Latest Odisha News

BREAKING NEWS

Browsing Category

ଫିଚର

ରାଜ୍ୟରେ ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୪୧ କରୋନା ପଜିଟିଭ, କେଉଁ ଜିଲ୍ଲାରୁ କେତେ ଜାଣନ୍ତୁ

ଭୁବନେଶ୍ୱର: ରାଜ୍ୟରେ ହୁ ହୁ ହୋଇ ମାଡି ଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ଚିହ୍ନଟ ହୋଇଛନ୍ତି ୧୪୧ କରୋନା ପଜିଟିଭ । ଏହି ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୨୪୫ ରେ ପହଂଚି ଥିବା ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି…

ବେକାବୁ କରୋନା: ଦେଶରେ ୨୪ ଘଣ୍ଟାରେ ୮ ହଜାରରୁ ଉର୍ଦ୍ଧ୍ବ ଆକ୍ରାନ୍ତ, ସାଢ଼େ ୫ ହଜାର ଟପିଲା ମୃତ୍ୟୁ ସଂଖ୍ୟା

ନୂଆଦିଲ୍ଲୀ: ଭାରତରେ କାୟା ବିସ୍ତାର କରିଚାଲିଛି କରୋନା ମହାମାରୀ । ରାଜ୍ୟ ପରେ ରାଜ୍ୟକୁ ଏହା ନିଜ କବଳକୁ ନେଇ ସାରିଛି । ଏହାର ପ୍ରଭାବରେ ଭାରତରେ ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି । ସ୍ୱାସ୍ଥ୍ୟ ବିଭାଗର ସଦ୍ୟତମ ସୂଚନା ଅନୁଯାୟୀ, ଭାରତରେ କରୋନା ଆକ୍ରାନ୍ତଙ୍କ…

ଭାରତରେ ଆରମ୍ଭ ହେଲାଣି କରୋନାର ତୃତୀୟ ପର୍ଯ୍ୟାୟ ‘ଗୋଷ୍ଠୀ ସଂକ୍ରମଣ’: ସ୍ୱାସ୍ଥ୍ୟ ବିଶେଷଜ୍ଞ

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣର ତୃତୀୟ ପର୍ଯ୍ୟାୟ ଅର୍ଥାତ 'ଗୋଷ୍ଠୀ ସଂକ୍ରମଣ' ଆରମ୍ଭ ହୋଇଗଲାଣି । ଦେଶରେ ସଂକ୍ରମିତଙ୍କ ସଂଖ୍ୟା ୧ ଲକ୍ଷ ୯୦ ହଜାର ଟପିଥିବା ବେଳେ ମୃତ୍ୟୁ ସଂଖ୍ୟା ସାଢ଼େ ୫ ହଜାର ଟପିଲାଣି । ଭାରତରେ ଗୋଷ୍ଠୀ ସଂକ୍ରମଣ ଆରମ୍ଭ ହୋଇଥିବା ନେଇ ଏମ୍ସ ଡାକ୍ତର ଓ…

ଲକ୍ ଡାଉନ୍‌ର ମାଡ଼ ଉପରେ ଆର୍ଥିକ ପ୍ୟାକେଜ୍‌ର ଉପହାସ

ବିଚିତ୍ର ବିଶ୍ୱାଳଙ୍କ ନିୟମିତ ସ୍ତମ୍ଭ: ‘ସମୟର ସ୍ୱର’… ଆମ ଓଡ଼ିଆରେ ଗୋଟେ କଥା ଅଛି, ‘ଉପରେ ପାଣି ଦେଇ ଭିତରେ ଚେର କାଟିବା’ । ଏହାର ଅର୍ଥ ହେଉଛି, ଲୋକଙ୍କୁ ଲାଗୁଥିବ ପାଣି ଦେଇ ଗଛକୁ ବଂଚାଯାଉଛି, କିନ୍ତୁ ଅସଲରେ ଭିତରେ ଚେର କାଟି ଗଛକୁ ମାରିବାର ବ୍ୟବସ୍ଥା କରାଯାଉଥିବ । ଲକ୍ ଡାଉନ୍‌ର…

ସ୍ନାନଯାତ୍ରା ଓ ଘୋଷଯାତ୍ରା ପାଇଁ ସହଯୋଗ ଲୋଡିଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ

ପୁରୀ: ସ୍ନାନ ଯାତ୍ରା ସହିତ ମହାପ୍ରଭୁମାନଙ୍କର ଘୋଷଯାତ୍ରା କିଭଳି ସୁରୁଖୁରୁରେ ହେବ ସେଥିପାଇଁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର କ୍ରିଷନ କୁମାର ଆଜି ସମସ୍ତଙ୍କ ସହଯୋଗ ଲୋଡିଛନ୍ତି । ଅଧିକାରୀମାନଙ୍କ ସହିତ ବୈଠକ ପରେ ଗଣମାଧ୍ୟମକୁ ସୂଚନା ଦେଇ ଡକ୍ଟର କୁମାର କହିଛନ୍ତି ଯେ…

