Latest Odisha News

BREAKING NEWS

Browsing Category

ଫିଚର

ଅନ୍ତର୍ଜାତୀୟ ଯୋଗ ଦିବସ ୨୦୨୦ର ଥିମ୍ ‘ଘରେ ପରିବାର ସହ ଯୋଗ କରନ୍ତୁ’

ଭୁବନେଶ୍ୱର : ଚଳିତ ବର୍ଷ କରୋନା ସଂକ୍ରମଣର ଭୟ ଥିବାରୁ ଅନ୍ତର୍ଜାତୀୟ ଯୋଗ ଦିବସରେ ସମସ୍ତେ ଏକାଠି ହୋଇ ଯୋଗ କରିବେ ନାହିଁ । ତେଣୁ ପରିବାର ସହ ଘରେ ରହି ଯୋଗ କରିବା ଉପରେ ଫୋକସ ରଖାଯାଇଛି । ଯୋଗ ଦିବସ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ‘ମନ୍ କୀ ବାତ୍‌’ରେ ‘ମୋ ଜୀବନ ମୋ ଯୋଗ’…

ଆଜି ମଧ୍ୟପ୍ରଦେଶ ରାଜ୍ୟସଭା ନିର୍ବାଚନ: ଭୋପାଳରେ ବୈଜୟନ୍ତ ପଣ୍ଡା

ଭୁବନେଶ୍ୱର: ବରିଷ୍ଠ ବିଜେପି ନେତା ତଥା ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା, ଶୁକ୍ରବାର ମଧ୍ୟପ୍ରଦେଶରେ ରାଜ୍ୟସଭା ନିର୍ବାଚନ ହେବାକୁ ଯାଉଥିବା ପରିପ୍ରେକ୍ଷୀରେ କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭଡ଼େକରଙ୍କ ସହ ବୁଧବାର ଭୋପାଳରେ ପହଞ୍ଚିଛନ୍ତି। ରାଜ୍ୟସଭା ଆସନ ଲାଗି ବିଜେପି ଜୋରସୋରରେ…

ରଥଯାତ୍ରା ନେଇ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପାଳନ କରିବେ ରାଜ୍ୟ ସରକାର

ଭୁବନେଶ୍ୱର : ରଥଯାତ୍ରା ନେଇ ସୁପ୍ରିମ କୋର୍ଟ ଦେଇଥିବା ନିର୍ଦ୍ଦେଶକୁ ପାଳିବେ ରାଜ୍ୟ ସରକାର । ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ରାଜ୍ୟ କ୍ୟାବିନେଟ୍ ବୈଠକରେ ଏହି ନିଷ୍ପତ୍ତି ହୋଇଛି । ବୈଠକରେ ରାଜ୍ୟ ଆଡଭୋକେଟ୍ ଜେନେରାଲ ଯୋଗ ଦେଇ ମହାପ୍ରଭୁ…

ଆମେରିକାରେ ଅନ୍ତର୍ଜାତୀୟ ଯୋଗ ଦିବସ: ପ୍ରବାସୀ ପାଳିବେ ‘ଯୋଗ ଫ୍ରମ୍ ହୋମ୍‌’ !

ୱାଶିଂଟନ୍ ଡିସି: ଜୁନ୍ ୨୧ ତାରିଖରେ ସାରା ବିଶ୍ୱରେ ପାଳିତ ହୁଏ ଅନ୍ତର୍ଜାତୀୟ ଯୋଗ ଦିବସ । ତେବେ ଚଳିତ ବର୍ଷ ଏହି ଷଷ୍ଠ ଅନ୍ତର୍ଜାତୀୟ ଯୋଗ ଦିବସ କରୋନା ମହାମାରୀ ଯୋଗୁଁ ବିଭିନ୍ନ ଷ୍ଟାଡ଼ିୟମରେ ଯେପରି ପାଳିତ ହେଉଥିଲା ସେଥିରେ କଟକଣା ରହିଛି । ଏହି ପରିପ୍ରେକ୍ଷୀରେ ଆମେରିକାରେ ରହୁଥିବା…

ମଣିପୁରରେ ବିଜେପିକୁ ଝଟକା, ସରକାର ଗଢ଼ିପାରେ କଂଗ୍ରେସ !

ଇମ୍ଫାଲ: ମଣପୁରରେ ବିଜେପିକୁ ଶକ୍ତ ଝଟକା ଲାଗିଛି । ଦଳର ୩ ବିଧାୟକ ଇସ୍ତଫା ଦେବା ସହ ସହଯୋଗୀ ନ୍ୟାଶନାଲ ପିପୁଲସ ପାର୍ଟିର ବିଧାୟକ ମଧ୍ୟ ସମର୍ଥନ ପ୍ରତ୍ୟାହାର କରି ନେଇଛନ୍ତି । ଟିଏମସି ଓ ସ୍ୱାଧୀନ ପ୍ରାର୍ଥୀ ମଧ୍ୟ ସରକାରରୁ ଓହରି ଯାଇଛନ୍ତି । ବିଜେପି ଅଳ୍ପମତରେ ପହଂଚିଥିବାରୁ କଂଗ୍ରେସ…

