Latest Odisha News

BREAKING NEWS

Browsing Category

ଫିଚର

ଅଭିଭାବକଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଯିବ ୯୦ ଦିନର ମଧ୍ୟାହ୍ନ ଭୋଜନ ରାସନ ଖର୍ଚ୍ଚ

ଭୁବନେଶ୍ୱର: ମଧ୍ୟାହ୍ନ ଭୋଜନ ନେଇ ରାଜ୍ୟ ସରକାରଙ୍କ ଗୁରୁତ୍ତ୍ୱପୂର୍ଣ୍ଣ ନିଷ୍ପତ୍ତି  । ମାର୍ଚ୍ଚ ୧୬ ରୁ ଜୁନ୍ ୧୩ ଯାଏଁ ୯୦ ଦିନର ମଧ୍ୟାହ୍ନ ଭୋଜନ ରାସନ ବାବଦ ଖର୍ଚ୍ଚ ସିଧାଯିବ ଅଭିଭାବକଙ୍କ ବ୍ୟାଙ୍କ ଖାତାକୁ । ଏହି ଅର୍ଥ ରାଶି ଅଭିଭାବକଙ୍କ ବ୍ୟାଙ୍କ୍ ଆକାଉଣ୍ଟରେ ଜମା କରିବା ଲାଗି ସମସ୍ତ…

ମଣିପୁରରୁ ସ୍ୱତନ୍ତ୍ର ବିମାନରେ ଭୁବନେଶ୍ୱର ପହଞ୍ଚିଲେ ପ୍ରବାସୀ ଓଡ଼ିଆ ଶ୍ରମିକ

ଭୁବନେଶ୍ୱର: ମଣିପୁରରେ କାର୍ଯ୍ୟ କରୁଥିବା ପ୍ରବାସୀ ଓଡ଼ିଆ ଶ୍ରମିକମାନେ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଏକ ସ୍ୱତନ୍ତ୍ର ବିମାନ ଯୋଗେ ଆଜି ଅପରାହ୍ନରେ ପହଞ୍ଚିଛନ୍ତି । ସେହିପରି ଆଜି ମଧ୍ୟ ଆଉ ଏକ ବିମାନରେ ୧୩୮ ଜଣ ଓଡ଼ିଆ ପ୍ରବାସୀ ଭୁବନେଶ୍ୱର ପହଞ୍ଚିବେ । ଏହି ସମସ୍ତ…

ରାଜଧାନୀରେ ପୁଣି ମାତିଲେ ବାଇକ୍ ଲୁଟେରା, ସ୍ପଷ୍ଟ ଦିବାଲୋକରେ ଝାମ୍ପିନେଲେ ସୁନା ଚେନ୍

ଭୁବନେଶ୍ୱର: ରାଜଧାନୀରେ ସ୍ପଷ୍ଟ ଦିବାଲୋକରେ ଛିନତାଇ  । ରଜ ସପିଂ କରି ଫେରୁଥିବାବେଳେ ମହିଳାଙ୍କ ବେକରୁ ସୁନା ଚେନ୍ ଝାମ୍ପିନେଲେ ଦୁର୍ବୃତ୍ତ  । ଚେନ୍ ଛିଣ୍ଡାଇବାବେଳେ ତଳେ ପଡ଼ି ମହିଳା ଜଣକ ଆହତ ମଧ୍ୟ ହୋଇଥିବା କ୍ୟାପିଟାଲ ଥାନାରେ ଅଭିଯୋଗ ହୋଇଛି  । ଆଜି ଅପରାହ୍ନରେ ୟୁନିଟ-୨ ମାର୍କେଟ୍…

ଜାତୀୟ କ୍ରୀଡା ପୁରସ୍କାର ଆବେଦନ ଜୁନ ୨୨କୁ ଘୁଂଚିଲା, ଆଥଲେଟ ନିଜ ନାମ ସୁପାରିଶ କରିପାରିବେ

ନୂଆଦିଲ୍ଲୀ:କେନ୍ଦ୍ର କ୍ରୀଡା ମନ୍ତ୍ରଣାଳୟ ବୁଧବାର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନେଇଛି । ଜାତୀୟ କ୍ରୀଡା ପୁରସ୍କାର ଅବେଦନ ତାରିଖକୁ ଜୁନ ୨୨ ପର୍ଯ୍ୟନ୍ତ ଘୁଂଚାଇ ଦେଇଛନ୍ତି । ସବୁଠାରୁ ବଡ କଥା ଖେଳାଳିମାନଙ୍କୁ ବିଶେଷ ଅଧିକାର ଦେବା ସହ ସେମାନେ ନିଜ ନାମ ସୁପାରିଶ କରିପାରିବେ ବୋଲି…

ଦୂରଦର୍ଶନରେ ସିଧାପ୍ରସାରଣ ହେବ ଶ୍ରୀଜିଉଙ୍କ ସ୍ନାନଯାତ୍ରା

ଭୁବନେଶ୍ୱର: ଆଉ ଦିନକ ପରେ ବଡଠାକୁରଙ୍କ ସ୍ନାନଯାତ୍ରା । ତେବେ ଏଥର କିନ୍ତୁ ଭକ୍ତମାନେ ଶ୍ରୀମନ୍ଦିର ସାମ୍ନାରେ ଝିଡା ହୋଇ ଶ୍ରୀଜିଉଙ୍କ ସ୍ନାନଯାତ୍ରା ଦେଖିପରିବେନି । ଦୂରଦର୍ଶନରେ ମହାପ୍ରଭୁଙ୍କ ସ୍ନାନଯାତ୍ରାର ହେବ ସିଧାପ୍ରସାରଣ । ଘରେ ବସି ଭକ୍ତ ଦେଖିବେ ଶ୍ରୀଜିଉଙ୍କ ସ୍ନାନଯାତ୍ରା ।…

