Latest Odisha News

BREAKING NEWS

Browsing Category

ଫିଚର

ଓଡିଶାକୁ ନାହିଁ ବାତ୍ୟା ବିପଦ : କେବଳ ଉପକୂଳରେ ହାଲୁକା ବର୍ଷା ସମ୍ଭାବନା

ଭୁବନେଶ୍ବର: ବଙ୍ଗୋପସାଗରରେ ଘନୀଭୂତ ହେଉଛି ଗଭୀର ଅବପାତ । ଯାହା ୧୨ଘଣ୍ଟା ମଧ୍ୟରେ ବାତ୍ୟାର ରୂପ ନେଇପାରେ । ଗତ ୬ ଘଣ୍ଟା ମଧ୍ୟରେ ସ୍ଥିର ଥିବା ଜଣାପଡିଛି  । ପାରାଦୀପ ଠାରୁ ଏହା ୪୦୦ କିମି ଦୂରରେ କେନ୍ଦ୍ରଭୂତ ହୋଇଛି । ଏହି ବାତ୍ୟାର ନାମ ହମୁନ୍ ରହିଛି । ବାତ୍ୟା ବାଂଲାଦେଶ ମୁହାଁ…

ବାଘ-ବକରୀ ଚା’ କମ୍ପାନୀର ମାଲିକ ପରାଗ ଦେଶାଇଙ୍କର ୪୯ ବର୍ଷରେ ପରଲାେକ

ନୂଆଦିଲ୍ଲୀ: ବାଘ-ବକରୀ ଚା’ କମ୍ପାନୀର ମାଲିକ ପରାଗ ଦେଶାଇଙ୍କର ୪୯ ବର୍ଷରେ ନିଧନ ହୋଇଯାଇଛି । ରବିବାର ଦିନ ତାଙ୍କର ଦେହାନ୍ତ ହୋଇଥିବା ନେଇ କମ୍ପାନୀ ପକ୍ଷରୁ ସୋସିଆଲ ମିଡିଆରେ ଘୋଷଣା କରାଯାଇଛି । ସେ ନିୟନ୍ତ୍ରଣ ହରାଇ ପଡି ଯାଇଥିଲେ ଏବଂ ତାଙ୍କ ମୁଣ୍ଡରେ ଆଘାତ ଲାଗିଥିଲା । ବ୍ରେନ…

ହମାସ ସଂଗଠନର ଡେପୁଟି ହେଡ ନିହତ: ଇସ୍ରାଏଲ ବିରୁଦ୍ଧରେ କରୁଥିଲେ ଯୁ୍ଦ୍ଧ ଯୋଜନା

ନୂଆଦିଲ୍ଲୀ: ଥମିନି ଇସ୍ରାଏଲ-ହମାସ ଯୁଦ୍ଧ । ରବିବାର ଇସ୍ରାଏଲ ପକ୍ଷରୁ ହୋଇଥିବା ବିମାନ ଆକ୍ରମଣରେ ହମାସ ଆତଙ୍କୀ ସଂଗଠନର ରିଜିଓନାଲ ଆର୍ଟିଲାରିର ଡେପୁଟି ହେଡ ମୁହମ୍ମଦ କଟମଶ ନିହତ ହୋଇଛନ୍ତି । ଇସ୍ରାଏଲ ସୁରକ୍ଷା ବଳ(IDF) ପକ୍ଷରୁ ଏ ନେଇ ଘୋଷଣା କରାଯାଇଛି । କଟମଶ ଆତଙ୍କବାଦୀ ସଂଗଠନର…

ଅପରାହ୍ନ ସାଢେ ୩ଟା ପରେ ରାଜଧାନୀରେ ଗଡ଼ି ନ ପାରେ ମୋ ବସ: ଟୁଇଟ କରି ସୂଚନା ଦେଲା କ୍ରୁଟ

ଭୁବନେଶ୍ୱର: ଜମୁଛି ପାର୍ବଣ । ରାଜଧାନରେ ଅସମ୍ଭାଳ ଭିଡ । ତେଣୁ ଅପରାହ୍ନ ସାଢେ ତିନିଟାରୁ ମୋ ବସ ଚାଲିବ କି ନାହିଁ ସେ ନେଇ ବିଚାର କରୁଛି କ୍ରୁଟ । ତେବେ ଅପରାହ୍ନ ୩.୩୦ଯାଏ ନିର୍ଦ୍ଧାରିତ ରୁଟରେ ମୋ ବସ ଚାଲିବ ବୋଲି କ୍ରୁଟ ପକ୍ଷରୁ ସୂଚନା ଦିଆ ଯାଇଛି । କ୍ରୁଟ ପକ୍ଷରୁ ଟୁଇଟ କରି…

