Latest Odisha News

BREAKING NEWS

Browsing Category

ଫିଚର

ବିଧାନସଭା ଆଗୁଆ ବନ୍ଦ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲା ବିଜେପି

ଭୁବନେଶ୍ୱର: ଆଗୁଆ ବିଧାନସଭା ବନ୍ଦ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛି ବିଜେପି । କରୋନା ଆଳରେ ଗୃହ ବନ୍ଦ କରିବା କେତେ ଦୂର ଯୁକ୍ତିଯୁକ୍ତ ବୋଲି ପ୍ରଶ୍ନ କରିଛନ୍ତି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ । ମୁଖ୍ୟମନ୍ତ୍ରୀ ଯେଉଁଭଳି ବିଧାନସଭା ବଜେଟ ଅଧିବେଶନକୁ ବନ୍ଦ କଲେ, ତା ପଛରେ ୟେସ୍…

କରୋନା ମୁକାବିଲା: ବିଏମ୍‌ସି ଓ ବିଡିଏ ପକ୍ଷରୁ ୩ଟି ଟିମ୍ ଗଠନ

ଭୁବନେଶ୍ୱର: କରୋନା ମୁକାବିଲା ପାଇଁ ଗଠନ ହେଲା ତିନୋଟି ଟିମ୍ । ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକୁ ପାଳନ କରିବା ପାଇଁ ବିଏମ୍‌ସି ଓ ବିଡିଓ ପକ୍ଷରୁ ୩ଟି ଟିମ୍ ଗଠନ କରାଯାଇଛି । ଏହି ଟିମ୍ ମାସ୍କ, ସାନିଟାଇଜର କଳାବଜାରୀକୁ ତଦରାଖ କରିବେ । ସକାଳୁ ୨ ଘଂଟା ବୁଲି ସଫେଇ କାର୍ଯ୍ୟର ତଦାରଖ କରିବା…

ରାଜ୍ୟରେ ବଢୁଛି ତାପମାତ୍ରା

ଭୁବନେଶ୍ୱର: ଓଡିଶାର କେତେକ ଜିଲ୍ଲାରେ ସାମାନ୍ୟ ବର୍ଷା ହୋଇଥିବା ବେଳେ ଆଉ କେତେକ ସ୍ଥାନରେ ଗତ ୨୪ ଘଣ୍ଟା ମଧ୍ୟରେ ଦିନର ତାପମାତ୍ରା ତୀବ୍ର ବୃଦ୍ଧି ପାଇଛି। ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ପକ୍ଷରୁ ଶନିବାର ଦିନ କୁହାଯାଇଛି ଯେ ସମୁଦ୍ରରୁ ଭୂପୃଷ୍ଠ ଆଡକୁ ପ୍ରବାହିତ ପବନ ଧିର ହେଉଛି…

ପୁଣି ଟ୍ରାକ୍‌କୁ ଫେରିବ ୟେସ୍ ବ୍ୟାଙ୍କ, ୩ ଦିନ ଭିତରେ ଉଠିବ କଟକଣା

ନୂଆଦିଲ୍ଲୀ: ପୁଣି ଟ୍ରାକ୍‌କୁ ଫେରିବ ଦେବାଳିଆ ହୋଇଥିବା ୟେସ୍ ବ୍ୟାଙ୍କ । ୩ ଦିନ ଭିତରେ ଉଠିବ କଟକଣା । ଏନେଇ ସରକାର ସମସ୍ତ ପ୍ରକାର ପ୍ରସ୍ତୁତି ଚଳାଇଛନ୍ତି । ୟେସ୍ ବ୍ୟାଙ୍କର ପୁନରୁଦ୍ଧାର ହେବ ବୋଲି ବିଜ୍ଞପ୍ତି ପ୍ରକାଶ ପାଇଛି । ବିଜ୍ଞପ୍ତି ପ୍ରକାଶ ପାଇବାର ୩ ଦିନ ଭିତରେ ଜମାକାରୀଙ୍କ…

କରୋନା ଭୟ: ଆସନ୍ତାକାଲି ଠାରୁ ମାର୍ଚ୍ଚ ୩୧ ଯାଏଁ ବନ୍ଦ ରହିବ ନନ୍ଦନକାନନ

ଭୁବନେଶ୍ୱର: ସମସ୍ତଙ୍କୁ ଘାରିଛି କରୋନାର କୋକୁଆ ଭୟ । ଏହି କ୍ରମରେ ରାଜ୍ୟ ସରକାର କରୋନା ମୁକାବିଲା ପାଇଁ ଆଗୁଆ ସଚେତନାତା ମୂଳକ ପଦକ୍ଷେପ ନେଇଛନ୍ତି । ମାର୍ଚ୍ଚ ୩୧ ଯାଏଁ ନନ୍ଦନକାନନ ପ୍ରାଣୀ ଉଦ୍ୟାନ ଓ ବୋଟାନିକାଲ ଗାର୍ଡେନ୍‌କୁ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରଖାଯାଇଛି । ଆସନ୍ତାକାଲି ଠାରୁ…

