୍ୟା । ଗତ ୨୪ ଘଣ୍ଟାରେ ଚିକିତ୍ସାଧୀନ ଅବସ୍ଥାରେ ଆଉ ୫ ଜଣ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି। ଏମାନଙ୍କ ମଧ୍ୟରୁ ୩ ଜଣ ପ୍ରାଣ କରୋନା ଭୁତାଣୁ ଯୋଗୁଁ ଯାଇଥିବା…

୨୪ ଘଣ୍ଟା, ୨୨ ଜିଲ୍ଲାରୁ ୬୧୮ ନୂଆ କରୋନା ଆକ୍ରାନ୍ତ

ଭୁବନେଶ୍ୱର: ରାଜ୍ୟରେ କାୟା ବିସ୍ତାର କରି ଚାଲିଛ କରୋନା । ମାଡ଼ି ମାଡ଼ି ଚାଲିଛି । ଗତ ୨୪ ଘଣ୍ଟାରେ ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ୬୧୮ ନବଆ ଆକ୍ରାନ୍ତ । ୨୨ଟି ଜିଲ୍ଲାରୁ ପଜିଟିଭ୍ କେସ୍ ବାହାରିଛି । କ୍ୱାରେଣ୍ଟାଇନ ସେଣ୍ଟରରୁ ୪୧୧ ଜଣ ଚିହ୍ନଟ ହୋଇଥିବା ବେଳେ ଲୋକାଲ୍ କଣ୍ଟାକ୍ଟ କେସ୍…