Latest Odisha News

BREAKING NEWS

Browsing Category

ଫିଚର

ନିର୍ଦ୍ଦେଶ ସତ୍ତ୍ୱେ ଗଡିବନି ଘରୋଇ ବସ୍‌

ଭୁବନେଶ୍ୱର: ରାଜ୍ୟରେ ଗଡିବନି ଘରୋଇ ବସ୍ । ସରକାରୀ ନିର୍ଦ୍ଦେଶ ସତ୍ତ୍ୱେ ଜିଦରେ ଅଟଳ ରହିଛନ୍ତି ରାଜ୍ୟ ଘରୋଇ ବସ୍ ମାଲିକ ସଂଘ। ୫୦ ପ୍ରତିଶତ ଯାତ୍ରୀରେ ବସ୍ ଚଳାଚଳ ପାଇଁ ଅନୁମତି ମିଳିଥିବାରୁ ଏହି ସର୍ତ୍ତରେ ରାଜି ହେଉ ନାହାନ୍ତି ବସ୍ ମାଲିକ । ବସ ଚଳାଚଳ ପାଇଁ ଅନୁମତି ମିଳିଥିଲେ ହେଁ ଏହା…

ଜୁଲାଇରେ ଜେଇଇ ମେନ୍ ଓ ନିଟ୍ ପରୀକ୍ଷା

ନୂଆଦିଲ୍ଲୀ: ଜେଇଇ ମେନ୍ ଓ ନିଟ୍ ପ୍ରବେଶିକା ପରୀକ୍ଷା ଲାଗି ଘୋଷଣା ହୋଇଛି ତାରିଖ । ଜୁଲାଇ ୧୮ରୁ ଜେଇଇ ମେନ୍ ପରୀକ୍ଷା ଅନୁଷ୍ଠିତ ହେବ । ଜୁଲାଇ ୧୮ରୁ ପରୀକ୍ଷା ଆରମ୍ଭ ହେବାକୁ ଥିବାବେଳେ ଏହା ୨୩ ପର‌୍ୟ୍ୟନ୍ତ ଚାଲିବ । ସେହିଭଳି ଜୁଲାଇ ୨୬ରୁ ନିଟ୍ ପରୀକ୍ଷା ଅନୁଷ୍ଠିତ ହେବ । ଏନେଇ ମାନବ…

କ୍ୱାରେଂଟିନ ନିୟମ ନମାନିଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ: ସ୍ୱାସ୍ଥ୍ୟ ମନ୍ତ୍ରୀ

ଭୁବନେଶ୍ୱର: କ୍ୱାରେଂଟିନ୍ ନିୟମ ନମାନିଲେ ହେବ ଦୃଢ଼ କାର୍ଯ୍ୟାନୁଷ୍ଠାନ । ସବୁ ପ୍ରବାସୀ ୧୪ ଦିନ ଯାଏଁ ପୃଥକବାସରେ ରହିବାକୁ ବାଧ୍ୟତାମୂଳକ। ଆଜି ପ୍ରବାସୀ ଅମାନିଆଙ୍କୁ ଏଭଳି କିଛି କଠୋର ବାଣୀ ଶୁଣାଇଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ । ସେ କହିଛନ୍ତି, ବାହାରୁ ଆସୁଥିବା ସମସ୍ତ…

[ଦେଖନ୍ତୁ] ନିଆରା ଢଙ୍ଗରେ କରୋନା ସଚେତନତା ବାର୍ତ୍ତା ପ୍ରଦାନ କଲେ ଯାଜପୁର ଜିଲ୍ଲା ପ୍ରଶାସନିକ ଅଧିକାରୀ

ଯାଜପୁର: ଦେଖୁ ଦେଖୁ ଯାଜପୁର ବର୍ତ୍ତମାନ ରାଜ୍ୟର ସର୍ବାଧିକ ସଂକ୍ରମିତ ଜିଲ୍ଲା ହୋଇଛି। ଯାହା ଯାଜପୁର ଜିଲ୍ଲା ପ୍ରଶାସନ ପାଇଁ ନିହାତି ଏକ ଚିନ୍ତାର ପ୍ରସଙ୍ଗ । ତେବେ ଲୋକଙ୍କ ମଧ୍ୟରେ ସଚେତନତା ଆଣିବା ପାଇଁ ଯାଜପୁର ଜିଲ୍ଲା ପ୍ରଶାସନ ଏହାର ପ୍ରୟାସ ଜାରି ରଖିଛି । କରୋନା ସମ୍ପର୍କିତ…

କରୋନା ଅପଡେଟ: ଓଡିଶା ସମେତ, ଦେଶ ଓ ବିଶ୍ୱର ତାଜା ସ୍ଥିତି

ଭୁବନେଶ୍ୱର: ବର୍ତ୍ତମାନ ସନ୍ଧ୍ୟା ସୁଦ୍ଧା ଓଡ଼ିଶାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୭୦କୁ ବୃଦ୍ଧି ପାଇଥିବା ବେଳେ ମୃତ୍ୟୁ ସଂଖ୍ୟା ୧ରେ ରହିଛି । ସମୁଦାୟ ଆକ୍ରାନ୍ତଙ୍କ ମଧ୍ୟରୁ ୬୦ଜଣ ଆରୋଗ୍ୟ ଲାଭ କରିଥିବା ନେଇ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ସୂତ୍ରରୁ…