ସୁସ୍ଥ ହୋଇ ଘରକୁ ଫେରିଲେ ୧୦ କରୋନା ଆକ୍ରାନ୍ତ

ନୂଆଦିଲ୍ଲୀ: କରୋନାର କୋକୁଆ ଭୟ ଭିତରୁ ଆସିଲା ଆଶ୍ୱସ୍ଥି ଖବର । ସୁସ୍ଥ ହୋଇ ଘରକୁ ଫେରିଲେ ୧୦ କରୋନା ଆକ୍ରାନ୍ତ । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ରିପୋର୍ଟ ଦେଇଛି । ସ୍ୱାସ୍ଥ୍ୟ ମନ୍ତ୍ରାଳୟର ରିପୋର୍ଟ ଅନୁସାରେ ଭାରତରେ ଏ ଯାଏଁ ୮୩ ଜଣ କରୋନା ଭୂତାଣୁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି…

କରୋନାଭାଇରସ ଆତଙ୍କ; ଆଇନଜୀବୀଙ୍କ ଲାଗି ଗାଇଡଲାଇନ ଜାରି କଲେ ଓଡିଶା ହାଇକୋର୍ଟ

କଟକ: କରୋନାଭାଇରସ ମହାମାରୀ ରୂପ ନେଉଥିବା ବେଳେ ସୁପ୍ରିମକୋର୍ଟଙ୍କ ପରେ ଓଡିଶା ହାଇକୋର୍ଟ ଆଇନଜୀବୀଙ୍କ ଲାଗି ଏକ ନିର୍ଦ୍ଦେଶାବଳୀ ଜାରି କରିଛନ୍ତି। ଉକ୍ତ ନିର୍ଦ୍ଦେଶାବଳୀ ଅନୁଯାୟୀ: କୋର୍ଟ କୋଠରୀ ଭିତରେ ଭିଡକୁ ଏଡ଼ାଇବା ପାଇଁ ଏହା ମଧ୍ୟକୁ କେବଳ ଓକିଲମାନେ ମକଦ୍ଦମାକାରୀଙ୍କ ସହିତ…

କରୋନାଭାଇରସ ଆତଙ୍କ; ମାର୍ଚ୍ଚ ୩୧ ଯାଏଁ ବନ୍ଦ ରହିବ ଏହି ୨ ପ୍ଲାନେଟୋରିୟମ୍‌, ଜାଣନ୍ତୁ

ଭୁବନେଶ୍ୱର: କରୋନାଭାଇରସ୍ ଦିନକୁ ଦିନ ମାରାତ୍ମକ ରୂପ ନେଉଥିବା ବେଳେ ଏହାକୁ ଦୃଷ୍ଟିରେ ରଖି ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ଦୁଇଟି ପ୍ଲାନେଟୋରିୟମ୍ ଏବଂ ସଂଗ୍ରହାଳୟ ବନ୍ଦ କରିବାକୁ ଓଡିଶା ସରକାର ନିର୍ଦ୍ଦେଶ ଦେଇଛନ୍ତି। ଗଣମାଧ୍ୟମକୁ ସୂଚନା ଦେଇ ଶନିବାର ଦିନ ପଠାଣୀ ସାମନ୍ତ ପ୍ଲାନେଟୋରିୟମର…

କରୋନାଭାଇରସ ଭୟ: ଅନ୍ତର୍ଜାତୀୟ ବିମାନ ଉଡାଣକୁ ବାତିଲ କଲା ଏୟାର ଇଣ୍ଡିଆ

ନୂଆଦିଲ୍ଲୀ: କରୋନାଭାଇରସ ଦିନକୁ ଦିନ ମାରାତ୍ମକ ହୋଉଥିବା ବେଳେ ଆସନ୍ତା ଏପ୍ରିଲ ୧୫ ତାରିଖ ପର୍ଯ୍ୟନ୍ତ ଏୟାର ଇଣ୍ଡିଆ ପକ୍ଷରୁ ଅନେକ ପ୍ରମୁଖ ଅନ୍ତର୍ଜାତୀୟ ବିମାନ ଉଡାଣକୁ ବାତିଲ କରିବାକୁ ନିଷ୍ପତ୍ତି ହୋଇଛି। ଜାତୀୟ ପରିବହନକାରୀ ବିମାନ ଉଡ଼ାଣ କାର୍ଯ୍ୟକୁ ଫ୍ରାଙ୍କଫୋର୍ଟ୍, ପ୍ୟାରିସ୍,…

ଭାରତରେ କରୋନା ଭାଇରସ ନେଲା ଦ୍ଵିତୀୟ ଜୀବନ

ନୂଆଦିଲ୍ଲୀ: ମହାମାରୀ ଘୋଷିତ ହୋଇଥିବା ନଭେଲ କରୋନା ଭାଇରସ ସଂକ୍ରମିତ ଦିଲ୍ଲୀର ଜଣେ ୬୮ ବର୍ଷୀୟା ମହିଳା ଶୁକ୍ରବାର ରାତିରେ ମୃତ୍ୟୁବରଣ କରିଥିବା ବେଳେ ଭାରତରେ କରୋନା ଭୁତାଣୁ ସଂକ୍ରମିତ ମୃତ୍ୟୁ ସଂଖ୍ୟା ଦୁଇ ରେ ପହଞ୍ଚିଛି । ଏହି ମହିଳା ଜଣଙ୍କୁ ବିଦେଶଯାତ୍ରାରୁ ଫେରିଥିବା ତାଙ୍କ ପୁଅ…