ମଦ ହୋମ୍ ଡେଲିଭରି ଲାଗି ଖୋଲିଲା ପୋର୍ଟାଲ୍‌; ଜାଣନ୍ତୁ କେଉଁଠି କରିବେ ରେଜିଷ୍ଟ୍ରେସନ୍‌

ଭୁବନେଶ୍ୱର: ମଦ ହୋମ୍ ଡେଲିଭରି ଲାଗି ଓଡ଼ିଶା ରାଜ୍ୟ ପାନୀୟ ନିଗମ (ଓଏସବିସି) ପକ୍ଷରୁ ସୋମବାର ଦିନ ଏକ ପୋର୍ଟାଲ୍ ଲଞ୍ଚ୍ ହୋଇଛି । ଏନଆଇସି ସହଭାଗିତାରେ ଏହି ପୋର୍ଟାଲ୍ ନିର୍ମିତ ହୋଇଥିବା ବେଳେ ଏହି ପୋର୍ଟାଲ୍ ରେ ଗ୍ରାହକ ପଞ୍ଜିକରଣ କରିପାରିବେ । ଏହି ପୋର୍ଟାଲ୍ ଖୋଲିବା ମାତ୍ରେ ଲଗ୍…

ପ୍ରବାସୀ ଓଡିଆ ଶ୍ରମିକଙ୍କୁ ଭୁବନେଶ୍ୱରରେ ସ୍ୱାଗତ କଲେ ଅଭିନେତା ସବ୍ୟସାଚୀ

ଭୁବନେଶ୍ୱର: ଆନ୍ଧ୍ରପ୍ରଦେଶର ବିଭିନ୍ନ ଜିଲ୍ଲାରେ ଫସି ରହିଥିବା ୩୨ ଜଣ ଓଡିଆ ଶ୍ରମିକମାନଙ୍କ ପାଇଁ ସାହାରା ପାଲଟିଛନ୍ତି ଓଲିଉଡ୍ ଅଭିନେତା ସବ୍ୟସାଚୀ । ସୋସିଆଲ୍ ମିଡିଆରେ ଏହି ଶ୍ରମିକଙ୍କ ଆକୁଳ ନିବେଦନ ପରେ ନିଜେ ବସ୍‌ର ବନ୍ଦୋବସ୍ତ କରି ସେମାନଙ୍କୁ ଓଡିଶା ଫେରାଇ ଆଣିଛନ୍ତି ସେ ।…

ଶ୍ରୀଜଗନ୍ନାଥ ମନ୍ଦିର ସ୍ନାନଯାତ୍ରା ଲାଗି ନିମନ୍ତ୍ରିତ ହେଲେ ପୁରୀ ଶଙ୍କରାଚାର୍ଯ୍ୟ

ପୁରୀ: ଆସନ୍ତା ଜୁନ ୫ ତାରିଖରେ ପୁରୀ ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବାକୁ ଥିବା ଶ୍ରୀଜୀଉମାନଙ୍କ ପବିତ୍ର ସ୍ନାନଯାତ୍ରା ଉପଲକ୍ଷେ ‘ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ’ (ଏସଜେଟିଏ) ସୋମବାର ଦିନ ପୁରୀ ଗୋବର୍ଦ୍ଧନ ପୀଠ ଶଙ୍କରାଚାର୍ଯ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀଙ୍କୁ ନିମନ୍ତ୍ରଣ କରିଛି ।…

ମୋଦିଙ୍କ ‘ଗୋ ଲୋକାଲ’ ମନ୍ତ୍ରରେ ସ୍ୱଦେଶୀ ବ୍ରାଣ୍ଡ୍‌ଙ୍କୁ ପ୍ରୋତ୍ସାହିତ କରିବାକୁ ଆଗେଇ ଆସିଲେ ସାନିଆ

ହାଇଦ୍ରାବାଦ : କରୋନା ସଂକ୍ରମଣ ପରିପ୍ରେକ୍ଷୀରେ ସ୍ୱଦେଶୀ ବ୍ରାଣ୍ଡ୍‌ଗୁଡିକୁ ପ୍ରୋତ୍ସାହିତ କରିବା ପାଇଁ ପ୍ରଧାନମନ୍ତ୍ରୀ ମୋଦି ଦେଇଥିବା ଆହ୍ୱାନକୁ ଆଉ ପାଦେ ଆଗେଇ ନେଇଛନ୍ତି ଟେନିସ୍ ତାରକା ସାନିଆ ମିର୍ଜା । ସୋସିଆଲ ମିଡିଆରେ ଏକ ପୋଷ୍ଟ ଜରିଆରେ ସ୍ୱତନ୍ତ୍ର ଭାରତୀୟ ବ୍ରାଣ୍ଡ୍‌,…

ବଢିଲା ଏନଏଚ୍‌ଏମ୍ ନିଯୁକ୍ତି ଫର୍ମ ପୈଠର ଶେଷ ସମୟସୀମା !

ମୁମ୍ବାଇ: ରାଷ୍ଟ୍ରୀୟ ସ୍ୱାସ୍ଥ୍ୟ ମିଶନ(ଏନଏଚ୍‌ଏମ୍‌), ରାଜ୍ୟ ସ୍ୱାସ୍ଥ୍ୟ ସମାଜ ମହାରାଷ୍ଟ୍ର ଦ୍ୱାରା ଜୁନିୟର ଇଞ୍ଜିନିୟର, ଜିଲ୍ଲା ପ୍ରୋଗ୍ରାମ ମ୍ୟାନେଜର, ପ୍ରୋଗ୍ରାମ ମ୍ୟାନେଜର- ଜନ ସ୍ୱାସ୍ଥ୍ୟ ନିଯୁକ୍ତି ଆଦି ପଦବୀ ପାଇଁ ଆବେଦନ ର ଶେଷ ସମୟସୀମାକୁ ବୃଦ୍ଧି କରା ଯାଇଥିବା ସୂଚନା ମିଳିଛି…