Latest Odisha News

BREAKING NEWS

Browsing Category

ଫିଚର

କରୋନା ପଜିଟିଭ୍ ଚିହ୍ନଟ ହେଲେ କଟକ କ୍ୟାନସର ହସ୍ପିଟାଲର ରୋଗୀ

କଟକ: ଆଚାର୍ଯ୍ୟ ହରିହର କ୍ୟାନସର ହସ୍ପିଟାଲର ରୋଗୀ କରୋନା ପଜିଟିଭ୍ ଚିହ୍ନଟ । ଏ ନେଇ ନିର୍ଦ୍ଦେଶକ ଲଲାଟେନ୍ଦୁ ଷଢଙ୍ଗୀ ସୂଚନା ଦେଇଛନ୍ତି । ଏହା ଜଣାପଡିବା ପରେ ଜରୁରୀକାଳୀନ ୱାର୍ଡକୁ ସିଲ୍ କରାଯାଇଛି । କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ରୋଗୀ ଜଣଙ୍କ ଗଂଜାମର । ଗତ ୧୯ ତାରିଖରେ କେମୋ…

ସୁଶାନ୍ତଙ୍କ ଫାଇନାଲ ପୋଷ୍ଟମର୍ଟମ ରିପୋର୍ଟ : ଶ୍ୱାସରୁଦ୍ଧ କାରଣରୁ ମୃତ୍ୟୁ ହୋଇଛି

ମୁମ୍ବାଇ: ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଫାଇନାଲ ପୋଷ୍ଟମର୍ଟମ ରିପୋର୍ଟ ଆସିଲା । ପ୍ରଥମ ପୋଷ୍ଟମର୍ଟମ ରିପୋର୍ଟରେ ସୁଶାନ୍ତଙ୍କ ମୃତ୍ୟୁ ଆତ୍ମହତ୍ୟା ବୋଲି କୁହାଯାଉଥିଲା । ଏବେ ପୋଲିସକୁ ସୁଶାନ୍ତଙ୍କ ଫାଇନାଲ ପୋଷ୍ଟମର୍ଟମ ରିପୋର୍ଟ ଦିଆଯାଇଛି । ଏହି ରିପୋର୍ଟରେ ସୁଶାନ୍ତ ଫାଶୀ…

କରୋନା ମହାମାରୀ: ଏକାଠି ହେଲେ ୧୩ ବିରୋଧି ରାଜନୈତିକ ଦଳ, ଜୁନ୍ ୨୬ରେ ରାଜ୍ୟସ୍ତରୀୟ ପ୍ରତିବାଦ ସଭା

ଭୁବନେଶ୍ୱର: କରୋନା ମହାମାରୀ ପରିଚାଳନାରେ ବିଫଳତା ଏବଂ ଲୋକଙ୍କ ଜୀବନ ଜୀବିକା ସୁରକ୍ଷା ଦାବିନେଇ ଏକାଠି ହୋଇଛନ୍ତି ରାଜ୍ୟର ୧୩ଟି ବିରୋଧି ରାଜନୈତିକ ଦଳ । ଆସନ୍ତା ଜୁନ୍ ୨୬ ତାରିଖରେ ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କ ବିରୋଧରେ ରାଜ୍ୟସ୍ତରୀୟ ପ୍ରତିବାଦ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ।…

ଭକ୍ତି ଆଉ ଶକ୍ତି : ବଡିବିଲ୍ଡର ଅନୀଲଙ୍କ ରଥଟଣା ମନ କିଣୁଛି

ପୁରୀ: ଜାତୀୟ ଓ ଅନ୍ତର୍ଜାତୀୟସ୍ତରର ବଡି ବିଲ୍ଡର ଅନୀଲ ଗୋଚ୍ଛିକାର ଭକ୍ତି ଏବଂ ଶକ୍ତିର ପ୍ରଦର୍ଶନ ସମସ୍ତଙ୍କ ମନ କିଣୁଛି । ରଥଯାତ୍ରା କୋଭିଡ କଟକଣା ନିୟମ ମାନି କରିବା ପାଇଁ ସୁପ୍ରିମକୋର୍ଟ ନିଦେ୍ର୍ଧଶ ଦେବା ପରେ ସେବାୟତମାନେ ଏଥିରେ ରାଜି ହେବା ସହ ସଫଳ ମଧ୍ୟ କରିଥିଲେ । ଏହି ସେବାୟତଙ୍କ…

ବିବାଦୀୟ ଲଦାଖ ସୀମାରୁ ଚୀନ ହଟୁନି, ଭାରତର ଶକ୍ତି ପ୍ରଦର୍ଶନ

ଲେହ: ବିବାଦୀୟ ଲଦାଖ ସୀମାରେ ଚୀନ ହଟିବା ପରିବର୍ତେ ସୈନ୍ୟଙ୍କୁ ଠୁଳ କରିବାରେ ଲାଗିଛି । ଏହା ବ୍ୟତୀତ ନିର୍ମାଣ କାର୍ଯ୍ୟ ପୁନର୍ବାର ଆରମ୍ଭ କରିଛି । ଭାରତ ଏହାକୁ ବିରୋଧ କରିବା ସହ ସୀମାରେ ଚୀନ ସମ୍ମୁଖରେ ଶକ୍ତି ପ୍ରଦର୍ଶନ କରିଛି । ଭାରତର ଫାଇଟର ଜେଟ ଚୀନ ସେନା ଉପର ସମ୍ପୂର୍ଣ୍ଣ ନଜର…

