Latest Odisha News

BREAKING NEWS

Browsing Category

ଫିଚର

ଭାରତରେ ଲଞ୍ଚ୍ ହେଲା ଫୋଲଡେବଲ୍ ମୋଟୋରୋଲା ରେଜର ସ୍ମାର୍ଟଫୋନ; ଜାଣନ୍ତୁ ଏହାର ଫିଚର୍ସ

ନୂଆଦିଲ୍ଲୀ: ମୋଟୋରୋଲା ରେଜର ଭାରତରେ ଲଞ୍ଚ ହୋଇଛି: ହ୍ୟାଣ୍ଡସେଟ ନିର୍ମାତା ଲେନୋଭୋ ମାଲିକାନାରେ ଥିବା ମୋଟୋରୋଲା ଆଜି ଭାରତରେ ଏହାର ସର୍ବଶ୍ରେଷ୍ଠ ଫୋଲଡେବଲ୍ ସ୍ମାର୍ଟଫୋନ୍ ମୋଟୋରୋଲା ରେଜର ଲଞ୍ଚ କରିଛି। ଆସନ୍ତୁ ବର୍ତ୍ତମାନ ଆପଣଙ୍କୁ ଭାରତରେ ମୋଟୋରୋଲା ରେଜରର ମୂଲ୍ୟ, ଉପଲବ୍ଧତା ଏବଂ…

ଘରେ ବସି ଅଫିସ କାର୍ଯ୍ୟ କରିବେ ବିସିସିଆଇ କର୍ମଚାରୀ

ନୂଆଦିଲ୍ଲୀ: କରୋନା ଭାଇରସ କାରଣରୁ ବିସିସିଆଇ ମଙ୍ଗଳବାର ମୁମ୍ବାଇସ୍ଥିତ ତା’ର ଅଫିସକୁ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି । ଏହା ସହ ବିସିସିଆଇ ତା’ର କର୍ମଚାରୀଙ୍କୁ ଘରେ ରହି କାମ କରିବାକୁ ନିର୍ଦ୍ଦେଶ ଦେଇଛି। ପରବର୍ତ୍ତୀ ନୋଟିସ୍ ସୁଦ୍ଧା କ୍ରିକେଟର ସମସ୍ତ ଗତିବିଧିକୁ ପୂର୍ବରୁ ହିଁ…

ମହୁମାଛି ଚାଷ କିପରି ଏହି ଚାଷୀଙ୍କ ପାଇଁ ଲାଭଜନକ ସାବ୍ୟସ୍ତ ହେଲା ଜାଣନ୍ତୁ…

ବାଲେଶ୍ୱର: ଏବେ ମହୁମାଛି ଚାଷ କୃଷକମାନଙ୍କ ଲାଗି ଏକ ଲାଭଜନକ ଚାଷ ଭାବେ ସାବ୍ୟସ୍ତ ହୋଇପାରିଛି । ଏହି ମହୁଚାଷ ଦେଶରେ ଅନେକ ଦିନରୁ କରାଯାଉଥିଲେ ମଧ୍ୟ ଏବେ ସରକାର ମଧ୍ୟ ଏହି ଲାଭଜନକ ଚାଷ ପ୍ରତି ଗୁରୁତ୍ୱ ପ୍ରଦାନ କରିଛନ୍ତି । ସବୁଠାରୁ ବଡ଼କଥା ହେଲା ଏବେ ଅନ୍ତର୍ଜାତୀୟ ବଜାରରେ ମହୁର…