ପ୍ରତିଦିନ ରାତି ହେଲେ ମନ୍ଦିରରେ ବୁଲନ୍ତି ମାଆ କାଳୀ, ଶୁଣାଯାଏ ଘୁଙ୍ଗୁରର ଶଦ୍ଦ…

ମେରଠ : ଭାରତ ଏକ ଧର୍ମପରାୟଣ ଦେଶ  । ଏଠାରେ ଅନେକ ଛୋଟବଡ ମନ୍ଦିର ରହିଛି  । ଲୋକଙ୍କର ଭଗବାନଙ୍କ ଉପରେ ଆସ୍ଥା ମଧ୍ୟ ସେତିକି ରହିଛି । ତେବେ ଆସନ୍ତୁ ଜାଣିବା ମେରଠରେ ଥିବା କାଳୀ ମନ୍ଦିର ସମ୍ପର୍କରେ  । ବିଶ୍ବାସ ରହିଛି ଏଠାରୁ କେହି କେବେ ଖାଲି ହାତରେ ଫେରିନାହିଁ । ସବୁ ପରିସ୍ଥିତିରେ…

ଆଜି ମହାନବମୀରେ ସିଦ୍ଧିଦାତ୍ରୀଙ୍କୁ ପୂଜାର୍ଚ୍ଚନା : ଆସନ୍ତୁ ଜାଣିବା କଣ ରହିଛି ପୂଜାବିଧି..

ନୂଆଦିଲ୍ଲୀ : ଆଜି ହେଉଛି ମହାମାୟାଙ୍କର ମହାନବମୀ  । ଆଶ୍ବିନ ମାସ ଶୁକ୍ଳ ପକ୍ଷର ନବମୀ ଦିନରେ ମହାନବମୀ ଉପବାସ ରଖାଯାଏ  । ଆଜିର ଦିନରେ ମା ସିଦ୍ଧିଦାତ୍ରୀଙ୍କୁ ପୂଜା କରିବା ସହ କନ୍ୟା ପୂଜନର ପରମ୍ପରା ରହିଛି । ତେବେ ଆସନ୍ତୁ ଜାଣିବା କଣ ରହିଛି ମାଙ୍କୁ ପୂଜା କରିବାର ପୂଜା ବିଧି  । …

ଚାଲିଛି ପୂଜା , ଲାଗିଛି ଗହଳି : ଆଜି ମଣ୍ଡପରେ ମହାନବମୀ ପୂଜା, ଶକ୍ତି ପୀଠରେ ବିଶ୍ରାମ ନେଉଛନ୍ତି ମହାମାୟା

ଭୁବନେଶ୍ବର: ଧରାପୃଷ୍ଠକୁ ଅବତରଣ କରିଛନ୍ତି ମା’ ଜଗତଜନନୀ ଦୁର୍ଗା । ଦୁର୍ଗାପୂଜାକୁ ନେଇ ଚଳଚଞ୍ଚଳ ହୋଇଉଠିଛି ଗାଁଠୁ ସହର । ଶକ୍ତିପୀଠରେ ଆଜି ବିଶ୍ରାମ ଥିବା ବେଳେ ମଣ୍ଡପରେ ଆଜି ମାଆଙ୍କର ମହା ନବମୀ ପୂଜା । ଘଣ୍ଟଘଣ୍ଟା, ଶଙ୍ଖଧ୍ୱନି ଓ ବ୍ରାହ୍ମଣଙ୍କ ମନ୍ତ୍ରପାଠରେ କମ୍ପୁଛି ମଣ୍ଡପ  ।…

ପ୍ରତିଦିନ ସକାଳୁ ଖାଆନ୍ତୁ କିସମିସ୍ , ଦୂର ହେବ ବହୁ ଅସାଧ୍ୟ ରୋଗ…

ନୂଆଦିଲ୍ଲୀ : କିସ୍‌ମିସ୍‌ ଖାଇବାକୁ କାହାକୁ ବା ଭଲ ଲାଗେନା ? କିସ୍‌ମିସ୍‌ ଖାଇବାକୁ ଯେତିକି ସ୍ବାଦିଷ୍ଟ ତାହା ଦେହ ପାଇଁ ତା’ଠାରୁ ବି ଅଧିକ ଭଲ। ଏଥିରେ ବହୁ ସ୍ୱାସ୍ଥ୍ୟଗତ ଫାଇଦା ରହିଛି। ତେବେ ଆସନ୍ତୁ ଜାଣିବା କିସମିସ୍ ଖାଇବା ଆମ ସ୍ବାସ୍ଥ୍ୟପକ୍ଷେ କେତେ ଲାଭଦାୟକ । କିସ୍‌ମିସ୍‌ ଖାଇବା…

ଜଙ୍ଗଲ ବିଭାଗ ଖୋଳିଥିବା ଗାତରେ ପଡି ହାତୀ ଶାବକର ମୃତ୍ୟୁ: ରବିବାରଠାରୁ ଥିଲା ଅସୁସ୍ଥ

ତେଲକୋଇ: ଅସୁସ୍ଥ ହାତୀ ଶାବକର ମୃତ୍ୟୁ  । ଜଙ୍ଗଲ ବିଭାଗ ଖୋଳିଥିବା ଗାତରେ ପଡି ଏକ ଛୁଆ ହାତୀର ମୃତ୍ୟୁ ଘଟିଛି ।  ବାଂଶପାଳ ବ୍ଲକ ଭେଜିଡିହା  ଗାଁ ନିକଟ ଜଙ୍ଗଲରୁ ମୃତଦେହ ଠାବ କରାଯାଇଛି । ବନ ବିଭାଗ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ସୂଚନା ଅନୁସାରେ ରବିବାର ଭେଜିଡିହ…