Latest Odisha News

BREAKING NEWS

Browsing Category

ଫିଚର

ଶ୍ରୀମନ୍ଦିର ସେବାୟତଙ୍କୁ ମିଳିବ ମାସ୍କ ଓ ୫ହଜାର ଟଙ୍କା

ପୁରୀ: ଶ୍ରୀମନ୍ଦିର ସେବାୟତମାନଙ୍କୁ ମିଳିବ ମାସ୍କ । ସେହିପରି ଦ୍ୱିତୀୟ କିସ୍ତି ବାବଦରେ ବି ୫ ହଜାର ଟଙ୍କା ଲେଖାଏଁ ମିଳିବ । ଏନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାର ସୂଚନା ଦେଇଛନ୍ତି । ସେ କହିଛନ୍ତି, ସେବାୟତଙ୍କ ସୁରକ୍ଷା ହେଉଛି ପ୍ରଶାସନର ଦାୟିତ୍ୱ । ସେବାୟତଙ୍କୁ ୫…

ଶ୍ରୀମନ୍ଦିର ପରମ୍ପରାରେ ମହାଦୀପ: ନୀଳଚକ୍ରରେ ମହାଦୀପ ଦର୍ଶନ

(ଶ୍ରୀଜଗନ୍ନାଥଙ୍କ ଆଧ୍ୟାତ୍ମିକ ଅନୁଭୂତିକୁ ନେଇ କୁମାର ଭୀମସେନଙ୍କ ନିୟମିତ ସ୍ତମ୍ଭ: ଶ୍ରୀଜଗନ୍ନାଥ କଥାମୃତ) ଭାରତୀୟ ସଂସ୍କୃତି ତଥା ପରମ୍ପରାରେ ନିଜର ତଥା ନିଜ ପରିବାରବର୍ଗଙ୍କର ମଙ୍ଗଳ କାମନା କରି ପ୍ରଭୁଙ୍କ ପାଖରେ ଦୀପ ଦାନ କରାଯିବାର ବିଧି ଅତି ଜନପ୍ରିୟ ଓ ଲୋକପ୍ରଚଳିତ । କିନ୍ତୁ,…

କ୍ୱାରେଂଟିନ୍‌ରେ ଗଲେ ରାୟଗଡା ସିଡିଏମ୍‌ଓଙ୍କ ସମେତ ଅଫିସ୍ ଷ୍ଟାଫ

ରାୟଗଡା: ରାଜ୍ୟରେ ଦିନକୁ ଦିନ ବୃଦ୍ଧି ପାଉଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ବୁଧବାର ରାଜ୍ୟରେ ଆଉ ୧୧୦ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ରାୟଗଡା ଜିଲ୍ଲାରୁ ୪ ଜଣ ଚିହ୍ନଟ ହୋଇଛନ୍ତି । ରାୟଗଡାରୁ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ଜଣେ ସ୍ବାସ୍ଥ୍ୟ ବିଭାଗ କର୍ମଚାରୀ…

ଡୋପ ଟେଷ୍ଟରେ ଧରାପଡିଲେ ଅମୃତପାଲ, ନୀରଜ : ଚାନୁ ଦୋଷମୁକ୍ତ

ନୂଆଦିଲ୍ଲୀ:ଭାରତୀୟ ଆଥଲେଟକୁ ପୁନର୍ବାର ଡୋପ କଳଙ୍କ ଛୁଇଁଛି । ବୁଧବାର ମିଳିଥିବା ରିପୋର୍ଟ ମୁତାବକ ବାସ୍କେଟବଲ ଖେଳାଳି ଅମୃତପାଲ ସିଂ ଓ ମହିଳା ବକ୍ସର ନୀରଜ ଫୋଗଟ ଡୋପ ଟେଷ୍ଟରେ ଧରା ପଡିଛନ୍ତି । ଦୁଇ ଜଣଙ୍କ ଉପରେ ୪ ବର୍ଷ ଲେଖାଏଁ ପ୍ରତିବନ୍ଧ ଲଗାଯାଇଛି । ଅପରପକ୍ଷରେ ୱେଟଲିଫ୍ଟର ସଂଜିତା…

ଶୋପିଆନରେ ଆଉ ୫ ଆତଙ୍କବାଦୀ ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ

ଶ୍ରୀନଗର: ସୁରକ୍ଷାକର୍ମୀ ବୁଧବାର ଶୋପିଆନ୍‌ରେ ଆଉ ୫ ଆତଙ୍କବାଦୀଙ୍କୁ ଗୁଳି କରିଛନ୍ତି । ପୂର୍ବରୁ ରବିବାର ୫ ଏବଂ ସୋମବାର ୪ଆତଙ୍କବାଦୀଙ୍କୁ ପୋଲିସ ମାରିଥିଲା । ଜମ୍ମୁ ଓ କଶ୍ମୀର, ଆର୍ମି ଓ ସିଆରପିଏଫର ମିଳିତ ଭାବେ ସର୍ଚ୍ଚ ଅପରେଶନ ଆରମ୍ଭ କରିଥିଲେ । ଆତଙ୍କବାଦୀମାନେ ପ୍ରଥମେ…

