Latest Odisha News

BREAKING NEWS

Browsing Category

ଫିଚର

୧୪ ଦିନିଆ କ୍ୱାରେଣ୍ଟାଇନରେ ବଲିଉଡ ଅଭିନେତା ନୱାଜୁଦ୍ଦିନ ଓ ତାଙ୍କ ପରିବାର

ମୁଜାଫରନଗର: ବଲିଉଡ ଅଭିନେତା ନୱାଜୁଦ୍ଦିନ ସିଦ୍ଦିକି ଏବଂ ତାଙ୍କ ପରିବାର ୧୪ ଦିନିଆ କ୍ୱାରେଣ୍ଟାଇନରେ ଅଛନ୍ତି । ସେମାନେ ମୁମ୍ବାଇରୁ ସେମାନଙ୍କ ପୈତୃକ ଘରୁ ଯାତ୍ରା କରି ଫେରିବା ପରେ ସେମାନଙ୍କୁ ୧୪ ଦିନ ପାଇଁ କ୍ୱାରେଣ୍ଟାଇନରେ ରଖାଯାଇଛି । ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ନୱାଜ ତାଙ୍କ…

କୋଭିଡ-୧୯ ଲକଡାଉନ; ଭୁବନେଶ୍ୱରରେ ଶୀତଳ ଷଷ୍ଠୀ ଯାତ୍ରା ବାତିଲ

ଭୁବନେଶ୍ୱର: ଦେଶରେ ଆସନ୍ତା ୩୧ ତାରିଖ ଯାଏଁ ଲକଡାଉନ୍ ଅବଧିକୁ ବଢାଯାଇଛି। ଏହି ପରିପ୍ରେକ୍ଷୀରେ ଭୁବନେଶ୍ୱରରେ ହେବାକୁ ଥିବା ପ୍ରଭୁ ଲିଙ୍ଗରାଜଙ୍କ ଶୀତଳ ଷଷ୍ଠୀ ଯାତ୍ରାକୁ ବାତିଲ କରିଦିଆଯାଇଛି। ଏହି ଯାତ୍ରା ମେ ୨୭ ତାରିଖରେ ଅନୁଷ୍ଠିତ ହୋଇଥାନ୍ତା। ଭୁବନେଶ୍ୱର ମ୍ୟୁନିସିପାଲିଟି…

ଆଜି ରାଜ୍ୟରେ ଚିହ୍ନଟ ୪୮ ଆକ୍ରାନ୍ତଙ୍କ ସମ୍ପୂର୍ଣ୍ଣ ବିବରଣୀ, ଜାଣନ୍ତୁ

ଭୁବନେଶ୍ୱର: ରାଜ୍ୟରେ ବଢିଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଆଜି ସକାଳୁ ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ଆଉ ୪୮ ପଜିଟିଭ ଆକ୍ରାନ୍ତ । ଚାହୁଁ ଚାହୁଁ ଏହି ଭୂତାଣୁ ରାଜ୍ୟର ୨୩ ଟି ଜିଲ୍ଲାରେ ନିଜ କାୟା ବିସ୍ତାର କରି ସାରିଲାଣି । ଆଜି ଏକ ନୂଆ ଜିଲ୍ଲା କନ୍ଧମାଳରେ ୨ ଜଣ କରୋନା ପଜିଟିଭ…

କରୋନା ମ୍ୟାପରେ ଯୋଡି ହେଲା ଆଉ ଏକ ଜିଲ୍ଲା; ରାଜ୍ୟରେ ଚିହ୍ନଟ ହେଲେ ଆଉ ୪୮ ପଜିଟିଭ

ଭୁବନେଶ୍ୱର: ରାଜ୍ୟରେ ବଢିଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ସୋମବାର ଦିନ ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ଆଉ ୪୮ ପଜିଟିଭ । କରୋନା ମ୍ୟାପରେ ପ୍ରଥମ ଥର ପାଇଁ ଯୋଡି ହୋଇଛି ଆଉ ଏକ ଜିଲ୍ଲା । ଆଜି ପର୍ଯ୍ୟନ୍ତ ଗ୍ରୀନ ଜୋନରେ ଥିବା କନ୍ଧମାଳ ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି ୨ ଜଣ କରୋନା…

ଆଜି ସୁପର ସାଇକ୍ଲୋନର ରୂପ ନେବ ଅମ୍ଫାନ୍

ଭୁୁବନେଶ୍ୱର : ପ୍ରଳୟଙ୍କରୀ ରୂପ ଧାରଣ କରି ଆଗକୁ ଆଗକୁ ମାଡି ଆସୁଛି ଅମ୍ଫାନ୍। ଆଜି ନେବ ସୁପର ସାଇକ୍ଲୋନର ରୂପ। ସନ୍ଧ୍ୟା ସାଢ଼େ ୫ଟାରୁ ଆସନ୍ତାକାଲି ସକାଳ ସାଢେ଼ ୫ଟା ଭିତରେ ସୁପର ସାଇକ୍ଲୋନରେ ପରିଣତ ହେବ ଅମ୍ଫାନ୍ । ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ କିଛି ସମୟ ପୂର୍ବରୁ ଏହି ସୂଚନା…

ବାରାକ୍ ଓବାମାଙ୍କୁ ଜଣେ ଅଯୋଗ୍ୟ ରାଷ୍ଟ୍ରପତି ବୋଲି କହିଲେ ଟ୍ରମ୍ପ !

