Latest Odisha News

BREAKING NEWS

Browsing Category

ଫିଚର

କରୋନା ଭାଇରସ ଟୀକା ନେଇ ଆମେରିକା, ଜର୍ମାନୀ ମୁହାଁମୁହିଁ

ବର୍ଲିନ : କରୋନା ଭାଇରସ ଟୀକା ନେଇ ଆମେରିକା, ଜର୍ମାନୀ ମୁହାଁମୁହିଁ ହୋଇଛନ୍ତି । କରୋନା ଭାଇରସକୁ ନେଇ ସମଗ୍ର ବିଶ୍ୱରେ ଆତଙ୍କ ସୃଷ୍ଟି ହୋଇଥିବାବେଳେ ଦିନକୁ ଦିନ ସଂକ୍ରମିତଙ୍କ ସଂଖ୍ୟା ଓ ମୃତ୍ୟୁସଂଖ୍ୟା ବଢିଚାଲିଛି । ଏ ପରିସ୍ଥିତିରେ ଏହି ଭୁତାଣୁର ଟୀକାକୁ ସମଗ୍ର ବିଶ୍ୱବାସୀ  ଅପେକ୍ଷା…

କରୋନା ସଂକ୍ରମଣ ନେଇ ଧାର୍ମିକ ପ୍ରତିଷ୍ଠାନ ଗୁଡିକ ପାଇଁ ଏସଓପି ଜାରି କଲା ବିଏମସି

ଭୁବନେଶ୍ବର: କରୋନା ସଂକ୍ରମଣ ଜନିତ ବିପଦକୁ ଆଖିରେ ରଖି ସହରରେ ରହିଥିବା ବିଭିନ୍ନ ମନ୍ଦିର ଓ ଅନ୍ୟ ଧାର୍ମିକ ପ୍ରତିଷ୍ଠାନ ଗୁଡିକ ପାଇଁ ଏସଓପି ବା ଗାଇଡ୍ ଲାଇନ ଜାରି କରିଛି ଭୁବନେଶ୍ୱର ମହାନଗର ନିଗମ । କଫ, ଜ୍ୱର କିମ୍ବା ନିଶ୍ୱାସ ନେବାରେ ଅସୁବିଧା ଭୋଗୁଥିବା କୌଣସି ପୂଜାରୀ, କର୍ମଚାରୀ…

କରୋନା: ବିଦେଶ ଫେରନ୍ତାଙ୍କୁ ୪୮ ଘଣ୍ଟା ମଧ୍ୟରେ ରେଜିଷ୍ଟ୍ରେସନ କରିବା ବାଧ୍ୟତାମୂଳକ

ଭୁବନେଶ୍ୱର: ରାଜ୍ୟରେ କରୋନା ସନ୍ଦିଗ୍ଧଙ୍କ ଚିହ୍ନଟ ପାଇଁ ପଦକ୍ଷେପ ନେଉଛନ୍ତି ଓଡିଶା ସରକାର । ଏବେ ବିଦେଶରୁ ବହୁ ସଂଖ୍ୟାରେ ଲୋକ ଓଡିଶା ଫେରୁଛନ୍ତି । ସେଥିପାଇଁ ବିଦେଶ ଫେରନ୍ତାଙ୍କ ପାଇଁ କାଲି ସକାଳ ଠାରୁ ମାର୍ଚ୍ଚ ୧୯ ତାରିଖ ପର୍ଯ୍ୟନ୍ତ ରେଜିଷ୍ଟ୍ରେସନ କରିବା ପାଇଁ ବାଧ୍ୟତାମୂଳକ…

ବିବାହ କରିବେ ଡ୍ୟାନ୍ସିଂ କୁଇନ ସପନା ଚୌଧୁରୀ

ହିସାର: ଲୋକପ୍ରିୟତାର ଶିଖରରେ ଥିବା ହରିୟାଣାର ଡ୍ୟାନ୍ସି କୁଇନ ସପନା ଚୌଧୁରୀ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି । ରିପୋର୍ଟ ମୁତାବକ ସପନା ଇତି ମଧ୍ୟରେ ନିର୍ବନ୍ଧ ମଧ୍ୟ କରିସାରିଲେଣି । ତାଙ୍କ ମନର ମଣିଷ ନେଇ ସେ ମୁହଁ ଖୋଲି ନ ଥିଲେ ମଧ୍ୟ ହରିୟାଣା ଫିଲ୍ମର ସୁପରଷ୍ଟାର ବୀର…

ଆଇସିଜେର ଦ୍ୱାରସ୍ତ ହେଲେ ନିର୍ଭୟା ଗଣଦୁଷ୍କର୍ମ,ହତ୍ୟା ମାମଲାର ଦୋଷୀ

ନୂଆଦିଲ୍ଲୀ: ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ଦୋଷୀ ଫାଶୀ ଦଣ୍ଡରୁ ବର୍ତ୍ତିବା ପାଇଁ ଅନ୍ତର୍ଜାତୀୟ କୋର୍ଟ ଅଫ ଜଷ୍ଟିସ(ଆଇସିଜେ)ରେ ପହଞ୍ଚିଛନ୍ତି। ନିର୍ଭୟା ଦୋଷୀଙ୍କୁ ଆସନ୍ତା ୨୦ ତାରିଖ ସକାଳ ୫.୩୦ରେ ଫାଶୀ ଖୁଣ୍ଟରେ ଝୁଲାଇବା ପାଇଁ ପଟିଆଲା ହାଉସ କୋର୍ଟ ଡେଥ ୱାରେଣ୍ଟ ଜାରି…

