Latest Odisha News

BREAKING NEWS

Browsing Category

ଫିଚର

ୱାରଙ୍ଗାଲରେ ଗୋଟିଏ କୂଅରୁ ମିଳିଲାଣି ୯ ଶବ : ପୋଲିସର ତଦନ୍ତ ଜାରି

ହାଇଦ୍ରାବାଦ: ତେଲେଙ୍ଗାନାର ୱାରଙ୍ଗାଲ ଅଂଚଳର ଏକ କୂଅ ମଧ୍ୟରୁ ରହସ୍ୟମୟ ଢ଼ଙ୍ଗରେ ଗୋଟିଏ ପରେ ଗୋଟିଏ ଶବ ମିଳୁଛି । ରିପୋର୍ଟ ମୁତାବକ ଏ ପର୍ଯ୍ୟନ୍ତ ୯ ଶବ ମିଳିସାରିଛି । ଗୁରୁବାର ୪ଟି ଶବ ମିଳିଥିବରା ବେଳେ ଶନିବାର ଆଉ ୫ଟି ମିଳିଛି । ପ୍ରାରମ୍ଭିକ ରିପୋର୍ଟରେ ପୋଲିସକୁ ମିଳିଥିବା ତଥ୍ୟ…

ଅମ୍ଫାନ ସ୍ଥିତିି ସମୀକ୍ଷା : ଓଡିଶାକୁ ପ୍ରଶଂସା ସହିତ ୫୦୦ କୋଟି ଟଙ୍କାର ଆଗୁଆ ପ୍ୟାକେଜ ଘୋଷଣା କଲେ ପ୍ରଧାନମନ୍ତ୍ରୀ

ଭୁବନେଶ୍ୱର : ଓଡିଶାର ଅମ୍ଫାନ ପ୍ରଭାବିତ ଅଂଚଳ ଆକାଶମାର୍ଗରୁ ନୀରିକ୍ଷଣ କରିବା ପରେ ସ୍ଥିତିର ସମୀକ୍ଷା କରି ରାଜ୍ୟ ପାଇଁ ୫୦୦ କୋଟି ଟଙ୍କାର ଆଗୁଆ ପ୍ୟାକେଜ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରଭାବିତ ଅଂଚଳର ସ୍ଥିତିରେ ସୁଧାର ଆଣିବା ପାଇଁ ଏହି ପ୍ୟାକେଜ ଘୋଷଣା ହୋଇଛି…

ଓଡ଼ିଶାରେ ମଦ ହୋମ ଡେଲିଭରି ହେବନାହିଁ: ଅବକାରୀ ବିଭାଗ

ଭୁବନେଶ୍ୱର: ରାଜ୍ୟରେ ମଦର ହୋମ ଡେଲିଭରି ନେଇ କୌଣସି ସରକାରୀ ନୋଟିସ ମିଳିନଥିବା ପ୍ରକାଶ କରିଛି ରାଜ୍ୟ ଅବକାରୀ ବିଭାଗ । ଶୁକ୍ରବାର ଦିନ ଅବକାରୀ ବିଭାଗ ପକ୍ଷରୁ ସୂଚନାଦେଇ କୁହାଯାଇଛି ଯେ, ହୋମ ଡେଲିଭରି ନେଇ କୌଣସି କମିଟି ଗଠିତ ହୋଇନାହିଁ କିମ୍ବା ମଦର କୌଣସି ଦରଦାମ ମଧ୍ୟ କୌଣସି କମିଟି…

ଆତଙ୍କବାଦୀଙ୍କ ମଧ୍ୟରେ ଭାଳେଣୀ: ‘କିଏ ଜଣେ ଅଛି ଯିଏ କି ସମସ୍ତଙ୍କ ମୃତ୍ୟୁର କାରଣ ସାଜୁଛି’

କଶ୍ମୀର:ଆତଙ୍କବାଦୀ ବିରୋଧରେ ଭାରତୀୟ ସେନାର ରଣନୀତି ସଫଳ ହେବାରେ ଲାଗିଛି । ଗୋଟିଏ ପରେ ଗୋଟେ ପ୍ରମୁଖ ଆତଙ୍କବାଦୀ ମରୁଥିବା ବେଳେ ଯୁବ ପିଢ଼ୀଙ୍କ ମନରେ ଭୟ ସଂଚାର ହୋଇଛି । ଏହି ଅବସରରେ ଆତଙ୍କବାଦୀଙ୍କ ଏକ ଅଡିଓ ଭାଇରାଲ ହେଉଛି । ଏଥିରେ ହିଜୁବଲ ସହ ଜଡିତ ଜଣେ ଆତଙ୍କବାଦୀ କହୁଛି ଆମ…

ଚଳିତ ବର୍ଷ ଟି୨୦ ବିଶ୍ୱକପ ଆଶା ମଉଳିଲା

ମୁମ୍ବାଇ: ଚଳିତ ବର୍ଷ ଶେଷ ଭାଗରେ ହେବାକୁ ଥିବା ଆଇସିସି ଟି୨୦ ବିଶ୍ୱକପ ଆଶା ଏକପ୍ରକାର ମଉଳି ଯାଇଛି କହିଲେ ଭୁଲ ହେବ ନାହିଁ । କରୋନା ଭାଇରସ ଯୋଗୁ ଅକ୍ଟୋବର-ନଭେମ୍ବରରେ ଏହାକୁ ଆୟୋଜନ କରିବା ସମ୍ଭବପର ନୁହେଁ । ଆଇସିସି ସ୍ପଷ୍ଟ ଭାବେ ଏହା କହି ନ ଥିଲେ ମଧ୍ୟ କେତେକ ଅଧିକାରୀ ନିଜ ନାମ…