ୱାସିଂଟନ୍: ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ୍ ଓବାମାଙ୍କୁ ଅଯୋଗ୍ୟ ଓ ଅପାରଗ ବୋଲି କହି ସମାଲୋଚନା କରିଛନ୍ତି ରାଷ୍ଟ୍ରପତି ଟ୍ରମ୍ପ୍ । ରବିବାର ଦିନ ହ୍ଵାଇଟ ହାଉସରେ ଟ୍ରମ୍ପ ଗଣମାଧ୍ୟମକୁ କହିଛନ୍ତି ଯେ, " (ଓବାମା) ଜଣେ ଅଯୋଗ୍ୟ ରାଷ୍ଟ୍ରପତି, ଜଣେ ଅକ୍ଷମ ରାଷ୍ଟ୍ରପତି। ମୁଁ କେବଳ…

ଚାଲିଚାଲି ଯାଉଥିବା ପ୍ରବସୀଙ୍କୁ ନିଜ ରାଜ୍ୟ ଯାଏଁ ପହଞ୍ଚିବାକୁ ସାହାଯ୍ୟ କଲା ଓଡିଶା ପୋଲିସ

ଭୁବନେଶ୍ୱର: ଭୁବନେଶ୍ୱରର ଇନଫୋସିଟି ନିକଟରେ କାର୍ଯ୍ୟ କରୁଥିବା ୩୧ ଜଣ ପ୍ରବାସୀ ଚାଲି ଚାଲି ନିଜ ରାଜ୍ୟ ଝାଡ଼ଖଣ୍ଡକୁ ଫେରୁଥିବା ବେଳେ ତାଙ୍କୁ ଡମଣା ଛକ ଠାରେ ଅଟକା ଯାଇଥିଲା । ମିଳିଥିବା ସୂଚନା ଅନୁସାରେ ଝାଡଖଣ୍ଡର ଏହି ଶ୍ରମିକମାନେ ଲକଡାଉନ ପରେ ନିଜ ଚାକିରି ହରାଇଥିଲେ। ସେମାନଙ୍କ…

ୟେଲୋ ଆଲର୍ଟରେ ଓଡ଼ିଶା ଓ ପଶ୍ଚିମବଙ୍ଗ ଉପକୂଳ

ଭୁୁବନେଶ୍ୱର : ବାତ୍ୟାକୁ ଦୃଷ୍ଟିରେ ରଖି ଓଡ଼ିଶା ଓ ପଶ୍ଚିମବଙ୍ଗ ଉପକୂଳରେ ଜାରି ହୋଇଛି ୟେଲୋ ଆଲର୍ଟ । ଅମ୍ଫାନ ପ୍ରଭାବରେ ଆଜି ସନ୍ଧ୍ୟାରୁ ଗଜପତି, ଗଞ୍ଜାମ, ପୁରୀ, ଜଗତସିଂହପୁର ଓ କେନ୍ଦ୍ରାପଡ଼ାର କିଛି ସ୍ଥାନରେ ପ୍ରବଳ ବର୍ଷା ହେବ । ସହ ଦକ୍ଷିଣ ଓଡ଼ିଶା ଉପକୂଳରେ ୪୦ରୁ ୪୫ କି.ମି.…

ଉଦବେଗ ହେଉଛି ସ୍ଥିତି; ଭାରତରେ ୨୪ ଘଣ୍ଟାରେ ସର୍ବାଧିକ ୫୨୪୨ ଆକ୍ରାନ୍ତ, ୧୫୭ ମୃତ

ନୂଆଦିଲ୍ଲୀ: ଭାରତରେ କାୟା ବିସ୍ତାର କରିଚାଲିଛି କରୋନା ମହାମାରୀ । ରାଜ୍ୟ ପରେ ରାଜ୍ୟକୁ ଏହା ନିଜ କବଳକୁ ନେଇ ସାରିଛି । ଏହାର ପ୍ରଭାବରେ ଭାରତରେ ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି । ସ୍ୱାସ୍ଥ୍ୟ ବିଭାଗର ସଦ୍ୟତମ ସୂଚନା ଅନୁଯାୟୀ, ଭାରତରେ କରୋନା ଆକ୍ରାନ୍ତଙ୍କ…

ଅତି ଭୟଙ୍କର ରୂପ ନେଇ ସ୍ଥଳଭାଗ ମୁହାଁ ଅମ୍ଫାନ

ଭୁୁବନେଶ୍ୱର : ଅତି ଭୟଙ୍କର ସାମୁଦ୍ରିକ ଝଡ଼ର ରୂପ ନେଇ ଗତ ୬ ଘଣ୍ଟା ହେଲା ଘଣ୍ଟାପ୍ରତି ୧୩ କି.ମି. ବେଗରେ ଆଗକୁ ବଢ଼ିଚାଲିଛି ଅମ୍ଫାନ । ଭାରତୀୟ ପାଣିପାଗ ବିଭାଗର ତାଜା ବୁଲେଟିନ ଅନୁସାରେ ବଙ୍ଗୋପସାଗରରେ ସୃଷ୍ଟ ଏହି ଝଡ଼ ବର୍ତ୍ତମାନ ପାରାଦୀପଠାରୁ ୮୨୦ କି.ମି. ଦକ୍ଷିଣ, ଦୀଘାଠାରୁ…