Latest Odisha News

BREAKING NEWS

Browsing Category

ଫିଚର

ମନ୍ତ୍ରୀଙ୍କ କଥା ନକଲ କରି ହସ୍ପିଟାଲ ମ୍ୟାନେଜରଙ୍କୁ ଠକେଇ ଅଭିଯୋଗରେ ସାଇବର ଠକ ଗିରଫ

ଭୁବନେଶ୍ୱର: କୃଷିମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ପିଏ ବୋଲି ପରିଚୟ ଦେଇ ଜଣେ ସାଇବର ଠକ କଟକର ଜଣେ ଘରୋଇ ହସ୍ପିଟାଲ ମ୍ୟାନେଜରଙ୍କଠାରୁ ୪୬ ହଜାର ଟଙ୍କା ଠକି ନେଇଛନ୍ତି। ଅଭିଯୁକ୍ତ ଜଣକ ହେଲେ ଅନୁଗୁଳ କିଶୋରନଗରର କିନ୍ନର ସୌମ୍ୟରଞ୍ଜନ ପ୍ରଧାନ ଓରଫ ସୁଲଗ୍ନା। ସୌମ୍ୟରଞ୍ଜନ ପ୍ରଧାନ…

ନୋଟ୍ ବଦଳ ପଛରେ କିଏ? ଆରବିଆଇ ଆଗରେ ଛିଡା ହୋଇଥିବା ଲୋକଙ୍କୁ ଇଓଡବ୍ଲ୍ୟୁର ପଚରାଉଚରା

ଭୁବନେଶ୍ବର: ଅକ୍ଟୋବର ୭ ତାରିଖରେ ବ୍ୟାଙ୍କ ଶାଖାଗୁଡ଼ିକରେ ୨୦୦୦ ଟଙ୍କିଆ ନୋଟ୍ ଜମା କରିବା ଓ ବଦଳାଇବାର ସମୟ ସୀମା ଶେଷ ହୋଇସାରିଥିବା ବେଳେ ସୋମବାରଠୁ ଭୁବନେଶ୍ୱରସ୍ଥିତ ରିଜର୍ଭ ବ୍ୟାଙ୍କର ଆଞ୍ଚଳିକ କାର୍ଯ୍ୟାଳୟରେ ନୋଟ୍ ବଦଳାଇବା ପାଇଁ ଭଲ ଭିଡ଼ ଜମୁଛି। କିନ୍ତୁ ଯେଉଁମାନେ ନୋଟ୍…

ମନୋଜଙ୍କ ସମର୍ଥନରେ ପଦ୍ମଶ୍ରୀ ହଳଧର ନାଗ: ଓଡ଼ିଆ ସିନେ ଆର୍ଟିଷ୍ଟଙ୍କୁ କଲେ ବିରୋଧ

ଭୁବନେଶ୍ବର : ଦୀର୍ଘଦିନ ଧରି କଳାକାରଙ୍କ ମଧ୍ୟରେ ବିବାଦ ତୀବ୍ର ହେବାରେ ଲାଗିଛି  । ଏହାକୁ ରାଜନୀତିକରଣ ମଧ୍ୟ କରାଯାଉଛି  । ପୂର୍ବରୁ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ମେନାଜ ମିଶ୍ରଙ୍କୁ ସମର୍ଥନ କରିଥିବାବେଳେ ଆଜି କଳାକାରଙ୍କ କଳିରେ ପଶିଛନ୍ତି ପଦ୍ବଶ୍ରୀ ହଳଧର ନାଗ  । ସେ…

