Latest Odisha News

BREAKING NEWS

Browsing Category

ଫିଚର

ରାଜସ୍ଥାନ ସଂକଟ: ଆଜି କଂଗ୍ରେସ ବିଧାୟକଙ୍କ ବୈଠକ

ରାଜସ୍ଥାନରେ ଗେହଲଟ-ପାଇଲଟ୍ କଳି ଚରମ ସୀମାରେ ପହଞ୍ଚିଛି । ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ନେତୃତ୍ୱରେ କାମ କରିବାକୁ ରାଜି ନୁହନ୍ତି ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟ୍ । ପାଇଲଟଙ୍କ ବିଦ୍ରୋହ ରାଜସ୍ଥାନରେ କଂଗ୍ରେସ ସରକାର ପାଇଁ ସଂକଟ ଘନେଇଛି । ଆଜିର ଦିନ ଗେହଲଟ୍ ସରକାର ପାଇଁ…

ପରଲୋକରେ ମୟୂରଭଞ୍ଜ ରାଜମାତା ଭାରତୀ ରାଜ୍ୟଲକ୍ଷ୍ମୀ ଭଞ୍ଜଦେଓ

ବାରିପଦା : ମୟୂରଭଞ୍ଜ ରାଜମାତା ଭାରତୀ ରାଜ୍ୟଲକ୍ଷ୍ମୀ ଭଞ୍ଜଦେଓଙ୍କ ଦେହାନ୍ତ । ତାଙ୍କ ବେଲଗଡ଼ିଆ ରାଜପ୍ରାସାଦରେ ଗତକାଲି ରାତିରେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ମୃତ୍ୟୁ ବେଳକୁ ତାଙ୍କୁ ୯୪ବର୍ଷ ବୟସ ହୋଇଥିଲା । ଗତ କିଛି ଦିନ ହେଲା ସେ ବାର୍ଦ୍ଧକ୍ୟଜନିତ ରୋଗରେ ପୀଡିତ ଥିଲେ ।…

କଟକରୁ ଉଠିଲା ସଟ୍ ଡାଉନ, ଦୀର୍ଘ ଦିନ ପରେ ଖୋଲିବ ମଲ୍‌

କଟକ: ଆଜିଠାରୁ କଟକ ସହର ସ୍ୱାଭାବିକ ହୋଇଛି । ଗତ ୪ ତାରିଖରୁ ସମ୍ପୂର୍ଣ୍ଣ ସଟ୍ ଡାଉନ ଘୋଷଣା ହୋଇଥିବା ବେଳେ ଆଜିଠାରୁ କଟକଣା ହଟିଛି । କିନ୍ତୁ ରାତି ୯ଟା ପରିବର୍ତ୍ତେ ସନ୍ଧ୍ୟା ୭ଟାରୁ ସକାଳ ୫ଟା ଯାଏଁ ରାତ୍ରୀ କାଳୀନ କର୍ଫୁ ଲାଗୁ ହେବ । ତେଣୁ ଦୋକାନ ବଜାରକୁ ସନ୍ଧ୍ୟା ୬ଟା ସୁଦ୍ଧା ବନ୍ଦ…

ଭାଇରାଲ୍ ପୋଷ୍ଟମୋର୍ଟମ୍‌: କେମିତି ଭାଇରାଲ୍ ହେଲା ନାନାବତୀ ହସ୍ପିଟାଲରେ ଅମିତାଭଙ୍କ ଭିଡିଓ ?

ଭୁବନେଶ୍ୱର: କିଛି ନୂଆ ନୁହେଁ । ସୋସିଆଲ୍ ମିଡିଆରେ ସେଲିବ୍ରିଟିଙ୍କ ଭିଡିଓ ଭାଇରାଲ୍ ହେବା କିଛି ନୂଆ କଥା ନୁହେଁ । ଏହି ତାଲିକାରେ ସାମିଲ ହୋଇଛି ବଲିଉଡ ମେଗାଷ୍ଟାର ଅମିତାଭ ବଚ୍ଚନଙ୍କ ଏକ ଭିଡିଓ । କରୋନା ରିପୋର୍ଟ ପଜିଟିଭ ବାହାରିବା ସହ ଅମିତାଭ ହସ୍ପିଟାଲରେ ଆଡମିଟ୍ ହେବା ପରେ ଏକ…

ସଫଳ ହେଲା ବିଶ୍ୱର ପ୍ରଥମ କୋଭିଡ-୧୯ ଟିକା ପରୀକ୍ଷା

ମସ୍କୋ: ସାରା ବିଶ୍ୱରେ କୋକ୍ରୁଆ ଭୟ ସୃଷ୍ଟି କରିଛି କରୋନା । ଚୀନର ଉହାନରୁ ବ୍ୟାପିଥିବା ଏହି ମହାମାରୀ ଏବେ ସାରା ବିଶ୍ୱକୁ କବଳିତ କରିଛି । ତେବେ ଏହାର ଚିକିତ୍ସା ପାଇଁ ଏଯାଏଁ କୌଣସି ଟିକା ବା ସଠିକ୍ ଔଷଧ ବାହାରି ନାହିଁ । ଏଥିପାଇଁ ବୈଜ୍ଞାନିକମାନେ ଦିନ ରାତି ଏକ କରିଦେଲେଣି । ଏହାରି…

