Latest Odisha News

BREAKING NEWS

Browsing Category

ଫିଚର

ଛାତିଏ ଜହ୍ନରାତି…

ତୁମକୁ ପାଇବି ବୋଲି ଛୁଇଁଲି ଅନ୍ଧାରକୁ ମଜ୍ଜିଲି ପ୍ରେମରେ ବିତେଇଲି ତମ ସହ ରାତି ରାତି ଶୋଇଲି ତମ କୋଳରେ ନିଜର କଲି ନିରବ ମୂହୁର୍ତ୍ତ ମାନଙ୍କୁ ଅସହାୟ ଦିଶୁଥିବା ତାରା ମାନଙ୍କୁ ବୁଝେଇଲି ଅନ୍ଧାରର ଉଷ୍ମ ଚେତନାକୁ ଉପଭୋଗ କଲି ମନଭରି । ହଜିଲି ମୁଁ ନିବିଡ଼ ଶିହରଣରେ ହଜିଲି…

ଚାଷୀଙ୍କ ଆଖିରୁ ନିଦ ହଜାଇ ଦେଲାଣି ବାତ୍ୟା ଭୟ: ପାଣିରେ ପଡିବ ହାଡଭଙ୍ଗା ପରିଶ୍ରମ ଓ ଟଙ୍କା

ଯାଜପୁର: ଆସୁଥିବା ବାତ୍ୟାକୁ ନେଇ ଏବେ ଚିନ୍ତାରେ ଯାଜପୁର ଜିଲ୍ଲାର ରବି ଧାନ ଚାଷୀ । ଅମଳ ହୋଇ ଖଳାରେ ପଡିରହିଛି ହଜାର ହଜାର କ୍ୱିଣ୍ଟାଲ ଧାନ । ସରକାରଙ୍କ ପକ୍ଷରୁ ଏପର୍ଯ୍ୟନ୍ତ ଚାଷୀଙ୍କ ଠାରୁ ଧାନ ସଂଗ୍ରହ କରାଯାଇ ନାହିଁ । ଫଳରେ ବାତ୍ୟା ହେଲେ ସବୁ ଧାନ ନଷ୍ଟ ହୋଇଯିବ । ତାହାସହ ଉଜୁଡି…

ରାଜ୍ୟରେ ପଞ୍ଚମ ମୁଣ୍ଡ ନେଲା କରୋନା

ଭୁବନେଶ୍ୱର: ରାଜ୍ୟରେ ପୁଣି ଜଣେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । ଏହାକୁ ମିଶାଇ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୫ ରେ ପହଞ୍ଚିଥିବା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି। ମୃତକ ଜଣଙ୍କ କଟକ ଜିଲ୍ଲାର ହୋଇଥିବା ବେଳେ ତାଙ୍କ ବୟସ ୭୫ ବର୍ଷ ବୋଲି ଜଣାପଡିଛି ।…

ଗୋଟିଏ ଦିନରେ ଚିହ୍ନଟ ହେଲେ ସର୍ବାଧିକ ୧୦୨ କରୋନା ପଜିଟିଭ୍‌, ୯୭୮ରେ ପହଞ୍ଚିଲା ମୋଟ ସଂଖ୍ୟା

ଭୁବନେଶ୍ୱର: ରାଜ୍ୟରେ ଗୋଟିଏ ଦିନରେ ଚିହ୍ନଟ ହେଲେ ସର୍ବାଧିକ ୧୦୨ ଜଣ କରୋନା ପଜିଟିଭ୍ । ଏଥି ସହ ମୋଟ ସଂଖ୍ୟା ୯୭୮ ପହଞ୍ଚିଛି । ଏ ନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ପକ୍ଷରୁ ସୂଚନା ଦିଆଯାଇଛି । ଏମାନଙ୍କ ମଧ୍ୟରୁ ଯାଜପୁରର ୩୧ ଜଣ, ଜଗତସିଂହପୁରର ୨୩, ଭଦ୍ରକର ୨୧, କେନ୍ଦ୍ରାପଡାର…

ସ୍ଥଗିତ ରହିଲା ମ୍ୟାଟ୍ରିକ ଖାତା ମୂଲ୍ୟାୟନ

ଭୁବନେଶ୍ୱର: ପୁଣି ବାତିଲ ହେଲା ମ୍ୟାଟ୍ରିକ ଖାତା ଦେଖା। ବାତ୍ୟା ଅମ୍ଫାନ ପାଇଁ ପୁଣି ଥରେ ମ୍ୟାଟ୍ରିକ ଖାତା ଦେଖା ବାତିଲ ହୋଇଥିବା ଗଣଶିକ୍ଷା ମନ୍ତ୍ରୀ ସୂଚନା ଦେଇଛନ୍ତି । ଆସନ୍ତା ୨୧ ତାରିଖରୁ ମ୍ୟାଟ୍ରିକ ଖାତା ଦେଖା ହେବା ନେଇ ସୂଚନା ମିଳିଥିବା ବେଳେ ଆଜି ଏହା ବାତିଲ କରାଯାଇଥିବା…

