Latest Odisha News

BREAKING NEWS

Browsing Category

ଫିଚର

ଆଜିଠୁ ୧୧ ଜିଲ୍ଲାରେ ଦୁଇ ଦିନିଆ ସଟଡାଉନ୍‌

ଭୁବନେଶ୍ୱର: କରୋନା ବିସ୍ତାରକୁ ରୋକିବା ଲାଗି ରାଜ୍ୟର ପ୍ରାୟ ୧୧ଟି ଜିଲ୍ଲାରେ ଶନିବାର ଦିନଠାରୁ ଦୁଇ ଦିନିଆ ସଟଡାଉନ ଲାଗୁ କରାଯାଇଛି । ସଟଡାଉନ୍ ନିୟମ ଅନୁଯାୟୀ ଏହି ସବୁ ଜିଲ୍ଲାରେ ଶନିବାର ଓ ରବିବାର ଦିନ ଦୋକାନ ବଜାର ସମ୍ପୂର୍ଣ୍ଣ ବନ୍ଦ ରହିବ । ଏପରିକି ଆବଶ୍ୟକସ୍ଥଳେ ପରିଚୟ ପତ୍ର ଓ…

ଶନିଦେବଙ୍କ କୃପା ପାଇବାକୁ ଚାହୁଁଛନ୍ତି କି’ ଆପଣାନ୍ତୁ ଏହି ଉପାୟ !

ଭୁବନେଶ୍ୱର: ପ୍ରାୟ ଅନେକ ବ୍ୟକ୍ତିଙ୍କର ଗ୍ରହଚଳନ ଉପରେ କେତେକାଂଶରେ ବିଶ୍ୱାସ ରହିଥାଏ । କୁହାଯାଏ, ଗ୍ରହମାନଙ୍କର ନିଜସ୍ୱ ଏକ ଦୃଷ୍ଟିଶକ୍ତି ରହିଛି । ଯାହାର ମଣିଷ ଜୀବନରେ ଶୁଭ ଓ ଅଶୁଭ ଦୃଷ୍ଟି ପକାଉଥିବା ନେଇ ଜ୍ୟୋତିଷ ଶାସ୍ତ୍ରରେ ବର୍ଣ୍ଣିତ ରହିଛି । ଜାଣନ୍ତୁ, ଶନିଙ୍କ କୃପା…

ଅଣସରରେ ଶ୍ରୀଜୀଉ; କଟକଣା ଯୋଗୁଁ ଭକ୍ତଙ୍କୁ ଅଲାରନାଥ ମନ୍ଦିରରେ ଦର୍ଶନ ମନା

ପୁରୀ: ଶ୍ରୀକ୍ଷେତ୍ରରେ ଭକ୍ତଙ୍କ ବିନା ଉପସ୍ଥିତିରେ ଚତୁର୍ଦ୍ଧା ମୂରତୀଙ୍କ ସ୍ନାନଯାତ୍ରା ସମ୍ପନ୍ନ ହୋଇଛି । ଶ୍ରୀଜୀଉମାନଙ୍କ ଅଣସର ନୀତି ଆରମ୍ଭ ହୋଇଛି । ପୁରୀ ଶ୍ରୀମନ୍ଦିରରେ ଶ୍ରୀଜୀଉମାନଙ୍କ ଅଣସର ନୀତି ଚାଲିଥିବା ବେଳେ ଭକ୍ତମାନେ ଠାକୁରମାନଙ୍କୁ ଦର୍ଶନ କରିନପାରି ପୁରୀ ଜିଲ୍ଲା…

