Latest Odisha News

BREAKING NEWS

Browsing Category

ଫିଚର

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ରାଶି ଫଳ ତା ୧୮-୦୫-୨୦୨୦ ସୋମବାର ଆଜି ଦିନର ମହତ୍ତ୍ୱ ଆଜି ହେଉଛି ୨୦୨୦ ମସିହା ମଇ ମାସ  ତା ୧୮ ରିଖ  ସୋମବାର ବୃଷ ୫ ଦିନ  ଜ୍ଯେଷ୍ଠ ମାସ କୃଷ୍ଣ ପକ୍ଷ  ଏକାଦଶୀ ତିଥି  ଉତ୍ତର ଭାଦ୍ରପଦ ନକ୍ଷତ୍ର ମୀନ ଚନ୍ଦ୍ର ଘାତ ବାର :- ମିଥୁନ  ରାଶିର  ଘାତ ଚନ୍ଦ୍ର : ଧନୁ ରାଶି ପୁରୁଷ ଓ ତୁଳା…

ଆମେରିକା, ଆବୁ ଧାବି, ନାଇଜେରିଆ, କତାର, ଇଥୋପିଆରୁ ପ୍ରବାସୀ ଓଡିଆଙ୍କୁ ଫେରାଇ ଆଣିବା ପାଇଁ ବୈଜୟନ୍ତ ପଣ୍ଡାଙ୍କ ଉଦ୍ୟମ

ଭୁବନେଶ୍ୱର- ବରିଷ୍ଠ ବିଜେପି ନେତା ତଥା ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା ଆମେରିକା, ଆବୁ ଧାବି, ନାଇଜେରିଆ, କତାର, ଇଥୋପିଆ ସମେତ ବିଭିନ୍ନ ଦେଶରେ ଲକ୍‌ଡାଇନ ଯୋଗୁଁ ଫସିରହିଥିବା ପ୍ରବାସୀ ଓଡିଆଙ୍କୁ ଭାରତ ଫେରାଇ ଆଣିବା ପାଇଁ ସଂପୃକ୍ତ ଦେଶରେ ଅବସ୍ଥାପିତ ଭାରତୀୟ…

ପୁରୀରୁ ୪ ଓ ବଲାଙ୍ଗିରରୁ ଆଉ ୨ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଆଉ ୬ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସମ୍ପୃକ୍ତ ୬ ଜଣଙ୍କ ମଧ୍ୟରୁ ପୁରୀରୁ ୪ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଦୁଇ ଜଣ ପୁରୀ ଟାଉନର ହୋଇଥିବା ବେଳେ ଅନ୍ୟ ଦୁଇଜଣ କୋଣାର୍କ ଏବଂ ପିପିଲିର ହୋଇଥିବା ପୁରୀ ଜିଲ୍ଲାପାଳ ସୂଚନା ଦେଇଛନ୍ତି…

ପାଲା ଗାୟନର ପ୍ରଚଣ୍ଡ ପ୍ରତିଭାଧର; ଗାୟକ କଲ୍ଲୋଳ ପ୍ରଫୁଲ୍ଲ କୁମାର ଆଚାର୍ଯ୍ୟ

ଭୁବନେଶ୍ୱର: ବର୍ତ୍ତମାନର ପାଲା ଜଗତରେ ଜଣେ ପ୍ରତିଷ୍ଠିତ ଗାୟକ ହେଉଛନ୍ତି ଗାୟକ କଲ୍ଲୋଳ ପ୍ରଫୁଲ୍ଲ କୁମାର ଆଚାର୍ଯ୍ୟ । ଉଭୟ ଆଲୋଚନା ଏବଂ ପୌରାଣିକ ଆଖ୍ୟାନକୁ ନେଇ ତାଙ୍କ ପାଲା ଗତିଶୀଳ, ଯାହାକି ସବୁ ବର୍ଗର ଦର୍ଶକଙ୍କୁ ଆକୃଷ୍ଠ କରିଥାଏ । ୧୯୫୬ ମସିହା ମାର୍ଚ୍ଚ ୬ ତାରିଖରେ ତତ୍କାଳୀନ କଟକ…

ଡ୍ୟୁଟି ବେଳେ ଟଳି ପଡିଲେ କରୋନା ଯୋଦ୍ଧା

କଟକ : ଡ୍ୟୁଟି ବେଳେ ଜୀବନ ହାରିଲେ ପୋଲିସ କର୍ମଚାରୀ । ଏସସିବିରେ ଡ୍ୟୁଟି କରୁଥିବା ବେଳେ ଓଏସଏପି ୬ଷ୍ଠ ବାଟାଲିଅନର ହାବିଲଦାର ବିଭୂତି ଭୂଷଣ ପ୍ରଧାନ ହଠାତ୍ ଟଳି ପଡିଥିଲେ । ଏହାପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ତେବେ କେଉଁ କାରଣରୁ ବିଭୂତିଙ୍କର ମୃତ୍ୟୁ ହୋଇଛି ତାହା…

