Latest Odisha News

BREAKING NEWS

Browsing Category

ଫିଚର

କୋରାପୁଟ ମାଛକୁଣ୍ଡରୁ ବିପୁଳ ଗଞ୍ଜେଇ ଜବତ, ମାଫିଆ ଫେରାର

ଲମତାପୁଟ: ରାଜ୍ୟରେ ବୃଦ୍ଧି ପାଉଥିବା ବେଆଇନ ଗଞ୍ଜେଇ କାରବାର ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଯାଇ କୋରାପୁଟ ମାଛକୁଣ୍ଡ ପୋଲିସ କୌଣସି ବିଶେଷ ସୂତ୍ରରୁ ଖବର ପାଇ  ଜିଲ୍ଲାର ବିଭିନ୍ନ ସ୍ଥାନରେ ଚଢାଉ କରିଥିଲା । ସକାଳେ ଏକ କାରଟି ଗଞ୍ଜେଇ ନେଇ ବଦଲିଗୁଡା ଜଙ୍ଗଲକୁ ଯାଉଥିବା ବେଳେ…

ଅଣନିଶ୍ଵାସୀ କରୁଛି ଦିଲ୍ଲୀର ବାୟୁ ପ୍ରଦୂଷଣ: ୧୦ ଯାଏଁ ସ୍କୁଲ ବନ୍ଦ, ଆଗାମୀ ୩ ଦିନ ପାଇଁ ରେଡ ଆଲର୍ଟ

ନୂଆଦିଲ୍ଲୀ: ଶୀତ ଆସିଲେ ଦିଲ୍ଲୀରେ ଯେଉଁ ପରିସ୍ଥିତିକୁ ସେହି ପରିସ୍ଥିତି। ଚଳିତ ବର୍ଷ ଶୀତ ଆରମ୍ଭରୁ ଚରମ ସୀମାରେ ପହଞ୍ଚିଛି ରାଜଧାନୀ ଦିଲ୍ଲୀର ବାୟୁ ପ୍ରଦୂଷଣ। ନଭେମ୍ବର ୧୦ ପର୍ଯ୍ୟନ୍ତ ପ୍ରାଥମିକ ବିଦ୍ୟାଳୟ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି ସରକାର। ଗୋଟିଏ ପଟେ ନିଶ୍ଵାସ ପ୍ରଶ୍ଵାସ…

ହାଇଓ୍ବାକୁ ପିଟିଲା ଡମ୍ପର : ଜଣେ ମୃତ, ପୋଲିସର ତଦନ୍ତ ଜାରି

ବାଲେଶ୍ବର: ବସ୍ତା ଥାନା କଟିପୋଲ ନିକଟରେ ଏକ ହାଇୱାକୁ ଧକ୍କା ଦେଇଛି ଡମ୍ପର। ଘଟଣାସ୍ଥଳରେ ଡମ୍ପର ଚାଳକଙ୍କ ମୃତ୍ୟୁ ଘଟିଛି। ଦୁର୍ଘଟଣା ପରେ ଆଖାପାଖର ଲୋକେ ରୁଣ୍ଡ ହୋଇଯାଇଥିଲେ ଏହାପରେ ପୋଲିସକୁ ଖବର ଦିଆଯାଇଥିଲା। ପରେ ବସ୍ତା ଥାନା ପୋଲିସ ଆସି ଦୁର୍ଘଟଣା ସ୍ଥଳରେ ପହଁଚି ଡମ୍ପର…

ଓଲଟିଲା ଗୋରୁ ବାଝେଇ ଟ୍ରକ୍ : ୫ଗୋରୁ ମୃତ, ଘଟଣାସ୍ଥଳରୁ ଡ୍ରାଇଭର ଫେରାର

ତେଲକୋଇ : ତେଲକୋଇରେ ଅଭାବନୀୟ ଘଟଣା ଘଟିଛି । ବିଞ୍ଜବାହାଲ ବସଷ୍ଟାଣ୍ଡ ନିକଟରେ ଭାରସାମ୍ୟ ହରାଇ ଏକ ଗୋରୁବୋଝେଇ ଟ୍ରକ ଓଲଟି ପଡିଛି । ଫଳରେ ୫ ଜଣ ଗୋରୁଙ୍କର ମୃତ୍ୟୁ ଘଟିଛି । ସୂଚନା ଅନୁସାରେ ଆଜି ସକାଳେ କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା  ଅଞ୍ଚଳରେ ଏକ ବେଆଇନ ଗୋରୁ ବୋଝେଇ ଟ୍ରକ…

୩୫ ବର୍ଷରେ ପାଦ ଥାପିଲେ କିଙ୍ଗ କୋହଲି : ଚାରିଆଡୁ ଛୁଟୁଛି ଶୁଭେଚ୍ଛାର ସୁଅ

ମୁମ୍ବାଇ : ଭାରତର ଶ୍ରେଷ୍ଠ କ୍ରିକେଟର ତଥା ପୂର୍ବତନ କ୍ୟାପଟେନ ତଥା ଟିମ୍ ଇଣ୍ଡିଆର ସବୁଠୁ ଦମଦାର ଖେଳାଳୀଙ୍କ ର ଆଜି ଜନ୍ମଦିନ  । ହଁ ଆଜ୍ଞା ଆମେ କହୁଛୁ ବିରାଟ କୋହଲିଙ୍କ କଥା  । ଆଜି ୩୫ ବର୍ଷରେ ପାଦ ଥାପିଲେ ବିରାଟ  । ଜନ୍ମଦିନ ଅବସରରେ ଚାରିଆଡୁ ଛୁଟୁଛି ଶୁଭେଚ୍ଛାର ସୁଅ । ୧୯୮୮…

