Latest Odisha News

BREAKING NEWS

Browsing Category

ଫିଚର

ଇଂଲଣ୍ଡ ସମ୍ମୁଖରେ ୨୮୭ ରନର ଲକ୍ଷ୍ୟ ରଖିଲା ଅଷ୍ଟ୍ରେଲିଆ

ଅହମ୍ମଦାବାଦ: ବିଶ୍ୱକପ କ୍ରିକେଟରେ ଶନିବାର ଇଂଲଣ୍ଡ ସମ୍ମୁଖରେ ୨୮୭ ରନର ବିଜୟ ଲକ୍ଷ୍ୟ ରଖିଛି ଅଷ୍ଟ୍ରେଲିଆ । ପ୍ରଥମେ ବ୍ୟାଟିଂ କରି ଅଷ୍ଟ୍ରେଲିଆ ୪୯.୩ ଓଭରରେ ୨୮୬ ରନ କରି ଅଲଆଉଟ ହୋଇ ଯାଇଥିଲା । ଷ୍ଟିଭେନ ସ୍ମିଥ ୪୪, ମାର୍ନସ ଲାବୁଶେନ ୭୧ ଓ କାମେରୁନ ଗ୍ରୀନ ୪୭ ରନର ଇନିଂସ ଖେଳିଥିଲେ ।…

ଦିଲ୍ଲୀରେ ଏକାଧିକ ଯାନକୁ ଧକ୍କା ଦେଲା ଡିଟିସି ବସ; ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ: ଦିଲ୍ଲୀର ରୋହିଣୀ ଇଲାକାରେ ଶନିବାର ଏକ ଭୟଙ୍କର ଦୁର୍ଘଟଣା ଘଟିଯାଇଛି ।  ଅପରାହ୍ନରେ ଏକ ଡିଟିସି ବସ ନିୟନ୍ତ୍ରଣ ହରାଇ ଏକାଧିକ ଯାନକୁ ଧକ୍କା ଦେଇଛି । ଏହି ଦୁର୍ଘଟଣାରେ ୩୦ ବର୍ଷର ଜଣେ ଯୁବକଙ୍କର ମୃତ୍ୟୁ ଘଟିଛି । ଜଣେ ଆହତ ହୋଇଛନ୍ତି । ଦୁର୍ଘଟଣାର ଦୃଶ୍ୟ ସିସିଟିଭି…

୨୫ ଟଙ୍କାରେ ମିଳିଲା ଏକ କିଲୋ ପିଆଜ; ବିକିଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ:  ଖରିଫ ଫସଲ ଆସିବାରେ ବିଳମ୍ବ ହେବା କାରଣରୁ ପିଆଜ ଦର ବୃଦ୍ଧିରୁ ଉପଭୋକ୍ତା ମାନଙ୍କୁ ରକ୍ଷା କରିବା ପାଇଁ ସରକାର ବଫରରୁ ପିଆଜ କିଲୋ ପିଛା ୨୫ ଟଙ୍କା ରିହାତି ଦରରେ ଖୁଚୁରା ବିକ୍ରି ଆରମ୍ଭ କରିଛନ୍ତି । ଖାଉଟି ବ୍ୟାପାର ବିଭାଗ ଏନ୍ସିସିଏଫ୍, ନାଫେଡ, କେନ୍ଦ୍ରୀୟ ଭଣ୍ଡାର ଏବଂ…

ରାଜଧାନୀରେ ଘରେ ପଶି ଚୋରି ଘଟଣା, ୪ ଅଭିଯୁକ୍ତ ଗିରଫ

ଭୁବନେଶ୍ୱର: ସହରରେ ବଢିଚାଲିଛି ଚୋରଙ୍କ ପ୍ରାଦୁର୍ଭାବ। ଦିନ ଦ୍ୱିପ୍ରହର ହେଉ କିମ୍ବା ରାତି ଅଧିଆ ସିଧାସଳଖ ଘରେ ପଶି ଲୁଟି ନେଉଛନ୍ତି ଚୋର ଗୋଷ୍ଠୀ। ଘରର ତାଲା ଭଙ୍ଗି ଭିତରେ ଥିବା ସମସ୍ତ ଜିନିଷ ଚୋରି କରି ନେଇଥିବା ଅଭିଯୋଗରେ ଚାରି ଜୋଣ ଅଭିଯୁକ୍ତଙ୍କୁ ଗିରଫ କରିଛି ଭରତପୁର ଥାନା ପୋଲିସ।…

ହମାସ ଉପରେ ଇସ୍ରାଏଲର ବଡ ଆକ୍ରମଣ: ମୁଖ୍ୟ ଆତଙ୍କୀ ଇସ୍ମାଏଲ ହାନିଆଙ୍କ ଘର ଉପରେ ମିସାଇଲ ମାଡ

ନୂଆଦିଲ୍ଲୀ: ଇସ୍ରାଏଲ ଏବଂ ହମାସ ମଧ୍ୟରେ ଚାଲିଥିବା ଯୁଦ୍ଧର ୨୯ ଦିନରେ ଆସିଲା ବଡ ଖବର । ମିଳିଥିବା ଖବର ଅନୁସାରେ, ଇସ୍ରାଏଲ ସେନା ହମାସର ମୁଖ୍ୟ ଇସ୍ମାଏଲ ହାନିଆଙ୍କ ଘର ଉପରେ ମିସାଇଲ ଆଟାକ କରୁଛି । ଅଲ-ଅକ୍ସା ରେଡିଓ ପକ୍ଷରୁ କୁହାଯାଇଛି, ଏକ ଇସ୍ରାଏଲି ଡ୍ରୋନ ଇସ୍ମାଇଲ ହାନିଆଙ୍କ ଗାଜା…

