Latest Odisha News

BREAKING NEWS

Browsing Category

ଫିଚର

ଆସନ୍ତୁ ଜାଣିବା କଲିକତାର କେଉଁ କାଳୀ ମନ୍ଦିରରେ ଚାଓମିନ୍ ଭୋଗ ହୁଏ

କଲିକତା: ପଶ୍ଚିମବଙ୍ଗର ଏକ କାଳୀ ମନ୍ଦିରରେ ଚାଓମିନ୍ ଭୋଗ ହୁଏ । ବିଶ୍ୱାସ ନ ହେଲେ ମଧ୍ୟ ଏହା ସତ୍ୟ । କଲିକତାର ଟାଙ୍ଗରା ଅଂଚଳରେ ଏହି ମନ୍ଦିର ଅବସ୍ଥାପିତ । ଏହାର ନାମ ହେଲା ଚାଇନିଜ କାଳୀ ମନ୍ଦିର । ୬୦ ବର୍ଷ ତଳେ ଜଣେ ଭକ୍ତ ୨ଟି କଳା ପଥରରେ ସିନ୍ଦୁର ଲଗାଇ ଗଛ ତଳେ ପୂଜା କରୁଥିଲେ । ପରେ…

ମାର୍ଚ୍ଚ ୨ରୁ ଖୋଲିବ ଏସବିଆଇ କାର୍ଡ ଆଇପିଓ; କିଣିବା ପୂର୍ବରୁ ଜାଣି ରଖନ୍ତୁ ଏହି ବିଷୟରେ

ନୂଆଦିଲ୍ଲୀ: ଦେଶର ସର୍ବବୃହତ ସରକାରୀ ବ୍ୟାଙ୍କ ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଏସବିଆଇ) ର ସହାୟକ କମ୍ପାନୀ ଏସବିଆଇ କାର୍ଡ ଆଇପିଓର ଆଇପିଓ ମାର୍ଚ୍ଚ ୨ ରେ ଖୋଲିବ। ଏଥି ସହିତ ଏହାର ମୂଲ୍ୟ ବ୍ୟାଣ୍ଡ ୭୫୦ ରୁ ୭୫୫ ଟଙ୍କା ସ୍ଥିର କରାଯାଇଛି । ବିଶେଷଜ୍ଞମାନେ ବିଶ୍ୱାସ କରନ୍ତି ଯେ ଏହି ଆଇପିଓରୁ…

ଝିଅକୁ ବିବାହ କରାଇବା ପାଇଁ ମାଇକ ଟାଇସନ ବ୍ୟଗ୍ର, ଜ୍ବାଇଁକୁ ଦେବେ ୭୦ ଲକ୍ଷ ଟଙ୍କା !

ନ୍ୟୁୟର୍କ: ପୂର୍ବତନ ବିଶ୍ୱ ଚାମ୍ପିୟନ ବକ୍ସର ମାଇକ ଟାଇସନ ତାଙ୍କ ଝିଅ ମିକି ଲୋର୍ଣ୍ଣାଙ୍କ ବିବାହ ନେଇ ବ୍ୟସ୍ତ ହେଉଥିବା ଖବର ପ୍ରକାଶ ପାଇଛି । ଯିଏ ତାଙ୍କ ୩୦ ବର୍ଷୀୟ ଝିଅଙ୍କୁ ବିବାହ କରିବ ସେ ୭୦ ଲକ୍ଷ ଟଙ୍କା ଦେବେ ବୋଲି କହିଛନ୍ତି । ତେବେ ଏହି ରିପୋର୍ଟ ଭାଇରାଲ ହେବା ପରେ ଟାଇସନ…

ମୟୁରଭଞ୍ଜ ଜିଲ୍ଲା ପାଇଁ ନିର୍ବାଚନ ମଣ୍ଡଳୀ ସ୍ତରୀୟ ୪ ପର୍ଯ୍ୟବେକ୍ଷକ ନିଯୁକ୍ତ କଲେ ନବୀନ

ଭୁବନେଶ୍ୱର: ବିଜେଡି ଅଧ୍ୟକ୍ଷ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରବିବାର ଦିନ ମୟୁରଭଞ୍ଜ ଜିଲ୍ଲାର ୮ ନିର୍ବାଚନ ମଣ୍ଡଳୀ ପାଇଁ ପର୍ଯ୍ୟବେକ୍ଷକ ନିଯୁକ୍ତ କରିଛନ୍ତି । ବିଜେଡି ଦଳ ଦ୍ୱାରା ଜାରି ଏକ ବିଜ୍ଞପ୍ତି ଅନୁସାରେ, ଚାନ୍ଦବାଲି ବିଧାୟକ ବ୍ୟେମକେଶ ରାୟଙ୍କୁ କରଞ୍ଜିଆ ଓ ଯଶିପୁର…

ମହିଳା ଟି୨୦ ବିଶ୍ୱକପ କ୍ରିକେଟ: ସେମିରେ ଇଂଲଣ୍ଡ, ଦକ୍ଷିଣ ଆଫ୍ରିକା

ସିଡନୀ:ଅଲରାଉଣ୍ଡ ପ୍ରଦର୍ଶନ ସହାୟତାରେ ଏଠାରେ ଅନୁଷ୍ଠିତ ମହିଳା ଟି୨୦ ବିଶ୍ୱକପ କ୍ରିକେଟରେ ଇଂଲଣ୍ଡ ୪୬ ରନରେ ୱେଷ୍ଟଇଣ୍ଡିଜକୁ ପରାସ୍ତ କରି ସେମିଫାଇନାଲରେ ପ୍ରବେଶ କରିଛି । ଟସ୍ ଜିତି ପ୍ରଥମେ ବ୍ୟାଟିଂ କରି ଇଂଲଣ୍ଡ ନାତାଲି ଶିବର(୫୭ରନ)ଙ୍କ ଅର୍ଦ୍ଧଶତକ ସହାୟତାରେ ୨୦ ଓଭରରେ ୫ ଉଇକେଟ…

