Latest Odisha News

BREAKING NEWS

Browsing Category

ଫିଚର

‘ମୋ ବସ୍‌’ରେ କ୍ୟାସ୍‌ଲେସ୍ ଟିକେଟ ସେବା ଆରମ୍ଭ

ଭୁବନେଶ୍ୱର: ମୋ ବସରେ ଆରମ୍ଭ ହୋଇଛି କ୍ୟାସ୍‌ଲେସ୍ ଟିକେଟ ସେବା । କ୍ରୁଟ ପକ୍ଷରୁ କ୍ୟୁଆର କୋଡ଼୍ ମାଧ୍ୟମରେ ଟିକେଟ ସେବା ଆରମ୍ଭ ହୋଇଛି । ବର୍ତ୍ତମାନ ୧୬ ଓ ୨୦ ନମ୍ବର ରୁଟରେ ଏହି ସୁବିଧା ଉପଲବ୍ଧ ରହିଛି । ପରେ ସବୁ ରୁଟ୍‌ରେ କ୍ୟୁଆର କୋଡ଼ ମାଧ୍ୟମରେ ଟିକେଟ କରିହେବ । ଯାତ୍ରୀମାନେ…

କାଶ୍ମୀର ପଣ୍ଡିତଙ୍କ ହତ୍ୟାକୁ ନେଇ ରାଗିଗଲେ ଅନୁପମ୍‌

ମୁମ୍ବାଇ: କାଶ୍ମୀର ପଣ୍ଡିତ ଘଟଣାକୁ ନେଇ ପୁଣି ଥରେ ସାମ୍ନାକୁ ଆସିଛନ୍ତି ବଲିଉଡ ଅଭିନେତା ଅନୁପମ ଖେର୍ । ସୋମବବାର ଦିନ(୮ଜୁନ୍) ଅନନ୍ତନାଗରେ ଜଣେ ହିନ୍ଦୁ ସରପଂଚଙ୍କୁ ଆତାଙ୍କବାଦୀ ଗୁଳି କରି ହତ୍ୟା କରିଥିଲେ । ଏହି ଘଟଣାକୁ ନେଇ ଅନୁପମ ଶୋକ ପ୍ରକଟ କରିବା ସହ ରାଗି ଯାଇଛନ୍ତି । ଏହାର ଏକ…

ଦିଲ୍ଲୀ ଓ ମହାରାଷ୍ଟ୍ରରେ ହୋଇନି ଗୋଷ୍ଠୀ ସଂକ୍ରମଣ!

ନୂଆଦିଲ୍ଲୀ: ଦେଶରେ ଦିନକୁ ଦିନକୁ ବୃଦ୍ଧି ପାଉଛି କରୋନା ସଂକ୍ରମିତ ସଂଖ୍ୟା । ବିଶେଷ କରି ଦୁଇ ପ୍ରମୁଖ ସହର ଦିଲ୍ଲୀ ଏବଂ ମହାରାଷ୍ଟ୍ରରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢ଼ି ଚାଲିଛି । ମହାରାଷ୍ଟ୍ରରେ ଆକ୍ରାନ୍ତଙ୍କ ସଂଖ୍ୟା ୯୦ ହଜାର ପାଖାପଖି ହୋଇଥିବା ବେଳେ ଦିଲ୍ଲୀରେ ୩୫…

ଆସାମ ତୈଳ କୂଅରୁ ବାହାରୁଛି ନିଆଁ, ୨ ଅଗ୍ନିଶମ କର୍ମଚାରୀ ମୃତ

ଗୁଆହାଟୀ: ଆସାମ ତିନସୁକିୟା ଜିଲ୍ଲାରେ ଗତ ୧୫ ଦିନ ହେଲା ତୈଳ କୂଅରୁ ଗ୍ୟାସ ନିର୍ଗତ ହେଉଛି । ମଙ୍ଗଳବାର ଦିନ ଅଏଲ ଇଣ୍ଡିଆ ତୈଳ କୂଅରେ ଭୀଷଣ ଅଗ୍ନିକାଣ୍ଡ ଘଟିଥିଲା । ନିଆଁ ଲିଭାଇବା ପାଇଁ ଅଗ୍ନିଶମ ବାହିନୀ ଓ ଏନଡିଆରଏଫ ଟିମ ନିୟୋଜିତ ହୋଇଥିଲେ । ତେବେ ଏହି ନିଆଁ ଲିଭା କାର‌୍ୟ୍ୟରେ…

ଭୁବନେଶ୍ୱରରେ ଆପୋଲ ହସ୍ପିଟାଲ କର୍ମଚାରୀଙ୍କ ସମେତ ୬ ନୂଆ କରୋନା ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର: ଆଜି ରାଜଧାନୀ ଭୁବନେଶ୍ୱରରେ ପୁଣି ୬ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସମ୍ପୃକ୍ତ ବ୍ୟକ୍ତିଙ୍କ ମଧ୍ୟରେ ଆପୋଲ ହସ୍ପିଟାଲର ଜଣେ କର୍ମଚାରୀ ଅଛନ୍ତି । ତାଙ୍କ ବୟସ ୩୮ ବର୍ଷ ହୋଇଥିବା ନେଇ ଭୁବନେଶ୍ୱର ମହାନଗର ନିଗମ ସୂଚନା ଦେଇଛି । ସେହିପରି ଭୁବନେଶ୍ୱର…

