Latest Odisha News

BREAKING NEWS

Browsing Category

ଫିଚର

ଅଧା ରାତିରେ ମିଜୋରାମରେ ଭୂକମ୍ପ

ମିଜୋରାମରେ ଲଗାତାର ଚତୁର୍ଥ ଦିନ ପାଇଁ ଭୂକମ୍ପ । ବୁଝବାର ରାତି ୧ଟା ୧୪ ମିନିଟରେ କମ୍ପନ ଅନୁଭୂତ ହୋଇଥିଲା । ମିଜୋରାମର ଚମ୍ଫାଇଠାରୁ ୨୧ କିଲୋମିଟର ଦକ୍ଷିଣରେ ଏହାର କେନ୍ଦ୍ରସ୍ଥଳ ଥିଲା । ରିକ୍ଟର ସ୍କେଲରେ ତୀବ୍ରତା ଥିଲା ୪ ଦଶମିକ ୫। ଏହାର ଦୁଇ ଘଣ୍ଟା ପରେ ନାଗାଲାଣ୍ଡରେ ବି ଝଟକା…

ଟି-ଟ୍ୱେଣ୍ଟି ବିଶ୍ୱକପ ନେଇ ଆଜି ହୋଇପାରେ ନିଷ୍ପତ୍ତି

ଚଳିତବର୍ଷ ଟ୍ୱେଣ୍ଟି ଟ୍ୱେଣ୍ଟି ବିଶ୍ୱକପ ଆୟୋଜନକୁ ନେଇ ନିଷ୍ପତ୍ତି ହୋଇ ନାହିଁ। ଆଜି ଅନ୍ତର୍ଜାତୀୟ କ୍ରିକେଟ ପରିଷଦ ବା ଆଇସିସିର ଗୁରୁତ୍ୱପୂର୍ଣ୍ଣ ବୈଠକ ବସୁଛି । ଭାରତୀୟ ସମୟ ସାଢ଼େ ୩ଟାରେ ବସିବ ବୈଠକ । ଏଠାରେ ଚଳିତ ଟ୍ୱେଣ୍ଟି ଟ୍ୱେଣ୍ଟି ବିଶ୍ୱକପକୁ ନେଇ ଆଲୋଚନା ସମ୍ଭାବନା ରହିଛି ।…

କରୋନା କବଳରେ ଭାରତ; ଗୋଟିଏ ଦିନରେ ସର୍ବାଧିକ ୧୬ ହଜାରରୁ ଉର୍ଦ୍ଧ୍ୱ ଆକ୍ରାନ୍ତ

ନୂଆଦିଲ୍ଲୀ: ଭାରତରେ କରୋନାଭାଇରସ୍ (କୋଭିଡ -୧୯) ଆକ୍ରାନ୍ତଙ୍କ ସଂଖ୍ୟା ଧୀରେ ଧୀରେ ବଢୁଥିବା ବେଳେ ଗୁରୁବାର ଦିନ ଏହି ସଂଖ୍ୟା ୪,୭୩,୧୦୫କୁ ଛୁଇଁଥିବାନେଇ କେନ୍ଦ୍ରର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଜଣାପଡିଛି । କେନ୍ଦ୍ରର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ…

ଭାରତ ବିରୋଧରେ ଆକ୍ରମଣ ଷଡ଼ଯନ୍ତ୍ର ଅଭିଯୋଗ ଆଣିଲେ ପାକିସ୍ତାନ ବୈଦେଶିକ ମନ୍ତ୍ରୀ

ପାକିସ୍ତାନ ଉପରେ ହମଲା ଷଡ଼ଯନ୍ତ୍ର କରୁଛି ଭାରତ । ଏକଥା କହିଛନ୍ତି ପାକିସ୍ତାନ ବୈଦେଶିକ ମନ୍ତ୍ରୀ ମହମ୍ମୁଦ କ୍ୟୁରେସୀ । ଜିୟୋ ପାକିସ୍ତାନ ଟିଭି ଚ୍ୟାନେଲକୁ ସାକ୍ଷାତକାରରେ କ୍ୟୁରେସୀ କହିଛନ୍ତି, ଚୀନ୍ ସହ ସୀମା ବିବାଦ ଉପରୁ ଧ୍ୟାନ ହଟାଇବା ପାଇଁ ପାକିସ୍ତାନକୁ ଟାର୍ଗେଟ କରିଛି । ଭାରତ…

ଆଜି ହେବ ଶ୍ରୀମନ୍ଦିର ଗର୍ଭ ଗୃହର ଯାଞ୍ଚ

ପୁରୀ: ଆଜି ହେବ ଶ୍ରୀମନ୍ଦିର ଗର୍ଭ ଗୃହ ଯାଞ୍ଚ । ଭାରତୀୟ ପ୍ରତ୍ନତତ୍ତ୍ୱ ବିଭାଗ (ASI) ବୈଷୟିକ ଟିମ୍ ଦ୍ୱାରା ଗର୍ଭ ଗୃହର ଯାଞ୍ଚ କରାଯିବ । ରାଜ୍ୟର ବିଭିନିନ ବିଭାଗର ବିଶେଷଜ୍ଞଙ୍କୁ ନେଇ ଗଠିତ ଟିମ୍ ଶ୍ରୀମନ୍ଦିର ଭିତରେ ଯାଞ୍ଚ କରିବେ । ବର୍ତ୍ତମାନ ଶ୍ରୀଜିଉମାନେ ରତ୍ନ ସିଂହାସନରେ…