କୋଭିଡ-୧୯: ଦିନ ୨ ଟାରୁ ସହରାଞ୍ଚଳର ସମସ୍ତ ପାର୍କ ବନ୍ଦ

ଭୁବନେଶ୍ୱର: କରୋନା ଭୂତାଣୁ ଠାରୁ ଜନସାଧାରଣଙ୍କୁ ସତର୍କ ରଖିବା ନେଇ ସରକାର ବିଭିନ୍ନ ପଦକ୍ଷେପ ମାନ ଗ୍ରହଣ କରୁଛନ୍ତି । ସତର୍କତା ମୂଳକ ଭାବେ ରାଜ୍ୟର ସହରାଞ୍ଚଳମାନଙ୍କରେ ଥିବା ସମସ୍ତ ପାର୍କକୁ ଦିନ ୨ଟା ପରେ ବନ୍ଦ କରିବାକୁ ନିର୍ଦେଶ ଦେଇଛନ୍ତି ନଗର ଉନ୍ନୟନ ବିଭାଗ । ନଗର ଉନ୍ନୟନ…

କରୋନା ଭାଇରସ୍‌: ମାଇକ୍ରୋସଫ୍ଟ ଲଞ୍ଚ୍ କଲା କୋଭିଡ୍ – ୧୯ ଟ୍ରାକିଂ ୱେବସାଇଟ୍‌

ସାନଫ୍ରାନ୍ସିସ୍କୋ: ସମଗ୍ର ବିଶ୍ୱରେ ଏବେ କରୋନା ଭୂତାଣୁ ଜନିତ ମୃତ୍ୟୁସଂଖ୍ୟା ୬,୫୧୬ରେ ପହଞ୍ଚିଛି । ଏକ ଇଣ୍ଟରାକ୍ଟିଭ୍ ମ୍ୟାପ ମାଧ୍ୟମରେ ସମଗ୍ର ବିଶ୍ୱର କେଉଁ ସ୍ଥାନଗୁଡ଼ିକ କରୋନା ସଂକ୍ରମିତ ହୋଇ ଚାଲିଛି ସେ ସମ୍ପର୍କରେ ବିଶଦ ବିବରଣୀ ମିଳିପାରିବ । ସେହିପରି ଗୁଗୁଲ କରୋନା ଭୂତାଣୁ…

ଶରଣାର୍ଥୀ ଶିଶୁ ମୃ୍‌ତ୍ୟୁ ଘଟଣାରେ ୩ ଅଭିଯୁକ୍ତଙ୍କୁ ୧୨୫ ବର୍ଷ ଲେଖାଏଁ କାରାଦଣ୍ଡ

ଅଙ୍କରା: ସିରିୟା ଗୃହଯୁଦ୍ଧ ଶରଣାର୍ଥୀ ଶିଶୁ ଏଲନ କୁର୍ଦି ମୃତ୍ୟୁ ଘଟଣାରେ ୩ ଅଭିଯୁକ୍ତଙ୍କୁ ସ୍ଥାନୀୟ କୋର୍ଟ ୧୨୫ ବର୍ଷ ଲେଖାଏଁ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛି । ତୁର୍କୀ ସରକାର ଏହି ୩ ଅଭିଯୁକ୍ତଙ୍କୁ ମାନବ ଚୋରା ଚାଲାଣ ଘଟଣାରେ ଚଳିତ ସପ୍ତାହରେ ଗିରଫ କରିଥିଲା । ସେପ୍ଟମ୍ବର ୨୦୧୫ରେ…

କରୋନା ସତର୍କତା: ବାଣୀବିହାର ପରେ ବନ୍ଦ ହେଲା ରେଭେନ୍ସା ହଷ୍ଟେଲ

ଭୁବନେଶ୍ୱର: ବଢୁଥିବା କରୋନା ଭୂତାଣୁ ଠାରୁ ସତର୍କ ରହିବା ନିମନ୍ତେ ସୋମବାର ଠାରୁ କଟକ ସ୍ଥିତ ରେଭେନ୍ସା ବିଶ୍ୱ ବିଦ୍ୟାଳୟକୁ ବନ୍ଦ କରିବାକୁ ନିର୍ଦ୍ଦେଶ ଜାରି ହୋଇଛି । ଆଜି ଓରଥମେ ଉତ୍କଳ ବିଶ୍ୱବିଦ୍ୟାଳୟ ହେଷ୍ଟଲକୁ ବନ୍ଦ ନିର୍ଦ୍ଦେଶ ଦିଆଯାଇଥିଲା । ୨୪ ଘଂଟା ମଧ୍ୟରେ ହଷ୍ଟେଲ ଖାଲି…

କରୋନା ପାଇଁ କଳାବଜାରୀ ଉପରେ କଡା ନଜର: ଖାଦ୍ୟ ଯୋଗାଣ ମନ୍ତ୍ରୀ

ଭୁବନେଶ୍ୱର: ମାସ୍କ ଓ ସାନିଟାଇଜର କଳାବଜାରୀ ଉପରେ କଡା ନଜର ରଖାଯାଇଛି। ଏଥିପାଇଁ ଜିଲ୍ଲାପାଳ ଓ ଯୋଗାଣ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ରାଜ୍ୟରେ ଏସେନ୍ସିଆଲ କମୋଡିଟ ଆକ୍ଟକୁ କଡାକଡି କରାଯାଇଛି । ଯେଉଁ ବ୍ୟକ୍ତି କଳବଜାରୀ କରିବେ ତାଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ…