Latest Odisha News

BREAKING NEWS

Browsing Category

ଫିଚର

ସବୁ ଅପେକ୍ଷାର ଘଟିଲା ଅନ୍ତ: ଫାଶୀ ଖୁଣ୍ଟରେ ଝୁଲିଲେ ନିର୍ଭୟା ମାମଲାର ୪ ଦୋଷୀ

ନୂଆଦିଲ୍ଲୀ: ଅନ୍ତ ଘଟିଛି ଦେଶବାସୀଙ୍କ ଦୀର୍ଘ ୭ ବର୍ଷ ୩ ମାସର ଅପେକ୍ଷାର । ଶେଷରେ ଫାଶୀ ଖୁଣ୍ଟରେ ଝୁଲିଛନ୍ତି ୪ ସଇତାନ। ବହୁ ଚର୍ଚ୍ଚିତ ନୂଆଦିଲ୍ଲୀ ନିର୍ଭୟା ଗଣ ଦୁଷ୍କର୍ମ ମାମଲାର ୪ ଦୋଷୀଙ୍କୁ ଆଜି ସକାଳ ୫.୩୦ ରେ ଦିଲ୍ଲୀସ୍ଥିତ ତିହାର ଜେଲରେ ଫାଶୀଖୁଣ୍ଟରେ ଝୁଲାଇ ଦିଆଯାଇଛି।…

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ରାଶି ଫଳ ତା ୨୦-୩-୨୦୨୦ ଶୁକ୍ରବାର ଆଜି ଦିନର ମହତ୍ତ୍ୱ ଆଜି ହେଉଛି ୨୦୨୦ ମସିହା ମାର୍ଚ୍ଚ   ତା ୨୦ ରିଖ  ଶୁକ୍ରବାର  ମୀନ  ୭ ଦିନ ଚୈତ୍ର ମାସ କୃଷ୍ଣ ପକ୍ଷ ଦ୍ବାଦଶୀ ତିଥି ଶ୍ରବଣା ନକ୍ଷତ୍ର ମକର ଚନ୍ଦ୍ର ଘାତ ବାର-: ବିଛା ଧନୁ ଓ ମୀନ ରାଶିର  ଘାତ ଚନ୍ଦ୍ର:-  ସିଂହ  ରାଶି…

କରୋନା ମୁକାବିଲା: ଆଜି ମୋଦୀଙ୍କ ସହ ଭିଡିଓ କନଫରେନ୍ସିଂ ଆଲୋଚନାରେ ଯୋଗଦେବେ ନବୀନ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଏକ ଭିଡିଓ କନଫରେନ୍ସିଂରେ ଯୋଗଦେଇ କୋରୋନା ଭାଇରସ ମୁକାବିଲା ରଣନୀତି ଉପରେ ଆଲୋଚନା କରିବେ ବୋଲି ସରକାରୀ ସୂତ୍ରରୁ ପ୍ରକାଶ। ମିଳିଥିବା ସୂଚନା ମୁତାବକ, ଆଜି ଅପରାହ୍ନ ୪ ଟାରେ…

ଶେଷ ମୁହୂର୍ତ୍ତରେ ଫାଶୀ ରୋକିବା ପାଇଁ ନିର୍ଭୟା ଦୋଷୀଙ୍କ ଆବେଦନ ଦିଲ୍ଲୀ ହାଇକୋର୍ଟରେ ଖାରଜ

ନୂଆଦିଲ୍ଲୀ: ନିର୍ଭୟା ମାମଲାରେ ଶୁକ୍ରବାର ସକାଳୁ ଫାଶିଖୁଣ୍ଟରେ ଝୁଲିବାକୁ ଯାଉଥିବା ଚାରି ଦୋଷୀଙ୍କ ପକ୍ଷରୁ ଫାଶୀର ମାତ୍ର କିଛି ଘଣ୍ଟା ଆଗରୁ ବଞ୍ଚିବାର ଶେଷ ପ୍ରୟାସ ମଧ୍ୟ ବିଫଳ ହୋଇଛି । ଦୋଷୀଙ୍କ ଓକିଲଙ୍କ ପକ୍ଷରୁ ଫାଶୀ ରୋକିବା ପାଇଁ ଦିଲ୍ଲୀ ହାଇକୋର୍ଟରେ ଏନେଇ କରାଯାଇଥିବା ଆବେଦନର…

ଦେଖନ୍ତୁ ଭିଡ଼ିଓ, ଶ୍ରୀମନ୍ଦିର ବାନାରେ ଲାଗିଲା ନିଆଁ; ଅଘଟଣ ଆଶଙ୍କା

ପୁରୀ: ଶ୍ରୀମନ୍ଦିରରେ ଗୁରୁବାର ସନ୍ଧ୍ୟାରେ ଘଟିଛି ଏକ ବଡ଼ ଅଘଟଣ । ନୀଳଚକ୍ରରେ ପତିତପାବନ ବାନା ତଳେ ଲଗାଯାଇଥିବା ମାନସିକ ବାନାରେ ଏକାଦଶୀ ମହାଦୀପ ଲାଗି ବାନା ପୋଡି ଯାଇଥିବା ସୂଚନା ମିଳିଛି । https://youtu.be/OMs4qd7jMVw ସମ୍ପ୍ରତି ବିଶ୍ୱରେ କରୋନା ମହାମାରୀ ମୃତ୍ୟୁର…

ଓଡ଼ିଶାରେ ଦ୍ଵିତୀୟ କୋଭିଡ୧୯ ପଜିଟିଭ ରୋଗୀ ଚିହ୍ନଟ

ଭୁବନେଶ୍ୱର: ଓଡ଼ିଶାରେ ଦ୍ବିତୀୟ କରୋନା ସଂକ୍ରମିତ ରୋଗୀ ଚିହ୍ନଟ ହୋଇଥିବା ଜଣାଯାଇଛି । ଗୁରୁବାର ଆରଏମ୍ଆରସି ଭୁବନେଶ୍ୱରରେ କରାଯାଇଥିବା ୧୪ ଜଣ ସନ୍ଦିଗ୍ଧଙ୍କ ନମୁନା ପରୀକ୍ଷଣରୁ ଜଣଙ୍କର କୋଭିଡ୧୯ ପଜିଟିଭ ଆସିଥିବା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ ଯୋଗେ ସୂଚନା…

ଦେଶରେ କରୋନା ରୋଗୀଙ୍କ ସଂଖ୍ୟା ୧୭୩କୁ ବୃଦ୍ଧି

ନୂଆଦିଲ୍ଲୀ: ବିଶ୍ୱବ୍ୟାପୀ ଆତଙ୍କର କାରଣ ପାଲଟିଥିବା କରୋନାଭାଇରସ ଦିନକୁ ଦିନ ଜଟିଳ ସ୍ଥିତି ସୃଷ୍ଟି କରୁଛି । ଦେଶରେ କରୋନାଭାଇରସ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ବଢ଼ି ଚାଲିଥିବାବେଳେ ଏହା ୧୭୩ରେ ପହଞ୍ଚିଛି । କରୋନାଭାଇରସ ଭାରତରେ ଆଜି ସୁଦ୍ଧା ୪ଟି ଜୀବନ ନେଲାଣି । ଆଜିର ନୂଆ ରିପୋର୍ଟ…

୨୨ ମାର୍ଚ୍ଚ ସକାଳ ୭ଟାରୁ ରାତି ୯ଟା ପର୍ଯ୍ୟନ୍ତ ଦେଶବ୍ୟାପୀ ଜନତା କର୍ଫ୍ୟୁ: ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ: ଦେଶରେ କରୋନାଭାଇରସ(କୋଭିଡ-୧୯)ର ଭୟାବହତାକୁ ଦେଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମାର୍ଚ୍ଚ ୨୨ ତାରିଖରେ ଦେଶବ୍ୟାପୀ ଜନତା କର୍ଫ୍ୟୁ ଲଗାଇବାକୁ ନିର୍ଦ୍ଦେଶ ଦେଇଛନ୍ତି । ମାର୍ଚ୍ଚ ୨୨ ତାରିଖ ଅର୍ଥାତ ରବିବାର ଦିନ ସକାଳ ୭ଟାରୁ ରାତି ୯ଟା ପର୍ଯ୍ୟନ୍ତ ସାରା ଦେଶରେ ଜନତା…

ମାର୍ଚ୍ଚ ୩୧ ରେ ଭାରତରେ ଲଞ୍ଚ ହେବ ସାଓମି ମି୧୦: ଜାଣନ୍ତୁ, ଏହାର ପ୍ରି-ବୁକିଂ ବିବରଣୀ ସମ୍ପର୍କରେ

ନୂଆଦିଲ୍ଲୀ: ଚାଇନାରେ ସାଓମି ମି ୧୦ ଲଞ୍ଚ କରିବା ପରେ ଭାରତୀୟ ଉପଭୋକ୍ତାମାନେ ଏହାକୁ ଅପେକ୍ଷା କରିଛନ୍ତି। ଏଥି ସହିତ କମ୍ପାନୀ ଆନୁଷ୍ଠାନିକ ଭାବେ ଘୋଷଣା କରିଛି ଯେ ମି୧୦ ସ୍ମାର୍ଟଫୋନ୍ ୩୧ ମାର୍ଚ୍ଚରେ ଭାରତୀୟ ବଜାରରେ ଲଞ୍ଚ ହେବ। ଏହା ମଧ୍ୟ ସ୍ପଷ୍ଟ ହୋଇଛି ଯେ, ଏହି ସ୍ମାର୍ଟଫୋନ୍…

ଏୟାର ଲଞ୍ଚ ହେଲା ଆପଲ୍ ମ୍ୟାକ୍ ବୁକ: ଜାଣନ୍ତୁ କେତେ ରହିଛି ମୂଲ୍ୟ, କ’ଣ ରହିଛି ଫିଚର୍ସ

ନୂଆଦିଲ୍ଲୀ: ଆପଲ୍ ନୂତନ ଆଇପ୍ୟାଡ୍ ପ୍ରୋ ସହିତ ଏହାର ନୂତନ ମ୍ୟାକ୍ ବୁକ୍ ଏୟାରକୁ ମଧ୍ୟ ଲଞ୍ଚ କରିଛି। ଆପଲ୍ ଆଇପ୍ୟାଡ୍ ପରି ନୂତନ ମାକବୁକ୍ ଏୟାରରେ ମ୍ୟାଜିକ୍ କୀବୋର୍ଡ୍ ମଧ୍ୟ ସପୋର୍ଟ କରିବ | ଏହା ବ୍ୟତୀତ ଆପଲ୍ ଦାବି କରିଛି ଯେ ନୂତନ ମ୍ୟାକ୍ ବୁକ୍ ଏୟାର ଡବଲ୍ ସିପିୟୁ କାର୍ଯ୍ୟଦକ୍ଷତା…