Latest Odisha News

BREAKING NEWS

Browsing Category

ଫିଚର

ଆଇସିସି ଚାମ୍ପିୟନ୍ସ ଟ୍ରଫିରେ ଇଂଲଣ୍ଡ ଖେଳିବା ନେଇ ସନ୍ଦେହ

ଲଣ୍ଡନ: ଆଇସିସି ଚାମ୍ପିୟନ୍ସ ଟ୍ରଫିର ପରବର୍ତୀ ସଂସ୍କରଣ ପାକିସ୍ତାନରେ ଆୟୋଜିତ ହେବ । ଏହା ୨୦୨୫ରେ ଖେଳାଯିବ । ଚଳିତ ବିଶ୍ୱକପରେ ପ୍ରଥମ ୭ଟି ସ୍ଥାନରେ ରହିଥିବା ଟିମ ସିଧାସଳଖ ଏଥିପାଇଁ କ୍ୱାଲିଫାଇ କରିବେ । ଆୟୋଜକ ଭାବେ ପାକିସ୍ତାନ ସହ ଓଭରାଲ ୮ଟି ଟିମ ଏଥିରେ ଖେଳିବେ । ବର୍ତମାନ ଇଂଲଣ୍ଡ…

ଇଂଲଣ୍ଡ ସମ୍ମୁଖରେ ୨୩୦ ରନର ଲକ୍ଷ୍ୟ ରଖିଲା ଭାରତ

ଲକ୍ଷ୍ନୌ: ଚଳିତ ବିଶ୍ୱକପ କ୍ରିକେଟରେ ରବିବାର ଇଂଲଣ୍ଡ ବିପକ୍ଷରେ ଭାରତୀୟ ବ୍ୟାଟ୍ସମ୍ୟାନମାନେ ନୈରାଶ୍ୟଜନକ ପ୍ରଦର୍ଶନ କରିଛନ୍ତି । ପ୍ରଥମେ ବ୍ୟାଟିଂ କରି ଟିମ ଇଣ୍ଡିଆ ୨୩୦ ରନର ଲକ୍ଷ୍ୟ ଇଂଲଣ୍ଡ ସମ୍ମୁଖରେ ରଖିଛନ୍ତି । ଅଧିନାୟକ ରୋହିତ ଶର୍ମା ଓ ସୂର୍ଯ୍ୟକୁମାର ଯାଦବଙ୍କ ବ୍ୟାଟିଂ ଯୋଗୁ…

ଶାଳୀନତା ପୋଷାକର ସଚେତନା; ଶ୍ରୀମନ୍ଦିରକୁ ହାଫ୍ ପ୍ୟାଣ୍ଟ୍ ପିନ୍ଧି ଯାଇଥିବା ଭକ୍ତଙ୍କୁ ଧୋତି ପିନ୍ଧାଇଲେ ସେବାୟତ

ପୁରୀ: ନୂଆବର୍ଷରୁ ଭକ୍ତଙ୍କ ପାଇଁ ଲାଗୁ ହେବ ନୂଆ କଟକଣା। ନୂଆବର୍ଷ ପହିଲାରୁ ଶାଳୀନତା ଭାବେ ପୋଷାକ ପରିଧାନ ନକଲେ ଭକ୍ତଙ୍କୁ ଜଗା ଦର୍ଶନ ମନା। ଏଭଳି ନିଷ୍ପତ୍ତି କିଛିଦିନ ପୂର୍ବରୁ ଶ୍ରୀମନ୍ଦିର ପ୍ରଶାସନ ନେଇଥିବା ବେଳେ ଆଜି ସେବାୟତମାନେ କିଛି ଭକ୍ତଙ୍କୁ ଧୋତି ପିନ୍ଧାଇ ସଚେତନ କରି…

ବାପାର ଗୋଇଠା ମାଡରେ ଗର୍ଭବତୀ ଝିଅର ମୃତ୍ୟୁ, ଅଭିଯୁକ୍ତ ଗିରଫ

ମୟୂରଭଞ୍ଜ: ଗର୍ଭବତୀ ଝିଅର ପେଟକୁ ଲାତ ମାରିଲା ବାପା। ବିଧବା ଗର୍ଭବତୀ ଝିଅର ପେଟକୁ ବାପା ଗୋଇଠା ମାରି ହତ୍ୟା କରିଥିବା ଅଭିଯୋଗ ହୋଇଛି। ଏହି ଅଭାବନୀୟ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଥାନା ପଥରଖଣି ଗାଁରେ। ସୂଚନା ଅନୁସାରେ, ପଥରଖଣି ଗାଁର ଜିଠୁ ଟୁଡୁଙ୍କ ଝିଅ ସାକରଙ୍କ…

ଅହେତୁକ ଭାବରେ ବୃଦ୍ଧି ପାଉଛି ପିଆଜ ଦର, କଳାବଜାରୀଙ୍କ ଉପରେ ହେବ କଡା କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର: ସମଗ୍ର ଓଡିଶାରେ ପିଆଜ ମୂଲ୍ୟରେ ହଠାତ୍ ବୃଦ୍ଧି ଘଟିଥିବା ବେଳେ ହୋର୍ଡିଂ ଏବଂ କଳାବଜାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ରାଜ୍ୟ ସରକାର ରବିବାର ଚେତାବନୀ ଦେଇଛନ୍ତି। ପିଆଜ କଳାବାଜାରି ବ୍ୟବସାୟୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଜିଲ୍ଲା…