ପ୍ରବଳ ବର୍ଷିବ: ୭ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ, ୧୪ ଜିଲ୍ଲାରେ ଝଡ଼ ବର୍ଷା ସମ୍ଭାବନା

ଭୁବନେଶ୍ୱର: ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଓ ଏହାର ଆଖପାଖରେ ଏକ ଲଘୁଚାପ ସୃଷ୍ଟି ହୋଇଛି । ଆଗାମୀ ୪୮ ଘଂଟା ମଧ୍ୟରେ ଏହା ପଶ୍ଚିମ-ଉତ୍ତର ପଶ୍ଚିମ ଦିଗକୁ ମୁହାଁଇ ୱେଲମାର୍କରେ ପରିଣତ ହେବ । ଏହା ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଅଧିକ ଘନୀଭୂତ ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ…

ଖୁସି ଖବର: ସଂକ୍ରମିତଙ୍କ ତୁଳନାରେ ବଢ଼ିଲା ସୁସ୍ଥ ସଂଖ୍ୟା

ନୂଆଦିଲ୍ଲୀ: ଦେଶରେ କୋଭିଡ-୧୯ ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଏହା ଥମିବାର ନା ଧରୁନି । ତେବେ ଏହି ସଂକ୍ରମିତଙ୍କ ତୁଳନରେ ଏବେ ବଢ଼ିଛି ସୁସ୍ଥ ହାର । ବୁଧବାର ପ୍ରଥମଥର ପାଇଁ ସୁସ୍ଥ ହୋଇଥିବା କୋଭିଡ-୧୯ ରୋଗୀଙ୍କ ସଂଖ୍ୟା ଦେଶରେ ଥିବା ମୋଟ ସକ୍ରିୟ ମାମଲାକୁ ଅତିକ୍ରମ କରିଛି ।…

‘ହଁ ଚୀନ କବଜା କରିଛି’ ଲଦାଖର ବିଜେପି ସାଂସଦଙ୍କ ଏହି ଉତର ଏବେ ଭାଇରାଲ ହୋଇଛି

ନୂଆଦିଲ୍ଲୀ : ‘ହଁ ଚୀନ କବଜା କରିଛି’ ଲଦାଖର ବିଜେପି ସାଂସଦ ଜାମୟାଂଗ ସୋରିଙ୍ଗଙ୍କ ଏହି ଉତର ଏବେ ଭାଇରାଲ ହୋଇଛି । ରାହୁଲ ଗାନ୍ଧୀ ସରକାରଙ୍କ ପ୍ରଶ୍ନ କରିଥିଲେ ଚୀନ୍ ଲଦାଖରେ ଭାରତୀୟ ଅଞ୍ଚଳକୁ କବଜା କରିଛି କି ନାହିଁ । ସୋରିଙ୍ଗ ନିଜ ଟ୍ୱିଟର ଆକାଉଣ୍ଟରେ ରାହୁଲଙ୍କୁ ଟ୍ୟାଗ କରି ଏହି…

ଏକାଥରକେ ସୁସ୍ଥ ହେଲେ ୧୪୯ କରୋନା ସଂକ୍ରମିତ

ଭୁବନେଶ୍ୱର: ରାଜ୍ୟରେ ବଢ଼ୁଛି କରୋନା ଜନିତ ସୁସ୍ଥ ହାର । ସଂକ୍ରମିତଙ୍କ ତୁଳନାରେ ବଢ଼ୁଛି ସୁସ୍ଥ ସଂଖ୍ୟା । ଆଜି ରାଜ୍ୟରେ ଗୋଟିଏ ଦିନରେ ସର୍ବାଧିକ ୧୪୯ କରୋନା ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ସୁସ୍ଥ ସଂଖ୍ୟା ୨୨୮୨ରେ ପହଂଚିଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ…

୨୮ ବର୍ଷ ପରେ ରାମଜନ୍ମଭୂମି ପରିସରରେ ହେଲା କୁବେରଶ୍ୱରଙ୍କ ଅଭିଷେକ

ଅଯୋଧ୍ୟା: ଦୀର୍ଘ ୨୮ ବର୍ଷ ପରେ ରାମଜନ୍ମଭୂମି ପରିସରରେ କୁବେରଶ୍ୱରଙ୍କ ରୁଦ୍ରାଭିଷେକ କରାଯାଇଛି । କୁବେର ତିଲଠାରେ କୁବେରଶ୍ୱରଙ୍କ ଅଭିଷେକ ପରେ ଖୁବ୍ ଶୀଘ୍ର ମନ୍ଦିର ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ ବୋଲି ମହନ୍ତ କମଳ ନୟନ ଦାସ କହିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଗର୍ଭଗ୍ୟହରେ…