Latest Odisha News

BREAKING NEWS

Browsing Category

ଫିଚର

ସୁସ୍ଥ ହେଲେ ଆଉ ୮୦ କରୋନା ଆକ୍ରାନ୍ତ

ଭୁବନେଶ୍ୱର: ରାଜ୍ୟରେ ସୁସ୍ଥ ହେଲେ ଆଉ ୮୦ କରୋନା ଆକ୍ରାନ୍ତ । ଆଜି ସକାଳେ ସର୍ବାଧିକ ୧୪୧ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଏବେ ୮୦ ଜଣ ସୁସ୍ଥ ହୋଇଛନ୍ତି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ୱିଟ୍ କରି ସୂଚନା ଦେଇଛି । 1 each from Bolangir,…

କରୋନା ଭିତରେ ତେଜିଲା ଏମ୍‌ଏସ୍‌ପି ରାଜନୀତି

ଭୁବନେଶ୍ୱର: କରୋନା ଭିତରେ କେନ୍ଦ୍ର ସରକାର କୃଷକଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରି ୧୪ଟି ଖରିଫ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି କରିଛନ୍ତି । ତେବେ ଏହାକୁ ନେଇ ରାଜନୀତି ତେଜିଛି । ବିଜେଡି ଉପସଭାପତି ଦେବି ମିଶ୍ର କହିଛନ୍ତି, ଏହା ପର୍ଯ୍ୟାପ୍ତ ନୁହେଁ । କାଲି କେନ୍ଦ୍ର…

ପଙ୍ଗପାଳ ମୁକାବିଲା ନେଇ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା: ୫ ଜିଲ୍ଲାକୁ ସଜାଗ ରହିବାକୁ ପରାମର୍ଶ

ଭୁବନେଶ୍ୱର: ଓଡିଶାରେ ପଙ୍ଗପାଳ ମୁକାବିଲା ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସମୀକ୍ଷା କରିଛନ୍ତି । ବୈଠକରେ ପଙ୍ଗପାଳର ସ୍ଥିତି ଓ ଏହାର ମୁକାବିଲା ନେଇ ଆଲୋଚନା ହୋଇଛି । ବର୍ତ୍ତମାନ ପବନର ବେଗ ଯୋଗୁଁ ଛତିଶଗଡରୁ ପୁଣି ମଧ୍ୟପ୍ରଦେଶ ଅଂଚଳକୁ ଚାଲିଯାଇଛନ୍ତି ପଙ୍ଗପାଳ ଦେଳ । ତେବେ…

ଜୁନ୍ ୧୦ ପରେ ହେବ ଓଡିଶା ବିଧାନସଭା ଗୃହ କମିଟି ବୈଠକ

ଭୁବନେଶ୍ୱର: ଓଡିଶା ବିଧାନସଭାର ସମସ୍ତ କମିଟି ଏବଂ ଉପ-କମିଟିର ବୈଠକ ଆସନ୍ତା ଜୁନ୍ ୧୦ ତାରିଖ ପରେ ଅନୁଷ୍ଠିତ ହେବ। ଏନେଇ କମିଟିର ଅଧ୍ୟକ୍ଷମାନଙ୍କୁ ଏକ ଚିଠିରେ ଜଣାଇଛନ୍ତି ବିଧାନସଭା ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର । କୋଭିଡ-୧୯ର ବିସ୍ତାରକୁ ଦୃଷ୍ଟିରେ ରଖି କମିଟି ଏବଂ…

ଆଜି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିବାହ ଉତ୍ସବ; ଶ୍ରୀମନ୍ଦିରରେ କିପରି ପାଳିତ ହୁଏ ଜାଣନ୍ତୁ…

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ମାନବୀୟ ଲୀଳାର ପଟ୍ଟାନ୍ତର ନାହିଁ । ସାଧାରଣ ମଣିଷଟିଏ ପରି ସେଇ ପରମାତ୍ମା ଜଗତର ନାଥ ଦାରୁବ୍ରହ୍ମ ରୂପୀ ଶ୍ରୀଜଗନ୍ନାଥ ନିଜର ଲୀଳା ବିତାନ କରିଥାଆନ୍ତି । ଶ୍ରୀମନ୍ଦିରରେ ବାର ମାସରେ ତେର ପର୍ବ ମହାସମାରୋହରେ ପାଳିତ ହୋଇଥାଏ । ସ୍ନାନଯାତ୍ରାର ଅବ୍ୟବହିତ…