ସିଆରପିଏଫ୍ କ୍ୟାମ୍ପରେ ସବ୍‌ ଇନ୍‌ସପେକ୍ଟରଙ୍କ ଆତ୍ମହତ୍ୟା, କାରଣ ଅସ୍ପଷ୍ଟ

ନୂଆପଡ଼ା: ବୋଡେନ୍ ଥାନା ଖଡୁପାଣି ସିଆର୍‌ପିଏଫ୍‌ କ୍ୟାମ୍ପରେ ଅଘଟଣ। ନିଜ ବନ୍ଧୁକରୁ ଗୁଳିକରି ୧୯ନଂ ବାଟାଲିଅନ ସବ୍‌ ଇନ୍‌ସପେକ୍ଟରଙ୍କ ଆତ୍ମହତ୍ୟା। ମୃତକ ସବ୍‌ ଇନ୍‌ସପେକ୍ଟର ହେଲେ ଡି. ଗୁଣଶେଖରନ୍‌। ସେ ତାମିଲନାଡୁ ବାସିନ୍ଦା। କ୍ୟାମ୍ପରେ ନିଜ ଡ୍ୟୁଟି ସମୟରେ ଆତ୍ମହାତ୍ୟା କରିଥିବା…

ବିପର୍ଯ୍ୟୟ ଓଡ଼ିଶା ପାଇଁ ବଡ଼ ଆହ୍ୱାନ , ପ୍ରତିଘରୁ ସୃଷ୍ଟି ହେବେ ବିପର୍ଯ୍ୟୟ ମୁକାବିଲା ଯୋଦ୍ଧା

ଭୁବନେଶ୍ବର : ଆଜି ଓଡ଼ିଶା ପାଳୁଛି ବିପର୍ଯ୍ୟୟ ପ୍ରସ୍ତୁତି ଦିବସ । ୧୯୯୯ ମସିହା ଏହି ଦିନରେ ଘଟିଯାଇଥିବା ମହାବାତ୍ୟାକୁ ମନେ ପକାଉଛି ସାରା ରାଜ୍ୟ । ଏହି ଅବସରରେ ରାଜ୍ୟ ସରକାରଙ୍କ ପକ୍ଷରୁ ରବୀନ୍ଦ୍ର ମଣ୍ଡପରେ ଏକ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି । ଏଥିରେ  ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ,…

ମାତିଛନ୍ତି ସାଇବର ଠକ, ୨ ଶହ ବ୍ୟାଙ୍କ ଖାତାରୁ ଗାଏବ ହୋଇଗଲା ୨ କୋଟି ଟଙ୍କା

ବେଙ୍ଗାଲୁରୁ: ସ୍ମାର୍ଟ ଲୋକଙ୍କୁ ସ୍ମାର୍ଟ ଉପାୟରେ ଠକେଇ କରୁଛନ୍ତି ସାଇବର ଲୁଟେରା। କେବେ କ୍ରେଡିଟ କାର୍ଡ, ପୁଣି କେବେ ଆପ୍ ତ ପୁଣି କେବେ ପୁଙ୍ଗୁଳା ଦେହ ଦେଖାଇ ଲୋକଙ୍କୁ କଳାକନା ବୁଲାଇ କଲବଲ କରିଛନ୍ତି। ଏବେ ପୁଣି ଏକ ସାଇବର ଠକେଇ ମାମଲା ସାମ୍ନାକୁ ଆସିଛି। ସାଇବର ଠକେଇଙ୍କ ଜାଲରେ ଏବେ…

ଖସୁଛି ପାରଦ ବଢୁଛି ଶୀତ, ଫୁଲବାଣୀରେ ତାପମାତ୍ରା ୧୩ ଡିଗ୍ରୀ ରେକର୍ଡ

ଭୁବନେଶ୍ୱର: ଖସୁଛି ପାରଦ ବଢୁଛି ଶୀତ। ରାଜ୍ୟରେ ଧିରେ ଧୀରେ ବୃଦ୍ଧି ପାଉଛି ଶୀତ ଲହରି। ଏହାରି ମଧ୍ୟରେ କନ୍ଧମାଳରେ ଗତ ତିନି ଚାରି ଦିନ ହେଲା ରାତି ତାପମାତ୍ରା କ୍ରମାଗତ ଭାବେ ଖସିବାରେ ଲାଗିଛି। ସୁଲୁସୁଲିଆ ପବନ ସାଙ୍ଗକୁ ଚାରିଆଡେ ଘନ କୁହୁଡି। ଭାରତୀୟ ପାଣିପାଗ ବିଭାଗ (ଆଇଏମଡି)…

ଓଡ଼ିଶା ବିପର୍ଯ୍ୟୟ ପ୍ରସ୍ତୁତି ଦିବସ ଅବସରରେ ମିନି ମାରାଥନ

ଭୁବନେଶ୍ୱର : ଆଜି ଓଡ଼ିଶା ବିପର୍ଯ୍ୟୟ ପ୍ରସ୍ତୁତି ଦିବସ  । ଏହି ଅବସରରେ ଆଜି ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ଏବଂ କ୍ରୀଡ଼ା ଓ ଯୁବସେବା ବିଭାଗର ମିଳିତ ଆନୁକୂଲ୍ୟରେ ଏକ ମିନି ମାରାଥନ ଅନୁଷ୍ଠିତ ହୋଇଯାଇଛି । ସକାଳ ୭ଟା ୩୦ମିନିଟ ସମୟରେ ଆରମ୍ଭ ହୋଇଥିବା ଏହି ମିନି…