କରୋନା: ସଂକ୍ରମଣକୁ ଏଡାଇବା ପାଇଁ ପୂର୍ବତଟ ରେଳବାଇ ପକ୍ଷରୁ ସତର୍କତାମୂଳକ ପଦକ୍ଷେପ

ଭୁବନେଶ୍ୱର: କରୋନାଭାଇରସ ସଂକ୍ରମଣକୁ ରୋକିବା ପାଇଁ ପୂର୍ବତଟ ରେଳବାଇ ପକ୍ଷରୁ ସତର୍କତାମୂଳକ ପଦକ୍ଷେପ ନିଆଯାଇଛି । ଟ୍ରେନ ବଗି ଗୁଡିକୁ ସଂକ୍ରମଣରହିତ କରାଯିବା ଉପରେ ଜୋର ଦେଇଛି ପୂର୍ବତଟ ରେଳବାଇ । କୌଣସି ଯାତ୍ରୀଙ୍କୁ ଥଣ୍ଡା, କାଶ, ଜ୍ୱର ହେଲେ ରେଲୱେର ହେଲ୍ପ ଡେସ୍କକୁ ତୁରନ୍ତ…

ଆଇପିଏଲ ପ୍ରି-ଟୁର୍ଣ୍ଣାମେଂଟ କ୍ୟାମ୍ପ ବାତିଲ

ନୂଆଦିଲ୍ଲୀ:ଇଣ୍ଡିଆନ ପ୍ରିମିୟର ଲିଗ୍ ଫ୍ରାଞ୍ଚାଇଜ୍ ସେମାନଙ୍କ ପ୍ରି-ଟୁର୍ନାମେଣ୍ଟ କ୍ୟାମ୍ପକୁ ବାତିଲ କରିଛନ୍ତି । ଟ୍ରେନିଂ କ୍ୟାମ୍ପ ପୁଣି କେବେଠାରୁ ହେବ ତାହା ପରେ ଖେଳାଳିମାନଙ୍କୁ ଜଣାଇ ଦିଆଯିବ । କରୋନା ଭାଇରସ୍ ଆଶଙ୍କା ଲାଗି ବ୍ୟୟବହୁଳ ଇଭେଣ୍ଟକୁ ମାର୍ଚ୍ଚ ୨୯ରୁ ଏପ୍ରିଲ ୧୫…

କରୋନା ସଂକ୍ରମଣ ଭୟ : କର୍ପୋରେଟ ସେକ୍ଟର ପାଇଁ ଏସଓପି ଜାରି କଲା ବିଏମସି

ଭୁବନେଶ୍ୱର: ସହର ଭିତରେ ଥିବା କର୍ପୋରେଟ ହାଉସରେ କରୋନା ସଂକ୍ରମଣ ନେଇ ଏସଓପି ବା ଗାଇଡ ଲାଇନ ଜାରି କଲା ବିଏମସି । ଏଣିକି କରୋନା ସୂଚନା ସମ୍ବଳିତ ବୋର୍ଡ ଅଫିସ ଭିତରେ ଲାଗିବ । ସମସ୍ତ କର୍ମଚାରୀଙ୍କର ସ୍ୱାସ୍ଥ୍ୟ ପରୀକ୍ଷା ବାଧ୍ୟତାମୂଳକ । ଯଦି କେହି ସନ୍ଦିଗ୍ଧ ବାହାରନ୍ତି ତାଙ୍କୁ…

୧୭ରେ ବହୁମତ ସାବ୍ୟସ୍ତ କରିବାକୁ କମଳନାଥଙ୍କୁ ପତ୍ର ଲେଖିଲେ ରାଜ୍ୟପାଳ

ଭୋପାଳ: ସୋମବାର ମଧ୍ୟପ୍ରଦେଶ ରାଜନୀତିର ନାଟକୀୟ ମୋଡ ଦେଖିବାକୁ ମିଳିଛି । ପ୍ରଥମେ ବିଧାନସଭା କାର୍ଯ୍ୟକାଳକୁ ୨୭ ପର୍ଯ୍ୟନ୍ତ ସ୍ଥଗିତ ରଖା ଯାଇଥିଲା । ମାତ୍ର ପରେ ରାଜ୍ୟପାଳ ଲାଲାଜୀ ଟଣ୍ଡନ ସୋମବାର ଏକ ଚିଠିଲେଖି ମୁଖ୍ୟମନ୍ତ୍ରୀ କମଲନାଥଙ୍କୁ ଜଣାଇଛନ୍ତି ମାର୍ଚ୍ଚ ୧୭ ଅର୍ଥାତ୍ ମଙ୍ଗଳବାର…