ଆଜିଠୁ ପିପିଲିକୁ ଗଡିବ ମୋ ବସ୍

ଭୁବନେଶ୍ବର: ଆଜିଠାରୁ ପିପିଲିକୁ ଗାଡିବ ମୋ ବସ । ମାଷ୍ଟରକ୍ୟାଣ୍ଟିନ ରୁ ପିପିଲିକୁ ଏହି ସେବା ଆରମ୍ଭ ହେବ। ଗତ ମଙ୍ଗଳବାରଠାରୁ କ୍ରୁଟ୍‌ ପକ୍ଷରୁ ବସ୍‌ ଚଳାଚଳ ଆରମ୍ଭ ହେବାର ଥିଲା। ପୁରୀ ଜିଲା ଏହି ଦିନ ସଟ୍‌ଡାଉନ୍‌ ଘୋଷଣା ହେଇଥିବାରୁ କ୍ରୁଟ୍‌ ପକ୍ଷରୁ ଏଥିରେ ପରିବର୍ତ୍ତନ କରାଯାଇଥିଲା।…

ଆଜି ଖୋଲିବ ହୀରାକୁଦ ଗେଟ: ଛଡାଯିବ ଚଳିତ ବର୍ଷର ପ୍ରଥମ ବନ୍ୟାଜଳ

ସମ୍ବଲପୁର: ଆଜି ହୀରାକୁଦ ଛାଡିବ ଚଳିତବର୍ଷର ପ୍ରଥମ ବନ୍ୟାଜଳ । ସକାଳ ୧୦ଟା ପରେ ଯେକୌଣସି ସମୟରେ ବନ୍ୟାଜଳ ଛଡ଼ାଯିବା ନେଇ ସୂଚନା । ଉପରମୁଣ୍ଡରେ ବର୍ଷା ଓ ଡ୍ୟାମକୁ ଜଳ ପ୍ରବେଶ ପାଇଁ ଆଗୁଆ ଗେଟ ଖୋଲା ଯାଉଥିବା କତ୍ତୃପକ୍ଷଙ୍କର ପକ୍ଷରୁ ସୂଚନା ଦିଆଯାଇଛି । ଉପରମୁଣ୍ଡରେ ବର୍ଷା ଯୋଗୁଁ…

ପଶ୍ଚିମବଙ୍ଗରେ ଜୁଲାଇ ୩୧ ଯାଏ ବଢ଼ିଲା ଲକଡାଉନ୍

ପଶ୍ଚିମବଙ୍ଗରେ କରୋନା କାୟା ବିସ୍ତାର କରୁଛି । ପ୍ରତିଦିନ ସଂକ୍ରମିତଙ୍କ ସଂଖ୍ୟା ବଢୁଛି । ଏଭଳି ସ୍ଥିତିରେ କରୋନା ଚେନ୍ ଭାଙ୍ଗିବା ପାଇଁ ପୁଣି ଥରେ ଲକଡାଉନ୍ ଅବଧିକୁ ମାସେ ବଢ଼ାଇବାକୁ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଆସନ୍ତା ଜୁଲାଇ ୩୧ ଯାଏ ରାଜ୍ୟରେ ତାଲାବନ୍ଦ ଅବଧି…

କେନ୍ଦ୍ରୀୟ ତାଲିକାରେ ଅନ୍ୟାନ୍ୟ ପଛୁଆ ବର୍ଗର ଉପବର୍ଗୀକରଣ ପ୍ରସଙ୍ଗ: ଗଠିତ ଆୟୋଗଙ୍କ କାର୍ଯ୍ୟକାଳ ବୃଦ୍ଧିକୁ…

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ ଅନ୍ୟାନ୍ୟ ପଛୁଆବର୍ଗ (ଓବିସି)ଙ୍କ ଉପବର୍ଗୀକରଣ ପ୍ରସଙ୍ଗର ଅନୁଧ୍ୟାନ ଲାଗି ଗଠିତ ଆୟୋଗଙ୍କ କାର୍ଯ୍ୟକାଳ ୬ ମାସ ବା  ୨୦୨୧ ଜାନୁଆରୀ ୩୧ ପର୍ଯ୍ୟନ୍ତ ବଢ଼ାଇବା ପ୍ରସ୍ତାବକୁ ମଞ୍ଜୁରି ଦେଇଛନ୍ତି।…

ଆଡପ ମଣ୍ଡପରେ ଚତୁର୍ଦ୍ଧା ମୂର୍ତ୍ତି

ପୁରୀ: ଆଡପ ମଣ୍ଡପକୁ ବିଜେ କରିଛନ୍ତି ଶ୍ରୀଜୀଉ । ରଥ ଉପରେ ନୀତିକାନ୍ତି ଶେଷ ହେବା ପରେ ସେବାୟତମାନେ ଗୋଟି ପହଣ୍ଡିରେ ଜନ୍ମବେଦୀକୁ ନେଇ ଯାଇଛନ୍ତି । ପରମ୍ପରା ଅନୁଯାୟୀ, ଅପରାହ୍ନ ୫ଟା ୩୫ରେ ପୁଷ୍ପାଂଜଳି ପରେ ପ୍ରଥମେ ରାମକୃଷ୍ଣ ଓ ମଦନମୋହନଙ୍କୁ ଗୋଟି ପହଣ୍ଡିରେ ମନ୍ଦିର ଭିତରକୁ…