ଫ୍ରାନ୍ସ ବୈଜ୍ଞାନିକ ଟିମ୍ କହିଲେ ୟୁରୋପରେ ଆସିଥିଲା କରୋନାର ପ୍ରଥମ ଘଟଣା

ପ୍ୟାରିସ: ଫ୍ରାନ୍ସର ଏକ ବୈଜ୍ଞାନିକ ଟିମ୍ ଦୃଢ଼ତା ସହକାରେ କହିଛନ୍ତି ଯେ, ଚୀନର ଉହାନ ପୂର୍ବରୁ ୟୁରୋପରେ କରୋନାର ପ୍ରଥମ ଘଟଣା ଆସିଥିଲା । ସେତେବେଳେ ଡାକ୍ତରମାନେ ମଧ୍ୟ କରୋନା ନେଇ ଅବଗତ ନ ଥିଲେ ବୋଲି ସେମାନେ କହିଛନ୍ତି । କଲମରରେ ଥିବା ଶିବଜର ଡାକ୍ତରଖାନାର ଡାକ୍ତର ମାଇକେଲ ସ୍ମିଥ ଓ…

ଦିଲ୍ଲୀରେ ଉପରାଜ୍ୟପାଳଙ୍କ ଅଫିସରେ ଫୁଟିଲା କରୋନା ବମ୍‌, ୧୩ କର୍ମଚାରୀ ପଜିଟିଭ

ଦିଲ୍ଲୀ: ଦିଲ୍ଲୀରେ କରୋନାରେ ନିୟନ୍ତ୍ରଣକୁ ଆସୁ ନାହିଁ । ମଙ୍ଗଳବାର ଉପରାଜ୍ୟପାଳ ଅନୀଲ ବୈଜଲଙ୍କ ଅଫିସରେ ୧୩ କର୍ମଚାରୀ ଏଥିରେ ଆକ୍ରାନ୍ତ ଥିବା ଜଣାପଡିଛି । ଅନ୍ୟ କର୍ମଚାରୀଙ୍କ ସ୍ୱାବ ଟେଷ୍ଟ ପାଇଁ ପଠାଯାଇଛି । ଉପ ରାଜ୍ୟପାଳ କରୋନା ନେଇ ଏକ ବୈଠକରେ ଆୟୋଜନ କରିଥିଲେ । ଏଠାରୁ କରୋନା…

୮ଟି ଜିଲ୍ଲାରେ ବର୍ଷା ସହ ହେବ ଝଡତୋଫାନ

ଭୁବନେଶ୍ୱର: ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଓଡିଶାର ପ୍ରାୟ ୮ଟି ଜିଲ୍ଲାରେ ବର୍ଷା ସହ ଘଡଘଡିର ସମ୍ଭାବନା ରହିଥିବା ନେଇ ମଙ୍ଗଳବାର ଦିନ ପୂର୍ବାନୁମାନ କରାଯାଇଛି । ପାଣିପାଗ ବିଭାଗର ସଦ୍ୟତମ ବୁଲେଟିନ୍ ଅନୁଯାୟୀ ଗଞ୍ଜାମ, କନ୍ଧମାଳ, ନୂଆପଡା, ବରଗଡ, ସୋନପୁର,…

ପୁଣି ଆର୍ଥିକ ଅଭିବୃଦ୍ଧି ପଥକୁ ଫେରିବ ଭାରତ: ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ:ଏହି ସଙ୍କଟ ଭାରତର ପୁଣି ଥରେ ଆର୍ଥିକ ଅଭିବୃଦ୍ଧି ପଥକୁ ଫେରିବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି । ଆଜି ଭାରତୀୟ ଶିଳ୍ପ ମହାସଂଘ (ସିଆଇଆଇ)ର ବାର୍ଷିକ ଅଧିବେଶନକୁ ସଂମ୍ବୋଧିତ କରି ପ୍ରଧାନମନ୍ତ୍ରୀ ଏହା କହିଛନ୍ତି । ମୋଦୀ ଆହୁରି ମଧ୍ୟ କହିଛନ୍ତି ଯେ,…

ନୀଳାଦ୍ରି ବିଜେ ଯାଏଁ ଲକଡାଉନରେ ରହିବ ପୁରୀ ଶ୍ରୀଜଗନ୍ନାଥ ମନ୍ଦିର

ଭୁବନେଶ୍ୱର/ପୁରୀ: ଆସନ୍ତା ଜୁଲାଇ ୫ ତାରିଖ ପର୍ଯ୍ୟନ୍ତ ପୁରୀ ଶ୍ରୀଜଗନ୍ନାଥ ମନ୍ଦିରରେ ଭକ୍ତଙ୍କ ପ୍ରବେଶ ଉପରେ ପୂର୍ବପରି କଟକଣା ଜାରି ରହିବ ଏବଂ ଖୁବ୍ କମ୍ ଶ୍ରଦ୍ଧାଳୁଙ୍କ ଉପସ୍ଥିତିରେ ସ୍ନାନା ପୂର୍ଣ୍ଣିମା ଏବଂ ରଥ ଯାତ୍ରା ଅନୁଷ୍ଠିତ ହେବ। ଦେଶରେ ଅନଲକ୍-୧ ପର୍ଯ୍ୟାୟ ଆରମ୍ଭ ହୋଇଥିବା…