Latest Odisha News

BREAKING NEWS

Browsing Category

ଫିଚର

ସ୍ୱାସ୍ଥ୍ୟ ପାଇଁ ହାନିକାରକ ନୁହେଁ କୁକୁଡ଼ା ମାଂସ ଓ ଅଣ୍ଡା: ସଚିବ

ଭୁବନେଶ୍ବର: କୁକୁଡା ମାଂସ ଓ ଅଣ୍ଡା ଖାଇବା ସ୍ବାସ୍ଥ୍ୟପକ୍ଷେ ହାନିକାରକ ବୋଲି ଉଠୁଥିବା ଗୁଜବକୁ ଖଣ୍ଡନ କରିଛନ୍ତି ମତ୍ସ୍ୟ ଓ ପଶୁ ସମ୍ପଦ ବିଭାଗ ସଚିବ ରଘୁବୀର ପ୍ରସାଦ । ଏହି ଖବରରେ କୌଣସି ବିଜ୍ଞାନ ସମ୍ମତ ତଥ୍ୟ ନାହିଁ। ଏହା ସମ୍ପୂର୍ଣ୍ଣ ଗୁଜବ ଅଟେ ବୋଲି ସଚିବ ସ୍ପଷ୍ଟ କରିଛନ୍ତି।…

ସଙ୍ଗରୋଧ କେନ୍ଦ୍ରରେ ଯୁବକଙ୍କର ସନ୍ଦେହଜନକ ମୃତ୍ୟୁ ଅଭିଯୋଗ

ବାଲେଶ୍ବର: ବାଲେଶ୍ଵର ଜିଲ୍ଲା ଖଇରା ଥାନା ଜଳଦା ନୋଡାଲ ବିଦ୍ୟାଳୟର କ୍ବାରେଣ୍ଟାଇନ ସେଣ୍ଟର୍ ରେ ଥିବା ଜଣେ ଯୁବକଙ୍କର ସନ୍ଦେହ ଜନକ ଭାବେ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ପ୍ରାପ୍ତ ସୂଚନା ଅନୁଯାୟୀ, ଖଇରା ଥାନା ଜଳଦା ଗ୍ରାମର ଗୋବିନ୍ଦ ମଳିକଙ୍କ ପୁଅ ବିପିନି ବିହାରି ମଳିକ…

ବିଷାକ୍ତ ମଣିଷର ଘୃଣ୍ୟ କାଣ୍ଡ; ସପୁରୀର ସ୍ୱପ୍ନ ଦେଖାଇ ନିରୀହ ଜୀବ ସହ ଛଳନା

ଭୁବନେଶ୍ୱର: ଧୀରେଧିରେ ଦୁନିଆରୁ ମାନବିକତା ଲୋପ ପାଇ ଯାଉଛି। ଏଠାରେ ପଶୁଟିଏ ମଣିଷ ଭଳି ଦୟା ଭାବ ପଦର୍ଶନ କରୁଥିବା ବେଳେ ମଣିଷ ପାଲଟି ଯାଉଛି ହିଂସ୍ର। ନିକଟରେ କେରଳରେ ଘଟିଥିବା ଏକ ହୃଦୟବିଦାରକ ଘଟଣା ଏହାକୁ ପ୍ରମାଣ କରିଛି। ସୂଚନାନୁସାରେ, କେରଳର ମଲପ୍ପୁରମ ଜିଲ୍ଲାରେ ଲୋକ ଏକ…

ଭୁବନେଶ୍ୱର ଛାତ୍ରଛାତ୍ରୀ ତିଆରି କଲେ ରୋବଟ୍, କୋଭିଡ ହସପିଟାଲରେ ସାହାଯ୍ୟ କରିବ ଡାକ୍ତରଙ୍କୁ

ଭୁବନେଶ୍ୱର:ଏଣିକି କୋଭିଡ ହଟପିଟାଲରେ ରୋଗୀ ସେବାରେ ଡାକ୍ତରଙ୍କୁ ସାହାଯ୍ୟ କରିବ ରୋବଟ୍ । କଥାଟା ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ  । ଏଭଳି ଆଶ୍ଚର୍ଯ୍ୟଜନକ ଚିନ୍ତାଧାରାକୁ ସତରେ ପରିଣତ କରି ଦେଖାଇଛନ୍ତି ଭୁବନେଶ୍ୱର ସିଭି ରମଣ ଗ୍ଲୋବାଲ ୟୁନିଭରସିଟିର ଛାତ୍ରଛାତ୍ରୀ  । କରୋନା ବିରୋଧରେ ଲଢ଼େଇ…

ଅନଲାଇନରେ ହେବ ଆଇଆଇଟି ଭୁବନେଶ୍ୱରର ଶେଷ ସେମିଷ୍ଟର

ଭୁବନେଶ୍ୱର: ଚଳିତବର୍ଷ ଅନଲାଇନରେ ହେବ ଆଇଆଇଟି ଭୁବନେଶ୍ୱରର ଶେଷ ସେମିଷ୍ଟର ପରୀକ୍ଷା । ଅନୁଷ୍ଠାନର ସିନେଟ ବୈଠକରେ ନିଆଯାଇଛି ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି  । କୋଭିଡ-୧୯ ମହାମାରୀକୁ ଆଖିରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଛି  । ଛାତ୍ରଛାତ୍ରୀଙ୍କୁ ନିର୍ଦ୍ଧାରିତ ସମୟରେ ଗ୍ରାଜୁଏସନ…

କରୋନା ଯୁଦ୍ଧର ଯୁଧିଷ୍ଠିର, ପଢନ୍ତୁ ଦୃଷ୍ଟିହୀନଙ୍କ ଦାନର କାହାଣୀ..

