Latest Odisha News

BREAKING NEWS

Browsing Category

ଫିଚର

ମଣିପୁର ସଙ୍କଟ : ଏନପିପିର ୪ ମନ୍ତ୍ରୀ ଇସ୍ତଫା ପ୍ରତ୍ୟାହର କରିନେବାକୁ ରାଜି

ଇମ୍ଫାଲ: ମଣିପୁରରେ କଂଗ୍ରେସ ସରକାର କରିବା ଆଶା ଧିରେ ଧିରେ ମଉଳିବାରେ ଲାଗିଛି । ଗୁରୁବାର ବିଜେପିର ସହଯୋଗୀ ନ୍ୟାଶନାଲ ପିପୁଲ୍ସ ପାର୍ଟି (ଏନପିପି)ର ୪ ମନ୍ତ୍ରୀ ସେମାନଙ୍କ ଇସ୍ତଫା ପ୍ରତ୍ୟାହାର କରିନେବାକୁ ରାଜି ହୋଇଛନ୍ତି । ମେଘାଳୟ ମୁଖ୍ୟମନ୍ତ୍ରୀ ଓ ଏନପିପି ମୁଖ୍ୟ କୋନରାଡ ସଙ୍ଗମା…

ବାତିଲ୍ ହେଲା ସିବିଏସଇ ଦଶମ, ଦ୍ୱାଦଶ ପରୀକ୍ଷା

ନୂଆଦିଲ୍ଲୀ: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ଼ (ସିବିଏସଇ) ଚଳିତ ବର୍ଷର ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ବାତିଲ୍ କରିବାକୁ ନିଷ୍ପତ୍ତି ଗ୍ରହଣ କରିଛି । ଏନେଇ ବୁଧବାର ଦିନ ସିବିଏସଇ ପକ୍ଷରୁ ସୁପ୍ରିମକୋର୍ଟଙ୍କୁ ଅବଗତ କରାଯାଇଛି । ଏପରିକି ଦଶମ ବୋର୍ଡ଼ ପରୀକ୍ଷାର ଯେଉଁ କେତେକ ପରୀକ୍ଷା…

ହସ୍ପିଟାଲରୁ ଖସି ଚାଲିଗଲେ ସଂଦିଗ୍ଧ କରୋନା ରୋଗୀ !

ସମ୍ବଲପୁର: ସମ୍ବଲପୁର ଜିଲ୍ଲା ବୁର୍ଲ୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ମେଡ଼ିକାଲ୍ ସାଇନ୍ସ ଇନଷ୍ଟିଚ୍ୟୁଟ୍ (ଭିମସାର)ର ଆଇସୋଲେସନ ୱାର୍ଡ଼ରୁ ଜଣେ ସନ୍ଦିଗ୍ଧ କରୋନା ରୋଗୀ ଖସି ଚାଲିଯାଇଛନ୍ତି । ଏହି ଘଟଣା ସମ୍ପର୍କରେ ବୁଧବାର ଜଣାପଡ଼ିଥିବା ନେଇ ଭିମସାର୍ ସୂତ୍ରରୁ ସୂଚନା ମିଳିଛି । ଅଧିକ…

ଜର୍ମାନୀ ସରକାରଙ୍କ ରିପୋର୍ଟ : ପାକିସ୍ତାନ ପରମାଣୁ ଅସ୍ତ୍ର କ୍ଷମତା ବୃଦ୍ଧି କରୁଛି

ନୂଆଦିଲ୍ଲୀ: ଜର୍ମାନୀ ସରକାରଙ୍କ ଏକ ଗୋଇନ୍ଦା ରିପୋର୍ଟ ଭାରତ ପାଇଁ ଚିନ୍ତାର କାରଣ ସାଜିଛି । ଉକ୍ତ ରିପୋର୍ଟରେ ଉଲ୍ଲେଖ କରାଯାଇଛି ଯେ, ପାକିସ୍ତାନ ପରମାଣୁ ଅସ୍ତ୍ର କ୍ଷମତା ବୃଦ୍ଧି କରୁଛି । ଏହାର ବ୍ୟବହାର ଭାରତ ବିପକ୍ଷରେ କରିବ ବୋଲି ଆନୁଆଲ ରିପୋର୍ଟ ଅଫ ଦି ଅଫିସ ଫର ଦି ପ୍ରୋଟେକସନ ଅଫ…

ଏମରଜେନ୍ସି ଲଗେଇ ଦେଶକୁ ରାତିରାତି ଜେଲ୍ କରିଦେଇଥିଲେ କିଛି ଶାସନ ଲୋଭୀ: ଅମିତ ଶାହ

ନୂଆଦିଲ୍ଲୀ: ୧୯୭୫ ମସିହା ଆଜିର ଦିନରେ ତତ୍କାଳନୀ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ସାରା ଦେଶରେ ଏମରଜେନ୍ସି ଲାଗୁ କରିଥିଲେ । ଯାହାକୁ ଆଜିବି ବିରୋଧିମାନେ ଇତିହାସର ଏକ କଳଙ୍କିତ ଅଧ୍ୟାୟ ବୋଲି କହୁଛନ୍ତି । ଜୁନ ୨୫ ତାରିଖରେ ଏମରଜେନ୍ସିକୁ ୪୫ ବର୍ଷ ପୂରିଛି । ଏହି ଅବସରରେ ଗୃହ…

