Latest Odisha News

BREAKING NEWS

Browsing Category

ଫିଚର

ଯାଜପୁରରୁ ହଟିଲା ସଟ୍‌ଡାଉନ୍‌ ଅବଧି: ଖୋଲିବ କେଉଁ ସବୁ ଦୋକାନ, ଜାଣନ୍ତୁ

ଯାଜପୁର: ଯାଜପୁର ଜିଲ୍ଲାରୁ ହଟିଛି ୬୦ ଘଣ୍ଟିଆ ସଟଡାଉନ୍‌ । ଏହି ସଟଡାଉନ ହଟିବା ପରେ ଏବେ ସ୍ଥାନୀୟ ଲୋକଙ୍କୁ କିଛି ମାତ୍ରାରେ ଆସ୍ୱସ୍ତି ମିଳିଛି । ଗତ କିଛି ଦିନ ହେବ ଲଗାତର ଭାବେ ନୂଆ କରୋନା ମାମଲା ସାମ୍ନାକୁ ଆସିବା ପରେ ଯାଜପୁର, ଭଦ୍ରକ ଓ ବାଲେଶ୍ୱରକୁ ୬୦ ଘଣ୍ଟା ପାଇଁ ସଟ୍‌…

ମେ’ ୩ରେ ଲକଡାଉନ୍ ହଟିବ ନା ବଢିବ? ଜାଣନ୍ତୁ କ’ଣ ରହିଛି ବିଭିନ୍ନ ରାଜ୍ୟର ମତ

ନୂଆଦିଲ୍ଲୀ: ଆସନ୍ତା ମେ ୩ ତାରିଖରେ ସରୁଛି ଦ୍ୱିତୀୟ ପର୍ଯ୍ୟାୟ ଲକଡାଉନ୍ । ତେବେ ଦେଶରେ ୪୦ ଦିନ ଧରି ଲାଗୁ ହୋଇଥିବା ଏହି ଲକଡାଉନ୍ ମେ ୩ ତାରିଖରେ ସରିବ ନା ଏହାର ଅବଧି ପୁଣି ବଢିବ ସେନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ଏପରିକି ଲକଡାଉନକୁ ନେଇ ଦେଶର ବିଭିନ୍ନ ରାଜ୍ୟ ମଧ୍ୟରେ ମତଭେଦ…

ଅକ୍ଷୟ ତୃତୀୟା ଅବସରରେ ଅଖିମୁଠି ଅନୁକୂଳ କଲେ କୃଷି ମନ୍ତ୍ରୀ

ନୟାଗଡ଼: ପବିତ୍ର ଅକ୍ଷୟ ତୃତୀୟା ଅବସରରେ ରାଜ୍ୟ ସରକାରଙ୍କ କୃଷି ଓ କୃଷକ ସଶକ୍ତି କରଣ, ମତ୍ସ୍ୟ ଓ ପ୍ରାଣୀ ସଂପଦ ଏବଂ ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ନୟାଗଡ଼ସ୍ଥିତ ଦଳୀୟ କାର୍ଯ୍ୟାଳୟ ନିକଟରେ ଜଣେ କୃଷକଙ୍କ ଜମିରେ ଅଖିମୁଠି ଅନୁକୂଳ କରିଛନ୍ତି । ଏପରିକି ପୂଜାପାଠ ପରେ…

ଓଡ଼ିଶା ଫେରିବେ ପ୍ରବାସୀ ଶ୍ରମିକ; ଗୁଜୁରାଟ ମୁଖ୍ୟମନ୍ତ୍ରୀଙ୍କ ସହ ନବୀନଙ୍କ ଆଲୋଚନା

ଭୁବନେଶ୍ୱର: ଗୁଜୁରାଟରେ ଫସି ରହିଥିବା ଓଡ଼ିଆ ବ୍ୟକ୍ତିଙ୍କୁ ଫେରାଇ ଆଣିବା ଲାଗି ରବିବାର ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁଜୁରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାନିଙ୍କ ସହ ଭିଡିଓ କନଫରେନ୍ସିଂରେ ଆଲୋଚନା କରିଛନ୍ତି। ଏହି ଆଲୋଚନାରେ ଭିଡିଓ କନଫରେନ୍ସିଂ ଜରିଆରେ ଦିଲ୍ଲୀରୁ…

ଚେନ୍ନାଇରୁ ଡଙ୍ଗା ଯୋଗେ ଶ୍ରମିକ ଫେରିବା ଘଟଣା: ତଦନ୍ତ ନିର୍ଦ୍ଦେଶ ଦେଲେ ପରିବହନ ମନ୍ତ୍ରୀ

ଗଞ୍ଜାମ: ଚେନ୍ନାଇରୁ ଡ଼ଙ୍ଗା କିଣି ସମୁଦ୍ର ଭିତରେ ଓଡ଼ିଶା ଓ ଆନ୍ଧ୍ରକୁ ଶ୍ରମିକ ଫେରିଥିବା ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା । ଡ଼ଙ୍ଗା ଯୋଗେ ଚେନ୍ନାଇରୁ ପ୍ରାୟ ୩୮ ଜଣ ଓଡିଶା ଅଭିମୁଖେ ଆସିଥିବା ସୂଚନା ମିଳିଥିଲା । ସୂଚନା ଅନୁସାରେ, ଲକଡାଉନ୍…

