Latest Odisha News

BREAKING NEWS

Browsing Category

ଫିଚର

ସଟ୍‌ଡାଉନ ସମୟରେ ଭୁବନେଶ୍ୱରେ ଖୋଲିବନି ପାର୍କ

ଭୁବନେଶ୍ୱର: ସଟଡାଉନ ବେଳେ ଭୁବନେଶ୍ୱରେ ଖୋଲିବନି ପାର୍କ । ଶନିବାର ଓ ରବିବାର ରାଜଧାନୀର ସବୁ ପାର୍କ ବନ୍ଦ ରହିବ । ଏନେଇ ବିଏମ୍‌ସି ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ତେବେ ପୂର୍ବ ନିର୍ଦ୍ଧାରିତ ସମୟ ଅନୁଯାୟୀ ଅନ୍ୟ ସବୁ ଦିନରେ ବିଏମ୍‌ସି ଅଧିନରେ ଥିବା ସମସ୍ତ ପାର୍କ ଖୋଲିବ ।…

ଆଶାଦିଦିଙ୍କୁ ଆକ୍ରମଣ ଅଭିଯୋଗ, କ୍ୱାରେଂଟିନ ସେଂଟରକୁ ଗଲେ ୪୦ରୁ ଅଧିକ ଅମାନିଆ ପ୍ରବାସୀ

ପାରାଦୀପ: ପାରାଦୀପ ଷଣ୍ଢକୁଦ ବସ୍ତିରେ ଧସେଇ ପସିଲେ ୮୦ରୁ ଅଧିକ ପ୍ରବାସୀ ଶ୍ରମିକ । ସେମାନଙ୍କୁ ସଂଗରୋଧ କେନ୍ଦ୍ରକୁ ଯିବାକୁ କହିବାରୁ ସ୍ଥାନୀୟ ଆଶାକର୍ମୀଙ୍କୁ ସେମାନେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ସୂଚନା ଅନୁସାରେ ଆନ୍ଧ୍ରପ୍ରଦେଶରୁ ପ୍ରବାସୀ ଶ୍ରମିକମାନେ ଫେରିବା ପରେ…

ଗୋଟିଏ ଦିନ ପରେ ଇସ୍ତଫା ପ୍ରତ୍ୟାହାର କଲେ ବିଜେପି ନେତା ଜଗନ୍ନାଥ ପ୍ରଧାନ

ଭୁବନେଶ୍ୱର: ବରିଷ୍ଠ ବିଜେପି ନେତା ତଥା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବୁଝାମଣା କରିବା ପରେ ରାଜ୍ୟ ବିଜେପି କାର୍ଯ୍ୟକାରୀ ସଦସ୍ୟ ଜଗନ୍ନାଥ ପ୍ରଧାନ ନିଜର ଇସ୍ତଫା ପତ୍ର ପ୍ରତ୍ୟାହାର କରିଛନ୍ତି । ଅଧିକ ପଢନ୍ତୁ - ଦେଶର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ: ସର୍ଭେ ଭୁବନେଶ୍ୱର…

ରାଜ୍ୟରେ ପୁଣି ୧୪୩ କରୋନା ପଜିଟିଭ ଚିହ୍ନଟ, ୨୩୮୮ ଛୁଇଁଲା ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ ବଢ଼ି ଚାଲିଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ବୁଧବାର ରାଜ୍ୟରେ ପୁଣି ୧୪୩ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୩୮୮ରେ ପହଞ୍ଚିଛି । Detail status of #COVID19 Total RT PCR Tests done…

ତାହିର ଦିଲ୍ଲୀ ହିଂସାର ମାଷ୍ଟରମାଇଣ୍ଡ, କ୍ରାଇମବ୍ରାଂଚର ଚାର୍ଜସିଟ ଦାଖଲ

ନୂଆଦିଲ୍ଲୀ: ଦିଲ୍ଲୀରେ ସିଏଏ ଓ ଏନଆରସି ବିରୋଧରେ ହୋଇଥିବା ହିଂସା ଘଟଣାରେ କ୍ରାଇମବ୍ରାଂଚ ଆମ ଆଦମୀ ପାର୍ଟିର ପୂର୍ବତନ ପାର୍ଷଦ ତାହିର ହୁସେନକୁ ମାଷ୍ଟର ମାଇଣ୍ଡ ବିବେଚନା କରିଛି । ଏଥିନେଇ କଡକଡଡୁମା କୋର୍ଟରେ ଚାର୍ଜସିଟ ଦାଖଲ କରାଯାଇଛି । ଏହି ହିଂସାରେ ୫୦ରୁ ଊର୍ଦ୍ଧ୍ୱ ଲୋକଙ୍କ ଜୀବନ…

