Latest Odisha News

BREAKING NEWS

Browsing Category

ଫିଚର

ପୋଲିସ ସବ୍‌-ଇନ୍ସପେକ୍ଟର ଶୁଭଶ୍ରୀଙ୍କୁ ପ୍ରଶଂସା କଲେ ମେଗାଷ୍ଟାର୍ ଚିରଞ୍ଜିବୀ !

ମାଲକାନଗିରି: ସାରା ଦେଶରେ ଲକ୍‌ଡ଼ାଉନ୍ ନିୟମ ପାଳନ ହେଉଥିବା ବେଳେ ନିରାଶ୍ରୟ ତଥା ଅସହାୟ ବ୍ୟକ୍ତିମାନଙ୍କ ପ୍ରତି ସଦୟ ଅନୁକମ୍ପା ପ୍ରଦର୍ଶନ କରିଛନ୍ତି ପୋଲିସ ବିଭାଗର ଅନେକ କର୍ତ୍ତବ୍ୟରତ କର୍ମଚାରୀ । ଓଡ଼ିଶାର ମାଲକାନଗିରି ଜିଲ୍ଲାର ପୋଲିସ ସବ୍‌-ଇନ୍ସପେକ୍ଟର ଶୁଭଶ୍ରୀ ନାୟକ ଜଣେ…

ସାମାଜିକ ଦୂରତ୍ୱ ସଚେତନତା ନେଇ ଜନସାଧାରଣଙ୍କ ଉଦ୍ଦେଶ୍ୟରେ ସଙ୍ଗୀତ ରଚନା କଲେ ଯାଜପୁର ଜିଲ୍ଲାପାଳ

ଯାଜପୁର: କରୋନାଭାଇରସ୍ ମହାମାରୀ ସମୟରେ ଲୋକଙ୍କୁ ଘରେ ରହିବାକୁ ପରାମର୍ଶ ଦେଉଛି ପ୍ରଶାସନ । ଏନେଇ ସଚେତନତା ସୃଷ୍ଟି କରିବା ଲକ୍ଷ୍ୟରେ ଏକ ଗୀତ ରଚନା କରିଛନ୍ତି ଯାଜପୁର ଜିଲ୍ଲାପାଳ ରଞ୍ଜନ କୁମାର ଦାଶ । ଯାଜପୁର ଜିଲ୍ଲାପାଳ ରଂଜନ କୁମାର ଦାସ ଏହି ଗୀତର ରଚନା କରିଛନ୍ତି । ଯେଉଁଥିରେ…

୧୩ ସୁରତ ଫେରନ୍ତା କରୋନା ପଜିଟିଭ

ଭୁବନେଶ୍ୱର: ଓଡିଶାରେ ସୋମବାର ଦିନ ୧୪ଟି ନୂଆ କରୋନା ପଜିଟିଭ ମାମଲା ଚିହ୍ନଟ ହୋଇଛି। ସେଥିମଧ୍ୟରୁ ୧୨ ଜଣ ଗଞ୍ଜାମ ଜିଲ୍ଲାର, ଜଣେ ଲେଖାଏଁ କେନ୍ଦ୍ରାପଡା ଏବଂ ରାଉରକେଲା ଅଞ୍ଚଳର। ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗର ରିପୋର୍ଟ ଅନୁସାରେ ରାଉରକେଲାର ଜଣେ ରୋଗୀ ପୂର୍ବତନ କରୋନା…

ବାଇଗଣ ବାଡ଼ିରେ ଶ୍ରୀଜଗନ୍ନାଥ: ମହାପ୍ରଭୁ ଶୁଣିଲେ ଗୀତଗୋବିନ୍ଦ !

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପରମ ଭକ୍ତ ଶ୍ରୀଜୟଦେବଙ୍କ ଶ୍ରେଷ୍ଠ କାବ୍ୟକୃତି ଗୀତଗୋବିନ୍ଦକୁ ନେଇ ଅନେକ ସୁନ୍ଦର କିମ୍ବଦନ୍ତିମାନ ରହିଛି । ଗୀତଗୋବିନ୍ଦ ଯେ ମହାପ୍ରଭୁଙ୍କର କେତେ ପ୍ରିୟ ସେହି କଥାର ପ୍ରମାଣ ରହିଛି ଅନେକ କଥାବସ୍ତୁରେ । ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିର ମେଘନାଥ ପାଚେରୀ…

ଲକ୍‌ଡାଉନ୍ ୩.୦: ଛାତ୍ରଛାତ୍ରୀଙ୍କ ଲାଗି ୟୁଜିସି ପକ୍ଷରୁ ଲଞ୍ଚ୍ ହେଲା ହେଲ୍ପଲାଇନ୍‌

ନୂଆଦିଲ୍ଲୀ: କରୋନା ମହାମାରୀରେ ଛାତ୍ରଛାତ୍ରୀଙ୍କୁ ସହାୟତା ପ୍ରଦାନ ଲାଗି ୟୁନିଭର୍ସିଟି ଗ୍ରାଣ୍ଟ୍ କମିଶନ (ୟୁଜିସି) ପକ୍ଷରୁ ଏକ ହେଲ୍ପଲାଇନ ନମ୍ବର ସହିତ ଇ-ମେଲ୍ ଆଇଡ଼ି ଲଞ୍ଚ୍ ହୋଇଛି । ଛାତ୍ରଛାତ୍ରୀମାନେ ସେମାନଙ୍କ ବିଭିନ୍ନ ପରୀକ୍ଷା ତଥା ପାଠ୍ୟକ୍ରମ ସମ୍ପର୍କୀତ ଯେକୌଣସି ପ୍ରଶ୍ନ…

ସୋସିଆଲ ମିଡିଆରେ ଭାଇରାଲ ହେଉଛି ଅନୁଗୁଳ କରୋନା ଆକ୍ରାନ୍ତଙ୍କ ନାମ ଓ ଠିକଣା !

