Latest Odisha News

BREAKING NEWS

Browsing Category

ଫିଚର

ନେଦରଲାଣ୍ଡକୁ ୭ ୱିକେଟରେ ହରାଇଲା ଆଫଗାନିସ୍ତାନ

ଲକ୍ଷ୍ନୌ: ଚଳିତ ବିଶ୍ୱକପ କ୍ରିକେଟରେ ଶୁକ୍ରବାର ଆଫଗାନିସ୍ତାନ ୭ ୱିକେଟରେ ନେଦରଲାଣ୍ଡକୁ ପରାସ୍ତ କରିଛି । ଏଥିସହ ଆଫଗାନିସ୍ତାନ ୭ ମ୍ୟାଚରୁ ୮ ପଂଏଟ ହାସଲ କରି ୫ମ ସ୍ଥାନକୁ ଉନ୍ନୀତ ହୋଇ ସେମିଫାଇନାଲ ପ୍ରବେଶ ଆଶା ଉଜ୍ଜୀବୀତ କରିଛି । ୧୮୦ ରନର ବିଜୟ ଲକ୍ଷ୍ୟକୁ ୩୧.୩ ଓଭରରେ ୩ ୱିକେଟ ହରାଇ…

ବିଜେପିର ହିନ୍ଦୁତ୍ୱକୁ ଛତିଶଗଡରେ କଂଗ୍ରେସ କରିଛି ହାଇଜାକ!

ଭୁବନେଶ୍ୱର: ଛତିଶଗଡ଼ରେ ପ୍ରଥମ ପର୍ଯ୍ୟାୟ ମତଦାନ ତାରିଖ ପାଖେଇ ଆସୁଥିବା ବେଳେ ପ୍ରମୁଖ ଦଳଗୁଡିକ ଜୋରଦାର ପ୍ରଚାର କରୁଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ଛତିଶଗଡ଼ରେ ପ୍ରଚାର କରିଥିବା ବେଳେ ବିଜେପିର ଅନ୍ୟ ହେଭିୱେଟ ମାନେ ମଧ୍ୟ ପ୍ରଚାର କରୁଛନ୍ତି। ଗୃହମନ୍ତ୍ରୀ ଅମିତ ଶାହା ପଣ୍ଡରିୟା…

ହାତ ଧରିଲେନି ଶର୍ମିଳା, କିନ୍ତୁ ସାଙ୍ଗରେ ରହିବେ !

ଭୁବନେଶ୍ୱର: କଂଗ୍ରେସ ସହ ନିଜ ଦଳକୁ ଲୀନ କରିବାକୁ ଉଦ୍ୟମ କଲେ। ସୋନିଆ ରାହୁଲଙ୍କ ସହ ସାକ୍ଷାତ କରି ତେଲେଙ୍ଗାନାରେ ଏକାଠି ନିର୍ବାଚନ ଲଢ଼ିବାକୁ ଆଲୋଚନା କଲେ। ବହୁ ଅପେକ୍ଷା ମଧ୍ୟ କଲେ। କିନ୍ତୁ କଂଗ୍ରେସ ପକ୍ଷରୁ କିଛି ନିଷ୍ପତ୍ତି ନିଆ ନ ଯିବାରୁ ତେଲେଙ୍ଗାନାର ସମସ୍ତ ୧୧୯ ବିଧାନସଭା…

