Latest Odisha News

BREAKING NEWS

Browsing Category

ଫିଚର

ସଙ୍ଗୀତ ନିର୍ଦ୍ଦେଶକ ୱାଜିଦଙ୍କ ମୃତ୍ୟୁ ପରେ ମାଆ କରୋନା ପଜିଟିଭ ଚିହ୍ନଟ

ମୁମ୍ବାଇ: ବଲିଉଡର ଲୋକପ୍ରିୟ ସଙ୍ଗୀତ ନିର୍ଦ୍ଦେଶକ ସାଜିଦ-ୱାଜିଡ ଯୋଡିରୁ ୱାଜିଦଙ୍କର ସୋମବାର କରୋନା ସଂକ୍ରମଣରେ ଦେହାନ୍ତ ପରେ ତାଙ୍କ ପରିବାର, ବଲିଉଡ ତଥା ଫ୍ୟାନମାନେ ଭାଙ୍ଗି ପଡିଛନ୍ତି । ତେବେ ତାଙ୍କ ମୃତ୍ୟୁର କିଛି ଘଣ୍ଟା ପରେ ତାଙ୍କ ମାଆ ରାଜିନା ଖାନ ମଧ୍ୟ କୋଭିଡ୧୯ ପଜିଟିଭ୍…

କରୋନା ଲଢ଼େଇଇରେ ମହାରାଷ୍ଟ୍ରର ଯୋଦ୍ଧାଙ୍କୁ ସାଥ୍ ଦେବ କେରଳର ଡାକ୍ତରୀ ଦଳ

କରୋନା ବିରୋଧରେ ଲଢ଼େଇରେ ସହାୟତା ପାଇଁ ମହାରାଷ୍ଟ୍ର ଯାଇଛି କେରଳର ଏକ ସ୍ୱତନ୍ତ୍ର ଡାକ୍ତରୀ ଦଳ  । ଏହି ଦଳରେ ଡାକ୍ତର ଏବଂ ନର୍ସଙ୍କୁ ମିଶାଇ ମୋଟ ଶହେ ଜଣ ସଦସ୍ୟ ଅଛନ୍ତି  । ଟିଭିଏମ ମେଡ଼ିକାଲ କଲେଜରେ ଉପଅଧୀକ୍ଷକ ସନ୍ତୋଷ କୁମାରଙ୍କ ନେତୃତ୍ୱରେ ମୁମ୍ୱାଇ ଯାଇଛି ଏହି ଟିମ୍  । ଏହି ଟିମ୍…

ପ୍ରଖ୍ୟାତ ନୃତତ୍ତ୍ୱବିତ୍ ପ୍ରଫେସର୍ ଏଲ୍ କେ ମହାପାତ୍ରଙ୍କ ପରଲୋକ

ଭୁବନେଶ୍ୱର: ଓଡ଼ିଶାର ଅନ୍ୟତମ ବିଶିଷ୍ଟ ବିଦ୍ୱାନ ତଥା ପ୍ରଖ୍ୟାତ ନୃତତ୍ତ୍ୱବିତ୍ ପ୍ରଫେସର୍ ଏଲ୍ କେ ମହାପାତ୍ରଙ୍କ ସୋମବାର ଦିନ ସକାଳ ୮ଟା ସମୟରେ ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୯୦ ବର୍ଷ ବୟସ ହୋଇଥିଲା । ୨୦୧୯ ଅକ୍ଟୋବରରେ ତାଙ୍କର ସହଧର୍ମିଣୀ କିରଣପ୍ରଭାଙ୍କର ମଧ୍ୟ…

କରୋନାକୁ ହରାଇଲେ ଇଣ୍ଡୋନେସିଆର ଶତାୟୁ ମହିଳା

ଇଣ୍ଡୋନେସିଆର ଦ୍ୱିତୀୟ ବୃହତ ସହର ସରବୟାରେ କମତିମ ନାମକ ଜଣେ ଶହେ ବର୍ଷୀୟ ମହିଳା କରୋନା ଯୁଦ୍ଧରେ ବିଜୟୀ ହୋଇଛନ୍ତି  । ଦୀର୍ଘ ମାସେ କାଳ କରୋନା ଭୂତାଣୁ ସହ ଲଢ଼େଇ କରି ଶେଷରେ ସେ ଜିତିଯାଇଛନ୍ତି । ସାରା ଇଣ୍ଡୋନେସିଆରେ କମତିମ ଖୁବ୍ ଲୋକପ୍ରିୟ  । ସେଥିପାଇଁ ଇଷ୍ଟ ଜାଭାର ଗଭର୍ଣ୍ଣର…

ଭାରତୀୟ ସୀମା ନିକଟରେ ଉଡିଲା ଚୀନର ଲଢ଼ୁଆ ବିମାନ

ନୂଆଦିଲ୍ଲୀ: ଭାରତୀୟ ସୀମା ନିକଟରେ ଚୀନର ଲଡୁଆ ବିମାନ ଉଡିବା ଚିନ୍ତାର କାରଣ ସାଜିଛି । ଭାରତୀୟ ସେନା ଏହା ଉପରେ କଡା ନଜର ରଖିଛନ୍ତି । ଲଦ୍ଦାଖ ସୀମାଠାରୁ ୩୦-୩୫ କିଲୋମିଟର ଦୂରରେ ଏହି ବିମାନ ଉଡିବା ଦେଖିବାକୁ ମିଳିଥିଲା । ଅନ୍ତର୍ଜାତୀୟ ନିୟମ ଅନୁସାରେ ସୀମାଠାରୁ ୧୦ କିଲୋମିଟର ରେଂଜରେ…