ବୟସ୍କ ବ୍ୟକ୍ତିଙ୍କୁ କରୋନା ସଂକ୍ରମଣ ଆଶଙ୍କା ଅଧିକ: ବାଗ୍‌ଚୀ

ଭୁବନେଶ୍ୱର : ବୟସ୍କ ବ୍ୟକ୍ତିଙ୍କୁ କରୋନା ସଂକ୍ରମଣ ହେବାର ସମ୍ଭାବନା ଅଧିକ ରହିଥାଏ । ବୟସ ବଢିଲେ ରୋଗ ପ୍ରତିରୋଧକ ଶକ୍ତି ହ୍ରାସ ପାଏ । ତେଣୁ ବୟସ୍କ ବ୍ୟକ୍ତିମାନେ ସାବଧାନ ରହିବାର ଆବଶ୍ୟକତା ରହିଛି ବୋଲି କହିଛନ୍ତି ସୂଚନା ଦେଇଛନ୍ତି ରାଜ୍ୟ ସରକାରଙ୍କ କୋଭିଡ୧୯ ମୁଖ୍ୟ ମୁଖ୍ୟ ମୁଖପାତ୍ର…

ଓଡ଼ିଶା ସାଂସଦ ଭର୍ତ୍ତୃହରି ମହତାବ ପାଇବେ ‘୨୦୨୦ ସଂସଦ ରତ୍ନ ପୁରସ୍କାର’

ଚେନ୍ନାଇ: କଟକ ସାଂସଦ ଭର୍ତ୍ତୃହରି ମହତାବ ୨୦୨୦ ସଂସଦ ରତ୍ନ ପୁରସ୍କାର ପାଇବା ଲାଗି ଯୋଗ୍ୟ ବିବେଚିତ ହୋଇଛନ୍ତି । ଶ୍ରୀ ମହତାବଙ୍କ ସମେତ ଲୋକସଭାର ୮ଜଣ ସଦସ୍ୟ ଏବଂ ୨ଜଣ ରାଜ୍ୟସଭା ସଦସ୍ୟ ଏହି ପୁରସ୍କାର ପାଇବାକୁ ମନୋନୀତ ହୋଇଛନ୍ତି । ୧୭ତମ ଲୋକସଭାର ପ୍ରଥମ ବର୍ଷ ଲାଗି ପ୍ରଦର୍ଶନକୁ…

କରୋନିଲ୍ ଔଷଧ ବାହାର କରି ଅଡୁଆରେ ପଡିଲେ ବାବା ରାମଦେବ, ପତଞ୍ଜଳିକୁ ନୋଟିସ

ଡେରାଡୁନ୍: ବାବା ରାମଦେବ  କରୋନାର ଚିକିତ୍ସା ପାଇଁ ‘କରୋନିଲ୍’ ଔଷଧ ବାହାର କରିବା ଘଟଣାରେ ଅସୁବିଧାରେ ପଡିଛନ୍ତି । ଷ୍ଟେଟ୍ ଡ୍ରଗ୍ସ କନଟ୍ରୋଲୋର ରାମଦେବଙ୍କ ପତଞ୍ଜଳି ଯୋଗ ପୀଠର ଦିବ୍ୟ ଫାର୍ମାସୀକୁ ନୋଟିସ୍ ଜାରି କରିଦେଇଛନ୍ତି । ଉତ୍ତରାଖଣ୍ଡର ଆର୍ୟୂବେଦ ବିଭାଗ ନୋଟିସ୍ ଜାରି କରି…

କାଲି ଖୋଲିବ ହୀରାକୁଦର ଗେଟ୍‌, ଛଡାଯିବ ବର୍ଷର ପ୍ରଥମ ବନ୍ୟାଜଳ

ସମ୍ବଲପୁର: ଆସନ୍ତାକାଲି ଦିନ ୧୦ଟାରେ ହୀରାକୁଦରୁ ଛଡାଯିବ ଚଳିତ ବର୍ଷର ପ୍ରଥମ ବନ୍ୟା ଜଳ । ଉପରମୁଣ୍ଡରେ ପ୍ରବଳ ବର୍ଷା ଓ ଡ୍ୟାମକୁ ଜଳ ପ୍ରବେଶ ପାଇଁ ଆଗୁଆ ଗେଟ୍ ଖୋଲାଯାଉଥିବା କର୍ତ୍ତୃପକ୍ଷଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ଏବେ ଜଳଭଣ୍ଡାରରେ ୬୧୬.୫୦ ଫୁଟ ପାଣି ରହିଛି । ପାଣିପାଗ…

ରଥ ଗଡିଲା, ମୌନବ୍ରତ ଭାଙ୍ଗିଲେ

ପୁରୀ: ପୁରୀର ସୁବାସ ଚନ୍ଦ୍ର ସାମନ୍ତରାୟ ଶ୍ରୀଜଗନ୍ନାଥ ମହାପ୍ରଭୂଙ୍କ ଉପରେ ତାଙ୍କ ଅତୁଟ ବିଶ୍ୱାସ ରହଛି । ଭାବରେ ବନ୍ଧା ଠାକୁରେ ତାଙ୍କ ବିଶ୍ୱାସ ରଖିଲେ । ତାଙ୍କ ଭକ୍ତିକୁ ଲୋକହସା କଲେ ନାହିଁ । ଟୁଲାନାଙ୍କୁ ଯିଏ ବି କହୁଥିଲେ ରଥଯାତ୍ରା ଏଥର ହେବନି ସେ ଘଂଟା ଘଂଟା ଧରି ଯୁକ୍ତି କରୁଥିଲେ…