Latest Odisha News

BREAKING NEWS

Browsing Category

ଫିଚର

ଟିକ୍‌ଟକ୍ ଓ ହାଲୋ ସମେତ ୫୯ ଆପ୍ ଉପରେ ଲାଗିଲା ରୋକ୍‌

ନୂଆଦିଲ୍ଲୀ: ଏଣିକି ଆଉ କରିପାରିବେନି ଟିକ୍ ଟକ୍ । କାରଣ ଭାରତ ସରକାର ଟିକ୍‌ଟକ୍‌, ହାଲୋ ସମେତ ୫୯ଟି ଚାଇନିଜ ଆପ ଉପରେ ରୋକ ଲଗାଇଛନ୍ତି । ଏସବୁ ଭିତରେ ଅଛନ୍ତି ସେୟାର ଚାଟ୍‌, ହେଲା, ଲାଇକି, ୱି ଚାଟ୍‌, ଭିଗୋ ଭିଡିଓ, କ୍ୟାମ ସ୍କାନର, ୟୁସି ବ୍ରାଉଜର, ୱଣ୍ଡର୍ କ୍ୟାମେରା ପରି କେତେକ ଆପ୍…

ମହାପ୍ରଭୁଙ୍କୁ ମାଉସୀ ଖୁଆଇବେ ପୋଡ଼ପିଠା: କେମିତି ଚାଲିଛି ପ୍ରସ୍ତୁତି, ଜାଣନ୍ତୁ

ପୁରୀ: ସେହି କୃପାମୟ ପ୍ରେମମୟ ଦୟାମୟ ମହାପ୍ରଭୁ ଶ୍ରୀଜଗନ୍ନାଥ ଜଗତର ଏପରି ଏକ ଠାକୁର ଯିଏ ନିଜ ମନ୍ଦିର ଆସ୍ଥାନରୁ ଉଠି ଲକ୍ଷ ଲକ୍ଷ ଜନସମୂଦ୍ରରେ ମିଶିଯାଆନ୍ତି । ରଥାରୁଢ ଶ୍ରୀଜଗନ୍ନାଥଙ୍କୁ ସାରା ବିଶ୍ୱର କୋଟି କୋଟି ଜନତା ଦର୍ଶନ କରିବାର ସୌଭାଗ୍ୟ ଲାଭ କରନ୍ତି । ଏ ଜାତିର ଏକମାତ୍ର…

ଭାରତ-ଚୀନ ମଧ୍ୟରେ ସେନା କମାଣ୍ଡର ସ୍ତରରେ ଆଲୋଚନା ହେବ

ନୂଆଦିଲ୍ଲୀ :ଭାରତ-ଚୀନ ମଧ୍ୟରେ  ମଙ୍ଗଳବାର ସେନା କମାଣ୍ଡର ସ୍ତରରେ ଆଉ ଏକ ଆଲୋଚନା ହେବ । ପୂର୍ବରୁ ଜୁନ ୬ ଓ ଜୁନ ୨୨ରେ ପ୍ରକୃତ ନିୟନ୍ତ୍ରଣ ରେଖା ସେପଟେ ଥିବା ମୋଲଡୋଠାରେ ଅନୁଷ୍ଠିତ ହୋଇଥିବାବେଳେ ଆସନ୍ତା କାଲି ଆଲୋଚନା ଭାରତୀୟ ପଟେ ଥିବା ଚୁସୁଲଠାରେ ଅନୁଷ୍ଠିତ ହେବ । ଉତ୍ତେଜନା ହ୍ରାସ…

ଘରୋଇ ହସ୍ପିଟାଲ ଓ ନର୍ସିଂହୋମ ପାଇଁ ବିଏମ୍‌ସିର ନୂଆ ଗାଇଡଲାଇନ

ଭୁବନେଶ୍ୱର: ରାଜଧାନୀରେ ଦିନକୁ ଦିନ ବଢ଼ି ଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଅଧିକ ଚିନ୍ତା ବଢ଼ାଇଛି ଲୋକାଲ କଣ୍ଟାକ୍ଟ । ଏଥିପାଇଁ ବିଏମ୍‌ସି କଡା ପଦକ୍ଷେପ ନେଇଛି । ବିଶେଷ କରି ବସ୍ତି ଅଞ୍ଚଳ ପାଇଁ କରୋନା ବୃଦ୍ଧି ପାଉଥିବା କୁହାଯାଉଥିବା ବେଳେ ଏଥପ୍ରତି ଅଧିକ ଦୃଷ୍ଟି ଦେଇଛି…

ଇରାନ ପକ୍ଷରୁ ଆମେରିକା ରାଷ୍ଟ୍ରପତି ଟ୍ରମ୍ପଙ୍କ ନାଁରେ ଗିରଫ ପରୱାନା

ୱାଶିଂଟନ: ଜେନେରାଲ କାସିମ ସୁଲେମାନିଙ୍କ ମୃତ୍ୟୁ ପାଇଁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପକୁ ଇରାନ ସରକାର ଦାୟୀ କରିଛି । ଏ ନେଇ ଟ୍ରମ୍ପ ଏବଂ ତାଙ୍କ ଅଧିକାରୀଙ୍କ ବିରୋଧରେ ଗିରଫ ପରୱାନା ଜାରି କରିଛି । ଟ୍ରମ୍ପଙ୍କ ନିର୍ଦ୍ଦେଶରେ ହିଁ ଆମେରିକା ଡ୍ରୋନ ଷ୍ଟ୍ରାଇକ କରିଥିଲା ।…

