Latest Odisha News

BREAKING NEWS

Browsing Category

ଫିଚର

କରୋନା ଆତଙ୍କ; ଆଖି ବୁଜିଲା ୨୯ ଦିନର ଶିଶୁ !

ଫିଲିପାଇନ୍ସ: କରୋନାଭାଇରସଠୁ ହାର୍ ମାନିଲା ବିଶ୍ୱର ସର୍ବକନିଷ୍ଠ ରୋଗୀ । କରୋନାଭାଇରସରେ ଆକ୍ରାନ୍ତ ୨୯ଦିନର ଶିଶୁଟି ମଙ୍ଗଳବାର ଦକ୍ଷିଣ ମାନିଲାର ବାତାଙ୍ଗାସ୍ ଅଂଚଳରେ ପ୍ରାଣ ହରାଇଥିଲା । THE Department of Health (DoH) on Tuesday confirmed that the youngest…

କରୋନା ସଂକ୍ରମଣଙ୍କ ଶବରୁ ମଧ୍ୟ ସଂକ୍ରମିତ ହେବାର ଭୟ ସୃଷ୍ଟି ହେଲା

ନୂଆଦିଲ୍ଲୀ: କରୋନା ସଂକ୍ରମଣଙ୍କ ଶବରୁ ମଧ୍ୟ ସଂକ୍ରମିତ ହେବାର ଭୟ ସୃଷ୍ଟି ହେଲା । ଥାଇଲାଣ୍ଡରେ ଏହିଭଳି ଏକ ରିପୋର୍ଟ ହସ୍ତଗତ ହୋଇଛି । ଥାଇଲାଣ୍ଡର ଏକ ଶବ ପରୀକ୍ଷକଙ୍କ କରୋନା ସଂକ୍ରମଣରେ ମୃତ୍ୟୁ ପରେ ଏହା ସ୍ପଷ୍ଟ ହୋଇଛି । ଶବ ରହୁଥିବା ସ୍ଥାନ, ମଶାଣି ଏବଂ ଶବ ବାହକ ଗାଡି ସହ…

ଏପ୍ରିଲ ୨୦ରୁ ପୁନଃ ସେବା ପ୍ରଦାନ କରିବେ ଆମାଜନ ଓ ଫ୍ଲିପକାର୍ଟ ଭଳି ଇ-କମର୍ସ ସାଇଟ !

ନୂଆଦିଲ୍ଲୀ: ଫ୍ଲିପକାର୍ଟ, ଆମାଜନ ଏବଂ ପେଟିଏମ୍ ମଲ୍ ଭଳି ଅନ୍ଲାଇନ୍ କମ୍ପାନୀଗୁଡିକ ଏପ୍ରିଲ ମାସ ୨୦ ପରେ ସମ୍ପୂର୍ଣ୍ଣ କାର୍ଯ୍ୟ ଆରମ୍ଭ କରିବାକୁ ଯାଉଥିବା ଜଣାପଡିଛି। ବୁଧବାର ଦିନ ଗୃହ ମନ୍ତ୍ରଣାଳୟ ଲକଡାଉନ ବିସ୍ତାର ସମୟରେ ଅନୁସରଣ କରିବାକୁ ନିର୍ଦ୍ଦେଶାବଳୀ ଜାରି କରିବା ପରେ…

ଚୀନର ସୁପର ଆପ୍ ୱି ଚାଟକୁ ଟକ୍କର ଦେବା ପାଇଁ ଏକତ୍ର କାମ କରିବେ ମୁକେଶ ଅମ୍ବାନୀ ଓ ମାର୍କ ଜୁକରବର୍ଗ

ମୁମ୍ବାଇ: ଚୀନର ସୁପର ଆପ୍ ୱି ଚାଟକୁ ଟକ୍କର ଦେବା ପାଇଁ ମୁକେଶ ଅମ୍ବାନୀ ଓ ମାର୍କ ଜୁକରବର୍ଗ ହାତ ମିଳାଇଛନ୍ତି । ରିଲାୟନ୍ସ ଇଣ୍ଡଷ୍ଟ୍ରି ଓ ଫେସବୁକ ମିଳିତ ଭାବେ ମଲ୍‌ଟିପର୍ପଜ ଆପ ପ୍ରସ୍ତୁତ କରିବା ପାଇଁ ଯୋଜନା ଆରମ୍ଭ କରିଛନ୍ତି । ଦୁଇ କମ୍ପାନୀ ଏଥିପାଇଁ ଅର୍ଥ, ବୈଷୟିକ ଜ୍ଞାନ କୌଶଳ ଓ…

ରାଜ୍ୟରେ ହେବ ଏକାଥରେ ଏକାଧିକ ନମୂନା ପରୀକ୍ଷା: ସ୍ୱାସ୍ଥ୍ୟ ମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟରେ ଏକାଥରକେ ଏକାଧିକ କରୋନା ନମୂନା ପରୀକ୍ଷା କରାଯିବ । ଆଗାମୀ ଦିନରେ ହେବ ପୁଲ୍ କୋଭିଡ-୧୯ ଟେଷ୍ଟିଂ । କରୋନାର ମୁକାବିଲା ନେଇ ଆଜି ଉଚ୍ଚ କ୍ଷମତା ସମ୍ପନ୍ନ ମନ୍ତ୍ରିସ୍ତରୀୟ କମିଟି ବୈଠକ ପରେ ଏନେଇ ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ । ସେ କହିଛନ୍ତି,…

ଲକ୍‌-ଡାଉନ୍ ଭଙ୍ଗ; ମାଡ ବଦଳରେ ମିଳୁଛି ଯୋଗାସନ ଦଣ୍ଡ !