ଶଙ୍ଖ ମଲମଲ ପଥରରେ ତିଆରି ହେବ ରାମଲଲାଙ୍କ ସିଂହାସନ; ଲାଗିବ ସୁନାର ପ୍ଲେଟ

ଅଯୋଧ୍ୟା:ଅଯୋଧ୍ୟା ରାମ ମନ୍ଦିର ନିର୍ମାଣକାର୍ଯ୍ୟ ଦ୍ରୁତ ଗତିରେ ଆଗେଇ ଚାଲିଛି । ଜାନୁଆରୀ ୨୨ ତାରିଖରେ ରାମଲଲାଙ୍କର ହେବ ପ୍ରାଣ ପ୍ରତିଷ୍ଠା । ମନ୍ଦିର ଗର୍ଭଗୃହ ନିର୍ମାଣ ସମ୍ପୂର୍ଣ୍ଣ ହୋଇଯାଇଛି । ରାମଲଲା ଯେଉଁଠି ବିରାଜମାନ କରିବେ ତାହାର ନିର୍ମାଣ ଚାଲିଛି । ଏକ ସୁଦୃଶ୍ୟ ସିଂହାସନରେ…

ବାୟୁ ପ୍ରଦୂଷଣକୁ ନେଇ ବିସିସିଆଇର ବଡ ପଦକ୍ଷେପ : ଦିଲ୍ଲୀ , ମୁମ୍ବାଇ ମ୍ୟାଚରେ ଫୁଟିବନି ବାଣ

ମୁମ୍ବାଇ : ଦିଲ୍ଲୀ , ମୁମ୍ବାଇ ମ୍ୟାଚରେ ଫୁଟିବନି ବାଣ  । ବାୟୁ ପ୍ରଦୂଷଣକୁ ଆଖି ଆଗରେ ରଖି ବିସିସିଆଇ ଏହି ପଦକ୍ଷେପ ନେଇଛି । ମୁମ୍ବାଇ ଓ ଦିଲ୍ଲୀ ମ୍ୟାଚରେ ବାଣ ନ ଫୁଟାଇବାକୁ ନିଷ୍ପତ୍ତି ହୋଇଛି । ଏ ନେଇ ଆଇସିସିକୁ ଅବଗତ କରାଯାଇଥିବା ନେଇ ସୂଚନା ଦେଇଛନ୍ତି ଜୟ ଶାହା । ଆସନ୍ତା କାଲି…

ପ୍ରତିଦିନ ସକାଳୁ ଖାଲିପେଟରେ ଖାଆନ୍ତୁ ନିମ୍ବ ପତ୍ର : ଦୂରେଇ ଯିବ ଏସବୁ ରୋଗ…

ନୂଆଦିଲ୍ଲୀ : ନିମ୍ବ ପତ୍ର  ସାଧାରଣତଃ ସମସ୍ତଙ୍କ ପାଟିକୁ ପିତା ଲାଗିଥାନ୍ତି । ଆମେ ସାଧାରଣତଃ ଚର୍ମ ସମ୍ବନ୍ଧୀୟ କୌଣସି ରୋଗ ହେଲେ ଆମେ ତୁରନ୍ତ ନିମ୍ବ ପତ୍ରକୁ ବ୍ୟବହାର କରୁ  । କିନ୍ତୁ ଆପଣ ମାନେ ଜାଣନ୍ତି କି ଏହା ଆମ ଶରୀର ପାଇଁ କେତେ ହିତକାରୀ । ଆସନ୍ତୁ ଜାଣିବା  । ନିମ୍ବ ପତ୍ରରେ…

ଆଜି ସାରାଦେଶରେ ପାଳନ କରାଯାଉଛି କରଓ୍ବା ଚୌଥ: ଆସନ୍ତୁ ଜାଣିବା କେମିତି ରଖିବେ ଉପବାସ , କଣ ରହିଛି ପୂଜା ବିଧି ଓ…

ନୂଆଦିଲ୍ଲୀ :  ଆଜି ସାରାଦେଶରେ ପାଳନ କରାଯାଉଛି କରଓ୍ବା ଚୌଥ  । ତେବେ ଆସନ୍ତୁ ଜାଣିବା କେମିତି ଏହି ବ୍ରତ ରଖାଯାଏ  । କଣ ରହିଛି ପୂଜା ବିଧି ଏବଂ ଶୁଭ ମୁହୁର୍ତ୍ତ  । ତେବେ ଉପବାସ କରୁଥିବା ମହିଳାମାନେ ସୂର୍ଯ୍ୟୋଦୟ ପୂର୍ବରୁ ସରଗି ଖାଇ ଉପବାସ ଆରମ୍ଭ କରନ୍ତି  ।  ଏହି ଉପବାସ…