ରତ୍ନବେଦୀରୁ ଜନ୍ମବେଦୀ: ସାଂସାରିକ ତତ୍ତ୍ୱରେ ମହାପ୍ରଭୁ ଶ୍ରୀଜଗନ୍ନାଥ

ଶ୍ରୀଜଗନ୍ନାଥଙ୍କ ଆଧ୍ୟାତ୍ମିକ ଅନୁଭୂତିକୁ ନେଇ ସ୍ତମ୍ଭ: ଶ୍ରୀଜଗନ୍ନାଥ କଥାମୃତ ଭାରତୀୟ ସଂସ୍କୃତିରେ ଜଗନ୍ନାଥ ତତ୍ତ୍ୱ ଏକ ଗୁରୁତ୍ୱପୂର୍ଣ୍ଣ ଅଧ୍ୟାୟ । କେବଳ ଓଡ଼ିଶା କିମ୍ବା ଭାରତ ନୁହେଁ ବରଂ ସାରା ବିଶ୍ୱରେ କୋଟି କୋଟି ଶ୍ରଦ୍ଧାଳୁଙ୍କ ଦୃଢ ବିଶ୍ୱାସର ଆସ୍ଥାଭାଜନ ହୋଇପାରିଛନ୍ତି…

ଏମରଜେନ୍ସି : ଭାରତୀୟ ଗଣତନ୍ତ୍ରର କଳଙ୍କିତ ଅଧ୍ୟାୟ

ଭୁବନେଶ୍ୱର: ଆଜିର ଦିନ (୨୫ଜୁନ୍‌) ସାରା ଭାରତରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ଏମରଜେନ୍ସି ଲଗାଇଥିଲେ । ୪୫ ବର୍ଷ ପୂରଣ ହେଲା ଭାରତୀୟ ଗଣତନ୍ତ୍ରର ଏହି କଳଙ୍କିତ ଅଧ୍ୟାୟ । ଆସନ୍ତୁ ଜାଣିବା ଏମରଜେନ୍ସି କାରଣ ବିଷୟରେ- ୨୫ ଜୁନ୍ ୧୯୭୫ : ରାତି ୧୨ଟା ବେଳେ ଏମରଜେନ୍ସି ଲାଗୁ…

ଜମ୍ମୁ-କାଶ୍ମୀର: ସୁରକ୍ଷାକର୍ମୀଙ୍କ ଗୁଳିରେ ପ୍ରାଣ ହରାଇଲେ ୨ ଆତଙ୍କବାଦୀ

ଶ୍ରୀନଗର: ଜମ୍ମୁ ଓ କଶ୍ମୀରର ବାରମୂଳା ଜିଲ୍ଲା ଅନ୍ତର୍ଗତ ସୋପୋର୍‌ ଠାରେ ଗୁରୁବାର ସୁରକ୍ଷାବଳ ଓ ଆତଙ୍କବାଦୀଙ୍କ ମଧ୍ୟରେ ଚାଲିଥିବା ଗୁଳିବିନିମୟରେ ନିହତ ହୋଇଛନ୍ତି ଦୁଇଜଣ ଆତଙ୍କବାଦୀ। ଜମ୍ମୁ ଓ କଶ୍ମୀର ପୁଲିସ, ସିଆର୍‌ପିଏଫ ଓ ସେନାର ୨୨ଆର୍‌ଆରର ମିଳିତ ଦଳ ଆତଙ୍କବାଦୀମାନଙ୍କୁ…

ଓଡିଶାରେ ଆଉ ୨୧୦ କରୋନା ଆକ୍ରାନ୍ତ ଚିହ୍ନଟ; ଜାଣନ୍ତୁ, କେଉଁ ଜିଲ୍ଲାରୁ କେତେ

ଭୁବନେଶ୍ୱର: କରୋନାଭାଇରସର କାୟା ଦିନକୁ ଦିନ ବଢୁଥିବା ବେଳେ ଓଡିଶାରେ ଗତ ୨୪ଘଣ୍ଟାରେ ନୂଆ ୨୧୦ କରୋନା ଆକ୍ରାନ୍ତ ବ୍ୟକ୍ତିଙ୍କୁ ଚିହ୍ନଟ କରାଯାଇଛି । ଯାହାକୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୫ ହଜାର ୯୬୨ରେ ପହଞ୍ଚିଛି । ଏନେଇ ଟ୍ୱିଟ୍ କରିଛି ରାଜ୍ୟ ସୂଚନା ଓ ଲୋକସମ୍ପର୍କ…

ଖୋଲିଲା ହୀରାକୁଦ ଗେଟ୍

ସମ୍ବଲପୁର: ହୀରାକୁଦ ଜଳଭଣ୍ଡାରରୁ ଚଳିତବର୍ଷର ପ୍ରଥମ ବନ୍ୟା ଜଳ ନିଷ୍କାସିତ ହୋଇଛି । ପାରମ୍ପରିକ ପୂଜାର୍ଚ୍ଚନା ପରେ ଗେଟ୍ ଖୋଲିଛି । ପ୍ରଥମେ ଖୋଲାଗଲା ଡ୍ୟାମର ୭ ନମ୍ବର ସ୍ଲୁଇସ୍ ଗେଟ୍ । ହୀରାକୁଦ ଜଳଭଣ୍ଡାରରେ ବର୍ତ୍ତମାନ ୬୧୮ ଫୁଟ ପାଣି ରହିଛି । ଡ୍ୟାମର ଜଳ ଧାରଣା କ୍ଷମତା ରହିଛି ୬୩୦…