ଅନୁଗୁଳ: ଅନୁଗୁଳ ଜିଲ୍ଲାରୁ ରବିବାର ଦିନ ଚିହ୍ନଟ ହୋଇଥିବା ୧୩ ଜଣ କରୋନା ପଜିଟିଭ ରୋଗୀଙ୍କ ନାମ ଏବଂ ଠିକଣା ଥିବା ଏକ ଡକ୍ୟୁମେଣ୍ଟ ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଜଣାପଡିଛି। ଏନେଇ ଅନୁଗୁଳ ଉପ-ଜିଲ୍ଲାପାଳ ଥାନାରେ ଅଭିଯୋଗ କରିବା ପରେ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ…

ରବିବାର ଯାଜପୁରରୁ ଚିହ୍ନଟ ୫ ପଜିଟିଭଙ୍କ ସମ୍ପୂର୍ଣ୍ଣ ବିବରଣୀ, ଜାଣନ୍ତୁ

ଯାଜପୁର: ରବିବାର ଦିନ ଯାଜପୁର ଜିଲ୍ଲାରୁ ମୋଟ ୫ ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟଙ୍କ ମଧ୍ୟରୁ ଯାଜପୁର ବ୍ଳକର ବାସୁଦେବପୁର ରୁ ଜଣେ ଏବଂ ଏରବାଙ୍କରୁ ଦୁଇ ଜଣ କୋରୋନା ରେ ଆକ୍ରାନ୍ତ ହୋଇଛନ୍ତି। ସେହିଭଳି ପ୍ରଥମ ଥର ପାଇଁ ଧର୍ମଶାଳା ବ୍ଲକରୁ ଦୁଇ ଜଣ କୋରୋନା ରୋଗୀ ଭାବେ…

କରୋନା ମୁକାବିଲା: ସମସ୍ତ ରାଜ୍ୟମୁଖ୍ୟଙ୍କ ସହ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଦେଶରେ ମହାମାରୀ କରୋନା ସ୍ଥିତି ସମୀକ୍ଷା କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଆଜି ଅପରାହ୍ନ ୩ଟାରେ ଭିଡିଓ କନଫରେନ୍ସିଂ ଜରିଆରେ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବେ ମୋଦୀ । ଏହି ବୈଠକରେ ଦେଶରେ ସର୍ବାଧିକ କରୋନା ପ୍ରଭାବିତ ରାଜ୍ୟଗୁଡିକ ଉପରେ ଫୋକସ…

ବାଲେଶ୍ବରରେ ସମସ୍ତ କ୍ବାରେନଣ୍ଟାଇନ ସେଣ୍ଟର ହେବ କଣ୍ଟେନମେଣ୍ଟ ଜୋନ୍

ବାଲେଶ୍ବର: ବାଲେଶ୍ବର ଜିଲ୍ଲାରେ ପ୍ରବାସୀମାନଙ୍କୁ କ୍ବାରେନଣ୍ଟାଇନ ରେ ରଖିବା ପାଇଁ ସ୍ଥାପିତ ସମସ୍ତ ଅସ୍ଥାୟୀ ଚିକିତ୍ସା ଶିବିରକୁ କଣ୍ଟେନମେଣ୍ଟ ଜୋନ୍ ଭାବରେ ଘୋଷଣା କରାଯାଇଛି। ଏନେଇ ଜିଲ୍ଲାପାଳ କେ ସୁଦର୍ଶନ ଚକ୍ରବର୍ତ୍ତୀ ରବିବାର ଦିନ ଏକ ନିର୍ଦ୍ଦେଶରେ କହିଛନ୍ତି ଯେ କଣ୍ଟେନମେଣ୍ଟ…

କରୋନା ପଜିଟିଭ ଚିହ୍ନଟ ହେଲେ ଶିଳ୍ପା ସେଟ୍ଟୀଙ୍କ ପଡୋଶୀ !

ମୁମ୍ବାଇ: କରୋନା ପଜିଟିଭ ଚିହ୍ନଟ ହେଲେ ବଲିଉଡ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ପଡ଼ୋଶୀ ! କିନ୍ତୁ କାହାଣୀରେ ରହିଛି ଟ୍ଵିଷ୍ଟ । ନିଜ ପଡୋଶୀ କୋଭିଡ୧୯ ପଜିଟିଭ ଚିହ୍ନଟ ହୋଇଥିବା ସ୍ୱାମୀ ରାଜ କୁନ୍ଦ୍ରାକୁ ଫୋନ ଯୋଗେ ଜଣାଉଥିବା ବେଳେ ରାଜଙ୍କ ପ୍ରତିକ୍ରିୟା ସହ ଏକ ଭିଡିଓ ଏବେ ସୋସିଆଲ…