Latest Odisha News

BREAKING NEWS

Browsing Category

ଫିଚର

ଆସନ୍ତୁ ଜାଣିବା କଣ ପାଇଁ ଇଶା ଗୁପ୍ତା ରାଗିଗଲେ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଇଶା ଗୁପ୍ତା ଏବେ ସୋସିଆଲ ସାଇଟରେ କେତେକ ପ୍ରଶଂସକଙ୍କ ଉପରେ ଭୀଷଣ ଭାବେ ରାଗି ଯାଇଛନ୍ତି । କିଛି ଦିନ ତଳେ ସୋସିଆଲ ସାଇଟରେ ତାଙ୍କୁ ହଲିଉଡ ସୁପରଷ୍ଟାର ଆଞ୍ଜେଲିନା ଜୋଲି ସହିତ ତୁଳନା କରିବା ଠିକ୍ ନୁହେଁ ବୋଲି କହିଥିଲେ । ତେବେ ପ୍ରଶଂସକମାନେ ଏହାକୁ ଭିନ୍ନ…

ଅନଲାଇନରେ ଯୋଗ ଶିଖୁଛନ୍ତି ବରୁଣ ଧାୱନ

ମୁମ୍ବାଇ: ବଲିଉଡର ଲୋକପ୍ରିୟ ଅଭିନେତା ବରୁଣ ଧାୱନ ଲକଡାଉନ ବେଳେ ସମୟ କାଟିବା ପାଇଁ ଅଭିନବ ଉପାୟ ଅବଲମ୍ବନ କରିଛନ୍ତି । ନିଜକୁ ଫିଟ ରଖିବା ପାଇଁ ଜିମ୍‌ରେ ସମୟ କାଟୁଥିବା ବରୁଣ ଏବେ ଅନଲାଇନରେ ଯୋଗ ଶିଖୁଛନ୍ତି । ଲକଡାଉନରେ ଜିମ୍ ବନ୍ଦ ରହିଥିବା ବେଳେ ଯୋଗ ତାଙ୍କୁ ସୁସ୍ଥ ରଖିବାରେ ସହାୟ…

ଆସନ୍ତା ୨୫ରୁ ଝାରସୁଗୁଡ଼ାରୁ ଉଡ଼ିବ ବିମାନ

ଝାରସୁଗୁଡା: ଆସନ୍ତା ୨୫ ତାରିଖରୁ ଘରୋଇ ବିମାନ ଚଳାଚଳ ଆରମ୍ଭ କରିବାକୁ କେନ୍ଦ୍ରର ଘୋଷଣା ପରେ ଝାରସୁଗୁଡା ଜିଲ୍ଲା ବୀର ସୁରେନ୍ଦ୍ର ସାଇ ବିମାନବନ୍ଦରରେ ଟିକେଟ ବୁକିଂ ଆରମ୍ଭ ହୋଇଛି। ପ୍ରାପ୍ତ ସୂଚନା ଅନୁଯାୟୀ, ସ୍ପାଇସଜେଟ୍ ଏୟାରଲାଇନ୍ସ ଝାରସୁଗୁଡାରୁ ନୂଆଦିଲ୍ଲୀ, କୋଲକାତା ଏବଂ…

ତାଲିବାନର ଡେପୁଟି ନେତା ସିରାଜୁଦ୍ଦିନ ହକ୍କାନି ଏବଂ ତିନି ଜଣ କମାଣ୍ଡୋ କରୋନା ଭାଇରସ ସଂକ୍ରମିତ

ନୂଆଦିଳ୍ଲୀ: ତାଲିବାନର ଡେପୁଟି ନେତା ସିରାଜୁଦ୍ଦିନ ହକ୍କାନି ଏବଂ ତିନି ଜଣ କମାଣ୍ଡୋରେ କରୋନା ଭାଇରସ ସଂକ୍ରମିତ ହୋଇଛନ୍ତି । ସିରାଜୁଦ୍ଦିନ ହକ୍କାନି ତାଳିବାନର ତଳଓ୍ବାର ଶାଖା ହକ୍କାନି ନେଟଓ୍ବାର୍କର ପ୍ରମୁଖର ମୁଖ୍ୟ। ସୂଚନାନୁସାରେ, ସିରାଜୁଦ୍ଦିନ ହକ୍କାନୀଙ୍କୁ ପାକିସ୍ତାନର…

ଓଡ଼ିଶାରେ ନୂଆ ୮୦ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବା ବେଳେ ଆଜି ନୂଆ ୮୦ ମାମଲା ଚିହ୍ନଟ ହୋଇଛି। ଚିହ୍ନଟ ୮୦ ଆକ୍ରାନ୍ତଙ୍କ ମଧ୍ୟରୁ ୭୧ ଜଣ କ୍ବାରେନଣ୍ଟାଇନ ସେଣ୍ଟରର, ୨ ଜଣ ହୋମ୍ କ୍ବାରେନଣ୍ଟାଇନ ଏବଂ ବାକି ୭ଜଣ ସ୍ଥାନୀୟ ବାସିନ୍ଦା ବୋଲି ଜଣାପଡିଛି। ଜାଣନ୍ତୁ,…

