Latest Odisha News

BREAKING NEWS

Browsing Category

ଫିଚର

ଗଞ୍ଜାମ ଭଞ୍ଜନଗରରେ ଚାଷୀଙ୍କୁ ଦଳିଦେଲା ଦନ୍ତା , ଗାଁରେ ଚାପା ଉତ୍ତେଜନା

ଗଞ୍ଜାମ : ଥମୁନି ହାତୀ ଆତଙ୍କ  । ହାତୀ ମଣିଷ ଲଢେଇ ମଧ୍ୟରେ କେତେବେଳେ ମଣିଷର ଜୀବନ ଯାଉଛି ତ କେତେବେଳେ ହାତୀ ବଳି ପଡୁଛି  । ଏମିତି କିଛି ଘଟଣା ଘଟିଛି ଗଞ୍ଜାମ ଭଞ୍ଜନଗର ଅଂଚଳରେ  । ହାତୀ ଆକ୍ରମଣରେ ଜଣେ ଚାଷୀଙ୍କର ମୃତ୍ୟୁ ଘଟିଛି । ମୃତକ ଟୁନା ଗୌଡ ବୋଲି ଜଣାପଡିଛି  । ଗତକାଲି…

ତିନିଦିନ ହେଲା ଉପାସରେ ଲିଙ୍ଗରାଜ: ଆଜି ସ୍ୱତନ୍ତ୍ର ବୈଠକରେ ସମାଧାନ ନ ହେଲେ ଗ୍ରହଣ କରାଯିବ ବିକଳ୍ପ ବ୍ୟବସ୍ଥା

ଭୁବନେଶ୍ୱର: ତିନି ଦିନ ହୋଇଗଲଣି । ବିଶ୍ୱ ନିୟନ୍ତା ପ୍ରଭୁ ଶ୍ରୀ ଲିଙ୍ଗରାଜ ଖାଡା ଉପାସରେ । ନା ହେଉଛି ନୀତିକାନ୍ତି ନା ଭୋଗଲାଗି । ସେବାୟତ ବିବାଦକୁ ନେଇ ବନ୍ଦ ରହିଛି ମହାପ୍ରଭୁଙ୍କ ସେବା । ଆଜି ବସିବ ସେବାୟତ-ମନ୍ଦିର ପ୍ରଶାସନ ସ୍ୱତନ୍ତ୍ର ବୈଠକ । ବୈଠକରେ ଆଲୋଚନା ପରେ ସମାଧାନର…

ପାରା ଏସୀୟ କ୍ରୀଡା: ପ୍ରମୋଦ ଭଗତ ଓ ଶୀତଳ ଦେବୀଙ୍କୁ ଗୋଲ୍ଡ ମେଡାଲ

ନୂଆଦିଲ୍ଲୀ : ପାରା ଏସୀୟ କ୍ରୀଡାରେ ପ୍ରମୋଦ ଭଗତଙ୍କୁ ସ୍ବର୍ଣ୍ଣ  । ବ୍ୟାଡମିଣ୍ଟନ ସିଙ୍ଗଲ୍ସରେ ସ୍ବର୍ଣ୍ଣ ପଦକ ଜିତିଛନ୍ତି ପ୍ରମୋଦ ଭଗତ  । ନିତେଶ କୁମାରଙ୍କ ହରାଇ ସେ ସ୍ବର୍ଣ୍ଣ ଜିତିଛନ୍ତି  । ପ୍ରମୋଦ ଫାଇନାଲରେ ୨୨-୨୦, ୧୮-୨୧ , ୨୧-୧୯ରେ ଜିତିଛନ୍ତି  ।  ୨୦୧୦ରେ ଏକକ ଓ ଯୁଗଳରେ…

ପୁଣି ଅଶାନ୍ତ ହେଲା ରାଜଧାନୀ: ପଞ୍ଚାୟତ ନିର୍ବାଚନକୁ ନେଇ ପଟିଆ ପଦ୍ମକେଶରପୁରରେ ଗୋଷ୍ଠୀ ସଂଘର୍ଷ, ଫୋର୍ସ ମୂତୟନ

