Latest Odisha News

BREAKING NEWS

Browsing Category

ଫିଚର

ଯାଜପୁର, ଭଦ୍ରକ ଓ ବାଲେଶ୍ବର ଆଜି ରାତି ୧୦ଟା ରୁ ୬୦ ଘଣ୍ଟା ପାଇଁ ସଟଡାଉନ୍ ଘୋଷଣା

ଭୁବନେଶ୍ୱର: ବଢୁଥିବା କରୋନା ମାମଲାକୁ ଦୃଷ୍ଟିରେ ରଖି ଆଗାମୀ ୨୬ ତାରିଖ ଯାଏଁ ଯାଜପୁର, ଭଦ୍ରକ ଓ ବାଲେଶ୍ଵର ଜିଲ୍ଲାରେ ସଟଡାଉନ ଘୋଷଣା କଲେ ରାଜ୍ୟ ସରକାର । ଆଜି ରାତି ୧୦ ଟାରୁ ୨୬ ତାରିଖ ସକାଳ ୧୦ ଟା ଯାଏଁ ଏହି ସଟଡାଉନ ବଳବତ୍ତର ରହିବା ନେଇ ଘୋଷଣା ହୋଇଛି । ମୁଖ୍ୟ ସଚିବ ଅସିତ…

ଆସନ୍ତୁ ଜାଣିବା କେଉଁ ପୁସ୍ତକକୁ ଆଜି ପର୍ଯ୍ୟନ୍ତ କେହି ସମ୍ପୂର୍ଣ୍ଣ ଭାବେ ପଢ଼ି ପାରି ନାହାନ୍ତି

ନୂଆଦିଲ୍ଲୀ: ଏପ୍ରିଲ ୨୩ ପୁସ୍ତକ ଦିବସ ଭାବେ ପାଳନ କରାଯାଏ । ଏହି ଅବସରରେ ଆସନ୍ତୁ ଜାଣିବା କେଉଁ ପୁସ୍ତକକୁ କେହି ଆଜି ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବେ ପଢ଼ି ପାରି ନାହାନ୍ତି । ଏହି ରହସ୍ୟମୟ ପୁସ୍ତକ ୬୦୦ ବର୍ଷ ପୁରୁଣା ଅଟେ । କାର୍ବନ ଡେଟିଂ ଅନୁସାରେ ୧୫ଶ ଶତାବ୍ଦୀରେ ଏହା ଲେଖା ଯାଇଥିଲା ।…

କରୋନା ମେଡ଼ିକାଲ୍ ପାସ୍ ଲାଗି ଡାକ୍ତର ନେଲେ ଲାଞ୍ଚ; ଘୁରି ବୁଲୁଛି ଭିଡ଼ିଓ !

କାକଟପୁର: ସାରା ଦେଶ ବର୍ତମାନ କରୋନା ମହାମାରୀର ପ୍ରକୋପରେ ସ୍ତବ୍ଧ ଥିଲାବେଳେ ଏକମାତ୍ର ଭରଷା ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀ ମାନଙ୍କୁ ଜନସାଧାରଣ ଭଗବାନଙ୍କ  ଭଳି  ପୂଜା କରୁଛନ୍ତି l କିନ୍ତୁ ଏହି ଅଭାବନିୟ ସ୍ଥିତିରେ ଜରୁରୀକାଳୀନ ମେଡିକାଲ ପାସ ଦେବାକୁ ଜନସାଧାରଣଙ୍କ ଠାରୁ ଲାଞ୍ଚ ନେଇ ସାରା…