ଟେନିସ କିମ୍ବଦନ୍ତୀ କୁପରଙ୍କ ପରଲୋକ

ସିଡନୀ:ଅଷ୍ଟ୍ରେଲୀୟ ଟେନିସ କିମ୍ବଦନ୍ତୀ ଆଶଲେ କୁପରଙ୍କ ୮୩ ବର୍ଷରେ ପରଲୋକ ହୋଇଯାଇଛି । ୪ଟି ଗ୍ରାଣ୍ଡସ୍ଲାମ ଟାଇଟଲ ଜିତିଥିବା କୁପର ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ । ୧୯୫୯ରେ ସେ ଟେନିସକୁ ଅଲବିଦା କହିଥିଲେ । ୧୯୫୮ରେ ଅଷ୍ଟ୍ରେଲିଆନ୍‌, ୱିମ୍ବେଲଡନ ଓ ୟୁଏସ ଓପନ ଟାଇଟଲ ହାସଲ କରିଥିଲେ ।…

ପାକିସ୍ତାନରେ ବିମାନ ଦୁର୍ଘଟଣା; ୧୦୦ ଜଣ ଯାତ୍ରୀଙ୍କୁ ନେଇ କରାଚୀ ଯାଉଥିଲା ବିମାନ

ଇସ୍ଲାମାବାଦ: ଲାହୋରରୁ ଏକ ପାକିସ୍ତାନ ଇଣ୍ଟରନ୍ୟାସନାଲ୍ ଏୟାରଲାଇନ ବିମାନ କରାଚୀ ଅଭିମୁଖେ ଯାତ୍ରା କରୁଥିିବା ବେଳେ କରାଚୀ ବିମାନ ବନ୍ଦର ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହି ବିମାନରେ ସମୁଦାୟ ୧୦୦ ଜଣ ଯାତ୍ରୀ ଥିଲେ । Pakistan International Airlines (PIA) flight from…

ଓଡ଼ିଶା ପହଞ୍ଚିଲେ ପ୍ରଧାନମନ୍ତ୍ରୀ ମୋଦୀ, ସମୀକ୍ଷା କରିବେ ଅମ୍ଫାନ୍ ବାତ୍ୟା ପରବର୍ତ୍ତୀ ସ୍ଥିତି

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଅପରାହ୍ନରେ ଭୁବନେଶ୍ୱରରେ ପହଞ୍ଚିଛନ୍ତି । ଓଡ଼ିଶାରେ ଅନୁଭୂତ ହୋଇଥିବା ଅମ୍ଫାନ ବାତ୍ୟା ପରବର୍ତ୍ତୀ ସ୍ଥିତି ସମୀକ୍ଷା କରିବେ ପ୍ରଧାନମନ୍ତ୍ରୀ ମୋଦୀ । ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ…

ବାତ୍ୟା ଅମ୍ଫାନ: ପଶ୍ଚିମବଙ୍ଗ ଲାଗି ୧୦୦୦ କୋଟି ଟଙ୍କାର ସହାୟତା ରାଶି ଘୋଷଣା କଲେ ପ୍ରଧାନମନ୍ତ୍ରୀ ମୋଦୀ

କୋଲକାତା: ଅମ୍ଫାନ ବାତ୍ୟାରେ କ୍ଷତିଗ୍ରସ୍ତ ହୋଇଥିବା ପଶ୍ଚିମବଙ୍ଗ ଲାଗି ୧୦୦୦ କୋଟି ଟଙ୍କାର ଆଗୁଆ ସହାୟତା ରାଶି ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଆଜି ଆକାଶମାର୍ଗରୁ ପ୍ରଧାନମନ୍ତ୍ରୀ ମୋଦୀ ପଶ୍ଚିମବଙ୍ଗର ବାତ୍ୟା ପ୍ରଭାବିତ ଅଞ୍ଚଳ ଗୁଡ଼ିକୁ ସର୍ବେକ୍ଷଣ କରିବା ସହିତ…

ରାଜ୍ୟରେ ସୁସ୍ଥ ହେଲେ ଆଉ ୪୩ କରୋନା ଆକ୍ରାନ୍ତ; ୪୩୬ ରେ ପହଞ୍ଚିଲା ଆରୋଗ୍ୟଙ୍କ ସଂଖ୍ୟା

ଭୁବନେଶ୍ୱର: ରାଜ୍ୟରେ ସୁସ୍ଥ ହେଲେ ଆଉ ୪୩ କରୋନା ପଜିଟିଭ । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ୱିଟ କରି ସୂଚନା ଦିଆ ଯାଇଛି । ଏହାକୁ ମିଶାଇ ରାଜ୍ୟରେ କରୋନା ସୁସ୍ଥତା ସଂଖ୍ୟା ୪୩୬ କୁ ବୃଦ୍ଧି ପାଇଛି। ଆଜି ଆରୋଗ୍ୟ ଲାଭ କରିଥିବା ବ୍ୟକ୍ତିଙ୍କ ମଧ୍ୟରେ ୧୫…