ଭୁବନେଶ୍ବର: ପୁଣି ଅଶାନ୍ତ ହୋଇଉଠିଲା ରାଜଧାନୀ  । ପଞ୍ଚାୟତ ନିର୍ବାଚନକୁ ନେଇ ପଟିଆ ପଦ୍ମକେଶରପୁରରେ ଗୋଷ୍ଠୀ ସଂଘର୍ଷ  । ଦୁଇ ଓ୍ବାର୍ଡବାସୀଙ୍କ ମଧ୍ୟରେ ପଥର ଏବଂ ବୋତଲ ମାଡ ହୋଇଥିବା ଦେଖିବାକୁ ମିଳିଛି ।  ଫଳରେ ବହୁ ଲୋକ ଆହତ ହୋଇଛନ୍ତି  । ପ୍ରାୟ ଦୁଇ ବର୍ଷ ହେବ ପଞ୍ଚାୟତ…

ନଭେମ୍ବର ପହିଲାରୁ ଧାନ ସଂଗ୍ରହ: ମଣ୍ଡିରେ ସିସିଟିଭି ବାଧ୍ୟତାମୂଳକ

ଭୁବନେଶ୍ୱର:ନଭେମ୍ବର ପହିଲାରୁ ମଣ୍ଡିରେ ଧାନ ସଂଗ୍ରହ । ଧାନ ସଂଗ୍ରହ ବେଳେ ଲାଗିବ ସିସିଟିଭି କ୍ୟାମେରା । ମଣ୍ଡିରେ ସିସିଟିଭି କ୍ୟାମେରା ବାଧ୍ୟତାମୂଳକ କରାଯାଇଛି । ଖରିଫ ଚାଷବେଳେ ଉତ୍ପାଦନ ହୋଇଥିବା ଚାଷୀଙ୍କ ବଳକା ଧାନ ମଣ୍ଡିରେ ଦେଇପାରିବେ । ଧାନ ସଂଗ୍ରହରେ ସ୍ୱଚ୍ଛତା ଅବଲମ୍ବନ…

ସ୍ୱାସ୍ଥ୍ୟ ପାଇଁ ଉପକାରୀ ଗୁଜୁରାତି: ପ୍ରତିଦିନ ଖାଆନ୍ତୁ ମିଳିବ ଏସବୁ ରୋଗରୁ ମୁକ୍ତି….

ନୂଆଦିଲ୍ଲୀ : ପ୍ରାୟ ସମସ୍ତଙ୍କ ରୋଷେଇ ଘରେ ଗୁଜୁରାତି ଉପଲବ୍ଧ ରହିଥାଏ  । ଅନେକ ଲୋକ ଖାଦ୍ୟରେ ଗୁଜୁରାତିକୁ ସାମିଲ କରନ୍ତି  । କିନ୍ତୁ ଜାଣିଛନ୍ତି ଏହା ଆମ ଶରୀର ପାଇଁ କେତେ ଉପକାରୀ । ଆସନ୍ତୁ ଜାଣିବା ଗୁଜୁରାତିର ଉପକାରିତା । ଯଦି ଆପଣଙ୍କୁ ବାରମ୍ବାର ବ୍ୟସ୍ତ ଲାଗିବା ଭଳି ଅନୁଭବ…