କଟକ କ୍ୟାନ୍‌ସର ହସ୍ପିଟାଲରେ ଆଉ ୬ କରୋନା ପଜିଟିଭ

କଟକ: କ୍ୟାନ୍ସର ହସ୍ପିଟାଲରୁ ପୁଣି ବାହାରିଲେ ପଜିଟିଭ । କଟକ ଆଚାର୍ଯ୍ୟ ହରିହର କ୍ୟାନ୍ସର ହସ୍ପିଟାଲରୁ ଆଉ ୬ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏନେଇ ସିଡିଏମ୍‌ଓ ସୂଚନା ଦେଇଛନ୍ତି । ୬ ଆକ୍ରାନ୍ତଙ୍କ ମଧ୍ୟରେ ୪ କ୍ୟାନ୍ସର ରୋଗୀ, ଜଣେ ଆଟେଣ୍ଡାଣ୍ଟ ଅଛନ୍ତି। ଅନ୍ୟ ଜଣେ ଆକ୍ରାନ୍ତ ଆହାର…

ତୃତୀୟ ଭାରତୀୟ ଭାବେ ଆଇସିସି ଏଲିଟି ପ୍ୟାନେଲରେ ସ୍ଥାନ ପାଇଲେ ନୀତିନ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ପାଇଁ ଗୌରବ ଆଣିଛନ୍ତି ନୀତିନ ମୋଇନ । ସେ ତୃତୀୟ ଭାରତୀୟ ଭାବେ ଆଇସିସି ଏଲିଟ ଅମ୍ପାୟର ପ୍ୟାନେଲରେ ସ୍ଥାନ ପାଇଛନ୍ତି । ଭାରତର ଶ୍ରୀନିବାସ ଭେଙ୍କଟରାଘବନ ଓ ସୁନ୍ଦରରାମ ରବି ଏହି ପ୍ୟାନେଲରେ ସ୍ଥାନ ପାଇ ସାରିଛନ୍ତି । ପୂର୍ବତନ ଅମ୍ପାୟର ନରେନ୍ଦ୍ର ମୋଇନିଙ୍କ…

ମହାରାଷ୍ଟ୍ରରେ ଜୁଲାଇ ୩୧ ଯାଏଁ ବଢ଼ିଲା ଲକଡାଉନ୍ ଅବଧି

ମହାରାଷ୍ଟ୍ର: ଅନଲକ୍-୧ ଶେଷ ହେବାର ଗୋଟିଏ ଦିନ ପୂର୍ବରୁ ଲକଡାଉନ୍ ଅବଧି ବୃଦ୍ଧି କରିଛି ମହାରାଷ୍ଟ୍ର । ଆସନ୍ତା ଜୁଲାଇ ୩୧ ଯାଏଁ ମହାରାଷ୍ଟ୍ରରେ ଜାରି ରହିବ ଲକଡାଉନ୍ । ଏନେଇ ମହାରାଷ୍ଟ୍ର ସରକାର ଘୋଷଣା କରିଛନ୍ତି । ରାଜ୍ୟରେ କରୋନା ସଂକ୍ରମିତ ସଂଖ୍ୟା ଦ୍ରୁତ ଗତିରେ ବଢୁଥିବା ଦୃଷ୍ଟିରୁ…

ହୁରିୟତ କନଫରେନ୍ସରୁ ଇସ୍ତଫା ଦେଲେ ସୟଦ ଅଲୀ ଶାହ ଗିଲାନୀ

ଶ୍ରୀନଗର: ହୁରିୟତ କନଫରେନ୍ସରୁ ବିଚ୍ଛିନ୍ନତାବାଦୀ ନେତା ସୟଦ ଅଲୀ ଶାହ ଗିଲାନୀ ଇସ୍ତଫା ଦେଇଛନ୍ତି । ୯୦ ବର୍ଷୀୟ ଗିଲାନୀ କହିଛନ୍ତି, ବର୍ତ୍ତମାନ ସ୍ଥିତିରେ ହୁରିୟତ କନଫରେନ୍ସ ଫୋରମରେ ଯାହା ସବୁ ଚାଲିଛି, ତାହା ଆଦୌ ଗ୍ରହଣୀୟ ନୁହେଁ। ତେଣୁ ମୁଁ ପୂରା ଫୋରମରୁ ଇସ୍ତଫା ଦେଉଛି । ମୁଁ ଏ…

ହାର୍ଲେ ଡାଭିଡସନ ବାଇକ ଚଲାଇଲେ ଜଷ୍ଟିସ ବୋବ୍‌ଡେ

ନୂଆଦିଲ୍ଲୀ: ହାର୍ଲେ ଡାଭିଡସନ ବାଇକରେ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି । ମାଇଁ ଲର୍ଡ ଚଲାଇଲେ ଲଗଜୁରିଅସ୍ ଦମୀ ବାଇକ୍ । ରବିବାର ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ଏସ୍‌.ଏସ ବୋବ୍‌ଡେଙ୍କ ନୂଆ ଅନ୍ଦାଜ ଦେଖିବାକୁ ମିଳିଛି । ନାଗପୁରରେ ଏକ ହାର୍ଲେ ଡାଭିଡସନ ବାଇକରେ ବୋବ୍‌ଡେ…