Latest Odisha News

BREAKING NEWS

Browsing Category

ଫିଚର

ଅନ୍ତର୍ଜାତୀୟ ସ୍ତରରେ ପୁଣି ଜଣେ ଓଡ଼ିଆଙ୍କ କମାଲ: ‘ବେଷ୍ଟ ଡକ୍ୟୁମେଣ୍ଟାରି ସ୍ପେଶାଲ୍ ଜୁରୀ’ ସମ୍ମାନରେ…

ଭୁବନେଶ୍ୱର: ଅନ୍ତର୍ଜାତୀୟସ୍ତରରେ ପୁଣି କମାଲ ଦେଖାଇଛନ୍ତି ଆଉ ଜଣେ ଓଡ଼ିଆ ପୁଅ। କରୋନା ସଙ୍କଟ ସମୟରେ ନିଜ ଅନ୍ତର୍ନିହିତ କଳାକାରୀକୁ ଅନଲାଇନ୍‌ରେ ପ୍ରଦର୍ଶନ କରି ଲୋକଲୋଚନକୁ ଆସିଛନ୍ତି ଯାଜପୁର ଜିଲ୍ଲାର ହିତେଶ କୁମାର ସାରଙ୍ଗୀ। ଓରିଫାର୍ମିଂ ପକ୍ଷରୁ ଏପ୍ରିଲ ୨୮ରୁ ଜୁନ୍‌ ୩ ପର୍ଯ୍ୟନ୍ତ…

ଭୁବନେଶ୍ୱରର ପ୍ରିୟଙ୍କା ସ୍ୱାଇଁ ଓଡିଶା ସମ୍ବାଦ ଓ ଓଡିଶା ବାଇଟସ୍ ‘ଲକଡାଉନ ରେସିପି’ ବିଜେତା

ଭୁବନେଶ୍ୱର: ଅପେକ୍ଷାର ଅନ୍ତ ଘଟିଛି । ଶେଷରେ ଘୋଷଣା ହୋଇଛି www.odishasambad.in  ଓ www.odishabytes.com ‘ଲକଡାଉନ ରେସିପି’ ବିଜେତାଙ୍କ ନାମ । ଭୁବନେଶ୍ୱରର ପ୍ରିୟଙ୍କା ସ୍ୱାଇଁ ବାଜି ମାରିନେଇଛନ୍ତି । ତାଙ୍କ ପ୍ରସ୍ତୁତ ବ୍ୟଞ୍ଚନ ‘ମହନିକା’ ଓଡିଆ ଖାଦ୍ୟ ମହୁର ଓ କାନିକାକୁ ମିଶାଇ…

ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଲାଗି ହେଲା ଫୁଲୁରୀ ତେଲ…

ପୁରୀ: ଚତୁର୍ଦ୍ଧା ମୂରତୀ ସ୍ନାନମଣ୍ଡପରେ ୧୦୮ ଗରା ସୁବାସିତ ଜଳରେ ସ୍ନାନ କରିବା ପରେ ଜ୍ୱରରେ ପୀଡ଼ିତ ହେଲେ । ମହାପ୍ରଭୁଙ୍କୁ ଜ୍ୱର । ଚାଲିଛି ଉପଚାର । ଆଜି ଶ୍ରୀଅଙ୍ଗରେ ଲାଗିଛି ଜ୍ୱର ଉପଶମ ଲାଗି ଔଷଧୀୟ ତୈଳ । ଫୁଲୁରି ତେଲ । ଅଣସର ଘରେ ଏବେ ଚତୁର୍ଦ୍ଧାବିଗ୍ରହଙ୍କ  ଗୁପ୍ତ ସେବା …

ଝାରସୁଗୁଡ଼ାରେ ପଶ୍ଚିମବଙ୍ଗର ୪ ପରିବାର ସଦସ୍ୟ କରୋନା ପଜିଟିଭ୍ ଚିହ୍ନଟ

ଝାରସୁଗୁଡ଼ା: ଝାରସୁଗୁଡ଼ାର ଗୋଟିଏ ପରିବାରର ୪ ଜଣ ସଦସ୍ୟ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । “ପଶ୍ଚିମବଙ୍ଗର ଏକ ପରିବାରର ୪ ଜଣ ସଦସ୍ୟ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସମସ୍ତ ଆକ୍ରାନ୍ତ ପୂର୍ବରୁ କ୍ୱାରେଣ୍ଟାଇନରେ ରହିଥିବା ବେଳେ ସେମାନଙ୍କର ସ୍ୱାବ ପରୀକ୍ଷା ପରେ କରୋନାରେ…

ପରଲୋକରେ ବର୍ଷିୟାନ ସ୍ୱାଧୀନତା ସଂଗ୍ରାମୀ ନକୁଳ ଦାସ

ଭୁବନେଶ୍ୱର: ସମାଜସେବୀ ତଥା ବର୍ଷିୟାନ ସ୍ୱାଧୀନତା ସଂଗ୍ରାମୀ ନକୁଳ ଦାସଙ୍କର ବୁଧବାର ଦିନ ସିଜନଗର ବାସଭବନରେ ଦେହାନ୍ତ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୯୨ ବର୍ଷ ହୋଇଥିଲା । ସ୍ୱର୍ଗତ ଦାସ ବାର୍ଦ୍ଧକ୍ୟ ଜନିତ ଅସୁସ୍ଥତାରେ ପୀଡ଼ିତ ରହିଥିଲେ । ତାଙ୍କର ଗୋଟିଏ ପୁଅ ଓ ଝିଅ ରହିଥିବା ବେଳେ…