ଗାଜା ଉପରେ ଇସ୍ରାଏଲର ଆଖିବୁଜା ଆକ୍ରମଣ: ୪୧ ବନ୍ଧକଙ୍କ ମୃତ୍ୟୁ

ନୂଆଦିଲ୍ଲୀ:ଇସ୍ରାଏଲ ଗାଜା ମଧ୍ୟରେ ଲଗାତାର ୨୧ ଦିନ ଧରି ଯୁଦ୍ଧ ଜାରି ରହିଛି । ଏହି ଯୁଦ୍ଧରେ ବର୍ତ୍ତମାନ ସୁଦ୍ଧା ଉଭୟ ପକ୍ଷରୁ ମିଶି ୮,୫୦୦ରୁ ଅଧିକ ଲୋକଙ୍କ ଜୀବନ ଗଲାଣି । ଏମାନଙ୍କ ୩ ହଜାର ଶିଶୁ ଥିବା କୁହାଯାଉଛି । ୭ ଅକ୍ଟୋବରରେ ହମାସ ଇସ୍ରାଏଲ ଉପରେ ରକେଟ ଆକ୍ରମଣ କରିଥିଲା ।…

ରାୟଗଡାରେ ପୃଥକ୍ ବାଇକ୍ ଦୁର୍ଘଟଣାରେ ଚାଲିଗଲା ଦୁଇ ଜୀବନ, ୪ ଗୁରୁତର

ରାୟଗଡା : ଦୁର୍ଘଟଣାରେ ଚାଲିଗଲା ଦୁଇ ଜୀବନ  । ରାୟଗଡାରେ ପୃଥକ ବାଇକ୍ ଦୁର୍ଘଟଣାରେ ଦୁଇ ମୃତ , ୪ ଗୁରୁତର  । ଚାନ୍ଦିଲି ଥାନା ଭୁଜବଳ ଗାଁ ରାସ୍ତାରେ ଦୁଇଟି ବାଇକ୍ ମୁହାଁମୁହିଁ ଧକ୍କା ହୋଇଛି । ଫଳରେ ଜଣେ ବାଇକ୍ ଆରୋହୀଙ୍କର ମୃତ୍ୟୁ ଘଟିଥିବାବେଳେ ୩ ଜଣଙ୍କୁ ଗୁରୁତର ଅବସ୍ଥାରେ…

ଆକାଶମାର୍ଗରେ ଦାଦାଗିରି ଦେଖାଇଲା ଚୀନ: ଆମେରିକା ବିମାନକୁ ଖସାଇବାକୁ ଚେଷ୍ଟା, ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ:ପୁଣି ତେଜିଲା ଆମେରିକା-ଚୀନ ବିବାଦ ।  ତାଇବାନକୁ ନେଇ ଚୀନ-ଆମେରିକା ବିବାଦ ଦିନକୁ ଦିନ  ବଢିବାରେ ଲାଗିଛି । ଇତିମଧ୍ୟରେ ଆମେରିକା ଦାବି କରିଛି, ଚୀନ ଦକ୍ଷିଣ ଚୀନ ସାଗରରେ ରୁଟିନ ଅପରେଶନ ଜାରି ରଖିଛି । ସେତିକି ନୁହେଁ, ଆମେରିକା ବୟୁସେନାର ବି-୫୨ ବିମାନକୁ  ରୋକିବାକୁ…

ଦୁର୍ଗାପୂଜା ବିସର୍ଜନ ଶୋଭାଯାତ୍ରା ବେଳେ ବୃଦ୍ଧଙ୍କୁ ହୃଦଘାତ

ଭୁବନେଶ୍ୱର: ଗୁରୁବାର ଦୁର୍ଗା ମୂର୍ତ୍ତି ବିସର୍ଜନ ଶୋଭାଯାତ୍ରାରେ ଡିଜେ ମ୍ୟୁଜିକର ବିକଟାଳ ଶବ୍ଦ ଯୋଗୁଁ ଜଣେ ବୃଦ୍ଧ ହୃଦଘାତର ଶିକାର ହୋଇଥିବା ସୂଚନା ମିଳିଛି। ବିଭିନ୍ନ ପର୍ବପର୍ବାଣୀ ଓ ସାମାଜିକ କାର୍ଯ୍ୟକ୍ରମରେ ଅଧିକ ଡେସିବଲ ବାଦ୍ୟ ଉପରେ କମିସନରେଟ୍ ପୁଲିସର କଟକଣା ସତ୍ତ୍ୱେ…