ଚୀନ ଛାଡି ଭାରତ ଆସିବ ଜର୍ମାନୀର ଜୋତା କମ୍ପାନୀ ଭୋନ ୱେଲେକ୍ସ

ନୂଆଦିଲ୍ଲୀ: ଚୀନ ପ୍ରତି ବିଦେଶୀ କମ୍ପାନୀଗୁଡିକର ମୋହ ଭଙ୍ଗ ହେବାରେ ଲାଗିଛି । ରବିବାର ଜର୍ମାନୀର ପ୍ରତିଷ୍ଠିତ ଜୋତା କମ୍ପାନୀ ଭୋନ ୱେଲେକ୍ସ ଚୀନ ବଦଳରେ ଭାରତର ଆଗ୍ରାରେ କାରଖାନା ବସାଇବା ପାଇଁ ନିଷ୍ପତି ନେଇଛି । ଏଥିପାଇଁ କମ୍ପାନୀ ଲ୍ୟାଟ୍ରିକ ଇଣ୍ଡଷ୍ଟ୍ରିଜ ସହିତ ଚୁକ୍ତି କରିଛି ।…

ଆଫଗାନିସ୍ତାନରେ ରାଜନୈତିକ ସଙ୍କଟ ଟଳିଲା : ଅଶରଫ ଘନି ଓ ଅବଦୁଲ୍ଲାଙ୍କ ମଧ୍ୟରେ ବୁଝାମଣା

କାବୁଲ: ଦୀର୍ଘ ଦିନ ପରେ ଆଫଗାନିସ୍ତାନରେ ରାଜନୈତିକ ସଙ୍କଟ ଟଳିଛି । ରାଷ୍ଟ୍ରପତି ଅଶରଫ ଘନି ଏବଂ ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ଅବଦୁଲ୍ଲା ଅବଦୁଲ୍ଲା ମଧ୍ୟରେ କ୍ଷମତା ନେଇ ବୁଝାମଣା ହୋଇଛି । ଅଶରଫ ରାଷ୍ଟ୍ରପତି ପଦ ସମ୍ଭାଳିବେ ଏବଂ ଅବଦୁଲ୍ଲାଙ୍କ ନିୟନ୍ତ୍ରଣରେ ମନ୍ତ୍ରାଣାଳୟ ରହିବ ।…

୮ ଲକ୍ଷ ଲୋକଙ୍କ ହତ୍ୟା ପଛରେ ହାତ ଥିବା କୁଖ୍ୟାତ ଅପରାଧୀ କବୁଗା ଫ୍ରାନ୍ସରେ ଗିରଫ

ପ୍ୟାରିସ :୮ ଲକ୍ଷ ଲୋକଙ୍କ ହତ୍ୟା ପଛରେ ହାତ ଥିବା ଆଫ୍ରିକାର ମୋଷ୍ଟ ୱାଣ୍ଟେଡ୍ ମ୍ୟାନ୍  ଲିସିଫେଆନ କବୁଗା ଫ୍ରାନ୍ସରେ ଲୁଚି ଗିରଫ ହୋଇଛନ୍ତି । କବୁଗା ମିଛ ପରିଚୟ ପତ୍ରରେ ପ୍ୟାରିସ୍‌ରେ ୨୫ ବର୍ଷ ହେଲା ପୁଲିସ୍‌କୁ ଚକମା ଦେଖାଇ ଲୁଚି ରହୁଥିଲା । ଆଫ୍ରିକାର ରୱାଣ୍ଡାରେ ୧୯୯୪ରେ ୩ ମାସରୁ…

ଆଉ ପାରିଲାନି, ଜନ୍ମ ପରେ ଛୁଆକୁ ଛାଡି ପଳାଇଲା ମା’

ରାଉରକେଲା: କମୁନି ଦାଦନଙ୍କ ଦୁଃଖ । ସବୁ ସୀମା ଟପି ଯାଇଛି ପ୍ରବାସୀଙ୍କ ଦୁଃଖ । ପ୍ରତିଦିନ ଦେଖିବାକୁ ମିଳିଛୁ ଦୟନୀୟ ଚିତ୍ର । ଚଲାପଥ ଆଗରେ ହାରିଗଲା ମାଆର ମମତା । ଆଉ ଚାଲିପାରିଲାନି । ଜନ୍ମ ପରେ ଛୁଆକୁ ରାସ୍ତାରେ ଛାଡି ଚାଲିଗଲା ମାଆ । ସହିପାରିଲାନି ଭୋକର ଜ୍ୱାଳା । ଲକଡାଉନ କଟକଣା…

୨୪ ଘଣ୍ଟାରେ ଅମ୍ଫାନ ନେବ ଏକଷ୍ଟ୍ରିମ୍ ସାଇକ୍ଲୋନିକ ଷ୍ଟର୍ମର ରୂପ

ଭୁବନେଶ୍ୱର : ଅତି ଭୀଷଣ ଝଡ ବାତ୍ୟାର ରୂପ ନେଲା ଅମ୍ପାନ । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଏହା ଏକଷ୍ଟ୍ରିମ୍ ସାଇକ୍ଲୋନିକ ଷ୍ଟର୍ମରେ ପରିଣତ ହେବ । ବର୍ତ୍ତମାନ ଏହା ପାରାଦୀପଠାରୁ ୯୬୦ କିଲୋମିଟର ଦୂରରେ ଥିବା ସୂଚନା ଦେଇଛନ୍ତି ଏସ୍‌ଆରସି ପ୍ରଦୀପ ଜେନା । ଆସନ୍ତାକାଲି ସନ୍ଧ୍ୟାରୁ…