ଅଧିକ ପରିମାଣରେ ପିଉଛନ୍ତି କି ନଡିଆ ପାଣି , ହୋଇପାରେ ଏସବୁ ସମସ୍ୟା…

ନୂଆଦିଲ୍ଲୀ : ସାଧାରଣତଃ ନଡ଼ିଆ ପାଣି ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ବୋଲି ବିବେଚନା କରାଯାଏ ।  ଏହାକୁ ପିଇବା ଦ୍ୱାରା ଆମ ସ୍ୱାସ୍ଥ୍ୟକୁ ଅନେକ ଭିଟାମିନ୍ ଏବଂ ମିନେରାଲ୍ସ ମିଳିଥାଏ ।  ନଡ଼ିଆ ପାଣିରେ କାର୍ବୋହାଇଡ୍ରେଟ୍ ଏବଂ ପୋଟାସିୟମ୍, ସୋଡିୟମ୍ ଏବଂ ମ୍ୟାଗ୍ନେସିୟମ୍ ପରି…

ସୀମା ଟପିଲା ବର୍ବରତା : ଦିବ୍ୟାଙ୍ଗଙ୍କୁ ମାଡ ମାରି ଲହୁଲୁହାଣ କଲା ଖଲ୍ଲିକୋଟ ପୋଲିସ

ଖଲ୍ଲିକୋଟ : ସବୁ ସୀମା ଟପିଗଲା ଖଲ୍ଲିକୋଟ ପୋଲିସ । ଭୁଲିଗଲା ମଣିଷ ପଣିଆ  । ଜଣେ ଦିବ୍ୟାଙ୍ଗ ଯୁବକକୁ ନିସ୍ତୁକ ଭାବେ ମାଡ ମାରି ଲହୁଲୁହାଣ କରିଛି ପୋଲିସ । ଆଉ ଉପାୟଶୂନ୍ୟ ହୋଇ  ନ୍ୟାୟ ପାଇଁ  ଗଞ୍ଜାମ ଏସପିଙ୍କ ଦ୍ବାରସ୍ଥ ହୋଇଛି  । ଖଲ୍ଲିକୋଟ ଥାନା ଶ୍ୟାମସୁନ୍ଦରପୁର ଗାଁରେ ଏଭଳି…

ବାଘ ଆତଙ୍କରେ ଅନ୍ତ : ଧରାପଡିଲା ମଣିଷଖିଆ ବାଘ, ଗତ ୫ ଦିନ ହେବ ଖେଳାଉଥିଲା ଆତଙ୍କ

ନୂଆପଡା : ବାଘ ଆତଙ୍କରେ ଅନ୍ତ  । ଧରାପଡିଲା ମଣିଷଖିଆ ବାଘ  । ନୂଆପଡା ରେଞ୍ଜ ଅଫିସକୁ ଆସିଲା କଲରାପତରିଆ ବାଘ । ଗତକାଲି ରାତିରେ ବନ ବିଭାଗ ଯନ୍ତା ବସା ବହୁ ଚେଷ୍ଠା କରିବା ପରେ ବାଘକୁ ଧରିବାରେ ସଫଳ ହୋଇଛି । ଗତ କିଛି ଦିନ ହେବ ନୂଆପଡା ଅଞ୍ଚଳରେ ଆତଙ୍କ ମଚାଇଥିଲା । ଲୋକେ ଭୟଭୀତ…

ଭୂକମ୍ପ ପରେ ଭୂକମ୍ପ : ଆଜି ବି ଥରିଲା ନେପାଳ ମାଟି , ରିକ୍ଟର ସ୍କେଲରେ ତୀବ୍ରତା ୩.୬ ରେକର୍ଡ

ନୂଆଦିଲ୍ଲୀ : ପୁଣି ଥରିଲା ନେପାଳ ମାଟି  । ଗୋଟେ ପରେ ଗୋଟେ ପ୍ରାକୃତିକ ବିପର୍ଯ୍ୟୟର ସାମ୍ନା କରୁଛି ନେପାଳ । ଆଜି ପୁଣି ଭୂକମ୍ପ ଝଟକା ଲାଗିଛି  । ରିକ୍ଟର ସ୍କେଲରେ ଯାହାର ତୀବ୍ରତା ୩.୬ ରହିଛି  । କାଠମାଣ୍ଡୁର ଉତ୍ତର ପଶ୍ଚିମ ଦିଗରେ ଏହି ଭୂକମ୍ପ ଅନୁଭୂତ ହୋଇଛି । ଏ ପର୍ଯ୍ୟନ୍ତ…

ଚୋରା ଚାଲାଣ ବେଳେ ବିପୁଳ ପରିମାଣର ଗଞ୍ଜେଇ ଜବତ, ୩ ଗିରଫ

ଭୁବନେଶ୍ୱର: ବାଲିଅନ୍ତା ଥାନା ପୋଲିସକୁ ବଡ଼ ସଫଳତା। ଚୋରା ଚାଲାଣ ବେଳେ ବିପୁଳ ପରିମାଣର ଗଞ୍ଜେଇ ଜବତ କରି ତିନି ଜଣଙ୍କୁ ଗିରଫ କଲା ପୋଲିସ। ସୂଚନା ଅନୁସାରେ ବାଲିଅନ୍ତା ଥାନାର ଏକ ସ୍ପେଶାଲ ଟିମ ନିଜ ପରିସର ଅଞ୍ଚଳରେ ପାଟ୍ରୋଲଙ୍ଗ କରୁଥିବା ସମୟରେ ଏକ ପାସେଞ୍ଜର ଅଟୋ ଏବଂ ଏକ ମୋଟରସାଇକେଲ…