Latest Odisha News

BREAKING NEWS

Browsing Category

ଫିଚର

ପୁଣି ଭୂକମ୍ପରେ ଥରିଲା ଦିଲ୍ଲୀ

ନୂଆଦିଲ୍ଲୀ: ପୁଣି ଥରିଲା ଦିଲ୍ଲୀ । ଲଗାତର ଦ୍ୱିତୀୟ ଦିନରେ ଦିଲ୍ଲୀରେ ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୨.୭ ରେକର୍ଡ କରାଯାଇଛି । ସୋମବାର ଦ୍ୱିପହରରେ ଦିଲ୍ଲୀ ଏନ୍‌ସିଆର୍‌ରେ ମୃଦୁ ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଛି । ଭୂକମ୍ପର କେନ୍ଦ୍ରସ୍ଥଳ ଦିଲ୍ଲୀ ରହିଥିବା…

ଦିଲ୍ଲୀ ପୋଲିସକୁ ଉୁରୁଗୁଏ ମହିଳାଙ୍କ ଖୋଲା ଚ୍ୟାଲେଂଜ !

ନୂଆଦିଲ୍ଲୀ: ଶନିବାର ଜଣେ ଉୁରୁଗୁଏ ମହିଳା ଦିଲ୍ଲୀ ପୋଲିସକୁ କରିଥିଲେ ଖୋଲା ଚ୍ୟାଲେଂଜ । ମାସ୍କ ପିନ୍ଧିବା ନେଇ ପୋଲିସ ପରାମର୍ଶ ଦେଇଥିଲା । ହେଲେ ପୋଲିସର କଥା ଶୁଣିବା ବଦଳରେ ମହିଳା କରିଥିଲେ ଓଲଟା ଭାଷଣବାଜି । ଦିଲ୍ଲୀ ସରକାର ରାଜ୍ୟରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରିଛି ।…

ସାଲେପୁର ଓ ନିଶ୍ଚିନ୍ତକୋଇଲି ଅଂଚଳରୁ ହଟିଲା ଅବରୋଧ କଟକଣା

କଟକ: କଟକ ଜିଲ୍ଲା ସାଲେପୁର ଓ ନିଶ୍ଚିନ୍ତ କୋଇଲିରୁ ହଟଲା କଂଟେନମେଂଟ ଜୋନ୍ କଟକଣା । ଏହି ଅଂଚଳକୁ ଅବରୋଧ ମୁକ୍ତ ଭାବେ ଘୋଷଣା କରାଯାଇଛି । ଏହି ଅଂଚଳରେ ସମସ୍ତ ସନ୍ଦିଗ୍ଧଙ୍କ ରିପୋର୍ଟ ନେଗେଟିଭ ଆସିବା ପରେ ଅବରୋଧ କଟକଣା ପ୍ରତ୍ୟାହାର କଲା ଜିଲ୍ଲା ପ୍ରଶାସନ । ଯାଜପୁରରେ ଚିହ୍ନଟ ହୋଇଥିବା…

ବାଲେଶ୍ଵରରେ କୋଭିଡ-୧୯ ହସ୍ପିଟାଲ; ଟ୍ବିଟ କଲେ ମୁଖ୍ୟମନ୍ତ୍ରୀ

ବାଲେଶ୍ଵର: ଓଡିଶା ହାଇଡ୍ରୋ ପାୱାର କର୍ପୋରେସନ୍ (ଓଏଚପିସି)ର ମିଳିତ ସହଯୋଗରେ ଓଡିଶା ସରକାର ବାଲେଶ୍ଵର ଜିଲ୍ଲାରେ ଏକ କୋଭିଡ-୧୯ ହସ୍ପିଟାଲ ସ୍ଥାପନ କରିଛନ୍ତି। ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ବିଟ ମଧ୍ୟ କରିଛନ୍ତି।…

ଲକ୍‌ଡାଉନ୍‌ରେ କାହା ଉପରୁ ହଟିଲା କଟକଣା, ଜାଣନ୍ତୁ

ଭୁବନେଶ୍ୱର: ରାଜ୍ୟରେ ଏପ୍ରିଲ ୩୦ ଯାଏଁ ଜାରି ରହିବ ଲକଡାଉନ୍ । ଏନେଇ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ତେବେ ପରିସ୍ଥିତିକୁ ଦୃଷ୍ଟିରେ ରଖି କୃଷି କାମ ଉପରକୁ କଟକଣା କୋହଳ କରାଯାଇଛି । ଏନେଇ ଏସ୍‌ଆର୍‌ସି ସୂଚନା ଦେଇଛନ୍ତି । ଏପ୍ରିଲ ୧୫ ପରଠାରୁ ରବି ଫସଲ ଉତ୍ପାଦନ ଆରମ୍ଭ ହେବ। ଧାନ…

