Latest Odisha News

BREAKING NEWS

Browsing Category

ଫିଚର

କରୋନା ଯୁଦ୍ଧରେ ହାରିଗଲେ କରୋନା ଯୋଦ୍ଧା

ଆନ୍ଧ୍ରପ୍ରଦେଶ: କରୋନା ନେଲା ୨ ଟଙ୍କିଆ ଡାକ୍ତରଙ୍କ ଜୀବନ । ସେବାରେ ହିଁ ଚାଲିଗଲା କରୋନା ଯୋଦ୍ଧାଙ୍କ ଜୀବନ । ଅନ୍ୟକୁ ଜୀବନ ଦାନ ଦେଉଥିବା ମଣିଷଟିଏ କରୋନାର କବଳରୁ ନିଜକୁ ବଂଚାଇ ପାରିଲେନି । ୨ଟଙ୍କାରେ ରୋଗୀଙ୍କ ସେବା କରିବା ନେଇ ଚାରିଆଡୁ ଚର୍ଚ୍ଚା ସାଉଁଟିଥିବା ଆନ୍ଧ୍ରପ୍ରଦେଶର…

ସୁସ୍ଥ ହେଲେ ଆଉ ଜଣେ କରୋନା ଆକ୍ରାନ୍ତ

ଭୁବନେଶ୍ୱର: ରାଜ୍ୟରେ ପୁଣି ଜଣେ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୩୪ରେ ପହଂଚିଛି । ସୁସ୍ଥ ହୋଇଥିବା ବ୍ୟକ୍ତି ଜଣକ ଭୁବନେଶ୍ୱରର ବୋଲି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ୱିଟ କରି ସୂଚନା ଦେଇଛି । The #COVID19…

ଓଡ଼ିଶାକୁ ନାହିଁ ବାତ୍ୟା ଭୟ

ଭୁବନେଶ୍ୱର: ଓଡ଼ିଶାକୁ ବାତ୍ୟା ଭୟ ନାହିଁ । ଯଦି ବି ଲଘୁଚାପ ବାତ୍ୟାର ରୂପ ନିଏ ତେବ ଏହାର ଦିଗ ମିଆଁମାର ଓ ବାଂଲାଦେଶ ଆଡକୁ ରହିବ ବୋଲି ଭୁବନେଶ୍ୱର ଆଂଚଳିକ ପାଣିପାଗ କେନ୍ଦ୍ର ସୂଚନା ଦେଇଛି। ଓଡ଼ିଶା ଉପରେ ଏହାର କିଛି ପ୍ରଭାବ ପଡିବ ନାହିଁ । ୩୦ ଏପ୍ରିଲ ବେଳକୁ ଲୋ’ ପ୍ରେସର ଦକ୍ଷିଣ…

ଅକ୍ଷୟ ତୃତୀୟାର ଅର୍ଥ ବୁଝାଇଲେ ମୋଦି

ନୂଆଦିଲ୍ଲୀ: କରୋନା ଲଢେଇ ଭିତରେ ନିଜ ମନ କୀ ବାତ୍ କାର‌୍ୟ୍ୟକ୍ରମ ଜରିଆରେ ଦେଶବାସୀଙ୍କୁ ଅକ୍ଷୟ ତୃତୀୟା ଓ ରମଜାନ ପାଇଁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏଥିସହ ପବିତ୍ର ଅକ୍ଷର ତୃତୀୟାର ଅର୍ଥ ବୁଝାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କ୍ଷୟର ଅର୍ଥ…

ଯାଜପୁର କଣ୍ଟେନମେଣ୍ଟ ଜୋନ୍‌ରେ ମେ’ ୧୦ ଯାଏଁ କଟକଣା

ଯାଜପୁର: ଯାଜପୁର ଜିଲାରେ ଗତକାଲି ୬ ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଜିଲା ପ୍ରଶାସନର ଚିନ୍ତା ବଢ଼ିଯାଇଛି । ଦଶରଥପୁର ବ୍ଳକ କଟକଟା ପଂଚାୟତର କଟିକଟା, ବିହିପୁର, ମଲ୍ଲିକାପୁର ପଂଚାୟତର ମହାନ୍ତିପାଟଣା ଏବଂ ମଲ୍ଲିକାପୁର(ଆଶିଂକ) ଗାଁକୁ କଂଟେନମେଂଟ ଅଂଚଳ ଘୋଷଣା କରାଯାଇଛି । ଏଠାରେ…