ଭୁବନେଶ୍ୱର : ସେ ଦୁନିଆକୁ ଦେଖି ପାରନ୍ତିନି । କିନ୍ତୁ ଏ ଦୁନିଆର ଦୁଃଖ ତାଙ୍କୁ ଜଳଜଳ ହୋଇ ଦିଶେ । ଯାହା ଆଖି ଥିବା ଲୋକଟିଏ ଦେଖିପାରୁନି ତାକୁ ବେଶ୍ ଅନୁଭବ କରିପାରିଛନ୍ତି ସେ । ସେଇଥି ପାଇଁ ତ ନିଜ ସଞ୍ଚିତ ଅର୍ଥକୁ କରୋନା ମୁକାବିଲା ପାଇଁ ସେ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ଦାନ…

ଯେଉଁଠି ଇଣ୍ଟରନେଟ୍ ନାହିଁ ସେଇଠି ଟେଲିଭିଜନରେ ପିଲାଏ ପଢିବେ ପାଠ !

କୋଚି: ଅନଲକ୍ ୧ ରେ ଇ ଇଣ୍ଟରନେଟ୍ ମାଧ୍ୟମରେ ପାଠପଢାର ବିକଳ୍ପ ଖୋଜି ନେଇଛି କେରଳ ରାଜ୍ୟ ସରକାର । “ଫାଷ୍ଟବେଲ” ନାମିତ ଡିଜିଟାଲ କ୍ଲାସକୁ ରାଜ୍ୟ ସରକାର କେରଳ ଇନଫ୍ରାଷ୍ଟ୍ରକଚର ଆଣ୍ଡ ଟେକ୍ନୋଲୋଜି ପର୍ ଏଜୁକେଶନ (କାଇଟ) ଭିକ୍ଟେର ଚ୍ୟାନେଲ, ୱେବସାଇଟ, ମୋବାଇଲ ଆପ ଓ ସୋସିଆଲ ମିଡିଆ ପେଜ…

ଅନଲାଇନ୍ କ୍ଲାସ ଲାଗି ଆଣ୍ଡ୍ରୋଏଡ୍ ଫୋନ ଅଭାବରୁ ଜୀବନ ହାରିଲେ କେରଳର ସ୍କୁଲ୍ ଛାତ୍ରୀ !

ମାଲାପ୍ପୁରମ୍‌: ପରିବାରରେ ଆଣ୍ଡରଏଡ୍ ଫୋନ ନଥିବା ରୁ ଅନଲାଇନ କ୍ଲାସ ନକରି ପାରି ଅବସାଦରେ ଆତ୍ମହତ୍ୟା କରିଛନ୍ତି କେରଳର ଜଣେ ସ୍କୁଲ ଛାତ୍ରୀ । ଅଧିକ ପଢନ୍ତୁ: ଆର୍ଥିକ ଦୁର୍ବଳ ଶ୍ରେଣୀ ଛାତ୍ରଛାତ୍ରୀଙ୍କ କୋଟା ସିଟ୍ ଭରିବାକୁ ଏକ ବର୍ଷ ଅଧିକା ସମୟ ମାଗିଲା ‘ଆଇଆଇଟି’ ଜୀବନ ହାରିଥିବା…

ଆର୍ଥିକ ଦୁର୍ବଳ ଶ୍ରେଣୀ ଛାତ୍ରଛାତ୍ରୀଙ୍କ କୋଟା ସିଟ୍ ଭରିବାକୁ ଏକ ବର୍ଷ ଅଧିକା ସମୟ ମାଗିଲା ‘ଆଇଆଇଟି’

ନୂଆଦିଲ୍ଲୀ: ଆର୍ଥିକ ଦୁର୍ବଳ ଶ୍ରେଣୀ ଛାତ୍ରଛାତ୍ରୀଙ୍କ କୋଟା ସିଟ୍ ପୁରଣ କରିବାକୁ ଇଣ୍ଡିଆନ ଇନଷ୍ଟିଟିୟୁଟ ଅଫ୍ ଟେକ୍ନୋଲୋଜି (ଆଇଆଇଟି) କେନ୍ଦ୍ର ଠାରୁ ଏକ ବର୍ଷ ଅଧିକା ସମୟ ମାଗିଛି । ପୂର୍ବରୁ ସରକାର ୨୦୨୧ କୁ ଏହାର ଶେଷ ସମୟ ରୂପେ ଧାର୍ଯ୍ୟ କରିଥିଲେ । ଅଧିକ ପଢନ୍ତୁ: ଶ୍ରୀଦେବୀଙ୍କ…

ପାହାଚରୁ ଖସି କଲେଜ ଅଧ୍ୟକ୍ଷାଙ୍କ ଦୁଃଖଦ ମୃତ୍ୟୁ

ପାରଳାଖେମୁଣ୍ଡି ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ସ୍ୱୟଂଶାସିତ ମହାବିଦ୍ୟାଳୟର ଦାୟିତ୍ୱରେ ଥିବା ଅଧ୍ୟକ୍ଷା ଗାୟତ୍ରୀ ଦେବୀଙ୍କର ଅସ୍ୱାଭାବିକଭାବେ ମୃତ୍ୟୁ ହୋଇଛି । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଭିଡିଓ କନଫରେନ୍ସରେ ଯୋଗଦେବାକୁ ଯାଉଥିବାବେଳେ ପାହାଚରୁ ଖସି ଘଟିଛି ଏଭଳି ଅଭାବନୀୟ ଘଟଣା  ।…