Latest Odisha News

BREAKING NEWS

Browsing Category

ଫିଚର

ହଂକଂରେ ସୁରକ୍ଷା ଆଇନକୁ କଡା ବିରୋଧ, ପ୍ରତୀକାତ୍ମକ ପ୍ରତିବାଦ ଭୋଟ ଦେଲେ ଲକ୍ଷାଧିକ ଲୋକ

ହଂକଂ:ଚୀନ ପକ୍ଷରୁ ଜବରଦସ୍ତ ଲାଗୁ କରାଯାଇଥିବା ସୁରକ୍ଷା ଆଇନକୁ ହଂକଂରେ କଡା ବିରୋଧ କରାଯାଇଛି । ସୋମବାର ପ୍ରତୀକାତ୍ମକ ପ୍ରତିବାଦ ଭୋଟରେ ଲକ୍ଷାଧିକ ଭୋଟର ଏହା ବିପକ୍ଷରେ ମତ ଦେଇଥିଲେ । ହଂକଂରେ ଏଥିସହ ଚୀନ ବିରୋଧୀ ଆନ୍ଦୋଳନ ଜୋର ଧରିଛି । ଭୋଟ ଫଳାଫଳ ପରେ ପରବର୍ତୀ ପଦକ୍ଷେପ ଗ୍ରହଣ…

ଜୁଲାଇ ଶେଷ ସୁଦ୍ଧା ମାଟ୍ରିକ ରେଜଲ୍ଟ, ସେପଟେ ବିଳମ୍ବ ହୋଇପାରେ +୨ ରେଜଲ୍ଟ

ଭୁବନେଶ୍ୱର : ଚଳିତ ବର୍ଷ ମାଟ୍ରିକ ରେଜଲ୍ଟ ଆସନ୍ତା ଜୁଲାଇ ୩୧ ତାରିଖ ମଧ୍ୟରେ ପ୍ରକାଶ ପାଇବ । ଏ ନେଇ ଆଜି ସୂଚନା ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ । ମନ୍ତ୍ରୀ କହିଛନ୍ତି, ‘ଖାତା ମୂଲ୍ୟାୟନ ଶେଷ ହୋଇଛି । ଟାବୁଲେସନ ଚାଲିଛି । ତେଣୁ ମାସ ଶେଷ ସୁଦ୍ଧା ପରୀକ୍ଷା ଫଳ…

ପଶ୍ଚିମବଙ୍ଗ ବିଜେପି ବିଧାୟକ ଦେବେନ୍ଦ୍ର ନାଥ ରାୟଙ୍କ ରହସ୍ୟଜନକ ମୃତ୍ୟୁ

କୋଲକାତା: ପଶ୍ଚିମବଙ୍ଗର ବିଜେପି ବିଧାୟକ ଦେବେନ୍ଦ୍ର ନାଥ ରାୟଙ୍କ ରହସ୍ୟଜନକ ମୃତ୍ୟୁ । ଉତ୍ତର ଦିନଜପୁର ଜିଲ୍ଲାର ବନ୍ଦୋଲରେ ଘର ନିକଟରୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହୋଇଛି ମୃତଦେହ । ପରିବାର ଲୋକ ହତ୍ୟା ଅଭିଯୋଗ ଆଣିଛନ୍ତି । ଘଟଣାସ୍ଥଳରେ ପହଞ୍ଚିଥିଲା ପୋଲିସ । ମୃତଦେହକୁ ଜବତ କରି…

ଲକ୍ ଡାଉନ ପ୍ରେମ ପରେ ବିବାହ, ନେପାଳର ଝିଅ ହେଲେ ଓଡିଆ ବୋହୂ

ଭୁବନେଶ୍ୱର: କଥାରେ ଅଛି ଯାହା ପାଇଁ ଯିଏ ଗଢା । ସାଥୀ ଯଦି ସାତ ଦରିଆ ପାରିରେ ବି ଥାଏ କେମିତିନା କେମିତି ତା ସାଙ୍ଗେ ଭେଟ ହୁଏ । ଏହି ଭଳି ଏକ ଘଟଣା ଘଟିଛି ବାଲେଶ୍ୱରର ଗୋଳିହା ଗାଁରେ । ଯେତେବେଳେ ସାରା ଦେଶରେ ଲକ୍ ଡାଉନ ସେତେବେଳେ ମୁମ୍ବାଇରେ ଫଶି ଯାଇଥିଲେ କ୍ଷୀରୋଦ । ସେହି ସମୟରେ…

ରାଜ୍ୟରେ କରୋନା ନେଲା ଆଉ ୬ ମୁଣ୍ଡ

ଭୁବନେଶ୍ୱର: ରାଜ୍ୟରେ କରୋନା ନେଉଛି ମୁଣ୍ଡ । ଗତ ୨୪ ଘଣ୍ଟାରେ ଚିକିତ୍ସାଧୀନ ଅବସ୍ଥାରେ ଆଉ ୬ ଜଣଙ୍କର ମୃତ୍ୟୁ ହୋଇଛି । ଏହାକୁ ମିଶାଇ ରାଜ୍ୟରେ ୭୦କୁ ବୃଦ୍ଧି ପାଇଛି କରୋନା ମୃତ୍ୟୁ ସଂଖ୍ୟା । ମୃତକଙ୍କ ମଧ୍ୟରେ ଗଞ୍ଜାମ ଜିଲ୍ଲାରୁ ଚାରି ଜଣ ଥିବା ବେଳେ ଭୁବନେଶ୍ୱରରୁ ଜଣେ ଓ କଟକରୁ ଜଣେ…