ଶ୍ରୀରାମଙ୍କ ପାଇଁ ୧୦୧ ହୀରା, ୧୧ କିଲୋ ସୁନାରେ ନିର୍ମିତ ମୁକୁଟ ଦେବ ଠକ ସୁକେଶ

ନୂଆଦିଲ୍ଲୀ: ଠକ ସୁକେଶ ଚନ୍ଦ୍ରଶେଖର ଏବେ ଦିଲ୍ଲୀ ଜେଲରେ ବନ୍ଦ ଅଛି । ଜେଲରେ ବନ୍ଦ ଥିବା ସୁକେଶ ଅଯୋଧ୍ୟାରେ ନିର୍ମିତ ହେଉଥିବା ଶ୍ରୀରାମ ମନ୍ଦିର ପାଇଁ ଦାନ କରିବାକୁ ଆଗ୍ରହ ପ୍ରକାଶ କରିଛି । ସୁକେଶ ୧୦୧ ହୀରା ଓ ୧୦ କିଲୋ ସୁନାରେ ନିର୍ମିତ ମୁକୁଟ ମହାପ୍ରଭୂଙ୍କୁ ଦେବା ପାଇଁ ଚାହିଁଛି ।…

ଗ୍ୟାସରେ ରୋଷେଇ କରିବାରୁ ରାଗିଗଲେ ସ୍ୱାମୀ; କଟୁରୀ ଚୋଟରେ ନେଇଗଲେ ସ୍ତ୍ରୀଙ୍କ ଜୀବନ

ଭୁବନେଶ୍ୱର: କଥା ଥିଲା ସାମାନ୍ୟ । ଚୁଲିରେ ରୋଷେଇ ନ କରି କରିଦେଲେ ଗ୍ୟାସରେ । ଏଥିପାଇଁ ବାଜି ପଡିଲା ଜୀବନ । ସ୍ୱାମୀଙ୍କ ଆକ୍ରୋଶର ଶୀକାର ହେଲେ ମହିଳା । ଚାଲିଗଲା ଜୀବନ । ଘଟଣା ଘଟିଛି ଆସ୍କା ଧରାକୋଟ ବ୍ଲକ ରୁଗୁମୁ ଗ୍ରାମରେ । ସୂଚନା ଅନୁସାରେ, ଘରେ ସ୍ୱାମୀ ମିଥୁନ ସ୍ୱାଇଁ ଓ…

ଓଡ଼ିଶା ଷ୍ଟେଟ୍‌‌ ବାର୍‌‌ କାଉନସିଲ ସଦସ୍ୟ ପ୍ରତିନିଧି ନିର୍ବାଚନ ସ୍ଥଗିତ

ଭୁବନେଶ୍ୱର: ଓଡ଼ିଶା ଷ୍ଟେଟ୍‌ ବାର୍‌ କାଉନସିଲ ସଦସ୍ୟ ପ୍ରତିନିଧି ନିର୍ବାଚନ ସ୍ଥଗିତ କରାଯାଇଛି। ନିର୍ବାଚନକୁ ସ୍ଥଗିତ ରଖିଲା ବାର୍‌‌ କାଉନସିଲ୍‌‌ ଅଫ୍‌‌ ଇଣ୍ଡିଆ। ଆସନ୍ତାକାଲି ଅର୍ଥାତ୍ ନଭେମ୍ବର ୫ ତାରିଖରେ ହୋଇଥାନ୍ତା ବାର୍‌ କାଉନସିଲ ସଦସ୍ୟ ପ୍ରତିନିଧି ନିର୍ବାଚନ ଅନୁଷ୍ଠିତ ହେବାର…

ମହିଳା ସାମ୍ବାଦିକଙ୍କୁ ମାଡ ମାରି ଗିରଫ ହେଲେ ପ୍ରଯୋଜକ ଟୁଟୁ ନାୟକ

ଭୁବନେଶ୍ୱର: ଗିରଫ ହେଲେ ଟୁଟୁ ନାୟକ । ମହିଳା ସାମ୍ବାଦିକଙ୍କୁ ମାଡ ମାରିଥିବା ଅଭିଯୋଗରେ ଗିରଫ କଲା ଖାରବେଳ ନଗର ଥାନା ପୋଲିସ । ଆଜି ତାଙ୍କୁ ଥାନାକୁ ଆଣି ଜେରା କରୁଥିଲା । ଏହା ପରେ ଗିରଫ କରିଛି ପୋଲିସ  । ଏନେଇ ସୂଚନା ଦେଇଛନ୍ତି, ଜୋନ୍‌-୪ ଏସିପି ମାନସ ଗଡ଼ନାୟକ  ।  ମହିଳା…

ମହକୁଥିଲା ମାଟି, ଝଲସୁଥିଲା ଚମକ: ଦେଖିବା ଲୋକେ କହୁଥିଲେ..‘ଏତେ ସୁନ୍ଦର’

ଭୁବନେଶ୍ୱର:ମାଟିର ମହକରେ ଝଲସୁଥିଲା ପ୍ରଦର୍ଶନୀ ପଡିଆ । କେଉଁଠି ରଙ୍ଗବେରଙ୍ଗର ଦୀପ ତ କେଉଁଠି ଚିକମିକ ଦୀପଦାନୀ  । କେଉଁଠି କାରୁକାର୍ଯ୍ୟ ବିମଣ୍ଡିତ ଚାବି ଷ୍ଟାଣ୍ଡ ତ କେଉଁଠି ଆକର୍ଷଣୀୟ  ଚୂଲି। ପୁଣି କେଉଁଠି ସୁନ୍ଦର ମନଲୋଭା ଗାର୍ଡେନ ପଟ୍ ଆଉ ଘରସଜା ଉପକରଣ ।   ସତେ  ଯେମିତି ଦର୍ଶକର…