ଓଡିଶାର ପ୍ରଥମ କରୋନା ଆକ୍ରାନ୍ତ ୧୨୯ଜଣଙ୍କ ସଂସ୍ପର୍ଶରେ ଆସିଛନ୍ତି: ସୁବ୍ରତ ବାଗଚୀ

ଭୁବନେଶ୍ୱର: ଓଡିଶାର ଜଣେ ଛାତ୍ର ୧୨୯ଜଣଙ୍କ ସଂସ୍ପର୍ଶରେ ଆସିଥିବା ନେଇ ଓଡିଶା ସରକାର ସୂଚନା ଦେଇଛନ୍ତି । ଉକ୍ତ ଛାତ୍ର ଜଣକ ସୋମବାର ଦିନ ନୂଆଦିଲ୍ଲୀରୁ ଓଡିଶାକୁ ଟ୍ରେନ ଯୋଗେ ଆସିଛନ୍ତି । ରାଜ୍ୟ ସରକାରଙ୍କ ମୁଖପାତ୍ର ସୁବ୍ରତ ବାଗଚୀ ତାଙ୍କ ଦ୍ୱିତୀୟ ସାମ୍ବାଦିକ ସମ୍ମିଳନୀରେ ସୂଚନା…

କୋଭିଡ୍ ୧୯ ସତର୍କତା: ଗଞ୍ଜାମ, କେନ୍ଦୁଝର, ଯାଜପୁର ପରେ ଆଉ ଏକ ଜିଲ୍ଲାରେ ଜାରି ହେଲା ୧୪୪ ଧାରା

ବଲାଙ୍ଗୀର: ନଭେଲ୍ କରୋନା (କୋଭିଡ୍ - ୧୯) ଭାଇରସ୍ ସଂକ୍ରମଣ ରୋକିବା ନେଇ ବଲାଙ୍ଗୀର ଜିଲ୍ଲାରେ ୧୪୪ ଧାରା ଜାରି ହୋଇଛି । ଏଠାରେ ସୂଚନାଯୋଗ୍ୟ, ଏହି ମରଣାନ୍ତକ କରୋନା ଭାଇରସ୍ ସଂକ୍ରମଣ ରୋକିବା ଲାଗି ପୂର୍ବରୁ ଗଞ୍ଜାମ, ଯାଜପୁର ଏବଂ କେନ୍ଦୁଝର ଜିଲ୍ଲା ପ୍ରଶାସନ ଜିଲ୍ଲାରେ ୧୪୪ ଧାରା…

ପ୍ରଖ୍ୟାତ ସଙ୍ଗୀତ ନିର୍ଦ୍ଦେଶକ ବାଚୁ ଦାଙ୍କ ନିଧନ ଓଲିଉଡ ପାଇଁ ଏକ ଅପୂରଣୀୟ କ୍ଷତି

ଭୁବନେଶ୍ୱର: ଓଡଆ ସିନେ ଜଗତର ଅନ୍ୟତମ ପ୍ରସିଦ୍ଧ ସଙ୍ଗୀତ ନିର୍ଦ୍ଦେଶକ ବାଚୁ ମୁଖାର୍ଜୀଙ୍କର ରବିବାର ସନ୍ଧ୍ୟାରେ ବାରିପଦାଠାରେ ନିଧନ ହୋଇଛି । ଇଣ୍ଡଷ୍ଟ୍ରିରେ ଦୀର୍ଘ ସମୟ ଧରି ସଙ୍ଗୀତ ସଂଯୋଜନା କରିଆସିଥିବା ସମସ୍ତଙ୍କ ପ୍ରିୟ ବାଚୁ ଦାଙ୍କ ପରଲୋକରେ ଶୋକସନ୍ତପ୍ତ ହୋଇଉଠିଛି ପୁରା ଓଲିଉଡ୍ ।…