ଆଜି କଳାହାଣ୍ଡି ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ : ଜିଲ୍ଲା ପ୍ରତିଷ୍ଠା ଦିବସରେ କଳାହାଣ୍ଡିବାସୀଙ୍କୁ ଦେବେ ବସ ଟର୍ମିନାଲ…

ଭୁବନେଶ୍ବର : କଳାହାଣ୍ଡି ପ୍ରତିଷ୍ଠା ଦିବସ ଅବସରରେ ଆଜି କଳାହାଣ୍ଡି ଜିଲ୍ଲା ଗସ୍ତ କରୁଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  । ଆଜି ଜିଲ୍ଲାବାସୀଙ୍କର ବହୁ ଦିନର ସ୍ବପ୍ନ ପୁରୀ ହେବାକୁ ଯାଉଛି  । ଜିଲ୍ଲାବାସୀଙ୍କୁ ୧୨୦୦ କୋଟି ଟଙ୍କାର ପ୍ରକଳ୍ପ ଭେଟିଦେବେ ନବୀନ  ।  ଦିନ ସାଢେ ୧୧ଟାରେ…

ଅଲିଭ୍ ରିଡଲେ କଇଁଛଙ୍କ ସୁରକ୍ଷା ପାଇଁ କଟକଣା : ୭ ମାସ ଯାଏଁ ସମୁଦ୍ରରୁ ମାଛ ମାରିବା ମନା , ଚିନ୍ତାରେ ମତ୍ସ୍ୟଜୀବୀ

ପାରାଦୀପ : ଅଲିଭ୍ ରିଡଲେ କଇଁଛଙ୍କ ସୁରକ୍ଷା ପାଇଁ ଆଜିଠୁ ଲାଗିଲା କଟକଣା । ମେ ୩୧ ତାରିଖ ପର୍ଯ୍ୟନ୍ତ ୩ ନଦୀ ମୁହାଣରୁ ମାଛ ମାରିବାକୁ ବାରଣ କରାଯାଇଛି । ସମୁଦ୍ରରୁ ମାଛ ମାରିବା ଉପରେ ୭ ମାସ ଯାଏଁ କଟକଣା ଲାଗିଛି । ଧାମରା , ଦେବୀ ଓ ରୁଷିକୁଲ୍ୟା ନଦୀ ମୁହାଣରୁ କେହି ମତ୍ସ୍ୟଜୀବୀ ମାଛ…

ଉତ୍ତରପ୍ରଦେଶ ଅଲ୍ଲିଗଡ ଓ୍ବେରହାଉସରେ ବିସ୍ଫୋରଣ : ଦୁଇ ମୃତ , କାରଣ ଅସ୍ପଷ୍ଟ

ଉତ୍ତରପ୍ରଦେଶ : ଉତ୍ତରପ୍ରଦେଶର ଏକ ଓ୍ବେରହାଉସ୍ ରେ ବିସ୍ଫୋରଣ ଘଟିଛି । ସିଦ୍ଧାର୍ଥନଗର ଜିଲ୍ଲା ଅଲ୍ଲିଗଡ ସହରରେ ଏହି ଅଘଟଣ ଘଟିଥିବା ସୂଚନା ମିଳିଛି  । ଦୁର୍ଘଟଣାରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି । ମୃତକଙ୍କ ମଧ୍ୟରେ ଜଣେ ଶିଶୁ ରହିଥିବା ଜଣାପଡିଛି  । ଘଟଣାରେ ୪ ଜଣ ଆହତ ମଧ୍ୟ ହୋଇଛନ୍ତି…