କ୍ୱାରେଣ୍ଟାଇନ କେନ୍ଦ୍ରରେ ବୃଦ୍ଧଙ୍କ ମୃତ୍ୟୁ ଅଭିଯୋଗ

ଭଦ୍ରକ: ଭଦ୍ରକ ଭବାନୀପାଟଣା ବୟାବନାପୁର କ୍ୱାରେଣ୍ଟାଇନ କେନ୍ଦ୍ରରେ ଜଣେ ବୃଦ୍ଧଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ମୃତ ବ୍ୟକ୍ତିଙ୍କ ନାମ ଦେବେନ୍ଦ୍ର ରାଉତ ଓ ତାଙ୍କ ବୟସ ୭୨ ବର୍ଷ ବୟସ । ସେ ରବିବାର ଦିନ କଲିକତାରୁ ଫେରି କ୍ୱାରେଣ୍ଟାଇନ କେନ୍ଦ୍ରରେ ରହିଥିଲେ । ତେବେ ଦେବେନ୍ଦ୍ର…

ଚିନ୍ତା ବଢ଼ାଉଛି କରୋନା: ଭାରତରେ ୧ ଲକ୍ଷ ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା

ନୂଆଦିଲ୍ଲୀ: ଭାରତରେ କାୟା ବିସ୍ତାର କରିଚାଲିଛି କରୋନା ମହାମାରୀ । ରାଜ୍ୟ ପରେ ରାଜ୍ୟକୁ ଏହା ନିଜ କବଳକୁ ନେଇ ସାରିଛି । ଏହାର ପ୍ରଭାବରେ ଭାରତରେ ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି । COVID19 cases cross 1 lakh mark with a single-day jump of 4970…

ବିଶ୍ୱର ଏହି ଦେଶ ଗୁଡିକରେ ଏଯାଏଁ ପଡିନାହିଁ କରୋନା ପାଦ !

ନୂଆଦିଲ୍ଲୀ: କରୋନା ଭାଇରସ ପ୍ରଭାବରେ ସାରା ବିଶ୍ୱରେ ହାହାକାର । ସବୁଠି କରୋନା ବିସ୍ତାର କରି ଚାଲିଛି ନିଜର କାୟା । ତେବେ ଆପଣ ଜାଣିଲେ ଟିକିଏ ଆଶ୍ଚର୍ଯ୍ୟ ହେବେ ଏପରି କିଛି ଦେଶ ଅଛି ଯେଉଁଠି ଏପର୍ଯ୍ୟନ୍ତ କରୋନାଭାଇରସରେ ପାଦ ପଡି ନାହିଁ । ଏହି ଭୂତାଣୁ ୧୮୫ ଦେଶ ନିଜ କବଳକୁ ଆଣି…

ପ୍ରବାସୀ ଶ୍ରମିକଙ୍କୁ ନେଇ ତାମିଲନାଡରୁ ଆସୁଥିବା ବସ କଟକ ନିକଟରେ ଦୁର୍ଘଟଣାଗ୍ରସ୍ତ

କଟକ: ତାମିଲନାଡୁରୁ ଭଦ୍ରକ ଯାଉଥିବା ପ୍ରବାସୀ ଶ୍ରମିକଙ୍କ ବସ୍ କଟକ ଟାଙ୍ଗୀ ନିକଟରେ ଆଜି ଭୋରରୁ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏଥିରେ ୧୦ ଜଣ ଶ୍ରମିକ ଆହତ ହୋଇଛନ୍ତି । ସେମାନଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ଏସିସିବି ମେଡିକାଲ କଲେଜ ଓ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ମିଳିଥିବା…

ପୃଥକ ସଡକ ଦୁର୍ଘଟଣାରେ ପ୍ରାଣ ହରାଇଲେ ପ୍ରବାସୀ ଓଡ଼ିଆ ଓ ଟ୍ରକ ଡ୍ରାଇଭର

ବାଲେଶ୍ଵର: କଲିକତାରୁ ପ୍ରବସୀଙ୍କୁ ନେଇ ଓଡିଶା ଆସୁଥିବା ଏକ ବସ ମଙ୍ଗଳବାର ଦିନ ବାଲେଶ୍ଵର ଠାରେ ଦୁର୍ଘଟଣାଗସ୍ତ ହୋଇଛି । ପ୍ରବସୀଙ୍କୁ ନେଇ ଆସୁଥିବା ଏହି ବସ୍ ଟି ଏକ ଟ୍ରକ ସହ ଧକ୍କା ଦେଇଥିଲା। ଏହି ଦୁର୍ଘଟଣାରେ ବସ୍ ଟି ଭାଙ୍ଗିରୁଜି ଯାଇଥିବା ବେଳେ ଏଥିରେ ଟ୍ରକର ଡ୍ରାଇଭରଙ୍କର…