ଭାରତ-ଚୀନ ସଂଘର୍ଷ : ରୁଷିଆଠାରୁ ୩୩ ଫାଇଟର ଜେଟ କିଣିବ ଭାରତ

ନୂଆଦିଲ୍ଲୀ : ଚୀନ ସହିତ ବିବାଦ ବଢ଼ିବା ପରେ ଭାରତ ସାମରିକ ଶକ୍ତି ବୃଦ୍ଧି ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିଛି । ଇତି ମଧ୍ୟରେ ରୁଷିଆଠାରୁ ଭାରତ ୩୩ ଫାଇଟର ଜେଟ କିଣିବା ପାଇଁ ନିଷ୍ପତି ନେଇଛି । ୧୨ଟି ସୁଖୋଇ ଓ ୨୧ଟି ମିଗ-୨୯ କିଣିବା ପାଇଁ ଭାରତୀୟ ବାୟୁସେନା ସରକାରଙ୍କୁ ପ୍ରସ୍ତାବ…

ଘରୋଇ କମ୍ପାନୀ ପାଇଁ ୪୧ କୋଇଲା ଖଣିର ନିଲାମି ପ୍ରକ୍ରିୟା ଆରମ୍ଭ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଆତ୍ମନିର୍ଭର ଭାରତ ଅଭିଯାନ ଜରିଆରେ ଘରୋଇ କଂପାନୀ ପାଇଁ ୪୧ଟି କୋଇଲା ଖଣିର ନିଲାମି ପ୍ରକ୍ରିୟା ଆରମ୍ଭ କରିଛନ୍ତି । ଏହି ଅବସରରେ ସେ କହିଛନ୍ତି କେବଳ ଘରୋଇ କଂପାନୀ ପାଇଁ କୋଇଲା ଖଣିର ନିଲାମି ପ୍ରକ୍ରିୟା ଆରମ୍ଭ କରାଯାଇ ନାହିଁ  ବରଂ…

ଶ୍ରୀଲଙ୍କାର ପୂର୍ବତନ ଖେଳମନ୍ତ୍ରୀଙ୍କ ଅଭିଯୋଗ: ୨୦୧୧ ବିଶ୍ୱକପ ଫାଇନାଲ ଆମ ଖେଳାଳି ଫିକ୍ସ କରିଥିଲେ

କଲମ୍ବୋ: ଶ୍ରୀଲଙ୍କାର ପୂର୍ବତନ ଖେଳ ମନ୍ତ୍ରୀ ମହିନ୍ଦାନନ୍ଦ ଅଲୁଥାଗାମ ଗୁରୁବାର ଏକ ବିବାଦୀୟ ଓ ଚାଂଚଲ୍ୟକର ମନ୍ତବ୍ୟ ଦେଇଛନ୍ତି । ସେ କହିଛନ୍ତି ଭାରତ-ଶ୍ରୀଲଙ୍କା ମଧ୍‌ୟରେ ଖେଳାଯାଇଥିବା ୨୦୧୧ କ୍ରିକେଟ ବିଶ୍ୱକପ ଫାଇନାଲ ଫିକ୍ସ ଥିଲା । ଆମର କେତେକ ଖେଳାଳି ମ୍ୟାଚ ଫିକ୍ସିଂରେ ଜଡିତ ଥିଲେ…

‘ଗରିବ କଲ୍ୟାଣ ରୋଜଗାର ଅଭିଯାନ’: ଲାଭବାନ ହେବେ ୬ ରାଜ୍ୟର ଶ୍ରମିକ

ନୂଆଦିଲ୍ଲୀ: କରୋନା ସଙ୍କଟ ମଧ୍ୟରେ ହଜାର ହଜାର ପ୍ରବାସୀ ଶ୍ରମିକ ନିଜ ଘରକୁ ଫେରିଛନ୍ତି । ସେମାନେ ରୋଜଗାର ସଙ୍କଟ ମଧ୍ୟରେ ଗତି କରୁଛନ୍ତି । ଏହା ମଧ୍ୟରେ କେନ୍ଦ୍ର ସରକାର ଗରିବ କଲ୍ୟାଣ ରୋଜଗାର ଅଭିଯାନ ଆରମ୍ଭ କରିବାକୁ ଯାଉଛନ୍ତି । ଏହାକୁ ଜୁନ ୨୦ ତାରିଖରେ ଲଞ୍ଚ କରାଯିବ ।…

ଉଇଘର ମୁସଲିମଙ୍କୁ ନ୍ୟାୟ ପାଇଁ ଚୀନ ବିରୋଧରେ ବିଲ୍ ସ୍ୱାକ୍ଷର କଲେ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ

ନ୍ୟୁୟର୍କ : ଚୀନକୁ ଗୁରୁବାର ଆମେରିକା ଶକ୍ତ ଧକ୍କା ଦେଇଛି । ଉଇଘର ମୁସଲିମଙ୍କୁ ନ୍ୟାୟ ପାଇଁ ଚୀନ ବିରୋଧରେ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ ବିଲ୍ ସ୍ୱାକ୍ଷର କରିଛନ୍ତି । ଏହା ଚୀନକୁ ଅଡୁଆରେ ପକାଇବେ ବୋଲି ଆଶା କରାଯାଉଛି । ଚୀନ୍ ତାହାର ସୀମା ଉଇଘର ଥିବା ମୁସଲିମ୍‌ଙ୍କୁ ନିର‌୍ୟ୍ୟାତନା…