ପରଲୋକରେ ବିଶିଷ୍ଟ ସାହିତ୍ୟିକ ପ୍ରଫେସର ନିତ୍ୟାନନ୍ଦ ଶତପଥୀ

ଭୁବନେଶ୍ୱର : ବିଶିଷ୍ଟ ସାହିତ୍ୟିକ ତଥା ଶିକ୍ଷାବିତ୍ ପ୍ରଫେସର ଡକ୍ଟର ନିତ୍ୟାନନ୍ଦ ଶତପଥୀଙ୍କ ପରଲୋକ । ୮୩ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି । ୧୯୩୭ ମସିହା ଅକ୍ଟୋବର ୨୫ତାରିଖରେ ଜଗତସିଂହପୁର ତିର୍ତ୍ତୋଲ ଅନ୍ତର୍ଗତ ଗରେଇ ଶାସନରେ ଜନ୍ମଗ୍ରହଣ କରିଥିଲେ ଡକ୍ଟର ଶତପଥୀ । ରେଭନସା…

ବୋର୍ଡ଼ ପରୀକ୍ଷା କେନ୍ଦ୍ର ବଦଳ ନିମନ୍ତେ ସିବିଏସଇ ପକ୍ଷରୁ ନୂଆ ଗାଇଡ଼ଲାଇନ୍ ଜାରି

ନୂଆଦିଲ୍ଲୀ: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ (ସିବିଏସଇ) ପକ୍ଷରୁ ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ବୋର୍ଡ଼ ପରୀକ୍ଷା ନିମନ୍ତେ ଏକ ନୂଆ ଗାଇଡ଼ ଲାଇନ୍ ଜାରି କରାଯାଇଛି । କୋଭିଡ୍ -୧୯ ମହାମାରୀ ଯୋଗୁଁ ଛାତ୍ରଛାତ୍ରୀମାନେ ନିଜ ଘରୋଇ ଜିଲ୍ଲାଗୁଡ଼ିକରେ ଥିବା ପରୀକ୍ଷା କେନ୍ଦ୍ରରେ ମଧ୍ୟ ପରୀକ୍ଷା…

ଜୈଶ ଏ ଅହମ୍ମଦର ୩ ଆତଙ୍କବାଦୀ ନିହତ

ଶ୍ରୀନଗର: ଜମ୍ମୁ-କଶ୍ମୀରେ ସୁରକ୍ଷାକର୍ମୀଙ୍କୁ ବୁଧବାର ବଡ ସଫଳତା ମିଳିଛି । ଜୈଶ ଏ ଅହମ୍ମଦର ୩ ଆତଙ୍କବାଦୀ ସରକ୍ଷାକର୍ମୀ ଗୁଳିରେ ନିହତ ହୋଇଛନ୍ତି । ଏମାନେ ଆଇଇଡି ଏକ୍ସପର୍ଟ ଥିଲେ । ଆତଙ୍କବାଦୀ ଓ ସୁରକ୍ଷାକର୍ମୀ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ଆତଙ୍କବାଦୀ ନିହତ ହେବା ପରେ ସେମାନଙ୍କ…

ଭାରତକୁ କିଏ ପଠାଇଲା ଗୁପ୍ତଚର ଶାଗୁଣା ?

ସୀତାପୁର: କିଛିଦିନ ପୂର୍ବରୁ ପାକିସ୍ତାନରୁ ଆସିଥିଲା ଏକ ପାରା, ଆଉ ଏବେ ଗୁପ୍ତଚର ଶାଗୁଣାର ପାଳି! ଉତ୍ତରପ୍ରଦେଶ ସୀତାପୁରର ଗ୍ରାମୀଣ ଅଞ୍ଚଳରେ ଧରା ପଡିଛି ଏକ ଶାଗୁଣା । ଶାଗୁଣାଟିର ପକ୍ଷୀରେ ଲାଗିଛି ଏକ କ୍ୟାମେରା ଓ ବାରକୋର୍ଡ। ସୋସିଆଲ ମିଡ଼ିଆରେ ଭାଇରଲ ହୋଇଛି ଏକ ଭିଡ଼ିଓ । ହେଲେ…

କରୋନା ତାଣ୍ଡବ: ଭାରତରେ ୨ ଲକ୍ଷ ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା

ନୂଆଦିଲ୍ଲୀ: ଭାରତରେ କାୟା ବିସ୍ତାର କରିଚାଲିଛି କରୋନା ମହାମାରୀ । ରାଜ୍ୟ ପରେ ରାଜ୍ୟକୁ ଏହା ନିଜ କବଳକୁ ନେଇ ସାରିଛି । ଏହାର ପ୍ରଭାବରେ ଭାରତରେ ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି । ସ୍ୱାସ୍ଥ୍ୟ ବିଭାଗର ସଦ୍ୟତମ ସୂଚନା ଅନୁଯାୟୀ, ଭାରତରେ କରୋନା ଆକ୍ରାନ୍ତଙ୍କ…