Latest Odisha News

BREAKING NEWS

Browsing Category

ଫିଚର

ସଙ୍ଗରୋଧ କେନ୍ଦ୍ରରେ ବଗିଚାକାମ କରି ଉଦାହରଣ ସୃଷ୍ଟି କଲେ ଅନ୍ତେବାସୀ

ଭଦ୍ରକ: କରୋନା ମହାମାରୀ ସମୟରେ କେଉଁଠି ସଙ୍ଗରୋଧ କେନ୍ଦ୍ରରେ ଅନ୍ତେବାସୀ ବା ପ୍ରବାସୀ ଶ୍ରମିକମାନେ ଖାଦ୍ୟ ଫୋପାଡ଼ିଲେଣି ତ କେଉଁଠି କଲେଣି ଟିକ୍ ଟକ୍ ଭିଡିଓ  । ପୁଣି କେଉଁଠି ପାଚେରୀ ଡେଇଁ ଘରକୁ ପଲାଇଲେଣି ତ କେଉଁଠି ସୃଷ୍ଟି କଲେଣି ଅପ୍ରୀତିକର ପରିସ୍ଥିତି  । ଏଭଳିସ୍ଥଳେ କିଛି…

ମାସ୍କ ମାଧ୍ୟମରେ ସଚେତନତା ବାର୍ତ୍ତା ବାଣ୍ଟୁଛନ୍ତି କଟକ ଚାଉଳିଆଗଞ୍ଜର ଈଶ୍ୱର

କଟକ: ଆପଣମାନେ ଆଗରୁ କୁନି କୁନି ପିଲାମାନଙ୍କ ଡ୍ରେସ୍ ଉପରେ ରଙ୍ଗବେରଙ୍ଗର ଚିତ୍ର, ପଶୁପକ୍ଷୀ, କାର୍ଟୁନ୍ କ୍ଯାରେକ୍ଟର ସବୁ ପ୍ରିଣ୍ଟ ହୋଇଥିବା ଦେଖିଥିବେ  । କିନ୍ତୁ କେବେ ଭାବିଛନ୍ତି, କରୋନା ମୁକାବିଲା ଲାଗି ବ୍ୟବହୃତ ହେଉଥିବା ମାସ୍କ ଉପରେ ଯଦି ଏହି ସବୁ କ୍ୟାରେକ୍ଟର ପ୍ରିଣ୍ଟ ହେଲେ…

୩ ରାଜ୍ୟର ଲୋକଙ୍କୁ କର୍ଣ୍ଣାଟକ ପ୍ରବେଶ ମନା

ବେଙ୍ଗାଳୁରୁ: ସାରା ଦେଶରେ ଗତକାଲିଠାରୁ ଲାଗୁ ହୋଇଛି ଲକଡାଉନ-୪ । ଏହି ଚତୁର୍ଥ ପର୍ଯ୍ୟାୟ ଲକଡାଉନରେ କେନ୍ଦ୍ର ସରକାର ଅନେକ ଜିନିଷ କୋହଳ କରିଛନ୍ତି । ତେବେ କର୍ଣ୍ଣାଟକ ସରକାର କିନ୍ତୁ ଏକ ଅଭିନବ ପଦକ୍ଷେପ ଗ୍ରହଣ କରିଛି । ନିଜ ରାଜ୍ୟର ସୁରକ୍ଷାକୁ ନଜରରେ ରଖି ୩ ରାଜ୍ୟର ଲୋକଙ୍କୁ…

କୋଚିଂ ସେଣ୍ଟର ଖୋଲିବା ନେଇ ରାଜ୍ୟପାଳଙ୍କୁ ଦାବିପତ୍ର

ଭୁବନେଶ୍ୱର: ବିଭିନ୍ନ ସ୍କୁଲରେ ଶିକ୍ଷା ଗ୍ରହଣ କଲେ ମଧ୍ୟ ଛାତ୍ରଛାତ୍ରୀ ଟ୍ୟୁସନ୍ ଓ କୋଚିଂ ସେଣ୍ଟର ଉପରେ ନିର୍ଭର କରିଥାନ୍ତି । କରୋନା ମହାମାରୀ ଲକ୍ ଡାଉନ୍ ଯୋଗଁ ଶିକ୍ଷାର ବିକାଶ ଉପରେ ପ୍ରଭାବ ପକାଇଛି । କେବଳ ବିଦ୍ୟାଳୟର ଅନ୍ ଲାଇନ୍ ପାଠରେ ଛାତ୍ରଛାତ୍ରୀଙ୍କ ଅଧିକ ବିକାଶ ହୋଇ ପାରିବ…

ମହାବାତ୍ୟାରୁ ଖସି ଅତିଭୀଷଣ ବାତ୍ୟାରେ ପରିଣତ ହେଲା ‘ଅମ୍ଫାନ’

ଭୁବନେଶ୍ୱର: ଧୀରେ ଧୀରେ ଦୁର୍ବଳ ହେଉଛି ବାତ୍ୟା ଅମ୍ଫାନ । ଏହା ମହାବାତ୍ୟାରୁ ଖସି ଅତିଭୀଷଣ ବାତ୍ୟାରେ ପରିଣତ ହୋଇଛି । ସମୁଦ୍ରରେ ଏହାର ବେଗ ବଢ଼ିଛି । ଘଣ୍ଟାକୁ ୧୫ କିମି ବେଗରେ ସ୍ଥଳ ଭାଗ ଆଡକୁ ଗତି କରୁଛି ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ଓଡ଼ିଶାକୁ ଛୁଇଁ ସାରିଛି…