ଆଇପିଏଲର ଅଂଶୀଦାର ହେବାକୁ ଚାହୁଁଛି ୟୁଏଇ

ମୁମ୍ବାଇ: ଇଣ୍ଡିଆନ ପ୍ରିମିୟର ଲିଗର ଲୋକପ୍ରିୟତା ଦିନକୁ ଦିନ ବଢ଼ିବାରେ ଲାଗିଛି । ବ୍ଲୁମର୍ଗରେ ପ୍ରକାଶିତ ଏକ ରିପୋର୍ଟ ଅନୁସାରେ ସାଉଦି ଆରବ ଏହି ଲିଗର ଅଂଶୀଦାର ହେବାକୁ ଚାହୁଁଛି । ଏହାର କ୍ରାଉନ ପ୍ରିନ୍ସ ମହମ୍ମଦ ବିନ ସଲମାନ ଆଇପିଏଲକୁ ଏକ ଗ୍ଲୋବାଲ କ୍ରିକେଟ ଲିଗ କରିବା ପାଇଁ ପ୍ରସ୍ତାବ…

ଜୟପୁର ବସ୍ ଟର୍ମିନାଲରେ ଭୟାବହ ଅଗ୍ନିକାଣ୍ଡ, ଏକାଧିକ ବସରେ ନିଆଁ

କୋରାପୁଟ: ଜୟପୁର ବସ୍ ଟର୍ମିନାଲରେ ଭୟାବହ ଅଗ୍ନିକାଣ୍ଡ। ବସ୍ ଟର୍ମିନାଲରେ ଅଛି ୨୦ରୁ ଅଧିକ ପରିତ୍ୟକ୍ତ ବସ୍। ଜାତୀୟ ରାଜପଥ ୨୬ କଡ଼ରେ ଥିବା ବସ ଟର୍ମିନାଲରେ ଅଗ୍ନିକାଣ୍ଡ ଘଟିଛି। ପ୍ରଥମେ ଏକ ପରିତ୍ୟକ୍ତ ବସରେ ନିଆଁ ଲାଗିବା ପରେ ଏହା ଏକାଧିକ ବସକୁ ବ୍ୟାପି ଯାଇଛି। ଏକାଧିକ ବସରେ ନିଆଁ…

କାଠ ଆଣିବାକୁ ଯାଇ ତାମ୍ପରା ହ୍ରଦରେ ବୁଡ଼ିଲା ଡଙ୍ଗା: ଭାଉଜ ମୃତ, ନଣନ୍ଦ ଗୁରୁତର

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ଛତ୍ରପୁର ନିକଟ ତାମ୍ପରା ହ୍ରଦରେ ଅଘଟଣ। ଏକ ଡଙ୍ଗାରେ କାଠ ସଂଗ୍ରହ କରି ଫେରୁଥିବା ବେଳେ ଡଙ୍ଗା ଓଲଟି ଭାଉଜଙ୍କ ମୃତ୍ୟୁ ଘଟିଥିବା ବେଳେ ନଣନ୍ଦ ଗୁରୁତର ଅଛନ୍ତି। ମୃତ ଭାଉଜ ହେଲେ ହୁମର ଗ୍ରାମର ପୁଷ୍ପା ବେହେରା ଓ ଗୁରୁତର ନଣନ୍ଦ ହେଉଛନ୍ତି ବନି ବେହେରା।…

ପାରା ଆଥଲେଟ ପ୍ରମୋଦ, ସୌନ୍ଦର୍ଯ୍ୟଙ୍କୁ ସମ୍ବର୍ଦ୍ଧିତ କଲେ ଓଡିଶାର ମୂଖ୍ୟମନ୍ତ୍ରୀ

ଭୁବନେଶ୍ୱର: ପାରା ଏସିଆନ ଗେମ୍ସରେ ପ୍ରଶଂସନୀୟ ପ୍ରଦର୍ଶନ କରିଥିବା ଓଡିଶାର ପାରା ଆଥଲେଟ ପ୍ରମୋଦ ଭଗତ ଓ ସୌନ୍ଦର୍ଯ୍ୟ କୁମାରଙ୍କୁ ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ବର୍ଦ୍ଧିତ କରିଛନ୍ତି । ଭଗତଙ୍କୁ ୨କୋଟି ଏବଂ ସୌନ୍ଦର୍ଯ୍ୟଙ୍କୁ ୧.୫ କୋଟି ଟଙ୍କା ପୁରସ୍କାର ରାଶି ବାବଦକୁ ପ୍ରଦାନ…

