Latest Odisha News

BREAKING NEWS

Browsing Category

ଫିଚର

ଲକ୍‌-ଡାଉନ୍‌ରେ କୂଅ ଖୋଳିପକାଇଲେ ଦମ୍ପତ୍ତି !

ମହାରାଷ୍ଟ୍ର: ମାତ୍ର ୨୧ଦିନରେ ୨୫ ଫୁଟର କୂଅ ଖୋଳିଲେ ଦୁଇ ଜଣ । ଶୁଣିବାକୁ ଅବିଶ୍ୱାସ ଲାଗୁଥିଲେ ବି ମହାରାଷ୍ଟ୍ରରେ ସାମ୍ନାକୁ ଆସିଛି ଏପରି ଏକ ଅନନ୍ୟ ଘଟଣା । ପାଣି ସମସ୍ୟାକୁ ଦୂର କରିବା ପାଇଁ ଏକ ଦମ୍ପତ୍ତି କେବଳ ହାତ ଉପକରଣରେ ଏପରି କାରନାମା କରିଦେଖାଇଛନ୍ତି । Maharashtra:…

କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନଙ୍କ ଦ୍ୱାରା ‘କୋଭିଡ ଇଣ୍ଡିଆ ସେବା’ ଆରମ୍ଭ

ନୂଆଦିଲ୍ଲୀ: କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନଙ୍କ ଦ୍ୱାରା ମଙ୍ଗଳବାର କୋଭିଡ ଇଣ୍ଡିଆ ସେବା ଆରମ୍ଭ ହୋଇଛି । ଏହି ଟୁଇଟର ସେବା କରୋନା ମହାମାରୀ ସମୟରେ ନିୟୁତ ନିୟୁତ ଭାରତୀୟଙ୍କ ପାଇଁ ଏକ ପ୍ରତ୍ୟକ୍ଷ ପ୍ରଶ୍ନୋତ୍ତର ମଞ୍ଚ ଭାବେ କାମ କରିବା ସହ ସିଧାସଳଖ…

ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନାରେ ମାଗଣା ଗ୍ୟାସ ସିଲିଣ୍ଡର ପାଇବେ ରାଜ୍ୟର ୪୭,୪୭,୩୭୦ ହିତାଧିକାରୀ

ନୂଆଦିଲ୍ଲୀ: କୋଭିଡ-୧୯ ମହାମାରୀ କାରଣରୁ ଦେଶବ୍ୟାପୀ ଜାରି ହୋଇଥିବା ଲକଡାଉନ ସମୟରେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ଅନ୍ତର୍ଗତ ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନାର ହିତାଧିକାରୀଙ୍କୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ମାଗଣାରେ ଗ୍ୟାସ ସିଲିଣ୍ଡର ରିଫିଲ ଯୋଗାଇ ଦିଆଯାଉଛି । ଏହି ଯୋଜନାରେ…

ଦିଲ୍ଲୀର କରୋନା ସଂକ୍ରମିତଙ୍କ ଭିଡିଓ ଭାଇରାଲ୍ !

ନୂଆଦିଲ୍ଲୀ: ସାରା ଦେଶରେ କରୋନାକୁ ରୋକିବା ଲାଗି ଚାଲିଛି ଅହରହ ଉଦ୍ୟମ । ହେଲେ ଏତିକିବେଳେ କ୍ୱାରେନ୍‌ଣ୍ଟାଇନ୍ ଅବ୍ୟବସ୍ଥା ନେଇ ଏକ ଭିଡିଓ ଜରିଆରେ ଅଭିଯୋଗ ଆଣିଛନ୍ତି ଜଣେ କରୋନା ସଂକ୍ରମିତ ପୋଲିସ କର୍ମଚାରୀ । #WATCH A Delhi Police constable, who had tested positive for…

ଯୁଦ୍ଧର ନାଁ କରୋନା; ଯୋଦ୍ଧାର ନାଁ ଲବ ଅଗ୍ରୱାଲ୍‌ !

ନୂଆଦିଲ୍ଲୀ: ସେ ହେଉଛନ୍ତି କରୋନା ଯୁଦ୍ଧର ସେନାପତି । ଦେଶର ବହୁଚର୍ଚ୍ଚିତ ଆଇଏଏସ୍ ଅଫିସର । ଯାହାଙ୍କୁ ଦେଶ ୪୦ରୁ ଅଧିକ ଦିନ ଧରି ଟିଭି ସ୍କ୍ରିନ୍‌ରେ ଅପରାହ୍ନ ୪ଟାରେ ପ୍ରତିଦିନ ଶୁଣିଆସୁଛି । ଖାସ କରୋନାଭାଇରସ୍ ସମ୍ବନ୍ଧୀୟ ସୂଚନା ପାଇଁ । ସେ ହେଉଛନ୍ତି କେନ୍ଦ୍ର ସରକାରଙ୍କ ମିଷ୍ଟଭାଷୀ…