ଏସିଆର ବିତ୍ତଶାଳୀ ଶିଳ୍ପପତି ତାଲିକାରେ ଏକ ନମ୍ବର ସ୍ଥାନ ହାସଲ କଲେ ମୁକେଶ ଅମ୍ବାନୀ

ନୂଆଦିଲ୍ଲୀ: ଭାରତର ମୁକେଶ ଅମ୍ବାନୀ ପୂନର୍ବାର ଏସିଆର ଏକ ନମ୍ବର ଶିଳ୍ପପତି ହୋଇଛନ୍ତି । ପେସବୁକ ସହ ଚୁକ୍ତି କରିବା ପରେ ସେ ଚୀନର ଆଲିବାବା ସଂସ୍ଥାପକଙ୍କୁ ପଛରେ ପକାଇଛନ୍ତି । ଫେସ୍‌ବୁକ୍ ସହିତ ରିଲାଏନ୍ସ୍ ଜିଓର ଚୁକ୍ତିପୂର୍ବରୁ ଏହି ସ୍ଥାନରେ ଚାଇନାର ଆଲିବାବା ସଂସ୍ଥାପକ ଶିଳ୍ପପତି…

ଡବ୍ଲ୍ୟୁଏଚଓକୁ ଆର୍ଥୀକ ସହାୟତା ବଢ଼ାଇଲା ଚୀନ

ବେଜିଂ: କରୋନା ଭାଇରସ ନେଇ ଡବ୍ଲ୍ୟୁଏଚଓ ବିଶ୍ୱ ସମୁଦାୟ ନିକଟରେ ଠିକ୍ ତଥ୍ୟ ଯୋଗାଇ ନ ଥିଲା ବୋଲି ଆମେରିକା ଅଭିଯୋଗ ଆଣିବା ପରେ ଆର୍ଥୀକ ସହାୟତା ମଧ୍ୟ ବନ୍ଦ କରିଦେଇଛି । ଏହାର ଫାଇଦା ଉଠାଇ ଚୀନ ଡବ୍ଲ୍ୟୁଏଚଓକୁ ମୋଟା ଅଙ୍କର ଆର୍ଥୀକ ସହାୟତା ଯୋଗାଇଛି । ପ୍ରଥମେ ୨ କୋଟି ଏବେ ୩ କୋଟି ଡଲାର…

୨୯ ଏପ୍ରିଲରେ ମାଉଂଟ ଏଭେରେଷ୍ଟର ଅଧା ଉଚ୍ଚତା ବିଶିଷ୍ଟ ଆଷ୍ଟ୍ରୟଡ ପୃଥିବୀର ନିକଟତର ହେବ

ନୂଆଦିଲ୍ଲୀ: ୨୯ ଏପ୍ରିଲରେ ମାଉଂଟ ଏଭେରେଷ୍ଟର ଅଧା ଉଚ୍ଚତା ବିଶିଷ୍ଟ ଏକ ଆଷ୍ଟ୍ରୟଡ ପୃଥିବୀର ନିକଟତର ହେବ । ଏହି କ୍ଷୁଦ୍ର ଗ୍ରହର ବ୍ୟାସ ୪.୧ କିଲୋମିଟର । ୨୯ ତାରିଖ ସକାଳ ୪ଟା୫୬ରେ ୩୧୩୨୦ ପ୍ରତି କିଲୋମିଟର ଗତିରେ ଏହା ପୃଥିବୀର ନିକଟତର ହେବ । ତେବେ ଏହା ପୃଥିବୀରେ ମାଡ ହେବ ନାହିଁ…

ବକ୍ସର ଡିଙ୍ଗକୋ ସିଂଙ୍କୁ ଏୟାର ଆମ୍ବୁଲାନ୍ସରେ ଇମ୍ପାଲରୁ ଦିଲ୍ଲୀ ଅଣାଯିବ

ଇମ୍ଫାଲ: ଭାରତର ମହାନ ବକ୍ସର ଡିଙ୍କକୋ ସିଂ ଲିଭର କର୍କଟ ରୋଗରେ ଆକ୍ରାନ୍ତ । କରୋନା ଭାଇରସ ଲକଡାଉନ ଯୋଗୁ ପଦ୍ମ ଓ ଅର୍ଜୁନ ପୁରସ୍କାର ପାଇଥିବା ଡିଙ୍ଗକୋଙ୍କ ଚିକିତ୍ସା ଠିକ୍ ଭାବେ ହୋଇପାରୁ ନ ଥିଲା । ଏହି ଖବର ପ୍ରକାଶ ପାଇବା ପରେ ବକ୍ସରଙ୍କୁ ଏୟାର ଆମ୍ବୁଲାନ୍ସରେ ଇମ୍ଫାଲରୁ ଦିଲ୍ଲୀ…