ସ୍ୱାସ୍ଥ୍ୟକର୍ମୀ ଆମ ହିରୋ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟରେ କରୋନା ମୁକାବିଲା କ୍ଷେତ୍ରରେ ହସ୍ପିଟାଲ ଓ ଜିଲ୍ଲା ସ୍ୱାସ୍ଥ୍ୟକର୍ମୀଙ୍କ କାମକୁ ମୁଖ୍ୟମନ୍ତ୍ରୀ ପ୍ରଶଂସା କରିଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି , ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀ ଆମ ହିରୋ । ସେମାନେ ଆମର ମୂଲ୍ୟବାନ ସମ୍ପତ୍ତି । ସ୍ୱାସ୍ଥ୍ୟକର୍ମୀଙ୍କ ସେବା ଓ ତ୍ୟାଗ…

ଶ୍ରୀଜୀଉଙ୍କ ଅଣସରରେ ବେଳେ ଶ୍ରଦ୍ଧାଳୁଙ୍କ କର୍ତ୍ତବ୍ୟ

(ଶ୍ରୀଜଗନ୍ନାଥଙ୍କ ଆଧ୍ୟାତ୍ମିକ ଅନୁଭୂତିକୁ ନେଇ କୁମାର ଭୀମସେନଙ୍କ ନିୟମିତ ସ୍ତମ୍ଭ: ଶ୍ରୀଜଗନ୍ନାଥ କଥାମୃତ) ସ୍ନାନ ପୂର୍ଣ୍ଣିମା ରାତିରେ ଶ୍ରୀଜୀଉମାନେ ସ୍ନାନ ବେଦୀରୁ ଗଲା ପରେ ଅଣସର ପିଣ୍ଡିରେ ଦଇତା ମାନେ ତାଙ୍କ ଶ୍ରୀମୁଖରେ ଲାଗି ହୋଇଥିବା ରାହୁରେଖା ଓ ଚିତା ବାହାର କରି ଭଣ୍ଡାର…

କରୋନା କଟକଣାକୁ ଫୁ’: ରାଉରକେଲାରେ ଶବ ଶୋଭାଯାତ୍ରା, ଭିଡିଓ ଭାଇରାଲ

ରଉରକେଲା: କରୋନା କଟକଣାକୁ ଫୁ’ । ଚୁଲିକୁ ଗଲା ସାମାଜିକ ଦୂରତା । ୬ ଫୁଟ ଦୂରତା କ’ଣ ୬ ଇଂଚ ବି ରହିଲାନି । ହଜାର ହଜାର ଲୋକ ଏକାଠି ହୋଇ ବାହାରିଲେ ଶୋଭାଯାତ୍ରାରେ । ରାସ୍ତା ଉପରେ ଦେଖିବାକୁ ମିଳିଲା ଜନସମୁଦ୍ର । ରାଉରକେଲାର ଏହି ଦୃଶ୍ୟ ଏବେ ଜାତୀୟ ଗଣମାଧ୍ୟମର ହେଡ୍ ଲାଇନ ପାଲଟିଛି ।…

ଭୁବନେଶ୍ୱରର ଆଉ ଏକ ବସ୍ତିରେ ବ୍ୟାପିଲା କରୋନା: ହୋମ କ୍ୱାରେଣ୍ଟାଇନରେ ୫୦ ପରିବାର

ଭୁବନେଶ୍ୱର: ରାଜଧାନୀର ଆଉ ଏକ ବସ୍ତିରେ ବ୍ୟାପିଲା କରୋନା । ଭୁବନେଶ୍ୱର ମହାନଗର ନିଗମର ୧୭ନମ୍ବର ୱାର୍ଡ ଅନ୍ତର୍ଗତ ବିଶ୍ୱେଶ୍ୱର ବସ୍ତିରୁ ବୁଧବାର ଦିନ ଚିହ୍ନଟ ହୋଇଛନ୍ତି ଦୁଇ ସଂକ୍ରମିତ। ଉଭୟେ ନିକଟସ୍ଥ ଏକ ଘରୋଇ ହସ୍ପିଟାଲରେ କାର୍ଯ୍ୟ କରୁଥିବା ସୂଚନା।ଉଭୟଙ୍କୁ କୋଭିଡ ହସ୍ପିଟାଲକୁ…

୨୪ ଘଣ୍ଟାରେ ୧୧୦ ନୂଆ ମାମଲା ସହ ରାଜ୍ୟରେ ୩୨୫୦ ଛୁଇଁଲା ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ୱର: ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୧୦ ଟି ନୂଆ କରୋନାଭାଇରସ୍ ପଜିଟିଭ୍ ଚିହ୍ନଟ ହୋଇଛି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୩୨୫୦ ରେ ପହଞ୍ଚିଛି । ଏନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ୱିଟ କରି ସୂଚନା ଦେଇଛନ୍ତି । ଆଜି ଚିହ୍ନଟ ୧୧୦ ଆକ୍ରାନ୍ତଙ୍କ…