ବିଜେଡି ସରକାର ବିରୋଧରେ ସାଂଘାତିକ ଅଭିଯୋଗ ଆଣିଲା ବିଜେପି: କହିଲା, ବିଜେଡି ଯେଉଁଠି, ଦୁଷ୍କର୍ମ ସେଇଠି

ଭୁବନେଶ୍ୱର:ବିଜେଡି ବିରୋଧରେ ବର୍ଷିଲା ବିଜେପି । ସାମ୍ବାଦିକ ସମ୍ମିଳନୀ କରି ଗର୍ଜିଲା । ବିଜେଡି ଯେଉଁଠି ଦୁଷ୍କର୍ମ ସେଇଠି ବୋଲି ସାମ୍ବାଦିକ ସମ୍ମିଳନୀରେ କହିଲେ ବିଜେପି ରାଜ୍ୟ ଉପସଭାପତି ଡ.ଲେଖାଶ୍ରୀ ସାମନ୍ତସିଂହାର  । ଲେଖାଶ୍ରୀ କହିଛନ୍ତି,  ଶାସକ ଦଳର ନେତା, ମନ୍ତ୍ରୀ, ବିଧାୟକ…

ମହେଶ୍ବର ମହାନ୍ତି ଅସୁସ୍ଥ, ଆଶୁ ଆରୋଗ୍ୟ କାମନା କରି ବିଜେଡି ପକ୍ଷରୁ ସିଂହଦ୍ଵାର ସମ୍ମୁଖରେ ଦୀପ ପ୍ରଜ୍ୱଳନ

ପୁରୀ: ପୂର୍ବତନ ମନ୍ତ୍ରୀ ତଥା ପୂର୍ବତନ ବାଚସ୍ପତି ମହେଶ୍ବର ମହାନ୍ତି ଗୁରୁତର ଭାବେ ଅସୁସ୍ଥ। ମହେଶ୍ବର ମହାନ୍ତିଙ୍କ ଆଶୁ ଆରୋଗ୍ୟ କାମନା କରି ପୁରୀ ବିଜେଡି ତରଫରୁ ଶ୍ରୀମନ୍ଦିର ସିଂହଦ୍ଵାର ସମ୍ମୁଖରେ ପ୍ରଦୀପ ପ୍ରଜ୍ୱଳନ କରାଯାଇଛି। ଗତ ୩୧ ତାରିଖରେ ସେ ଅସୁସ୍ଥ ଅନୁଭବ କରିବା ପରେ ତାଙ୍କୁ…

ପୁଣି ଚର୍ଚ୍ଚାରେ ପ୍ରଯୋଜକ ଟୁଟୁ ନାୟକ: ମହିଳା ସାମ୍ୱାଦିକାଙ୍କୁ ଚାପୁଡ଼ା ମାରିଲେ, କ୍ଷମା ମାଗିଲେ

ଭୁବନେଶ୍ୱର: ମନୋଜ ମିଶ୍ରଙ୍କ ଫିଲ୍ମକୁ ବ୍ୟାନ କରିବାକୁ ନେଇ ଚର୍ଚ୍ଚାରେ ଥିବା ଟୁଟୁ ନାୟକଙ୍କ ନାମରେ ସାଂଘାତିକ ଅଭିଯୋଗ । ଜଣେ ମହିଳା ସାମ୍ବାଦିକାଙ୍କୁ ଦୁର୍ବବ୍ୟହାର ଦେଖାଇବା ସହ ମାଡି ମାରିଥିବା ଅଭିଯୋଗ ଆସିଛି । ରାଜଧାନୀ ଭୁବନେଶ୍ୱରରେ ଏହି ଘଟଣା ଘଟିଛି । ଏ ନେଇ ସଂପୃ୍କ୍ତ…