କରୋନା ନୁହେଁ କ୍ୟାନସରରେ ମୃତ୍ୟୁବରଣ କରିଛନ୍ତି ୪୪ ନମ୍ବର ଆକ୍ରାନ୍ତ : ବାଗ୍‌ଚୀ

ଭୁବନେଶ୍ୱର : ରାଜ୍ୟର ୪୪ ନମ୍ବର କରୋନା ପଜିଟିଭ ଆକ୍ରାନ୍ତଙ୍କର କରୋନା ନୁହେଁ କ୍ୟାନସରରେ ମୃତ୍ୟୁ ହୋଇଛି । ତେଣୁ ମୃତ୍ୟୁ ସଂଖ୍ୟା ୧ରେ ସୀମିତ ଥିବା କହିଛନ୍ତି ରାଜ୍ୟ ସରକାରଙ୍କ କୋଭିଡ୧୯ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀ କହିଛନ୍ତି । ପୂର୍ବରୁ ତାଙ୍କର ସ୍ୱାବ ନମୁନା ରିପୋର୍ଟ ନେଗେଟିଭ…

ଓଡିଶା -ପଶ୍ଚିମବଙ୍ଗ ସୀମାବର୍ତ୍ତୀ ଅଂଚଳ ସ୍ଥିତି ପରଖିଲେ ପୋଲିସ ଡିଜି

ବାଲେଶ୍ୱର: ପୋଲିସ ଡିଜି ଅଭୟ ଆଜି ବାଲେଶ୍ୱର ସୀମାବର୍ତ୍ତୀ ଅଂଚଳରେ ପୋଲିସ ମୁତୟନ ନେଇ ସମୀକ୍ଷା କରିଥିଲେ । ସେ ଲକ୍ଷ୍‌ଣନାଥ ଆନ୍ତଃରାଜ୍ୟ ଚେକ୍ ପୋଷ୍ଟଠାରେ ପହଞ୍ଚି ପୋଲିସ କର୍ମଚାରୀ ମୁତୟନର ସମୀକ୍ଷା କରିଥିଲେ । କରୋନା ମହାମାରୀ ନ ଥମିବା ଯାଏଁ ପଶ୍ଚିମବଙ୍ଗରୁ ଯେମିତି କେହି ଓଡିଶା…

ଆସନ୍ତୁ ଜାଣିବା କିପରି ମିଜୋରମରେ ଠିକ୍ ଭାବେ ପାଳିତ ହେଉଚି ସୋସିଆଲ ଡିଷ୍ଟାନ୍ସିଙ୍ଗ ନିୟମ

ଆଇଜଲ: କରୋନା ଭାଇରସ ନେଇ ସରକାର ସମସ୍ତ ପ୍ରକାର ଉଦ୍ୟମ ଜାରି ରଖିଛି । ଏଥିନେଇ ସଚେତନତା ମଧ୍ୟ ସୃଷ୍ଟି କରାଯାଉଛି । ତେବେ ସୋସିଆଲ ଡିଷ୍ଟାନ୍ସିଙ୍ଗ ନିୟମକୁ ଅନେକ ଟିକ୍ ଭାବେ ପାଳନ କରୁ ନାହାନ୍ତି । ମଙ୍ଗଳବାର ମିଜୋରମର ଏକ ଫଟୋ ସୋସିଆଲ ସାଇଟରେ ଭାଇରାଲ ହୋଇଛି । ଏଥିରେ ସ୍ଥାନୀୟ…

ଟି୨୦ ମ୍ୟାଚ ଆୟୋଜନ ପାଇଁ ଗାଭାସ୍କର ଦେଲେ ନୂଆ ଫର୍ମୂଲା

ନୂଆଦିଲ୍ଲୀ: କରୋନାଭାଇରସ୍  ଯୋଗୁ ଚଳିତ ବର୍ଷ ଅ ହେବାକୁଥିବା ଆଇସିସି ଟି୨୦ ବିଶ୍ୱକପ୍ ଆୟୋଜନକୁ ନେଇ ଆଶଙ୍କା ଦେଖା ଦେଇଛି। ବିଶ୍ୱକପ୍ କିପରି ଆୟୋଜନ ହୋଇପାରିବ, ତାକୁ ନେଇ ଭାରତର ପୂର୍ବତନ ବ୍ୟାଟ୍ସମ୍ୟାନ୍ ସୁନୀଲ ଗାଭାସ୍କର ନୂଆ ଫର୍ମୂଲା ବାହାର କରିଛନ୍ତି । ଗାଭାସ୍କର କହିଛନ୍ତି, ଦେଶରେ…

ଫେସବୁକର ୨୬ କୋଟି ୟୁଜର୍ସଙ୍କ ଡାଟା ଲିକ୍‌

ନୂଆଦିଲ୍ଲୀ: ଡାଟା ଲିକ୍ ଓ ଫେସବୁକ୍ ପରସ୍ପର ସହ ଅଙ୍ଗାଙ୍ଗୀଭାବେ ଜଡିତ ହୋଇଗଲେଣି । ପୂର୍ବରୁ ଏ ଭଳି ଘଟଣା ନେଇ ଏହାର ସିଇଓ ମାର୍କ ଜୁକରବର୍ଗ କ୍ଷମା ମାଗିସାରିଛନ୍ତି । ଏକ ରିପୋର୍ଟ ମୁତାବକ ୨୬ କୋଟି ୟୁଜର୍ସଙ୍କ ଡାଟା ଲିକ୍ ହୋଇଛି । ଏହି ଲିକ୍ ଡାଟା ୪୧,୬୦୦ ଟଙ୍କାରେ ଡାଟା ଡାର୍କ…