ଶ୍ରୀଦେବୀଙ୍କ ୨୪ତମ ବିବାହ ବାର୍ଷିକୀର ସ୍ମୃତିଚାରଣ କଲେ ଝିଅ ଜାହ୍ନବୀ

ମୁମ୍ବାଇ: ଶ୍ରୀଦେବୀ ତନୟା ଜାହ୍ନବୀ କପୁର ତାଙ୍କ ମା’ଙ୍କୁ ଖୁବ୍ ମନେ ପକାଇଛନ୍ତି । ଶ୍ରୀଦେବୀ ଆଜି ଥିଲେ ପାଳନ କରିଥାଆନ୍ତେ ୨୪ ତମ ବିବାହ ବାର୍ଷିକୀ । ଯଦି ଶ୍ରୀଦେବୀ ବଞ୍ଚି ରହିଥାନ୍ତେ ତେବେ କିପରି ଆଜି ଦିନଟିକୁ ପାଳି ଥାଆନ୍ତେ ସେହି କଥାକୁ ମନେ ପକେଇଛନ୍ତି ଅଲିଅଳି ଝିଅ ଜାହ୍ନବୀ ।…

ସୋସିଆଲ ସାଇଟର ଷ୍ଟାର ପାଲଟିଛି ବିଗ୍ କୋକୋ ପଫ ନାମକ ଠେକୁଆ

ୱାଶିଂଟନ: ସୋସିଆଲ ସାଇଟରେ ଏବେ ଷ୍ଟାର ସାଜିଛି ବିଗ୍ କୋକୋ ପଫ ନାମକ ଠେକୁଆ । ଇନଷ୍ଟାଗ୍ରାମରେ ଏହାର କେବଳ ୩ ଲକ୍ଷରୁ ଊର୍ଦ୍ଧ୍ୱ ଫଲୋର୍ସ । ଆସନ୍ତୁ ଜାଣିବା ଏହି ବିଶାଳକାୟ ଠେକୁଆ ବିଷୟରେ । ଏହାର ମାଲିକ ମ୍ୟାକ ସ୍ମିଥ ତାଙ୍କ ପିଲାମାନଙ୍କ ପାଇଁ ଏକ ପୋଷା ଜନ୍ତୁ ଆଣିବା ପାଇଁ ଚାହୁଁଥିଲେ ।…

ଟଳିଲା ବିପଦ, ଦୁର୍ବଳ ହେଲା ବାତ୍ୟା ‘ନିସର୍ଗ’

ମୁମ୍ବାଇ: ଟଳିଲା ବିପଦ । ଦୁବ୍ରଳ ହେଲା ସାମୁଦ୍ରିକ ଝଡ ନିସର୍ଗ । ବାତ୍ୟା ନିସର୍ଗ ମୁମ୍ଵାଇରେ ପ୍ରବେଶ କରିବା ମାତ୍ରେ ଦୁର୍ବଳ ହୋଇଯାଇଛି। ଫଳରେ ରାଜ୍ୟ ପାଇଁ ବିପଦ ଟଳି ଯାଇଛି। ଆରବସାଗରରେ ସୃଷ୍ଟ ସାମୁଦ୍ରିକ ଝଡ ବାତ୍ୟା ନିସର୍ଗ ମହାରାଷ୍ଟ୍ର ଉପକୂଳବର୍ତ୍ତୀ ଇଲାକାରେ ସ୍ଥଳଭାଗ ଛୁଇଁ…

ଗୁଜରାଟର ରାସାୟନିକ କାରଖାନାରେ ବିସ୍ଫୋରଣ, ୫ ମୃତ, ୩୨ ଆହତ

ସୁରଟ: ଗୁଜରାଟର ଭରୁଚ ଜିଲ୍ଲାରେ ଥିବା ଦହେଜ ଇଷ୍ଟ୍ରିଆଲ ଅଂଚଳର ଏକ ରାସାୟନିକ କାରଖାନାରେ ବଡ ବିସ୍ଫୋରଣ ହୋଇଛି । ଏଥିରେ ୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩୨ ଜଣ ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରୁ ଅନେକଙ୍କ ଅବସ୍ଥା ସଂକଟାପନ୍ନ ରହିଛି । ସେମାନଙ୍କ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।…

ହୈବିତୁଲ୍ଲାଙ୍କ କରୋନାରେ ମୃତ୍ୟୁ ଖବରକୁ ତାଲିବାନର ଖଣ୍ଡନ

କାବୁଲ: ତାଲିବାନ ପକ୍ଷରୁ ବୁଧବାର ସ୍ପଷ୍ଟ କରାଯାଇଛି ଯେ, ମୁଖ୍ୟ ମୁଲ୍ଲା ହୈବିତୁଲ୍ଲା ଆଖୁନଦଜାଦା କରୋନା ଭାଇରସ ସଂକ୍ରମଣରେ ମୃତ୍ୟୁ ବରଣ କରି ନାହାନ୍ତି । ସେ ସୁସ୍ଥ ଅଛନ୍ତି ଏବଂ ଚିକିତ୍ସିତ ହେଉଛନ୍ତି । ହୈବିତୁଲ୍ଲାଙ୍କ ମୃତ୍ୟୁ ଖବର ବିଭିନ୍ନ ବିଦେଶୀ ୱେବସାଇଟ ଓ ପତ୍ରିକାରେ ପ୍ରକାଶ…