ଚିନ୍ତା ବଢାଉଛନ୍ତି ସୁରଟ ଫେରନ୍ତା, ଗଞ୍ଜାମରେ ପୁଣି ଜଣେ କରୋନା ପଜିଟିଭ

ଭୁବନେଶ୍ୱର: ଗଞ୍ଜାମ ଜିଲ୍ଲାରେ ପୁଣି ଜଣେ ବ୍ୟକ୍ତି କରୋନା ଦ୍ଵାରା ସଂକ୍ରମିତ ହୋଇଛନ୍ତି। ସେ ନିକଟରେ ସୁରଟରୁ ଫେରିଥିବା ନେଇ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଜଣାପଡିଛି। ଏକ ଟ୍ବିଟ ଜରିଆରେ ମଙ୍ଗଳବାର ଦିନ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ କୁହାଯାଇଛି ଯେ ସମ୍ପୃକ୍ତ…

୨୪ ଘଣ୍ଟାରେ ଦ୍ଵିତୀୟ ଏନକାଉଣ୍ଟର: ୩ ସିଆରପିଏଫ ଯବାନ ଶହୀଦ

ଶ୍ରୀନଗର: ଜାମ୍ମୁ କାଶ୍ମୀରର ହନ୍ଦୱାଡାରେ ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗତ ୨୪ ଘଣ୍ଟାରେ ଦ୍ଵିତୀୟ ଥର ପାଇଁ ଏନକାଉଣ୍ଟର ହୋଇଛି। ଏହି ଏନକାଉଣ୍ଟରରେ ତିନି ଜଣ ସିଆରପିଏଫ ଯବାନ ଶହୀଦ ହୋଇଛନ୍ତି। ଏହି ଏନକାଉଣ୍ଟରରେ ଭାରତୀୟ ସୁରକ୍ଷା ବଳ ଜଣେ ଆତଙ୍କବାଦୀକୁ ମଧ୍ୟ ନିପାତ…

କ୍ବାରେନଣ୍ଟାଇନ ସେଣ୍ଟରରୁ ଚମ୍ପଟ ମାରିଥିବା ବ୍ୟକ୍ତି ଗିରଫ

ଝାରସୁଗୁଡା: ଝାରସୁଗୁଡା ଜିଲ୍ଲାର ବଢେଇମୁଣ୍ଡା ସ୍ଥିତ ଏକ କ୍ବାରେନଣ୍ଟାଇନ କେନ୍ଦ୍ରରୁ ସୋମବାର ରାତିରେ ପଳାଇଯାଇଥିବା ଜଣେ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି। ସେ ଗତ ଏପ୍ରିଲ୍ ୨୬ରେ ରାଉରକେଲାର କରୋନା ହଟସ୍ପଟ୍ ଅଞ୍ଚଳ ନାଲା ରୋଡରୁ ସେଠାକୁ ଯାଇଥିବା ବେଳେ ବିଟିଏମ୍ ପ୍ରାଥମିକ ବିଦ୍ୟାଳୟରେ…

ମଦ ଉପରେ ୭୦% ‘ସ୍ୱତନ୍ତ୍ର କରୋନା ଫି’ ଲଗାଇଲେ ଦିଲ୍ଲୀ ସରକାର !

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ମହଙ୍ଗା ହେଲା ମଦ । ସୋମବାର ଦିନ ଦିଲ୍ଲୀ ସରକାର ମଦ ବୋତଲ ଉପରେ ୭୦ ପ୍ରତିଶତ ‘ସ୍ପେଶାଲ କରୋନା ଫି’ ଲାଗୁ କରିଛନ୍ତି। ମଙ୍ଗଳବାର ଠାରୁ ଏହି ନୂତନ ମୂଲ୍ୟ ଲାଗୁ ହେବ ଏବଂ ଏମଆରପି ଉପରେ ୭୦ ପ୍ରତିଶତ ‘ସ୍ପେଶାଲ କରୋନା ଫି’ ଆଦାୟ କରାଯିବ। ଏହି…

ଭାରତରେ ବଢୁଛି କରୋନା ମାମଲା: ୪୬୦୦୦ ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା,୧୫ ଶହରୁ ଅଧିକ ମୃତ

ନୂଆଦିଲ୍ଲୀ: ମହାମାରୀ କରୋନା ଅନ୍ୟ ରାଷ୍ଟ୍ର ଗୁଡିକ ଭଳି ଭାରତରେ ମଧ୍ୟ ଦ୍ରୁତ ଗତିରେ ସଂକ୍ରମିତ ହୋଇ ଚାଲିଛି। ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇ ବର୍ତ୍ତମାନ ସୁଦ୍ଧା ୪୬,୪୩୩ ରେ ପହଞ୍ଚିଥିବା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି । ଏଥିସହିତ…