ଘୋଷଣା ହେଲା ୟୁପିଏସସିର ପରିବର୍ଦ୍ଧିତ ପରୀକ୍ଷା ତାରିଖ

ନୂଆଦିଲ୍ଲୀ: ୟୁନିଅନ ପବ୍ଲିକ ସର୍ଭିସ କମିଶନ(ୟୁପିଏସସି) ପରୀକ୍ଷା, ୨୦୨୦ ର ପରିବର୍ଦ୍ଧିତ ତାରିଖ ଘୋଷଣା ହୋଇଯାଇଛି । ନୋଟିଫିକେସନ ଅନୁଯାୟୀ ସଭିଲ ସର୍ଭିସ (ପ୍ରିଲିମିନାରୀ) ଓ ଇଣ୍ଡିଆନ ଫରେଷ୍ଟ ସର୍ଭିସ (ପ୍ରିଲିମିନାରୀ) ପରୀକ୍ଷା ଆସନ୍ତା ଅକ୍ଟୋବର ୪ ତାରିଖରେ ହେବାକୁ ଥିବା ବେଳେ,…

ଦିକ୍ଷା ପ୍ଲାଟଫର୍ମ ମାଧ୍ୟମରେ ଶିକ୍ଷକଙ୍କୁ ପ୍ରଶିକ୍ଷଣ ଦେବ ସିବିଏସଇ

ନୂଆଦିଲ୍ଲୀ: ଆସନ୍ତା ଜୁନ ୧୫ ତାରିଖ ରୁ ଦିକ୍ଷା ପ୍ଲାଟଫର୍ମ ମାଧ୍ୟମରେ ଶିକ୍ଷକଙ୍କ କ୍ଷମତା ବୃଦ୍ଧି ନିମିତ୍ତ ଅନଲାଇନ ପ୍ରଶିକ୍ଷଣ ଦେବ ଦ ସେଣ୍ଟ୍ରାଲ ବୋର୍ଡ ଅଫ ସେକେଣ୍ଡାରୀ ଏଜୁକେସନ(ସିବିଏସଇ) । ସିବିଏସଇ ର ଏହି ପ୍ରଶିକ୍ଷଣରେ ଅନେକ ମାନୁଏଲ ସାଙ୍ଗକୁ ଏନସିଆରଟି ର ନିଷ୍ଠା ମୋଡ୍ୟୁଲ…

ପୂର୍ବରୁ ଥରେ ମଧ୍ୟ ଗଜପତି କରିନଥିଲେ ‘ଛେରାପହଁରା’; ଜାଣନ୍ତୁ କେବେ ଓ କାହିଁକି ?

ଭୁବନେଶ୍ୱର/ପୁରୀ: ପବିତ୍ର ଦେବସ୍ନାନ ପୂର୍ଣ୍ଣିମାରେ ମହାପ୍ରଭୁଙ୍କର ସ୍ନାନଯାତ୍ରା ପାରମ୍ପରିକ ରୀତିନୀତିରେ ପାଳିତ ହୋଇଛି । ଠାକୁରମାନଙ୍କ ଅଣସର ନୀତି ମଧ୍ୟ ଆରମ୍ଭ ହୋଇଯାଇଛି । ସ୍ନାନବେଦୀରେ ଶ୍ରୀଜୀଉମାନେ ସ୍ନାନ କରୁଥିବା ବେଳେ କିମ୍ବା ଗଜାନନ ବେଶ ବେଳେ ଯେପରି ସବୁଥର ‘ହରିବୋଲ’ ଓ ‘ଜୟ…

ଜାଣନ୍ତୁ; ଦେବସ୍ନାନ ପୂର୍ଣ୍ଣିମାରେ ମହାପ୍ରଭୁଙ୍କ ଜନ୍ମଦିନ କାହିଁକି ପାଳିତ ହୋଇଥାଏ !

