Latest Odisha News

BREAKING NEWS

Browsing Category

ଫିଚର

ଲକଡାଉନ ୨.୦: ପ୍ରଧାନମନ୍ତ୍ରୀଙ୍କ ସର୍ତ୍ତ ମାନିଲେ ଏପ୍ରିଲ ୨୦ ପରେ ଆସିପାରିବେ ବାହାରକୁ !

ନୂଆଦିଲ୍ଲୀ: ସାରାଦେଶରେ ଲକଡାଉନ ସମୟସୀମା ଆସନ୍ତା ୩ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିବାକୁ ପ୍ରଧାନମନ୍ତ୍ରୀ ମୋଦୀ ଘୋଷଣା କରିଛନ୍ତି । କିନ୍ତୁ ଏହା ସହ ସେ କହିଛନ୍ତି ଯେ ୨୦ ଏପ୍ରିଲରୁ କିଛି ମନୋନୀତ ଅଞ୍ଚଳକୁ କୋହଳ ପ୍ରଦାନ କରାଯିବ । ଏଥିପାଇଁ ମୋଦୀ କିଛି ସର୍ତ୍ତ ରଖିଛନ୍ତି । ଲକଡାଉନ…

ଚାଇନା କମ୍ପାନୀ ଗ୍ରେଟ୍ ୱାଲ୍ ମୋଟର୍ସ ଭାରତରେ କରିବ ଲଞ୍ଚ

ଚାଇନାର ସର୍ବବୃହତ ଏସୟୁଭି ନିର୍ମାତା ଗ୍ରେଟ୍ ୱାଲ୍ ମୋଟର ମଧ୍ୟ ୨୦୨୦ ଅଟୋ ଏକ୍ସପୋରେ ଏହାର ବୈଦ୍ୟୁତିକ ଯାନ ସହିତ ହାଭାଲ୍ ବ୍ରାଣ୍ଡ୍ ଲାଇନ୍ ଅପ୍ ଉପସ୍ଥାପନ କରିଛି। ଯାହା ସହିତ କମ୍ପାନୀ ଭାରତରେ ଏହାର ପ୍ରବେଶ ବିଷୟରେ ସୂଚିତ କରିଥିଲା ​​| ସୂଚନାଯୋଗ୍ୟ ଯେ, ଇଣ୍ଟରନେଟରେ ହାଭାଲ୍ ଏଚ୫…

ଭାରତରେ କରୋନାଭାଇରସ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ହଜାର ଛୁଇଁଲା, ୩୩୯ ମୃତ

ନୂଆଦିଲ୍ଲୀ: ଭାରତରେ କରୋନାଭାଇରସ୍ (କୋଭିଡ -୧୯) ଆକ୍ରାନ୍ତଙ୍କ ସଂଖ୍ୟା ମଙ୍ଗଳବାର ଦିନ ୧୦,୩୬୩ ଛୁଇଁଥିବାନେଇ କେନ୍ଦ୍ରର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି । ଏଯାବତ୍ କରୋନାରେ ସଂକ୍ରମିତ ହୋଇ ପ୍ରାୟ ୮୯୮୮ଜଣ ବ୍ୟକ୍ତି ଚିକିତ୍ସିତ ହେଉଥିବା ବେଳେ…

ଆଉ ଜଣେ କରୋନା ପଜିଟିଭ ଚିହ୍ନଟ, ମୋଟ ସଂଖ୍ୟା ୫୬ ଛୁଇଁଲା

ଭୁବନେଶ୍ୱର : ରାଜ୍ୟରେ ଆଉ ଜଣେ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏଥି ସହ ମୋଟ ପଜିଟିଭଙ୍କ ସଂଖ୍ୟା ୫୩ରେ ପହଞ୍ଚିଛି । ଗତ ୨୪ ଘଣ୍ଟା ମଧ୍ୟରେ ୫୬୪ ଟି ସ୍ୱାବ ନମୁନା ପରୀକ୍ଷା ହୋଇଥିବା ବେଳେ ଜଣେ ପଜିଟିଭ ବାହାରିଥିବା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।…

ଯାଜପୁରରେ ଚିହ୍ନଟ ହେଲେ ୨ୟ କରୋନା ପଜିଟିଭ

ଯାଜପୁର:ଯାଜପୁରରେ ଚିହ୍ନଟ ହୋଇଛନ୍ତି ୨ୟ କୋରୋନା ପଜିଟିଭ । ୬୧ ବର୍ଷୀୟ ଏହି ବ୍ୟକ୍ତି ଜଣଙ୍କ ଜାଫରପୁର ପଞ୍ଚାୟତର ସାନ ତ୍ରିଲୋଚନ ପୁର ଗାଁରେ ଚିହ୍ନଟ ହୋଇଥିବା ଜିଲାପାଳ ସୂଚନା ଦେଇଛନ୍ତି । ମାର୍ଚ୍ଚ ମାସ ୧୮ ତାରିଖରୁ ଆକ୍ରାନ୍ତ ବ୍ୟକ୍ତି ଜଣଙ୍କ ଏକ ଟାଟା ମେଜିକ ଯୋଗେ ୧୮ ଜଣଙ୍କ ସହ…