କରୋନା କବଳରେ କରୋନା ଯୋଦ୍ଧା, ରାଜ୍ୟର ପ୍ରଥମ ପୋଲିସ କର୍ମୀ ପଜିଟିଭ ଚିହ୍ନଟ

ଭୁବନେଶ୍ୱର: କରୋନା କବଳରେ ରାଜ୍ୟର ପ୍ରଥମ ପୋଲିସ କର୍ମୀ । ଆକ୍ରାନ୍ତ ଜଣକ ଭୁବନେଶ୍ୱରର ସଶସ୍ତ୍ର ରିଜର୍ଭ ପୋଲିସ (ଏପିଆର) ର ଜଣେ ୩୬ ବର୍ଷୀଯ କନେଷ୍ଟବଳ ବୋଲି ସୂଚନା ମିଳିଛି । ତାଙ୍କ ନିକଟରେ କରୋନା ଲକ୍ଷଣ ନଥିବା ଜଣାପଡ଼ିଛି । ମାତ୍ର ସେ ଦୁଇଜଣ ରାଜ୍ୟ ବାହାର ଶ୍ରମିକଙ୍କ ସଂସ୍ପର୍ଶରେ…

‘ଅମ୍ଫାନ’ ପ୍ରଭାବରେ ଉପକୂଳ ଓଡ଼ିଶାରେ ବର୍ଷା ଜାରି

ଭୁବନେଶ୍ୱର: ସାମୁଦ୍ରିକ ଝଡ ‘ଅମ୍ଫାନ’ ପ୍ରଭାବରେ ଉପକୂଳ ଓଡ଼ିଶାରେ ପ୍ରବଳ ବର୍ଷା ଆରମ୍ଭ ହୋଇଯାଇଛି। ଖୋର୍ଦ୍ଧା, ପୁରୀ, ବାଲେଶ୍ୱର, କୋର୍ଣାର୍କ ଓ ଗାଂଜମରେ ବର୍ଷା ଲାଗି ରହିଛି । କାଲି ଅପରାହ୍ନ ଯାଏ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ବାତ୍ୟା ପ୍ରଭାବରେ ଉତର ଓଡିଶାରେ ୧୧୦ରୁ ୧୨୦…

‘ଅମ୍ଫାନ’ ପାଇଁ ଖୋର୍ଦ୍ଧା ଜିଲ୍ଲା ପ୍ରସ୍ତୁତ: ଜିଲ୍ଲାପାଳ

ଖୋର୍ଦ୍ଧା: ସାମୁଦ୍ରିକ ଝଡ ବାତ୍ୟା ‘ଅମ୍ଫାନ’ ପାଇଁ ଉପକୂଳ ଅଂଚଳରେ ଚାଲିଛି ପ୍ରସ୍ତୁତି । ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ପକ୍ଷରୁ ମଧ୍ୟ ପୁରା ସାଜଗ ଥିବା ଖୋର୍ଦ୍ଧା ଜିଲ୍ଲାପାଳ କହିଛନ୍ତି । ସେ କହିଛନ୍ତି, ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ପକ୍ଷରୁ ଦୁଇଟି ଓଡ୍ରାଫ ଟିମ୍ ପ୍ରସ୍ତୁତ ଅଛନ୍ତି ।…

ଘଂଟା ପ୍ରତି ୧୫ କିଲୋମିଟର ବେଗରେ ଗତି କରୁଛି ‘ଅମ୍ଫାନ’

ଭୁବନେଶ୍ୱର: ଧୀରେ ଧୀରେ ସ୍ଥଳ ଭାଗ ମୁହାଁ ହେଉଛି ସାମୁଦ୍ରିକ ଝଡ ‘ଅମ୍ଫାନ’ । ଏହା ଘଂଟା ପ୍ରତି ୧୫ କିଲୋମିଟର ବେଗରେ ଗତି କରୁଛି । ଏହା କାଲି ଅପରାହ୍ଣରୁ ସନ୍ଧ୍ୟା ଭିତରେ ଦୀଘା-ହାତିଆ ମଝିରେ ଥିବା ସୁନ୍ଦରବନରେ ମାଡ ହେବ । ଏହାର ପ୍ରଭାବରେ ଉତ୍ତର ଓ ଉପକୂଳ ଓଡ଼ିଶାରେ ପ୍ରବଳ ବର୍ଷା ହେବ ।…

ଖୁସି ଖବର: ରାଜ୍ୟରେ ସୁସ୍ଥ ହେଲେ ଆଉ ୩୦ ଆକ୍ରାନ୍ତ

ଭୁବନେଶ୍ୱର: ଖୁସି ଖବର, ରାଜ୍ୟରେ ସୁସ୍ଥ ହେଲେ ଆଉ ୩୦ ଜଣ କରୋନା ଆକ୍ରାନ୍ତ । ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ଅଛନ୍ତି ଗଞ୍ଜାମରୁ ୨୦ଜଣ, କେନ୍ଦ୍ରାପଡାରୁ ୫ ଜଣ, ବାଲେଶ୍ୱର ଏବଂ ଭଦ୍ରକ ଜିଲ୍ଲାରୁ ୨ ଜଣ ଲେଖାଏଁ ସୁସ୍ଥ୍ୟ ହୋଇଛନ୍ତି । ସେହିପରି ନୟାଗଡରୁ ଜଣେ ଆକ୍ରାନ୍ତ ସୁସ୍ଥ୍ୟ…