(ଶ୍ରୀଜଗନ୍ନାଥଙ୍କ ଆଧ୍ୟାତ୍ମିକ ଅନୁଭୂତିକୁ ନେଇ କୁମାର ଭୀମସେନଙ୍କ ନିୟମିତ ସ୍ତମ୍ଭ: ଶ୍ରୀଜଗନ୍ନାଥ କଥାମୃତ) ଶ୍ରୀକ୍ଷେତ୍ରରେ ସ୍ୱୟଂ ଭଗବାନ ଦାରୁବ୍ରହ୍ମ ରୂପରେ ଲୀଳାବିତାନ କରୁଛନ୍ତି । ଜଗତର ନାଥ ଶ୍ରୀଜଗନ୍ନାଥ ବଡ଼ଭାଇ ଶ୍ରୀବଳଭଦ୍ର ଏବଂ ଦେବୀ ସୁଭଦ୍ରାଙ୍କ ସହିତ ରତ୍ନ ସିଂହାସନରେ ରହି…

ସଟଡାଉନରେ ଗଡିବନି ‘ମୋ ବସ୍’

ଭୁବନେଶ୍ୱର: ଓଡିଶା ସରକାରଙ୍କ ସାପ୍ତାହିକ ବନ୍ଦ ତଥା ସଟଡାଉନ ନିଷ୍ପତ୍ତି ଯୋଗୁଁ ଜୁନ୍ ମାସର ଶନିବାର ଏବଂ ରବିବାର ଦିନ ‘ମୋ ବସ୍’ ସେବା ଉପଲବ୍ଧ ହେବ ନାହିଁ। ଏନେଇ କ୍ରୁଟ୍ ପକ୍ଷରୁ ଶୁକ୍ରବାର ଦିନ ଟ୍ବିଟ ଜରିଆରେ ସୂଚନା ପ୍ରଦାନ କରାଯାଇଛି।…

ଜୁନ୍ ୧୫ ପର୍ଯ୍ୟନ୍ତ ଅନଲାଇନରେ ପ୍ରୋଜେକ୍ଟ ରିପୋର୍ଟ ପ୍ରଦାନ କରିପାରିବେ ଇଗନୋ ଛାତ୍ରଛାତ୍ରୀ

ଜୁନ ମାସରେ ହେବାକୁ ଥିବା ପରୀକ୍ଷା ଲାଗି  ଅନଲାଇନରେ ପ୍ରୋଜେକ୍ଟ ରିପୋର୍ଟ ପ୍ରଦାନ କରିପାରିବେ ଇନ୍ଦିରା ଗାନ୍ଧି ଜାତୀୟ ମୁକ୍ତ ବିଶ୍ୱବିଦ୍ୟାଳୟ, ଇଗନୋର ଛାତ୍ରଛାତ୍ରୀ  । ଛାତ୍ରଛାତ୍ରୀ ନିଜର ଆସାଇନମେଣ୍ଟ ବା ପ୍ରୋଜେକ୍ଟ ରିପୋର୍ଟ ଭଲଭାବେ ପ୍ରସ୍ତୁତ କରି ଜୁନ ୧୫ ଭିତରେ ପ୍ରଦାନ…

ହାତୀ ବେଶରେ ଶ୍ରୀଜଗନ୍ନାଥ; ଜାଣନ୍ତୁ, କାହିଁକି ଏହି ବେଶରେ ଦର୍ଶନ ଦିଅନ୍ତି ମହାପ୍ରଭୁ !

(ଶ୍ରୀଜଗନ୍ନାଥଙ୍କ ଆଧ୍ୟାତ୍ମିକ ଅନୁଭୂତିକୁ ନେଇ କୁମାର ଭୀମସେନଙ୍କ ନିୟମିତ ସ୍ତମ୍ଭ: ଶ୍ରୀଜଗନ୍ନାଥ କଥାମୃତ) ଆଜି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା । ଶ୍ରୀକ୍ଷେତ୍ରରେ ଏହି ଅବସରରେ ପାଳିତ ହେଉଛି ଚତୁର୍ଦ୍ଧା ମୂରତୀଙ୍କ ସ୍ନାନଯାତ୍ରା । ମହାପ୍ରଭୁ ଶ୍ରୀଜଗନ୍ନାଥ, ବଡ଼ଠାକୁର ଶ୍ରୀବଳଭଦ୍ର,…