କୋଭିଡ ହସ୍ପିଟାଲରେ ପର୍ଯ୍ୟାପ୍ତ ଆଇସିୟୁ ବେଡ୍ ରହିଛି: ସ୍ୱାସ୍ଥ୍ୟ ବିଭାଗ

ଭୁବନେଶ୍ୱର: ରାଜ୍ୟରେ କରୋନା ରୋଗୀଙ୍କ ଚିକିତ୍ସା ପାଇଁ କୋଭିଡ୍ ହସ୍ପିଟାଲରେ ପର୍ଯ୍ୟାପ୍ତ ପରିମାଣର ଆଇସିୟୁ ବେଡ୍ ରହିଛି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏନେଇ ଟ୍ୱିଟ୍ କରି ସ୍ପଷ୍ଟ କରାଯାଇଛି । ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ କହିଛି ଯେ, ବର୍ତ୍ତମାନ ରାଜ୍ୟର ସମସ୍ତ…

ହଟସ୍ପଟରୁ ନୟାଗଡ ଆସିଲେ ୧୪ ଦିନ କ୍ୱାରେଂଟିନ୍‌ ବାଧ୍ୟ

ନୟାଗଡ: ଏଣିକି ଆପଣ ଯଦି ରାଜ୍ୟର କୌଣସି ହଟସ୍ପଟ୍ ଜିଲ୍ଲାରୁ ନୟାଗଡ ଯାଉଛନ୍ତି, ତେବେ ୧୪ ଦିନ ପାଇଁ ସରକାରୀ ସଙ୍ଗରୋଧରେ ରହିବା ବାଧ୍ୟତାମୂଳକ । ଏନେଇ ନିର୍ଦ୍ଦେଶନାମା ଜାରି କରିଛନ୍ତି ଜିଲ୍ଲାପାଳ ପୋମା ଟୁଡୁ । ତେବେ ନୟାଗଡକୁ ଆସୁଥିବା ସରକାରୀ ଅଧିକାରୀ କିମ୍ବା ବ୍ୟବସାୟୀ ଯଦି ୭୨…

ଭୁବନେଶ୍ୱରରେ ସରିଲା ପ୍ରଥମ ପର୍ଯ୍ୟାୟ ସେରୋ ସର୍ଭେ ପାଇଁ ନମୁନା ସଂଗ୍ରହ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଆଜି ପ୍ରଥମ ପର୍ଯ୍ୟାୟ ସେରୋଲୋଜିକାଲ୍ ସର୍ଭେ ପାଇଁ ନମୁନା ସଂଗ୍ରହ ଶେଷ ହୋଇଛି । ବିଏମସିର ଚିହ୍ନଟ ହୋଇଥିବା ପ୍ରାୟ ୯୦୦ଟି ଘରୁ ଲୋକଙ୍କ ନମୁନା ସଂଗ୍ରହ କରାଯାଇଛି । ରାଜଧାନୀର ଏହି ସେରୋ ସର୍ଭେରେ ସମସ୍ତେ ସହଯୋଗ କରିଥିବା ବିଏମସି ସୂଚନା ଦେଇଛି ।…

ବନ ବିଭାଗର ୧୨ଟି ଘର ଉଡାଇଲେ ମାଓବାଦୀ

ରାଞ୍ଚି: ଝାଡଖଣ୍ଡରେ ମାଓବାଦୀଙ୍କ ଲଙ୍କାକାଣ୍ଡ । ବନ ବିଭାଗର ୧୨ଟି ଘର ଉଡାଇଲେ ମାଓବାଦୀ । ଝାଡଖଣ୍ଡର ପଶ୍ଚିମ ସିଂହଭୂମି ଜିଲ୍ଲାର ନକ୍ସଲମାନେ ଶନିବାର ରାତିରେ ଏଭଳି କାଣ୍ଡ ଘଟାଇଛନ୍ତି । ଏନେଇ ପୋଲିସ ଅଧୀକ୍ଷକ ଇନ୍ଦ୍ରଜିତ ମହାଥା ସୂଚନା ଦେଇଛନ୍ତି । ସେ କହିଛନ୍ତି, ମାଓବାଦୀଙ୍କ ଏକ…

ଆଶ୍ଚର୍ଯ୍ୟଚକିତ କରି ଦେଉଛି ନୀଳ ଲାଭା ଉଦଗୀରଣ କରୁଥିବା କାହ୍ୱା ଜେନ୍ ଜ୍ୱାଳାମୁଖୀ

ଜାକାର୍ତା: ପ୍ରକୃତି ତାର ପରିବ୍ୟାପ୍ତ ସୀମା ମଧ୍ୟରେ ଅନେକ ରହସ୍ୟ ଲୁଚାଇ ରଖିଛି । ସେଥି ମଧ୍ୟରୁ ଗୋଟିଏ ହେଲେ ଇଣ୍ଡୋନେସିଆର ଜ୍ୱାଳାମୁଖୀ କାହ୍ୱା ଜେନ୍ । ସାଧାରଣତଃ ଆଗ୍ନେୟଗିରିରୁ ଉତପ୍ତ ଲାଭା ଉଦଗୀରଣ ହେଲା ଏହାର ରଙ୍ଗ ପ୍ରାୟତଃ ହଳଦିଆ କିମ୍ବା ନାଲି ହୋଇଥାଏ । ମାତ୍ର କାହ୍ୱା ଜେନ୍…