୭ଟି ରାଜ୍ୟର ଖାଲି ପଡିଥିବା ୧୮ ରାଜ୍ୟସଭା ସିଟ ପାଇଁ ଜୁନ ୧୯ରେ ନିର୍ବାଚନ

ନୂଆଦିଲ୍ଲୀ: କରୋନା ମହାମାରୀ ଯୋଗୁ ୭ଟି ରାଜ୍ୟର ଖାଲି ପଡିଥିବା ରାଜ୍ୟସଭା ସିଟ ପାଇଁ ହେବାକୁ ଥିବା ନିର୍ବାଚନକୁ ଘୁଂଚାଇ ଦିଆଯାଇଥିଲା । ସୋମବାର ଭାରତୀୟ ନିର୍ବାଚନ କମିଶନ ଏହି ୧୮ ରାଜ୍ୟସଭା ଆସନ ଜୁନ ୧୯ରେ ହେବ ବୋଲି ଘୋଷଣା କରିଛନ୍ତି । ଆନ୍ଧ୍ରପ୍ରଦେଶ(୪), ଗୁଜରାଟ(୪), ଝାଡଖଣ୍ଡ (୨),…

ନାଇଟ୍ କର୍ଫ୍ୟୁ ସମୟରେ ସାମାନ୍ୟ ପରିବର୍ତ୍ତନ, ଜାଣନ୍ତୁ କ’ଣ ଖୋଲା ରହିବ

ଭୁବନେଶ୍ୱର: ରାଜ୍ୟ ସରକାର କଣ୍ଟେନମେଣ୍ଟ ଜୋନରେ ଲକଡାଉନ୍ ଅବଧିକୁ ଜୁନ୍ ୩୦ ତାରିଖ ଯାଏଁ ବୃଦ୍ଧି କରିଛନ୍ତି । ଏଥିସହ ରାତ୍ରୀକାଳୀନ କର୍ଫ୍ୟୁକୁ ରାଜ୍ୟରେ ବଳବତ୍ତର ରଖାଯାଇଛି । ସନ୍ଧ୍ୟା ୭ଟା ପରେ ଘରୁ କେହି ବାହାରକୁ ବାହାରିବେ ନାହିଁ । ଏହି କଟକଣା ସକାଳ ୫ଟା ଯାଏଁ ବଳବତ୍ତର ରହିବ ।…

ମହମ୍ମଦ ସାମୀଙ୍କ ସହ ଅନ୍ତରଙ୍ଗ ମୂହର୍ତର ଫଟୋ ଛାଡିଲେ ପତ୍ନୀ ହସୀନ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଦଳର ପେସ୍ ବୋଲର ମହମ୍ମଦ ସାମୀ ଓ ତାଙ୍କ ପତ୍ନୀ ହସୀନ ଜାହାଁଙ୍କ ମଧ୍ୟରେ ବିବାଦ କମିବାର ନାମ ନେଉ ନାହିଁ । ସୋସିଆଲ ସାଇଟରେ ସାମୀଙ୍କ ସହ ଏକ ଅନ୍ତରଙ୍ଗ ମୂହର୍ତର ଫଟୋ ହସୀନ ଛାଡିଛନ୍ତି । ଯାହାକି ଭାଇରାଲ ହେବାରେ ଲାଗିଛି । ୟୁଜର୍ସମାନେ ଏହି ଫଟୋ ନେଇ…

ୱାନ୍ ନେସନ, ୱାନ୍ ରାସନ କାର୍ଡ ଯୋଜନାରେ ସାମିଲ ହେଲା ଓଡ଼ିଶା

ନୂଆଦିଲ୍ଲୀ: ୱାନ୍ ନେସନ୍‌, ୱାନ ରାସନ କାର୍ଡ ଯୋଜନାରେ ସାମିଲ ହେଲା ଓଡ଼ିଶା । ଏଥିସହ ଆଉ ଦୁଇ ରାଜ୍ୟ ସିକିମ ଓ ମିଜୋରାମ ମଧ୍ୟ ଏହି ଯୋଜନାରେ ଆଜିଠାରୁ ସାମିଲ ହୋଇଛନ୍ତି । ଏନେଇ କେନ୍ଦ୍ରମନ୍ତ୍ରୀ ରାମବିଳାସ ପାସୱାନ ସୂଚନା ଦେଇଛନ୍ତି । ଜାତୀୟ ଖାଦ୍ୟ ନିରାପତ୍ତା ଆଇନ ଅଧୀନରେ ଗୋଟିଏ…

ବଜ୍ରାଘାତରେ ଗଞ୍ଜାମରେ ୨ ମୃତ, ଜଣେ ଆହତ

ଗଞ୍ଜାମ: ଦିନକୁ ଦିନ ରାଜ୍ୟରେ ବଢ଼ିଚାଲିଛି ବଜ୍ରପାତଜନିତ ମୃତ୍ୟୁ ସଂଖ୍ୟା  । ଆଜି ଗଞ୍ଜାମ ବୁଗୁଡ଼ା ଥାନାର ଡେଙ୍ଗାବାଡ଼ିରେ ବଜ୍ରାଘାତ ନେଇଛି ଦୁଇଟି ଜୀବନ  । ଆଉ ଜଣେ ମଧ୍ୟ ଆହତ ହୋଇଛନ୍ତି  । ମୃତକ ଦୁଇଜଣ ୩୨ ବର୍ଷୀୟ ସନ୍ତୋଷ ଗୌଡ଼ ଓ ୨୬ ବର୍ଷୀୟ ନୀଳାଞ୍ଚଳ ଆଲଟିଆ। ସେହିଭଳି ୩୦ ବର୍ଷୀୟ…