ଅଲଗା ପ୍ରକାର ନାମ ପାଇଁ କମ୍ପାନୀର ଅଫର, ୦୦୩ ଜିତିଲେ ପିଜା ପୁରସ୍କାର

ମେକ୍ସିକୋ ସିଟି: ସ୍ଥାନୀୟ ମେରିଦା ସହରରେ ଏକ ପିଜା କମ୍ପାନୀ ନୂତନ ପ୍ରକାର ପ୍ରତିଯୋଗିତା ରଖିଥିଲା । ଏହା ମୁତାବକ ଅଦ୍ଭୁତ ଓ ଅଲଗା ପ୍ରକାର ନାମ ରଖିଥିବା ବ୍ୟକ୍ତିଙ୍କୁ ମାଗଣାରେ ପିଜା ପ୍ରଦାନ କରାଯିବ । ଏଥିରେ ଅନେକ ପ୍ରତିଯୋଗୀ ଭାଗ ନେଇଥିଲେ । ଫାଇନାଲ ଲିଷ୍ଟରେ ନିବିୟା, ବାହାଜିବାଦି…

ଆର୍ମି ଅଫିସର ଲୁକ୍‌ରେ ଆମିର ଖାନ

ମୁମ୍ବାଇ: ଆର୍ମି ଅଫିସର ଲୁକ୍‌ରେ ନଜର ଆସିଛନ୍ତି ବଲିଉଡର ମିଷ୍ଟର ପରଫେକ୍ଟନିଷ୍ଟ ଆମିର ଖାନ୍ । ତାଙ୍କର ଆଗାମୀ ଫିଲ୍ମ “ଲାଲ ସିଂହ ଚଡ୍ଡା”ର ସୁଟିଂରେ ସେ ଏବେ ବ୍ୟସ୍ତ ଅଛନ୍ତି । ଏହାକୁ ନେଇ ବିଭିନ୍ନ ସମୟରେ ଆମିର ଖାନଙ୍କ ଭିନ୍ନ ଭିନ୍ନ ଲୁକ୍ ସାମ୍ନାକୁ ଆସୁଛି । ଏହାରି ଭିତରେ ତାଙ୍କର…

‘ଏକ ଭାରତ ଶ୍ରେଷ୍ଠ ଭାରତ’ରେ ସ୍ଥାନ ପାଇଲା ଓଡିଶାର ଛେନା ପୋଡ

ଭୁବନେଶ୍ୱର: ଭାରତର ଏକତା ତଥା ଅଖଣ୍ଡତାକୁ ସୁଦୃଢ କରିବା ଉଦ୍ଦେଶ୍ୟରେ ଆରମ୍ଭ ହୋଇଥିବା ‘ଏକ ଭାରତ ଶ୍ରଦ୍ଧା ଭାରତ’ ଅଭିଯାନରେ ଓଡିଶାର ସ୍ୱତନ୍ତ୍ର ମିଠା ‘ଛେନା ପୋଡ’ ସ୍ଥାନ ପାଇଛି। ଯାହା ଓଡିଶା ପାଇଁ ଏକ ଗୌରବମୟ କଥା । ଏନେଇ ରବିବାର ଦିନ ପିଆଇବି ଇଣ୍ଡିଆ ଟୁଇଟ୍ କରିଛି । ଏହି…

ଟ୍ରାଫିକ ଚେକିଂ: ମଧ୍ୟାହ୍ନ ସୁଦ୍ଧା ୨ଲକ୍ଷ ୫୦ ହଜାର ଟଙ୍କା ଫାଇନ ଆଦାୟ

ଭୁବନେଶ୍ୱର: ସରିଛି ଡେଡ୍ ଲାଇନ୍ । ୬ ମାସର କୋହଳ ପରେ ପୁଣି କଡାକଡି ହୋଇଛି ନୂଆ ମୋଟର ଯାନ ଆଇନ । ପୁଣି ଆରମ୍ଭ ହୋଇଛି ଛକ ଛକରେ ଚେକିଂ । ଟ୍ରାଫିକ ନିୟମ ଉଲ୍ଲଂଘନକାରୀଙ୍କୁ ସ୍ଥାନେ ସ୍ଥାନେ ଜଗି ଚାଲାଣ କାଟୁଛି ପୋଲିସ । ରାଜଧାନୀ ଭୁବନେଶ୍ୱର ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ସକାଳୁ…

ମନ୍ଦିର ପାଇଁ ଧନବର୍ଷା: ୧୧୦ ମିନିଟରେ ଯୋଗାଡ ହେଲା ୧୩୬ କୋଟି

ଅହମ୍ମଦାବାଦ: ଗୁଜରାଟର ଜାସପୁରରେ ୧୦୦୦ କୋଟି ବଜେଟରେ ଉମିୟା ମାତାଜିଙ୍କ ଏକ ଭବ୍ୟ ମନ୍ଦିର ତିଆରି ହେଉଛି । ଏହାର ଉଚ୍ଚତା ୪୩୧ ଫୁଟ ହେବ ଏବଂ ୫୨ ଫୁଟ ଉଚତାର ପ୍ରତିମା ସ୍ଥାପିତ ହେବ । ମନ୍ଦିର ନିର୍ମାଣ ପାଇଁ ୨ଦିନିଆ ଶିଳାନ୍ୟାସ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଏହି ଅବସରରେ…