ନିଜ ଆୟର ୧୮% ଜମା କରିବାକୁ ବାଧ୍ୟ ସମସ୍ତ କରଦାତା: ଗୁଜବ ନା ସତ, ଜାଣନ୍ତୁ

ନୂଆଦିଲ୍ଲୀ: ମହାମାରୀ କରୋନା ସମୟରେ ଦେଶର ସମସ୍ତ କରଦାତା ନିଜ ଆୟର ୧୮ % ଜମା କରିବାକୁ ବାଧ୍ୟ । ଏନେଇ କିଛି ଦିନ ହେବ ସାମାଜିକ ଗଣମାଧ୍ୟମରେ ଚର୍ଚ୍ଚା ଜୋର ଧରିଛି । ତେବେ ଏହା କେତେ ସତ ଓ କେତେ ଗୁଜବ ଆସନ୍ତୁ ଜାଣିବା… କରୋନା ମହାମାରୀ ସମୟରେ ଦେଶର ସମସ୍ତ କରଦାତା ନିଜ ଆୟର ୧୮ %…

ବଦଳିଲେ ବନମାଳିପୁର ଦବଙ୍ଗ ଥାନା ବାବୁ

ଖୋର୍ଦ୍ଧା: ବଦଳିଲେ ବନମାଳିପୁରର ଦବଙ୍ଗ ଅଫିସର । ଭୁବନେଶ୍ୱର ରଜର୍ଭ ବାଟାଲିଅନକୁ ଫାଣ୍ଡି ଅଧିକାରୀ ପ୍ରକାଶ ପୃଷ୍ଟିଙ୍କୁ ବଦଳି କରିଛନ୍ତି ଡିସିପି । ସୂଚନା ଯୋଗ୍ୟ ଯେ, ଗତ କିଛି ଦିନ ତଳେ ବିଚ ରାସ୍ତାରେ ଫାଣ୍ଡି ଅଧିକାରୀ ପ୍ରକାଶ ପୃଷ୍ଟି ଶ୍ରମିକଙ୍କୁ ନିଜ ସର୍ଭିସ ବନ୍ଧୁକ ଦେଖାଇ…

କଣ୍ଟେନମେଣ୍ଟ ଅଞ୍ଚଳ ଭାବେ ରାଉରକେଲାର ଏହିସବୁ ସ୍ଥାନ ସିଲ୍

ରାଉରକେଲା: ସୁନ୍ଦରଗଡ଼ ଜିଲ୍ଲାରେ ଆଉ ତିନି ଜଣ କରୋନା ରୋଗୀଙ୍କୁ ଚିହ୍ନଟ କରାଯିବା ପରେ ପ୍ରଶାସନ ପକ୍ଷରୁ କିଛି ଅଞ୍ଚଳକୁ ସିଲ୍ କରାଯାଇଛି। ସମସ୍ତ ଆକ୍ରାନ୍ତଙ୍କୁ ରାଉରକେଲା କୋଭିଡ ଡାକ୍ତରଖାନାରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରାଯାଇଛି। ଚତୁର୍ଥ ଓ ପଞ୍ଚମ ଆକ୍ରାନ୍ତଙ୍କ ସୂଚନା…

ସାବଧାନ ନରହିଲେ କରୋନା ଦୁର୍ଘଟଣା ଘଟିବ: ମୋଦି

ନୂଆଦିଲ୍ଲୀ: କରୋନାର ମହାମାରୀ ଭିତରେ ଆଜି ମନ କି ବାତ୍ କାର୍ଯ୍ୟକ୍ରମରେ ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ । ମୋଦି କହିଛନ୍ତି, କରୋନା ବିପକ୍ଷରେ ସାରା ଦେଶ ଲଢେଇ କରୁଛି । ଆଉ ଏହି ଲଢେଇ ଆମକୁ ଜାରି ରଖିବାକୁ ହେବ । ଯଦି ଏଯାଏ ଆପଣଙ୍କ ଅଂଚଳ, ଅଫିସ ଏବଂ ଗାଁକୁ କରୋନା…

ଆସନ୍ତାକାଲି ଓଡ଼ିଶା ହାଇକୋର୍ଟର ନୂଆ ମୁଖ୍ୟ ବିଚାରପତି ଭାବେ ଶପଥ ନେବେ ମହମ୍ମଦ ରଫିକ

ଭୁବନେଶ୍ୱର: ଓଡ଼ିଶା ହାଇକୋର୍ଟର ନୂତନ ମୁଖ୍ୟ ବିଚାରପତି ଭାବେ ନିଯୁକ୍ତ ଜଷ୍ଟିସ୍ ମହମ୍ମଦ ରଫିକ ଭୁବନେଶ୍ୱରରେ ପହଞ୍ଚିଛନ୍ତି। ପୂର୍ବରୁ ସେ ମେଘାଳୟ ହାଇକୋର୍ଟଙ୍କ ମୁଖ୍ୟ ବିଚାରପତି ରହିଥିଲେ। ସେ ରାଜସ୍ଥାନ ହାଇକୋର୍ଟରେ ମଧ୍ୟ ମୁଖ୍ୟ ବିଚାରପତି ଭାବେ କାର୍ଯ୍ୟ କରିଛନ୍ତି। ଅଧିକ…