‘ଚୀନ୍ ସାମଗ୍ରୀ ବର୍ଜନ’ କରିବା ନେଇ ସିଏଆଇଟି ପକ୍ଷରୁ ଆରମ୍ଭ ହେଲା କ୍ୟାମ୍ପେନ୍‌

ନୂଆଦିଲ୍ଲୀ: ସାରା ଦେଶରେ ଭାରତର ମିଳିତ ବ୍ୟବସାୟୀ ସଂଘ (ସିଏଆଇଟି) ପକ୍ଷରୁ ଚୀନ୍ ସାମଗ୍ରୀ ବର୍ଜନ କରିବା ନେଇ ବୁଧବାର ଦିନ କ୍ୟାମ୍ପେନ୍ ଆରମ୍ଭ ହୋଇଛି । ‘ଇଣ୍ଡିଆନ୍ ଗୁଡ଼ସ୍ - ଆୱାର୍ ପ୍ରାଇଡ୍‌’ (ଭାରତୀୟ ସାମଗ୍ରୀ - ଆମର ଗର୍ବ) ଶୀର୍ଷକରେ ଏହିି କ୍ୟାମ୍ପେନ୍ ଆରମ୍ଭ ହୋଇଛି । ଚୀନ…

ଦେଶରେ ସିଂହ ସଂଖ୍ୟା ବୃଦ୍ଧି, ପ୍ରଧାନମନ୍ତ୍ରୀ ଟୁଇଟ କରି ଜଣାଇଲେ

ନୂଆଦିଲ୍ଲୀ: ଭାରତରେ ସିଂହ ସଂଖ୍ୟା ବୃଦ୍ଧି ପାଇଛି । ନୂତନ ଗଣତି ଅନୁସାରେ ଏହା ୨୯ ପ୍ରତିଶତ ବୃଦ୍ଧି ପାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏଥିରେ ଖୁସି ହୋଇ ଟୁଇଟ କରି ଏ ସମ୍ପର୍କରେ ସୂଚନା ଦେଇଛନ୍ତି । ଗୁଜରାଟର ଗିର ଜଙ୍ଗଲରେ ରହୁଥିବା ସିଂହ ସଂଖ୍ୟା ବଢ଼ିବା ସହ ସେମାନଙ୍କ ଚଳପ୍ରଚଳ…

ରାଜ୍ୟର ୬ ବିଶ୍ୱବିଦ୍ୟାଳୟ କୁଳପତିଙ୍କ କାର୍ଯ୍ୟକାଳ ୩ ମାସ ବୃଦ୍ଧି

ଭୁବନେଶ୍ୱର: ବଢ଼ିଲା ରାଜ୍ୟର ୬ଟି ବିଶ୍ୱବିଦ୍ୟାଳୟର କୁଳପତିଙ୍କ କାର୍ଯ୍ୟକାଳ । କୁଳପତିଙ୍କ କାର୍ଯ୍ୟକାଳକୁ ୩ ମାସ ବୃଦ୍ଧି କରିଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ। ଏନେଇ ରାଜଭବନ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ବିଜ୍ଞପ୍ତିରେ କୁହାଯାଇଛି ଯେ, ଜୁଲାଇ ଓ ଅଗଷ୍ଟରେ ଅବଧି ଶେଷ…

ନୀରବ ମୋଦି, ମେହୁଲ ଚୋକସୀଙ୍କ ୧୩୫୦ କୋଟି ଟଙ୍କାର ଅଳଙ୍କାର ଭାରତକୁ ଫେରିଲା

ନୂଆଦିଲ୍ଲୀ: ପ୍ରବର୍ତନ ନିର୍ଦ୍ଦେଶାଳୟ (ଇଡି) ନୀରବ ମୋଦି ଓ ମେହୁଲ ଚୋକସୀଙ୍କ ୧୩୫୦ କୋଟି ଟଙ୍କାର ଅଳଙ୍କାର ଭାରତକୁ ଫେରାଇ ଆଣିବାରେ ସଫଳ ହୋଇଛି ।  ପିଏନବି ଦୁର୍ନୀତି ଅଭିଯୋଗରେ ସେମାନଙ୍କ ବିରୋଧରେ ମାମଲା ରୁଜୁ କରି ଏଜେନ୍ସି ଯାଞ୍ଚ ଆରମ୍ଭ କରିବା ସମୟରେ  ଦୁଇ ଅଭିଯୁକ୍ତ ଏହି ଜିନିଷକୁ…

କିସରେ ଆରମ୍ଭ ହେଲା ଇ-ଲର୍ଣ୍ଣିଂ କ୍ଳାସ: ୩୦ ହଜାର ଛାତ୍ରଛାତ୍ରୀଙ୍କ ଘରେ ପହଞ୍ଚିଲା ଶିକ୍ଷାଦାନ

ଭୁବନେଶ୍ୱର: କଳିଙ୍ଗ ଇନଷ୍ଟିଚ୍ୟୁଟ ଅଫ ସୋସିଆଲ ସାଇନସେସ (କିସ) ଉଦ୍ୟମରେ ଓ କଳିଙ୍ଗ ଟିଭି ପ୍ରୟାସରେ କିସ ଇ ଲର୍ଣ୍ଣିଂ କ୍ଳାସ କାର୍ଯ୍ୟକ୍ରମ ବୁଧବାର କିସରେ ଉଦଘାଟିତ ହୋଇଯାଇଛି । କିଟ ଓ କିସ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଏହି କାର୍ଯ୍ୟକ୍ରମକୁ ଉଦଘାଟନ କରି ଶ୍ରେଣୀଗୃହ ଶିକ୍ଷାଦାନ…