ଦେଶରେ ବଢୁଛି କରୋନାଭାଇରସ ଆକ୍ରାନ୍ତଙ୍କ ସଂଖ୍ୟା, ୨୪ ଘଣ୍ଟାରେ ସର୍ବାଧିକ ନୂଆ ପଜିଟିଭ

ନୂଆଦିଲ୍ଲୀ: ଭାରତରେ କରୋନାଭାଇରସ୍ (କୋଭିଡ -୧୯) ଆକ୍ରାନ୍ତଙ୍କ ସଂଖ୍ୟା ଧୀରେ ଧୀରେ ବଢୁଥିବା ବେଳେ ରବିବାର ଦିନ ଏହି ସଂଖ୍ୟା ୧୨୫୧୦୧ ଛୁଇଁଥିବାନେଇ କେନ୍ଦ୍ରର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି । ଏଯାବତ୍ କରୋନାରେ ସଂକ୍ରମିତ ହୋଇ ପ୍ରାୟ ୬୯୫୯୭ ଜଣ…

ଝାରସୁଗୁଡ଼ାରେ ବର୍ଷକର ଶିଶୁ କରୋନା ଆକ୍ରାନ୍ତ ଚିହ୍ନଟ

ଝାରସୁଗୁଡ଼ା: ଝାରସୁଗୁଡ଼ା ଜିଲ୍ଲାରେ ପୁଣି ୨ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏନେଇ ଟ୍ବିଟ କରି ସୂଚନା ଦେଇଛନ୍ତି ଝାରସୁଗୁଡ଼ା ପ୍ରଶାସନ। https://twitter.com/dm_jharsuguda/status/1263907119528587268?s=08 ପ୍ରାପ୍ତ ସୂଚନାନୁଯାୟୀ, ସମ୍ପୃକ୍ତ ଆକ୍ରାନ୍ତ ଙ୍କ…

ମହାପ୍ରଭୁଙ୍କ ରଥଯାତ୍ରା ପ୍ରସ୍ତୁତି: ଦ୍ରୁତଗତିରେ ଚାଲିଛି ତିନି ରଥର ନିର୍ମାଣ କାର୍ଯ୍ୟ

ପୁରୀ: ପୁରୀର ବିଶ୍ୱପ୍ରସିଦ୍ଧ ରଥଯାତ୍ରା ନିମନ୍ତେ ତିନିରଥର ନିର୍ମାଣ କାର୍ଯ୍ୟ ଦ୍ରୁତଗତିରେ ଆଗେଇ ଚାଲିଛି । କରୋନା ମହାମାରୀ ହେଉ କି ଅମ୍ଫାନ୍ ମହାବାତ୍ୟା ପ୍ରଚଣ୍ଡ ଖରା ହେଉକି ବର୍ଷା କାହାକୁ ଖାତିର୍ ନକରି ରଥ ନିର୍ମାଣ କରି ଚାଲିଛନ୍ତି ମହାରଣା ସେବକ । ସରକାରଙ୍କ ଲକ୍‌ଡାଉନ୍ କଟକଣାକୁ…

ଝାରସୁଗୁଡ଼ା ସହରରେ ୫ ବର୍ଷର ନାବାଳକ କରୋନା ପଜିଟିଭ୍ ଚିହ୍ନଟ

ଝାରସୁଗୁଡ଼ା: ଝାରସୁଗୁଡ଼ା ସହରରେ ଜଣେ ୫ ବର୍ଷର ନାବାଳକ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ସୂଚନା ମିଳିଛି । ମେ’ ୧୬ ତାରିଖରେ ଏହି ବାଳକ ଜଣକ ତା’ର ପରିବାର ସହିତ ଆଗ୍ରାରୁ ସହରର ମଙ୍ଗଳବଜାର ଘରକୁ ଫେରିଥିଲେ । A five year old boy from Mangal Bazar, Jharsuguda has been…

୨୦୨୧ରେ ଟୋକିଓ ଅଲିମ୍ପିକ୍ସ ଆୟୋଜିତ ନ ହୋଇପାରିଲେ ଏହାକୁ ବାତିଲ କରି ଦିଆଯିବ: ବାକ୍‌

ଟୋକିଓ: କରୋନା ଯୋଗୁଁ ‌ଯଦି ୨୦୨୧ରେ ଟୋକିଓ ଅଲିମ୍ପିକ୍ସ ଆୟୋଜିତ ନ ହୋଇପାରେ ତେବେ ଏହାକୁ ବାତିଲ କରି ଦିଆଯିବ ବୋଲି ଆଇଓସି ମୁଖ୍ୟ ଥୋମାସ୍ ବାକ୍ କହିଛନ୍ତି ।କରୋନା ଯୋଗୁଁ‌ ଆଇଓସି ଓ ଜାପାନ ସରକାର ଅଲିମ୍ପିକ୍ସ ଗୋଟିଏ ବର୍ଷ ଘୁଞ୍ଚାଇବାକୁ ନିଷ୍ପତ୍ତି ନେଇଥିଲେ । ୨୦୨୧ରେ ଯଦି…