କରୋନା ଡ୍ୟୁଟିକୁ ବେଖାତିର୍‌; ସସପେଣ୍ଡ ହେଲେ ଭଦ୍ରକ ଜିଲ୍ଲା ତିହିଡ଼ି ଅତିରିକ୍ତ ତହସିଲଦାର

ଭଦ୍ରକ: ଭଦ୍ରକ ଜିଲ୍ଲା ତିହିଡ଼ି ତହସିଲଦାର ଅତିରିକ୍ତ ତହସିଲଦାରଙ୍କୁ ଚାକିରିରୁ ନିଲମ୍ବିତ କରିଛନ୍ତି ରାଜ୍ୟ ସରକାର । ଏବେ କରୋନା ବିତ୍ପାତ ଯୋଗୁଁ ରାଜ୍ୟ ସରକାର ଯୁଦ୍ଧ କାଳୀନ ଭିତ୍ତିରେ ଲଢେଇ ଜାରି ରଖିଥିବା ବେଳେ ଏହି ଅତିରିକ୍ତ ତହସିଲଦାର ଜଣକ କର୍ତ୍ତବ୍ୟରେ ଅବହେଳା କରିଛନ୍ତି ।…

ମିଲିନ୍ଦ ସୋମନ ଆନିଭର୍ସରୀରେ ପତ୍ନୀଙ୍କୁ ଧରି ୩୦୦ତମ ଫ୍ଲୋର ଚଢ଼ିଲେ

ମୁମ୍ବାଇ:ପ୍ରେମ ଜାହିର କରିବା ଶୈଳୀ ସମସ୍ତଙ୍କର ଭିନ୍ନ ହୋଇଥାଏ । ଏହି ଧାରାରେ ସାମିଲ ହୋଇଛନ୍ତି ଭାରତର ପ୍ରତିଷ୍ଠିତ ମଡେଲ ତଥା ଅଭିନେତା ମିଲିନ୍ଦ ସୋମନ । ସେ ତାଙ୍କ ଦ୍ୱିତୀୟ ଆନିଭର୍ସରୀରେ ପତ୍ନୀ ଅଙ୍କିତା କନୱରଙ୍କୁ କୋଳେଇ ଧରି ୩୦୦ ତମ ଫ୍ଲୋର ପର୍ଯ୍ୟନ୍ତ ନେଇ ଯାଇଥିଲେ । ଏହା…

କ୍ୱାରେଂଟାଇନରେ ଫିନଲ୍ୟାଣ୍ଡ ପ୍ରଧାନମନ୍ତ୍ରୀ

ହେଲସିଙ୍କ: କରୋନା ଭାଇରସ ମୁକାବିଲା ପାଇଁ ବିଶ୍ୱ ସମୁଦାୟ ଜୋରଦାର ପ୍ରୟାସ ଚଳାଇଛନ୍ତି । ତେବେ କିଲର କରୋନା ମଧ୍ୟ ତାର ପ୍ରାଧାନ୍ୟ ବଜାୟ ରଖିଛି । ବିବିସି ରିପୋର୍ଟ ମୁତାବକ ଫିନଲାଣ୍ଡର ପ୍ରଧାନମନ୍ତ୍ରୀ ସନା ଗାରିନ କରୋନା ପଜିଟିଭ ହୋଇ ନ ଥିଲେ ମଧ୍ୟ ସୁରକ୍ଷା ଦୃଷ୍ଟିକୋଣରୁ ନିଜକୁ…