‘ସ୍ୱାଇନ ଫ୍ଲୁ’ ଠାରୁ ୧୦ ଗୁଣ ଅଧିକ ମାରାତ୍ମକ ‘କରୋନା ଭାଇରସ’, ଜାଣନ୍ତୁ କିପରି

ନୂଆଦିଲ୍ଲୀ: ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁ ଏଚ ଓ) ନିଶ୍ଚିତ କରିଛି ଯେ କରୋନାଭାଇରସ୍ ସ୍ୱାଇନ ଫ୍ଲୁ ଅପେକ୍ଷା ଦଶ ଗୁଣ ଅଧିକ ମାରାତ୍ମକ । ସ୍ୱାଇନ ଫ୍ଲୁ ୨୦୦୯ ଜାନୁଆରୀ ରୁ ୨୦୧୦ ଅଗଷ୍ଟ ମଧ୍ୟରେ ୧୮,୪୪୮ ଜଣଙ୍କର ପ୍ରାଣ ନେଇଛି। ଏକ ଦଶନ୍ଧି ପୂର୍ବରୁ ୧.୬ ମିଲିୟନରୁ ଅଧିକ ଲୋକ…

ପୂର୍ବତନ ମନ୍ତ୍ରୀ ସନାତନ ବିଶିଙ୍କ ପରଲୋକ

ଭୁବନେଶ୍ୱର : ପୂର୍ବତନ ମନ୍ତ୍ରୀ ସନାତନ ବିଶିଙ୍କ ପରଲୋକ । ମଙ୍ଗଳବାର ସକାଳେ ସେ ସମ୍ବଲପୁର ସ୍ଥିତ ହୀରାକୁଦ କଲୋନୀସ୍ଥିତ ବାସଭବନରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ୧୯୪୧ ମସିହା ନଭେମ୍ବର ୧୬ରେ ଜନ୍ମ ଗ୍ରହଣ କରିଥିବା ସନାତନ ୧୯୬୪ ମସିହାରେ ଛାତ୍ର ରାଜନୀତିରେ ପ୍ରବେଶ କରିଥିଲେ । ସେ…

ପାକିସ୍ତାନୀଙ୍କ ସହ କାମ ନକରିବାକୁ ଭାରତୀୟ ସିଙ୍ଗରଙ୍କୁ କଡା ଚେତାବନୀ !

ନୂଆଦିଲ୍ଲୀ: ୨୦୧୬, ଉରି ଆକ୍ରମଣ ପରେ ଭାରତରେ ପାକିସ୍ତାନୀ କଳାକାର କାମ କରିବା ନେଇ ପ୍ରତିବନ୍ଧକ ଲାଗିଥିଲା । ହେଲେ ଏବେ ପାକିସ୍ତାନୀ କଳାକାରଙ୍କ ସହ କାମ ନ କରିବା ପାଇଁ ଭାରତୀୟ ସିଙ୍ଗର ଓ ମ୍ୟୁଜିସିଆନ୍‌ଙ୍କୁ ମିଳିଛି କଡା ଚେତାବନୀ । ରବିବାର ପାଶ୍ଚାତ୍ୟ ଭାରତ ସିନେ କର୍ମଚାରୀ…

ମେ ୩ ଯାଏଁ ବଢିଲା ଲକ୍ ଡାଉନ ଅବଧି

ନୂଆଦିଲ୍ଲୀ: ସାରା ଦେଶରେ ବଢିଲା ଲକ୍ ଡାଉନ ଅବଧି । ଆଜି ଦେଶବାସୀଙ୍କୁ ସମ୍ବୋଧନ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲକ୍ ଡାଉନ ଅବଧିକୁ ମେ ୩ ଯାଏଁ ବୃଦ୍ଧି କରିଛନ୍ତି । ପୂର୍ବରୁ ଘୋଷଣା ହୋଇଥିବା ୨୧ ଦିନିଆ ଲକ୍ ଡାଉନର ଆଜି ଶେଷ ଦିନ ଥିଲା । ମୋଦି ତାଙ୍କ ଅଭିଭାଷଣରେ କହିଥିଲେ…

ଅଗଷ୍ଟରୁ ଆରମ୍ଭ ହେବ ‘ଗଣିତ କଳିକା’; ଉପକୃତ ହେବେ ୩୭ ଲକ୍ଷ ୭୧ ହଜାର ୨୪୯ ଛାତ୍ରଛାତ୍ରୀ

ଭୁବନେଶ୍ୱର: ପ୍ରାଥମିକ ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ଗଣିତରେ ଅଧିକ ଦକ୍ଷ ଓ ପାରଙ୍ଗମ କରିବା ଲାଗି ରାଜ୍ୟ ସରକାର ଆରମ୍ଭ କରୁଛନ୍ତି ଗଣିତ କଳିକା କାର୍ଯ୍ୟକ୍ରମ । ‘ଗଣିତ କଳିକା’ ନାମରେ ଏହି କାର୍ଯ୍ୟକ୍ରମ ରାଜ୍ୟବ୍ୟାପି ପ୍ରାଥମିକ ସ୍କୁଲଗୁଡ଼ିକରେ ଲାଗୁ ହେବାକୁ ଥିବା ବେଳେ ଏଥିପାଇଁ ମୋଟ୍…