ଲକଡାଉନ୍‌ରେ ଖୋଲା ରହିବ ରେଷ୍ଟୁରାଣ୍ଟ, ହେଲେ ବସି ଖାଇବା ମନା

ଭୁବନେଶ୍ୱର: ରାଜ୍ୟରେ ଏପ୍ରିଲ ୩୦ ଯାଏଁ ଲକ୍‌ଡାଉନ୍ ବୃଦ୍ଧି କରିବାକୁ ସରକାର ନିଷ୍ପତ୍ତି ନେବା ପରେ ଆଜି କିଛି ଗୁରୁତ୍ୱପୂର୍ଣ୍ଣ ଘୋଷଣା ହୋଇଛି । ଓଡିଶାବାସୀଙ୍କ ସୁବିଧାକୁ ଦୃଷ୍ଟିରେ ରଖି ଦ୍ୱିତୀୟ ପର‌୍ୟ୍ୟାୟ ଲକଡାଉନ ବେଳେ ସରକାରଙ୍କ ପକ୍ଷରୁ ତାଲାବନ୍ଦ କଟକଣାରେ କିଛି ମାତ୍ରାରେ କୋହଳ…

କରୋନା ମୁକାବିଲା : ଆସନ୍ତୁ ଜାଣିବା କେଉଁ ୫ ମହିଳାଙ୍କ ଉଦ୍ୟମକୁ ସାରା ବିଶ୍ୱ ପ୍ରଶଂସା କରୁଛି

ନୂଆଦିଲ୍ଲୀ:କରୋନା ଭାଇରସ ମହାମାରୀ ସାରା ବିଶ୍ୱରେ ତାର ତାଣ୍ଡବ ଜାରି ରଖିଛି । ଆସନ୍ତୁ ଜାଣିବା କରୋନା ଭାଇରସ ସହ ଲଢ଼େଇରେ କେଉଁ ୫ ମହିଳାଙ୍କ ଉଦ୍ୟମକୁ ସାରା ବିଶ୍ୱ ପ୍ରଶଂସା କରୁଛି । ମୋରାଲିନା ଏଡୋ: କରୋନା ଭାଇରସ ଟୀକା ନ ବାହାରିବା ପର୍ଯ୍ୟନ୍ତ ସଂଗ୍ରାମ ଜାରି ରହିଥିବ । ତେବେ ଜର୍ମନ…

ଲକ୍‌-ଡାଉନ୍ ନିୟମ ଭାଙ୍ଗି ଅନନ୍ୟ ଢଙ୍ଗରେ ଦଣ୍ଡିତ ହେଲେ ବିଦେଶୀ !

ଉତ୍ତରାଖଣ୍ଡ: ଋଷିକେଶରେ ଲକ୍‌-ଡାଉନ୍ ନିୟମ ଭାଙ୍ଗି ଦଣ୍ଡିତ ହେଲେ ବିଦେଶୀ ନାଗରିକ । ସ୍ଥାନୀୟ ଲୋକଙ୍କୁ ନିର୍ଘାତିଆ ମାଡ । ହେଲେ ବିଦେଶୀଙ୍କୁ ନିଆରା ଦଣ୍ଡ ଦେଇ ଚର୍ଚ୍ଚାକୁ ଆସିଛି ଉତ୍ତରାଖଣ୍ଡ ପୋଲିସ । ଶନିବାର ପୋଲିସ ହାତରେ ଧରାପଡିଥିଲେ ବିଭିନ୍ନ ଦେଶର ୧୦ ବିଦେଶୀ ନାଗରିକ । ସମଗ୍ର…

ପୁରୀରେ ପହଞ୍ଚିଲା ୬ଷ୍ଠ ପର୍ଯ୍ୟାୟ ରଥକାଠ

ପୁରୀ: ଆସନ୍ତା ଏପ୍ରିଲ୍ ୨୬ ତାରିଖରେ ପବିତ୍ର ଅକ୍ଷୟ ତୃତୀୟା ତିଥି । ଏହି ପବିତ୍ର ତିଥିରେ ପୁରୀ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତି ପାଳିତ ହେବା ସହିତ ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା ଅନୁଷ୍ଠିତ ହେବ । ନରେନ୍ଦ୍ର ପୁଷ୍କରିଣୀରେ ଏହି ଦିନ ଚାପ ଖେଳ ଅନୁଷ୍ଠିତ ହେବା ସହିତ ଚନ୍ଦନ ଯାତ୍ରା ଆରମ୍ଭ…

କରୋନା ପାଇଁ ବନ୍ଦ ହେଲା ରାଜଧାନୀ ପ୍ରତିଷ୍ଠା ଦିବସ ପାଳନ

ଭୁବନେଶ୍ୱର: ୧୯୪୮ ମସିହା ଏପ୍ରିଲ୍ ୧୩ ତାରିଖ ଦିନ ଐତିହ୍ୟସମ୍ପନ୍ନ ମନ୍ଦିରମାଳିନୀ ନଗରୀ ଭୁବନେଶ୍ୱରରେ ଓଡ଼ିଶାର ନୂତନ ରାଜଧାନୀର ଶିଳାନ୍ୟାସ କରିଥିଲେ ସ୍ୱାଧୀନ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହାରଲାଲ ନେହରୁ । ସେହି ଶିଳାନ୍ୟାସ ଦିବସଟିକୁ ସ୍ମରଣ କରିବା ଉଦ୍ଦେଶ୍ୟରେ ବିଗତ…