ମହାରାଷ୍ଟ୍ର: ଲକ୍‌-ଡାଉନ୍ ଭାଙ୍ଗି ସକାଳେ କରୁଥିଲେ ପ୍ରାତଃ ଭ୍ରମଣ । ଧରାପଡିଥିଲେ ପୋଲିସ ହାତରେ । ହେଲେ ମାଡ ବଦଳରେ ଦଣ୍ଡ ସ୍ୱରୂପ ମିଳିଥିଲା ଯୋଗାସନ କରିବା ପାଇଁ ନିର୍ଦ୍ଦେଶ । ପୁଣେ ପୋଲିସର ଏପରି ପଦକ୍ଷେପ ସାରା ଭାରତରେ ଚର୍ଚ୍ଚା ସାଉଣ୍ଟିଛି । #WATCH Maharashtra: Police…

କଙ୍ଗନାଙ୍କ ଭଉଣୀ ରଙ୍ଗୋଲିଙ୍କ ଆକାଂଉଟକୁ ସସପେଣ୍ଡ କଲା ଟୁଇଟର

ମୁମ୍ବାଇ: ବଲିଉଡର ଗ୍ଲାମର କୁଇନ କଙ୍ଗନା ରାନାୱତଙ୍କ ଭଉଣୀ ରଙ୍ଗୋଲୀ ଚନ୍ଦେଲଙ୍କ ଆକାଂଉଟକୁ ଟୁଇଟର ସସପେଣ୍ଡ କରିଦେଇଛି । ସୋସିଆଲ ସାଇଟରେ ରଙ୍ଗୋଲି ଅଧିକ ସମୟ କାଟିଥାନ୍ତି । ତାଙ୍କର କେତେକ ଟୁଇଟ ବିବାଦ ମଧ୍ୟ ସୃଷ୍ଟି କରିଛି । କିଛି ଦିନ ତଳେ ଟୁଇଟର ପକ୍ଷରୁ ଏ ନେଇ ତାଙ୍କୁ ସତର୍କ…

ବୁଲା ପଶୁ ପକ୍ଷୀଙ୍କ ଅନ୍ନଦାତା ସାଜିଛି ‘ବଡି ଦିଦି’

ମାଲକାନଗିରି: କରୋନା ଯୋଗୁଁ ଚାରିଆଡେ ତାଲାବନ୍ଦ । ରାସ୍ତଘାଟ ସବୁ ଶୂନଶାନ । କେହି ନାହାନ୍ତି ଅଛନ୍ତି କେବଳ ପଶୁ ପକ୍ଷୀ। କରୋନା ଯୋଗୁଁ କେବଳ ମଣିଷ ନୁହନ୍ତି ପଶୁ ପକ୍ଷୀ ମଧ୍ୟ ସଙ୍କଟରେ ଅଛନ୍ତି । ଲକଡାଉନ୍ ଯୋଗୁଁ ବୁଲା ପଶୁ ପକ୍ଷୀମାନେ ଏବେ ଖାଇବାକୁ ପାଉ ନାହାନ୍ତି । ଏମାନେ ଯେପରି…

୨୦୨୧ ଦିନିକିଆ ମହିଳା ବିଶ୍ୱକପ ପାଇଁ ଯୋଗ୍ୟତା ହାସଲ କଲା ଟିମ୍ ଇଣ୍ଡିଆ

ନୂଆଦିଲ୍ଲୀ: ଆସନ୍ତା ବର୍ଷ ନ୍ୟୁଜିଲାଣ୍ଡରେ ଖେଳାଯିବାକୁ ଦିନିକିଆ ମହିଳା ବିଶ୍ୱକପ କ୍ରିକେଟ ପାଇଁ ଟିମ୍ ଇଣ୍ଡିଆ ଯୋଗ୍ୟତା ହାସଲ କରିଛି । ଆଇସିସି ଟେକନିକାଲ କମିଟି ମହିଳା ଚାମ୍ପିୟନଶିପର ୩ଟି ସିରିଜ ବାତିଲ କରି ଦେଇଛି । ପଏଂଟ ଭିତିରେ ଭାରତ ଯୋଗ୍ୟତା ହାସଲ କରିଛି । ଅଷ୍ଟ୍ରେଲିଆ (୩୭),…

ସମସ୍ତ ମେଡିକାଲ କଲେଜ ଓ ହସ୍ପିଟାଲରେ ଖୋଲାଯିବ ଟେଷ୍ଟିଂ ଲ୍ୟାବ: ମନ୍ତ୍ରୀ

ଭୁବନେଶ୍ୱର: ଦିନକୁ ଦିନ ବ୍ୟାପୁଥିବା ମହାମାରୀ କରୋନାକୁ ରୋକିବା ପାଇଁ ରାଜ୍ୟ ସରକାର ଅଂଟା ଭିଡିଛନ୍ତି । କରୋନା ସନ୍ଦିଗ୍ଧଙ୍କ କିପରି ଅଧିକରୁ ଅଧିକ ନନୂମା ପରୀକ୍ଷା କରାଯାଇ ପାରିବ ସେ ଉପରେ ଗୁରୁତ୍ୱ ଦିଆଯାଇଛି । ଏଥିପାଇଁ ରାଜ୍ୟର ସମସ୍ତ ମେଡିକାଲ କଲେଜ ଓ ହସ୍ପିଟାଲରେ ଟେଷ୍ଟିଂ ଲ୍ୟାବ…