ଓଡ଼ିଶାରେ ଆଉ ୬୧୬ କରୋନା ପଜିଟିଭ ଚିହ୍ନଟ; ଗଞ୍ଜାମରେ ସର୍ବାଧିକ

ଭୁବନେଶ୍ୱର: କରୋନାଭାଇରସର କାୟା ଦିନକୁ ଦିନ ବଢୁଥିବା ବେଳେ ଓଡିଶାରେ ଗତ ୨୪ଘଣ୍ଟାରେ ନୂଆ ୬୧୬ କରୋନା ଆକ୍ରାନ୍ତ ବ୍ୟକ୍ତିଙ୍କୁ ଚିହ୍ନଟ କରାଯାଇଛି । ଯାହାକୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୩ ହଜାର ୭୩୭ରେ ପହଞ୍ଚିଛି। ଏନେଇ ଟ୍ୱିଟ୍ କରିଛି ରାଜ୍ୟ ସୂଚନା ଓ ଲୋକସମ୍ପର୍କ…

କଟକ ରାଉସାପାଟଣା ୨୭ ନମ୍ବର ଓ୍ୱାର୍ଡ କଣ୍ଟେନମେଣ୍ଟ ଜୋନ୍

କଟକ: ମହାନଗର ନିଗମର ରାଉସାପାଟଣା ୨୭ ନମ୍ବର ଓ୍ୱାର୍ଡକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା । କଟକଣା ଲଗାଇଛି ପ୍ରଶସାନ । ସ୍ଥାନୀୟ ଅଞ୍ଚଳରୁ ୫ କରୋନା ସଂକ୍ରମିତ ଚିହ୍ନଟ ପରେ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଛି । ଏହି ସୂଚନା ଦେଇଛନ୍ତି କଟକ ମହାନଗର ନିଗମ କର୍ତ୍ତୃପକ୍ଷ । #Cuttack…

ରେକର୍ଡ ଭାଙ୍ଗୁଛି କରୋନା; ୨୪ ଘଣ୍ଟାରେ ଦେଶରେ ସର୍ବାଧିକ ୨୮ ହଜାର ଆକ୍ରାନ୍ତ

ନୂଆଦିଲ୍ଲୀ: ଭାରତରେ କରୋନାଭାଇରସ୍ (କୋଭିଡ -୧୯) ଆକ୍ରାନ୍ତଙ୍କ ସଂଖ୍ୟା ଧୀରେ ଧୀରେ ବଢୁଥିବା ବେଳେ ସୋମବାର ଦିନ ଏହି ସଂଖ୍ୟା ୮,୭୮,୨୫୪କୁ ଛୁଇଁଥିବାନେଇ କେନ୍ଦ୍ରର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଜଣାପଡିଛି । କେନ୍ଦ୍ରର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ…

ଭାରତରେ ଗୋଲଡେନ୍ ଟାଇଗର୍ ! ଦେଖନ୍ତୁ ଫଟୋ

ଆସାମ: ବନ୍ୟପ୍ରାଣୀ ପ୍ରେମୀଙ୍କ ପାଇଁ ଖୁସି ଖବର । ଭାରତରେ ଅଛି ଗୋଟିଏ ଗୋଲଡେନ୍ ଟାଇଗର୍ (ସୁବର୍ଣ୍ଣ ବାଘ) । ଦେଖିବାକୁ ଭାରି କୌତୁକିଆ । ଏହାର ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି । ଆସାମର କାଜିରଙ୍ଗାରେ ରହିଛି ଗୋଲଡେନ୍ ଟାଇଗର୍ ଦୃଶ୍ୟମାନ ହୋଇଛି । କୁହାଯାଉଛି ଇଏ…

ଆଜି ପଦ୍ମ ଧରି ପାରନ୍ତି ସଚିନ ପାଇଲଟ୍ !

ନୂଆଦିଲ୍ଲୀ: କଂଗ୍ରେସରୁ ମୋହ ତୁଟି ଗଲାଣି । ଜ୍ୟୋତିରାଦ୍ଦିତ୍ୟ ସିନ୍ଧିଆଙ୍କ ରାସ୍ତାରେ ଏବେ ସଚିନ ପାଇଲଟ୍ । ହାତ ସହ ସମ୍ପର୍କ କାଟି ପଦ୍ମ ଧରିପାରନ୍ତି ରାଜସ୍ଥାନ ଉପମୁଖ୍ୟମନ୍ତ୍ରୀ । ଚର୍ଚ୍ଚା ହେଉଛି ଆଜି ସେ ବିଜେପି ରାଷ୍ଚ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡାଙ୍କ ଉପସ୍ଥିତିରେ ବିଜେପିେର…