ସ୍ଵତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ଅନ୍ୟତମ ପୁରୋଧା ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ ଜୟନ୍ତୀରେ ଜାଣନ୍ତୁ ତାଙ୍କ…

ଭୁବନେଶ୍ୱର: ସ୍ଵତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ଅନ୍ୟତମ ପୁରୋଧା ମହାରାଜା କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଙ୍କର ଆଜି ହେଉଛି ଜୟନ୍ତୀ।ଲୋକଙ୍କ କଲ୍ୟାଣ ସହ ରାଜ୍ୟର ପ୍ରଗତି, ଶିକ୍ଷା ଓ ସାହିତ୍ୟ ମାଧ୍ୟମରେ ସମାଜର ଉନ୍ନତି ପାଇଁ ତାଙ୍କର ଅବଦାନ ଅତୁଳନୀୟ। ବାଲ୍ୟକାଳରୁ ସାଂସାରିକ ଜୀବନ:…

କୋଭିଡ୧୯: ଭାରତର କେଉଁ ରାଜ୍ୟରେ ରହିଛି ସର୍ବାଧିକ ଓ ସର୍ବନିମ୍ନ ମାମଲା, ଜାଣନ୍ତୁ

ନୂଆଦିଲ୍ଲୀ: ଭାରତରେ ଦିନକୁ ଦିନ ବଢ଼ିବାରେ ଲାଗିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଦେଶର ୨୬ ଟି ରାଜ୍ୟ ଓ ୪ ଟି କେନ୍ଦ୍ରଶାସିତ ଅଞ୍ଚଳକୁ କବଳିତ କରି ସାରିଲାଣି ଏହି ମହାମାରୀ। ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୨୬ ଟପି ସାରିଥିବା ବେଳେ ମୃତ୍ୟୁ ସଂଖ୍ୟା ୮୨୬ ରେ ପହଞ୍ଚିଲାଣି। ଆସନ୍ତୁ…

ଶ୍ରୀମନ୍ଦିର ପରିସରରେ ରଥକାଠ; ବାହାରବେଢାରେ ପାରମ୍ପରିକ ଅନୁକୂଳ ପୂଜାନୀତି

ପୁରୀ: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଉତ୍ସବ ଅନୁଷ୍ଠିତ ହେବାର ସମ୍ଭାବନା କ୍ରମେ ବୃଦ୍ଧି ପାଉଛି । କରୋନା ମହାମାରୀ ସକାଶେ ଦେଶରେ ଲକ୍‌ଡ଼ାଉନ ପରିସ୍ଥିତି ସୃଷ୍ଟି ହୋଇଥିବା ଯୋଗୁଁ ରଥଯାତ୍ରା ଉତ୍ସବ ଅନୁଷ୍ଠିତ ହେବାନେଇ ଆଶଙ୍କା ସୃଷ୍ଟି ହୋଇଥିଲା । ଆଜି ହେଉଛି…

୩ ଜିଲ୍ଲାରୁ ଉଠିଲା ୬୦ ଘଣ୍ଟାର ସଟଡାଉନ

ଭୁବନେଶ୍ୱର: ଓଡ଼ିଶାର ୩ ଜିଲ୍ଳା ଭଦ୍ରକ, ଯାଜପୁର ଓ ବାଲେଶ୍ଵର ଜିଲ୍ଲାରୁ ଉଠିଛି ୬୦ ଘଣ୍ଟିଆ ସଟଡାଉନ । ପଶ୍ଚିମବଙ୍ଗ ଲିଙ୍କ ଯୋଗୁଁ ଗତ କିଛିଦିନ ହେବ ଏହି ୩ ଜିଲ୍ଲାରେ ହଠାତ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢି ଚାଳିବାରୁ ପ୍ରଶାସନ ପକ୍ଷରୁ ଏହାକୁ ସଟଡାଉନ ଘୋଷଣା କରାଯାଇଥିଲା । ଗୁରୁବାର…

ରାଜ୍ୟରେ ଆଉ ୩ କରୋନା ପଜିଟିଭ୍ ରୋଗୀ ଚିହ୍ନଟ, ମୋଟ ସଂଖ୍ୟା ୧୦୩ ଛୁଇଁଲା

ଭୁବନେଶ୍ୱର: ଶନିବାର କରୋନା ପଜିଟିଭ୍ ରୋଗୀଙ୍କ ସଂଖ୍ୟା ୧୦୦ ଛୁଇଁଥିବା ବେଳେ ଆଜି ଆଉ ତିନି କରୋନା ପଜିଟିଭ୍ ରୋଗୀ ଚିହ୍‌ନଟ ହୋଇଛନ୍ତି । ଏଥି ସହ ମୋଟ କରୋନା ପଜିଟିଭ୍‌ଙ୍କ ସଂଖ୍ୟା ୧୦୩ରେ ପହଞ୍ଚିଛି ବୋଲି ସୂଚନା ଦେଇଛି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ଟିହ୍ନଟ ହୋଇଥିବା…